କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କଟକ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା । ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଗିରଫ ହୋଇଛନ୍ତି । ଏହାସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ମାମଲାରେ ତଦନ୍ତ ଚାଲିଛି, ଅଧିକ ତଥ୍ୟ ମିଳିଲେ ଜଣାପଡିବ ବୋଲି କହିଛନ୍ତି ଏସପି । ଆଜି ମାହାଙ୍ଗା ଡବଲ ମର୍ଡର ମାମଲାରେ ଡେମୋ ଦେଖାଇଲା ଅଭିଯୁକ୍ତ । ଜଣେ ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇଥିଲାContinue reading “ମାହାଙ୍ଗା ଡବଲ ମର୍ଡରରେ ୪ ଅଭିଯୁକ୍ତ ଗିରଫ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଥିବା ନେଇ ସୂଚନା ଦେଲେ ଗ୍ରାମାଞ୍ଚଳ ଏସପି”
Tag Archives: News
ନୟାଗଡ ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର ।
କନକ ବ୍ୟୁରୋ : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଏହାସହ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର କରିଛନ୍ତି । ପୂର୍ବରୁ ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର । ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି । ବହୁ ଚର୍ଚ୍ଚିତ ପରୀContinue reading “ନୟାଗଡ ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର ।”
ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ମାମଲା । ଜଣେ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଲା ପୁଲିସ । କେମିତି କରିଥିଲେ ହତ୍ୟା ଦେଖାଇଲା ଡେମୋ
କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ ଡେମୋ ଦେଖାଇଲା ଅଭିଯୁକ୍ତ । ଜଣେ ଅଭିଯୁକ୍ତକୁ ପୁଲିସ ଘଟଣା ସ୍ଥଳକୁ ନେଇଥିଲା । ସେମାନେ କେମିତି ହତ୍ୟା କରିଥିଲେ ସଂପୂର୍ଣ୍ଣ ଡେମୋ କରି ଦେଖାଇଛନ୍ତି । ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇଥିଲେ । ଘଟଣା ସ୍ଥଳରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ସେପଟେ ମାହାଙ୍ଗା ଥାନାରେ ପହଚିଂଛନ୍ତି ଏସପି ବି, ଯୁଗଳ କିଶୋର ଓContinue reading “ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ମାମଲା । ଜଣେ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଲା ପୁଲିସ । କେମିତି କରିଥିଲେ ହତ୍ୟା ଦେଖାଇଲା ଡେମୋ”
ବାପା ହେଉଛନ୍ତି ଇନ୍ସପେକ୍ଟର, ଝିଅ ହେଲେ ଡିଏସପି । ଝିଅକୁ ସାମ୍ନାରେ ଦେଖି ବାପାର ଛାତି ହୋଇଗଲା କୁଣ୍ଢେମୋଟ । ଗର୍ବର ସହ ଅଫିସର ଝିଅକୁ ସାଲ୍ୟୁଟ୍ କଲେ ବାପା ।
