ଭାରତର ମହାମାରୀ ମୁକାବିଲାକୁ ସବୁଆଡୁ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ବିଲ ଗେଟ୍ସ ।

କନକ ବ୍ୟୁରୋ: କରୋନା ମହାମାରୀ ଲଢେଇରେ ଭାରତର ଭୂମିକାକୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କ ପ୍ରଶଂସା । ଏହାସହ ବୈଜ୍ଞାନିକ ଉଦ୍ଭାବନ ଓ ଟିକା ପ୍ରସ୍ତୁତିରେ ଭାରତ ନେତୃତ୍ୱ ନେଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଲ ଗେଟ୍ସ ପ୍ରଶଂସା କରିଛନ୍ତି । ବିଲ ଗେଟ୍ସ ଟ୍ୱିଟ କରି ଲେଖିଛନ୍ତି, ଯେଉଁ ସମୟରେ ସାରା ବିଶ୍ୱ କରୋନା ଭୂତାଣୁ ପରି ମହାମାରୀ ସହ ଲଢେଇ କରୁଛି, ସେହି ସମୟରେ ଭାରତର ବୈଜ୍ଞାନକି ଓ ଚିକିତ୍ସକ ମାନେContinue reading “ଭାରତର ମହାମାରୀ ମୁକାବିଲାକୁ ସବୁଆଡୁ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ବିଲ ଗେଟ୍ସ ।”

ଗୃହବନ୍ଦୀରେ ଅଛନ୍ତି କି ଶିଳ୍ପପତି ଜ୍ୟାକ ମା ? ଦୁଇ ମାସ ଧରି ନିଖୋଜ ହେବା ପରେ ବଢୁଛି ସନ୍ଦେହ । ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହୋଇଥିବା ଚର୍ଚ୍ଚା ।

କନକ ବ୍ୟୁରୋ: ଦୁଇ ମାସରୁ ଅଧିକ ସମୟ ଧରି ନିଖୋଜ ଥିବା ବିିଶିଷ୍ଟ ଶିଳ୍ପପତି ଜ୍ୟାକ ମାଙ୍କୁ ନେଇ କୌଣସି ପତା ମିଳୁନାହିଁ । ତେବେ ଚୀନ ସରକାର ବିରୋଧୀ ବୟାନ ଦେବା ପରେ ଜ୍ୟାକ ମା ହଠାତ୍ ନିଖୋଜ ହୋଇଯାଇଛନ୍ତି । କଂପାନୀର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି ଜ୍ୟାକ୍ ମା । ଆଶଙ୍କା କରାଯାଉଛି ଯେ ଚୀନ୍ ସରକାର ତାଙ୍କୁ ନିଜ ହେପାଜତରେ ନେଇଛନ୍ତି । ଅର୍ଥାତ୍ ସେ କୌଣସି ସ୍ଥାନରେ ଗୃହବନ୍ଦୀContinue reading “ଗୃହବନ୍ଦୀରେ ଅଛନ୍ତି କି ଶିଳ୍ପପତି ଜ୍ୟାକ ମା ? ଦୁଇ ମାସ ଧରି ନିଖୋଜ ହେବା ପରେ ବଢୁଛି ସନ୍ଦେହ । ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହୋଇଥିବା ଚର୍ଚ୍ଚା ।”

ବେନାମି ସମ୍ପତି ମାମଲାରେ ଆଜି ପୁଣି ରବର୍ଟ ଭଦ୍ରାଙ୍କୁ ପଚରାଉଚରା । ବୟାନ ରେକର୍ଡ କଲା ଆୟକର ବିଭାଗ ।

