କନକ ବ୍ୟୁରୋ : ଆଜି ବ୍ରିସବେନ୍ ଟେଷ୍ଟର ପ୍ରଥମ ଇନିଂସରେ ୩୬୯ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଦ୍ୱିତୀୟ ଦିନ ଗତକାଲି ସ୍କୋର ୫ ୱିକେଟରେ ୨୭୪ ରନରୁ ଖେଳ ଆରମ୍ଭ କରି ୩୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇଛି । ଆଜି ଦଳ ୩୦୦ ରନ୍ ପାର କରିବା ପରେ ପରେ ତାସ୍ ପତା ପରି ଖସିଥିଲା ଘରୋଇ ଦଳର ଉଇକେଟ୍ । ଅର୍ଦ୍ଧଶତକ ପୂରଣ କରି କ୍ୟାପଟେନ୍ ଟିମ୍ ପାଇନେ ପ୍ୟାଭିଲିୟନ୍ ଫେରିବାContinue reading “ବ୍ରିସବେନ୍ ଟେଷ୍ଟ : ପ୍ରଥମ ଇନିଂସରେ ୩୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍; ନଟରାଜନ, ଶାର୍ଧୁଳ ଠାକୁର ଏବଂ ୱାଶିଂଟନ ସୁନ୍ଦରଙ୍କୁ ୩ଟି ଲେଖାଏଁ ୱିକେଟ”
Tag Archives: News
କୋଭାକ୍ସିନ୍ ଟିକାକରଣକୁ ନେଇ ଆସିଲା ବଡ ଖବର : ଟିକାକରଣରେ ବଡ ଧରଣର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ଟିକାନେଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ
କନକ ବ୍ୟୁରୋ : ଦେଶରେ ଆଜି ଆରମ୍ଭ ହେବ କରୋନା ଟିକାକରଣର ମେଗା ଅଭିଯାନ । ଏହି ଅବସରରେ କରୋନା ଟାକା କୋଭାକ୍ସିନ୍କୁ ନେଇ ଆସିଛି ବଡ ଖବର । ଭାରତୀୟ ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ ଏହି କୋଭାକ୍ସିନ ଟିକାକୁ ପ୍ରସ୍ତୁତ କରିଛି । ଦେଶର କିଛି ସ୍ଥାନରେ ଏହି ଟିକା ଦିଆଯାଉଛି । ତେବେ ଭାରତୀୟ ଟିକା କୋଭାକ୍ସିନ୍ ଦେବା ପରେ କୌଣସି ବଡ ଧରଣର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ , ଏଥିପାଇଁContinue reading “କୋଭାକ୍ସିନ୍ ଟିକାକରଣକୁ ନେଇ ଆସିଲା ବଡ ଖବର : ଟିକାକରଣରେ ବଡ ଧରଣର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ଟିକାନେଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ”
କରୋନା ଟିକାକରଣ ନେଇ ବାଲୁକା କଳାରେ ସଚେତନତା : ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ ବାଲୁକା କଳା; ଟୁଗେଦର ଉଇ କ୍ୟାନର ଦେଲେ ବାର୍ତ୍ତା
କନକ ବ୍ୟୁରୋ : ପୁରୀ ବେଳାଭୂମିରେ କରୋନା ଟିକାକରଣକୁ ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥିପାଇଁ ସେ ବାଲିରେ ତିଆରି କରିଛନ୍ତି ବିଶାଳ ବାଲୁକା କଳା । ଟୁଗେଦର ଉଇ କ୍ୟାନର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଆଜି ଦେଶରେ କରୋନା ବିରୋଧରେ ସବୁଠାରୁ ବଡ ଟିକାକରଣର ଶୁଭାରମ୍ଭ ହେଉଥିବା ବେଳେ ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା ସମସ୍ତଙ୍କୁ ଟିକାକରଣ ଦିଗରେ ସଚେତନ କରିବ ନିଶ୍ଚୟContinue reading “କରୋନା ଟିକାକରଣ ନେଇ ବାଲୁକା କଳାରେ ସଚେତନତା : ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ ବାଲୁକା କଳା; ଟୁଗେଦର ଉଇ କ୍ୟାନର ଦେଲେ ବାର୍ତ୍ତା”
ଶୀତରେ ଥରୁଛି ସାରା ରାଜ୍ୟ । ଖସୁଛି ପାରଦ, ବଢୁଛି ଥଣ୍ଡା । ଫୁଲବାଣୀରେ ୬ଡିଗ୍ରିକୁ ଖସିଲା ପାରଦ