କନକ ବ୍ୟୁରୋ : ଜଣେ ସିନିୟର ଅଫିସରଙ୍କୁ ପୋଲିସ କର୍ମଚାରୀ ସାଲ୍ୟୁଟ ମାରୁଥିବା ସାଧାରଣ କଥା । ହେଲେ ଏବେ ଆମେ ଯେଉଁ କଥା କହିବୁ ତାହା ଗୋଟିଏ ବାପାର ସଫଳ ପିତୃତ୍ୟର କାହାଣୀ । ଯେଉଁ ଝିଅକୁ ଦିନେ ବାପା କୋଳେଇ କାଖେଇ ମଣିଷ କରିଥିଲା, ଆଜି ସେହି ବାପା ଆଗରେ ବଡ ଅଫିସର ହୋଇ ଛିଡା ହୋଇଛି ଝିଅ । ଆଉ ଗର୍ବର ସହ ନିଜ ଝିଅକୁ ସାଲ୍ୟୁଟ ମାରୁଛି ବାପା । ତେବେContinue reading “ବାପା ହେଉଛନ୍ତି ଇନ୍ସପେକ୍ଟର, ଝିଅ ହେଲେ ଡିଏସପି । ଝିଅକୁ ସାମ୍ନାରେ ଦେଖି ବାପାର ଛାତି ହୋଇଗଲା କୁଣ୍ଢେମୋଟ । ଗର୍ବର ସହ ଅଫିସର ଝିଅକୁ ସାଲ୍ୟୁଟ୍ କଲେ ବାପା ।”
ପରିଶ୍ରମ ହିଁ ସଫଳତାର ଚାବିକାଠି । ଯେଉଁଠି ଥିଲେ ସଫେଇ କର୍ମଚାରୀ, ସେହି ପଞ୍ଚାୟତ ଅଫିସର ହେଲେ ସଭାପତି
କନକ ବ୍ୟୁରୋ : କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବିକାଠି । ଏହି କଥାକୁ ସତ କରି ଦେଖାଇଛନ୍ତି କେରଳର ଜଣେ ମହିଳା । ତାଙ୍କ କାହାଣୀ ଶୁଣିଲେ ଆପଣ ବି ପାଇବେ ପ୍ରେରଣା । ଆଉ ଜୀବନରେ ଆଗକୁ ବଢିବାରେ ଆପଣଙ୍କର ଯେଉଁ ସ୍ୱପ୍ନ ଅଛି ତାକୁ ମଧ୍ୟ ଖୁରାକ ଯୋଗାଇବ ଏହି ମହିଳାଙ୍କ କାହାଣୀ । କେରଳର ଆନନ୍ଦବଲ୍ଲି ନାମକ ଜଣେ ମହିଳା । ଦିନେ ଯେଉଁଠି ସେ ଝାଡୁ ଲଗାଉଥିଲେ ଆଜିContinue reading “ପରିଶ୍ରମ ହିଁ ସଫଳତାର ଚାବିକାଠି । ଯେଉଁଠି ଥିଲେ ସଫେଇ କର୍ମଚାରୀ, ସେହି ପଞ୍ଚାୟତ ଅଫିସର ହେଲେ ସଭାପତି “
ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲା: ମାହାଙ୍ଗା ଥାନାରେ ଏସପି ଓ ଡିଆଇଜିଙ୍କ ରୁଦ୍ଧ ଦ୍ୱାର ବୈଠକ; ସେପଟେ ଆଇନମନ୍ତ୍ରୀ ଗିରଫ ଦାବିରେ ବିଜେପି ଓ କଂଗ୍ରେସର ପ୍ରତିବାଦ
କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି ପୁଲିସ । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି । ଏମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ପଚରାଉଚରା କରାଯାଉଛି । ସେପଟେ ମାହାଙ୍ଗା ଥାନାରେ ପହଚିଂଛନ୍ତି ଏସପି ବି, ଯୁଗଳ କିଶୋର ଓ ଡିଆଇଜି ଆଶିଷ ସିଂ । ଥାନା ଭିତରେ ରୁଦ୍ଧଦ୍ୱାର ବୈଠକ ଚାଲିଛି । ଶନିବାର ରାତିରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କContinue reading “ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲା: ମାହାଙ୍ଗା ଥାନାରେ ଏସପି ଓ ଡିଆଇଜିଙ୍କ ରୁଦ୍ଧ ଦ୍ୱାର ବୈଠକ; ସେପଟେ ଆଇନମନ୍ତ୍ରୀ ଗିରଫ ଦାବିରେ ବିଜେପି ଓ କଂଗ୍ରେସର ପ୍ରତିବାଦ”
ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
କନକ ବ୍ୟୁରୋ : ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି, ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍.ପି, ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅଛନ୍ତି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଜେଲ ବିଭାଗର ଡି.ଆଇ.ଜି. ଗୋପବନ୍ଧୁ ମଲ୍ଲିକ । ସ୍ନିଗ୍ଧାରାଣୀ ମିଶ୍ର, କୋରାପୁଟ ନନ୍ଦପୁରରContinue reading “ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର”