କନକ ବ୍ୟୁରୋ : ବେନାମି ସମ୍ପତି ମାମଲାରେ ଆଜି ପୁଣି ଥରେ ରବର୍ଟ ଭଦ୍ରାଙ୍କ ବାସଭବନରେ ପହଂଚିଛନ୍ତି ଆୟକର ବିଭାଗର ଅଧିକାରୀ । ଏହା ପୂର୍ବରୁ ଆୟକର ବିଭାଗର ଟିମ୍ ରବର୍ଟ ଭଦ୍ରାଙ୍କୁ ୮ଘଂଟା କାଳ ପଚରା ଉଚରା କରିଥିଲା । ରବର୍ଟ ଭଦ୍ରା କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷା ତଥା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ । ବିକାନେର ଏବଂ ଫରିଦାବାଦ୍ ଜମି ଦୁର୍ନୀତିକୁ ନେଇ ଆୟକର ବିଭାଗ ତାଙ୍କୁContinue reading “ବେନାମି ସମ୍ପତି ମାମଲାରେ ଆଜି ପୁଣି ରବର୍ଟ ଭଦ୍ରାଙ୍କୁ ପଚରାଉଚରା । ବୟାନ ରେକର୍ଡ କଲା ଆୟକର ବିଭାଗ ।”

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଦୁଇ ସପ୍ତାହ ମଧ୍ୟରେ ମନ୍ଦିର ମରାମତି ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ 

କନକ ବ୍ୟୁରୋ : ପାକିସ୍ତାନ ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଦୁଇ ସପ୍ତାହ ବା ୧୫ ଦିନ ଭିତରେ ମନ୍ଦିରର ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କରକ ଜିଲ୍ଲାର ଟେରି ଗାଁରେ ପରମହଂସ ମହାରାଜ ସମାଧି ସମେତ କ୍ରିଷ୍ଣ ଦ୍ୱାର ମନ୍ଦିରରେ ଗତ ୩୦ତାରିଖ ଦିନ ଭଙ୍ଗାରୁଜା ହୋଇଥିଲା । ଗତ ସପ୍ତାହରେ କରାଚିରେ ଏକ ବୈଠକ ସମୟରେContinue reading “ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଦୁଇ ସପ୍ତାହ ମଧ୍ୟରେ ମନ୍ଦିର ମରାମତି ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ “

ମାହାଙ୍ଗା ବିଜେପି ନେତା ହତ୍ୟା ଘଟଣାରେ ୪ଜଣଙ୍କୁ ଗିରଫ କଲା ପୁଲିସ । ଘଟଣାସ୍ଥଳରେ ଦୃଶ୍ୟର ପୁନରାବୃତି କଲେ ଅଭିଯୁକ୍ତ । 

କନକ ବ୍ୟୁରୋ : ସାରା ରାଜ୍ୟର ନଜରରେ ଥିବା ମହାଙ୍ଗାର ଡବଲ୍ ମର୍ଡର ଘଟଣା କେମିତି ଘଟିଥିଲା, କେଉଁ ସବୁ ଅସ୍ତ୍ର ବ୍ୟବହାର ହୋଇଥିଲା ଏବଂ କିଭଳି ହତ୍ୟାକାଣ୍ଡକୁ ଚୁଡ଼ାନ୍ତ ରୂପ ଦିଆଯାଇଥିଲା?ଏହି ସବୁ ପ୍ରଶ୍ନର ଉତର ଖୋଜିିବା ପାଇଁ ଜଣେ ଅଭିଯୁକ୍ତଙ୍କୁ ଧରି ଘଟଣାର ରିକ୍ରିୟସନ୍ କରିଛି ପୁଲିସ୍ । ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ଖଣ୍ଡା ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛିContinue reading “ମାହାଙ୍ଗା ବିଜେପି ନେତା ହତ୍ୟା ଘଟଣାରେ ୪ଜଣଙ୍କୁ ଗିରଫ କଲା ପୁଲିସ । ଘଟଣାସ୍ଥଳରେ ଦୃଶ୍ୟର ପୁନରାବୃତି କଲେ ଅଭିଯୁକ୍ତ । “