ଲୁଚକାଳି ଖେଳୁଛି ଶୀତ । ଗତ କିଛି ଦିନ ହେଲା ରାଜ୍ୟରେ ପାରଦ ଊର୍ଧ୍ବମୁଖା ଥିବା ବେଳେ ଏବେ ପୁଣି ଥଣ୍ଡା ବଢ଼ିବା ଆରମ୍ଭ ହୋଇଛି। ପାଖାପାଖି ୧୦ ଦିନ ପରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସି ଆସିଛି । ଖାଲି ଫୁଲବାଣୀ ନୁହେଁ, ଆଉ ୪ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳେ ରହିଛି। ଗତ ୨୪ ଘଣ୍ଟାରେ ଆଭ୍ୟନ୍ତର ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରି ଖସିଥିବା ବେଳେ ଉପକୂଳରେContinue reading “ଶୀତରେ ଥରୁଛି ସାରା ରାଜ୍ୟ । ଖସୁଛି ପାରଦ, ବଢୁଛି ଥଣ୍ଡା । ଫୁଲବାଣୀରେ ୬ଡିଗ୍ରିକୁ ଖସିଲା ପାରଦ”
ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ପାଇଁ ୧ ଲକ୍ଷ ୯୨ ହଜାର ୫୫୫ ହିତାଧିକାରୀ ଚିହ୍ନଟ : ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା
କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପହଂଚିସାରିଛି ଦୁଇଟି ଟିକା । କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ରାଜ୍ୟର ୩୨ଟି କେନ୍ଦ୍ରକୁ ପଠାଇ ଦିଆଯାଇଛି । ଆଜି ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱରContinue reading “ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ପାଇଁ ୧ ଲକ୍ଷ ୯୨ ହଜାର ୫୫୫ ହିତାଧିକାରୀ ଚିହ୍ନଟ : ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା”
କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ : ଆଜି ସାରାଦେଶର ୩ ହଜାର କେନ୍ଦ୍ରରେ ହେବ ମେଗା ଟିକାକରଣ; ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଆଜି ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ କାଲି ସାରା ଦେଶର ତିନି ହଜାରContinue reading “କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ : ଆଜି ସାରାଦେଶର ୩ ହଜାର କେନ୍ଦ୍ରରେ ହେବ ମେଗା ଟିକାକରଣ; ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ”
ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍ । ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ଅର୍ଜୁନ ।
କନକ ବ୍ୟୁରୋ : ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍୍ । ଏଥର ଅର୍ଜୁନ ତେନ୍ଦୁଲକରଙ୍କ ପାଖରେ ଆଇପିଏଲ ଖେଳିବାର ସୁଯୋଗ ରହିଛି । କାରଣ ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ । ଆସନ୍ତା ଫେବ୍ରୁଆରୀ ମାସରେ ହେବାକୁ ଥିବା ଆଇପିଏଲ ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଅର୍ଜୁନ । ଯଦି କେଉଁ ଦଳContinue reading “ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍ । ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ଅର୍ଜୁନ ।”