୭ ବର୍ଷ ବୟସରେ ବିରଳ ସଫଳତା : ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଲାଙ୍ଗୀରର ଭେଙ୍କଟ ରମଣ
କନକ ବ୍ୟୁରୋ : ମାତ୍ର ୭ବର୍ଷ ବୟସରେ ବିରଳ ସଫଳତା । ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି ବଲାଙ୍ଗୀରର ଭେଙ୍କଟ ରମଣ ପଟ୍ଟନାୟକ । ଟେକନୋଲୋଜିରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଆୟୋଜିତ ହୋଇଥାଏ । ଜାଭା, ଏଚଟିଏମଏଲ, ସିଏସସ ପରି କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗ ପାଇଁ ମାଇକ୍ରୋସଫ୍ଟ ଏହି ପରୀକ୍ଷା କରିଥାଏ । କ୍ଲାସ ଥ୍ରୀରେ ପଢୁଥିବା ଭେଙ୍କଟରମଣ ହ୍ୱାଇଟ ହାଟ ଜୁନିୟର ମାଧ୍ୟମରେ ୧୬୦ ଅନଲାଇନContinue reading “୭ ବର୍ଷ ବୟସରେ ବିରଳ ସଫଳତା : ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବଲାଙ୍ଗୀରର ଭେଙ୍କଟ ରମଣ”
ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଓଡିଶା: ଟିକା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ହେବ ତଥ୍ୟ ଯାଂଚ; ଅବଜରଭେସନରେ ରଖାଯିବ ୩୦ ମିନିଟ୍
କନକ ବ୍ୟୁରୋ: ଟିକାକରଣ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି । ଏହି ମାସରେ ଓଡିଶାରେ କରୋନା ଟିକା ପହଚିଂବା ନେଇ ଆଶା କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ । ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ଅଛି । ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି । ଗତକାଲି ସ୍ୱାସ୍ଥ୍ୟସଚିବ ଏହି ସେସନ ସାଇଟର ଫିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରମାନଙ୍କୁContinue reading “ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଓଡିଶା: ଟିକା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ହେବ ତଥ୍ୟ ଯାଂଚ; ଅବଜରଭେସନରେ ରଖାଯିବ ୩୦ ମିନିଟ୍”
୭୦% ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ; ଗୋଟିଏ ସେକସନରେ ରହିବେ ୨୦ରୁ ୨୫ ପିଲା: ରବିବାର ସହ ୧୦୦ ଦିନର ପାଠପଢା ଉପରେ ଗୁରୁତ୍ୱ
କନକ ବ୍ୟୁରୋ: ଆସନ୍ତା ୮ ତାରିଖରେ ରାଜ୍ୟରେ ସ୍କୁଲଗୁଡିକ ଖୋଲିବ । ଏ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏ ନେଇ ଆଜି ପୁଣି ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ସମୀର ଦାସ କହିଛନ୍ତି, ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ପିଲା ପଢିବେ । ବିଶୋଧନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛିା ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିୟୁକ୍ତ ହୋଇଛନ୍ତି । ସେମାନେ ଜିଲ୍ଲାପାଳ ଓ ଡିଆଇଓଙ୍କ ସହ ସମନ୍ୱୟContinue reading “୭୦% ସିଲାବସରେ ପାଠପଢିବେ ଛାତ୍ରଛାତ୍ରୀ; ଗୋଟିଏ ସେକସନରେ ରହିବେ ୨୦ରୁ ୨୫ ପିଲା: ରବିବାର ସହ ୧୦୦ ଦିନର ପାଠପଢା ଉପରେ ଗୁରୁତ୍ୱ”