ମହାପ୍ରଭୁଙ୍କ ଦର୍ଶନ ନପାଇ ବଡଦାଣ୍ଡରୁ ଫେରୁଛି ଭକ୍ତ । ୧୦ଜଣ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ବନ୍ଦ କଲା ପ୍ରଶାସନ

କନକ ବ୍ୟୁରୋ : ଛତିଶଗଡରୁ ଆସିଥିବା ଏହି ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । ଭାବବିହ୍ୱଳ ପରିବେଶ । କୋଭିଡ ନେଗେଟିଭ ରିପୋର୍ଟ ନଥିବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । କେବଳ ଏହି ଭକ୍ତମାନେ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ ପରୀକ୍ଷା କଟକଣା କାରଣରୁ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି । ଦିନକୁ ୧୫ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହା ୨ହଜାରContinue reading “ମହାପ୍ରଭୁଙ୍କ ଦର୍ଶନ ନପାଇ ବଡଦାଣ୍ଡରୁ ଫେରୁଛି ଭକ୍ତ । ୧୦ଜଣ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ବନ୍ଦ କଲା ପ୍ରଶାସନ”

କୋଭିଡ କଟକଣା ଭିତରେ ସିନେମା ହଲ ଖୋଲିବା ନେଇ ଚାଲିଛି ପ୍ରସ୍ତୁତି । ଜାନୁଆରୀ ୮ରୁ ଖୋଲିବ କେଶରୀ ଟକିଜ । ହଲକୁ କରାଯାଉଛି ସଂପୂର୍ଣ୍ଣ ସାନିଟାଇଜ ।

କନକ ବ୍ୟୁରୋ : ଖୁବ ଶୀଘ୍ର ହଲରେ ସିନେମା ଦେଖିବେ ଦର୍ଶକ । ରାଜଧାନୀରେ ଆସନ୍ତା ୮ ତାରିଖରେ ଖୋଲୁଛି କେଶରୀ ଟକିଜ । କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ପରେ ପୁଣି ବଡ ପରଦାରେ ଫିଲ୍ମ ଦେଖିପାରିବେ ରାଜଧାନୀ ବାସୀ । ୫୦ ପ୍ରତିଶତଙ୍କୁ ନେଇ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ସରକାରଙ୍କ ଗାଇଡଲାଇନ ପରେ ହଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟରେ କୋଭିଡ଼ କଟକଣା ମଧ୍ୟରେContinue reading “କୋଭିଡ କଟକଣା ଭିତରେ ସିନେମା ହଲ ଖୋଲିବା ନେଇ ଚାଲିଛି ପ୍ରସ୍ତୁତି । ଜାନୁଆରୀ ୮ରୁ ଖୋଲିବ କେଶରୀ ଟକିଜ । ହଲକୁ କରାଯାଉଛି ସଂପୂର୍ଣ୍ଣ ସାନିଟାଇଜ ।”

ଅଭିଯୁକ୍ତ ସରୋଜ ସେଠୀକୁ ‘ନାବାଳକ’ ବୋଲି କହିଲେ ପକ୍ସୋ କୋର୍ଟ । ହେଲେ ବୟସ ନେଇ ଅଧିସ ଅନୁସନ୍ଧାନ କରିବ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ।