ମୋବାଇଲ ଆପ୍ ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣଙ୍କ ଆତ୍ମହତ୍ୟା ।
କନକ ବ୍ୟୁରୋ : ମୋବାଇଲ ଆପ୍ ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣ ଆତ୍ମହତ୍ୟା କରିବା ପରେ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଏହି ମାମାଲାରେ ୨୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ଏପରିକି ଏହି ଘଟଣା ପରେ ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୧୮ଟି ଲୋନ୍ ଆପ୍ । ନିକଟରେ ତେଲେଙ୍ଗାନା ପୋଲିସ ଅନଲାଇନ ଆପ୍ ଜରିଆରେ ହେଉଥିବା ଋଣ ନାଁରେContinue reading “ମୋବାଇଲ ଆପ୍ ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣଙ୍କ ଆତ୍ମହତ୍ୟା । “
ଭାରତର କୋଭିଡ ପରିଚାଳନାରେ ମୋଦୀ ନୀତିକୁ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ପ୍ରଶଂସା । ଆଇଏମଏଫ ମୁଖ୍ୟ କହିଲେ, ଅର୍ଥନୀତିକୁ ଦ୍ରୁତ ବିକାଶ ପଥରେ ଆଗେଇ ନେବାକୁ ଜାରି ରହୁ ପ୍ରୟାସ
କନକ ବ୍ୟୁରୋ : କରୋନା ବିରୋଧି ଲଢେଇରେ ଭାରତର ଭୂମିକାକୁ ପ୍ରଂଶାସା କଲେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା । କରୋନା ମହାମାରୀ ସମୟରେ ପୂରା ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ଭାରତ ବେଶ ଦକ୍ଷତାର ସହ ଏହାର ମୁକାବିଲା କରିଥିବା ସେ କହିଛନ୍ତି । କରୋନା ମହାମାରୀ ଓ ଅର୍ଥନୀତି ଉପରେ ପଡିଥିବା ଏହାର ପ୍ରଭାବର ମୁକାବିଲା ଦକ୍ଷତାର ସହ କରିଛି ଭାରତ । ମୁଖ୍ୟତଃ ଏତେ ଜନସଂଖ୍ୟା ଭିତରେ ଲକଡାଉନContinue reading “ଭାରତର କୋଭିଡ ପରିଚାଳନାରେ ମୋଦୀ ନୀତିକୁ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ପ୍ରଶଂସା । ଆଇଏମଏଫ ମୁଖ୍ୟ କହିଲେ, ଅର୍ଥନୀତିକୁ ଦ୍ରୁତ ବିକାଶ ପଥରେ ଆଗେଇ ନେବାକୁ ଜାରି ରହୁ ପ୍ରୟାସ”
ଭାରତ ଚୀନ୍ ବିବାଦ ମଧ୍ୟରେ ବେଜିଂକୁ ସେନା ମୁଖ୍ୟଙ୍କ କଡା ଚେତାବନୀ । ୭୩ତମ ସେନା ପ୍ରତିଷ୍ଠା ଦିବସରେ କହିଲେ, ଧୈର୍ଯ୍ୟର ପରୀକ୍ଷା ନନେଉ ଚୀନ୍
କନକ ବ୍ୟୁରୋ : ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଚୀନ୍କୁ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ଏମଏମ ନରଭଣେ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଆନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । କେବଳ ଏତିକି ନୁହେଁ ଗଲୱାନ ଘାଟୀ ଘଟଣାକୁ ମନେପକାଇ ନରଭଣେ କହିଛନ୍ତି ଯେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି ମନ୍ତବ୍ୟ ଦେଇଛନ୍ତି ସେନାମୁଖ୍ୟ । ଭାରତରContinue reading “ଭାରତ ଚୀନ୍ ବିବାଦ ମଧ୍ୟରେ ବେଜିଂକୁ ସେନା ମୁଖ୍ୟଙ୍କ କଡା ଚେତାବନୀ । ୭୩ତମ ସେନା ପ୍ରତିଷ୍ଠା ଦିବସରେ କହିଲେ, ଧୈର୍ଯ୍ୟର ପରୀକ୍ଷା ନନେଉ ଚୀନ୍”