କନକ ବ୍ୟୁରୋ : ସାରା ରାଜ୍ୟକୁ ଯେଉଁ ଘଟଣା ଦୋହଲାଇଦେଇଥିଲା ଏବଂ ଯାହାକୁ ନେଇ ଓଡିଶା ରଜାନୀତିରେ ହଲଚଲ ଆସିଥିଲା, ଇଏ ହେଉଛି ସେହି ବହୁ ଚର୍ଚ୍ଚିତ ପରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ । କିନ୍ତୁ ସରୋଜ ଜଣେ ‘ନାବାଳକ’ ବୋଲି ଦର୍ଶାଇଛନ୍ତି ପକ୍ସୋ କୋର୍ଟ । ବୟସ ଦର୍ଶାଇବା ପାଇଁ ଅଭିଯୁକ୍ତ ସରୋଜ ପକ୍ଷରୁ କୋର୍ଟରେ ସ୍କୁଲ ସାର୍ଟିଫିକେଟ ଓ ଜନ୍ମ ସାର୍ଟିଫିକେଟ ଉପସ୍ଥାପନ କରାଯାଇଥିଲା ।ଏହି କାଗଜପତ୍ରକୁ ଆଧାର କରି କୋର୍ଟContinue reading “ଅଭିଯୁକ୍ତ ସରୋଜ ସେଠୀକୁ ‘ନାବାଳକ’ ବୋଲି କହିଲେ ପକ୍ସୋ କୋର୍ଟ । ହେଲେ ବୟସ ନେଇ ଅଧିସ ଅନୁସନ୍ଧାନ କରିବ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ।”

ମାସ ମାସର ପ୍ରତୀକ୍ଷାରେ ହେବାକୁ ଯାଉଛି ଅବସାନ । ଖୁସି ଖବର ଶୁଣାଇଲେ କେନ୍ଦ୍ର ସରକାର । ଜାନୁଆରୀ ୧୩-୧୪ ତାରିଖ ସୁଦ୍ଧା ଆରମ୍ଭ ହେବ ଟିକାକରଣ ।

କନକ ବ୍ୟୁରୋ : କୋଭିଡ ଟିକାକରଣ ନେଇ ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ଟିକାକରଣ ପାଇଁ ଅନୁମତି ମିଳିଥିବାରୁ ଏହାର ୧୦ ଦିନ ଭିତରେ ଟିକା ଦିଆଯାଇପାରିବ । ଏଥିସହ ସେ କହିଛନ୍ତି ପୁରା ଟିକାକରଣ ପ୍ରକ୍ରିୟାର ଡିଜିଟାଲ ମନିଟରିଂ କରାଯିବ । ଟିକାକରଣ ପାଇଁ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । ଯେଉଁ ମୂହୁର୍ତକୁ ସାରାContinue reading “ମାସ ମାସର ପ୍ରତୀକ୍ଷାରେ ହେବାକୁ ଯାଉଛି ଅବସାନ । ଖୁସି ଖବର ଶୁଣାଇଲେ କେନ୍ଦ୍ର ସରକାର । ଜାନୁଆରୀ ୧୩-୧୪ ତାରିଖ ସୁଦ୍ଧା ଆରମ୍ଭ ହେବ ଟିକାକରଣ ।”

ମାହାଙ୍ଗା ବିଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡରେ ୪ ଗିରଫ । କାହିଁକି କୂଳମଣୀଙ୍କୁ କରାଗଲା ହତ୍ୟା ? ନଜର ପକାନ୍ତୁ କେତୋଟି କାରଣ… ?

କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାର ପ୍ରକୃତ କାରଣ କ’ଣ? ଏହାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । କିଏ ରାଜନୈତିକ ବିବାଦର ପରିମାଣ କହୁଛି, ତ ଆଉ କିଏ କହୁଛି ବ୍ୟକ୍ତିଗତ ବିବାଦର ଫଳ । ପ୍ରକୃତ କାରଣ ନେଇ ପୁଲିସ୍ ତଦନ୍ତ କରୁଥିବା ବେଳେ କ’ଣ ହୋଇପାରେ ହତ୍ୟାକାଣ୍ଡ ପଛର କାରଣ । କାରଣ ନମ୍ବର-୧ ସରକାରୀ ଅନୁଦାନ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବାContinue reading “ମାହାଙ୍ଗା ବିଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡରେ ୪ ଗିରଫ । କାହିଁକି କୂଳମଣୀଙ୍କୁ କରାଗଲା ହତ୍ୟା ? ନଜର ପକାନ୍ତୁ କେତୋଟି କାରଣ… ?”

Design a site like this with WordPress.com
Get started