ଧାନକିଣାରେ ଆସୁନି ସ୍ୱଚ୍ଛତା! କର୍ମଚାରୀ ଓ ମିଲ୍ ଏଜେଂଟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ବିକ୍ରୀ ହୋଇପାରୁନି ଧାନ

କନକ ବ୍ୟୁରୋ: ବରଗଡ଼ ପଦ୍ମପୁରରେ ମଣ୍ଡି ସମସ୍ୟା । ଖୋଲା ଆକାଶ ତଳେ ପଡ଼ି ରହିଛି ୫୦ ହଜାର ଧାନ ବସ୍ତା । କଟନି ଛଟନି ନଦେଲେ ମିଲର ଏଜେଂଟ ଧାନ ଉଠାଇବାକୁ ମନା କରୁଛନ୍ତି । ଏପରି ଅବ୍ୟବସ୍ଥା ବିରୋଧ କରି ଝାରବନ୍ଧ ଧାନ ମଣ୍ଡିରେ ତାଲା ପକାଇଛନ୍ତି ଚାଷୀ । ଯେପର୍ଯ୍ୟନ୍ତ ସୁରୁଖୁରୁରେ ଧାନ ବିକ୍ରି ନହୋଇଛି ମଣ୍ଡି ଖୋଲାଯିବନି ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ମଣ୍ଡି କର୍ମଚାରୀମାନେ ମିଲର ଟ୍ୟାଗ ଥିଲେContinue reading “ଧାନକିଣାରେ ଆସୁନି ସ୍ୱଚ୍ଛତା! କର୍ମଚାରୀ ଓ ମିଲ୍ ଏଜେଂଟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ବିକ୍ରୀ ହୋଇପାରୁନି ଧାନ”

୧୧ରେ ଖୋଲିବ ରେଭେନ୍ସା ବିଶ୍ବବିଦ୍ୟାଳୟ : ଛାତ୍ରଛାତ୍ରୀଙ୍କ ପାଇଁ କରୋନା ନେଗେଟିଭ୍‌ ବାଧ୍ୟତାମୂଳକ

କନକ ବ୍ୟୁରୋ : ଆସନ୍ତା ୧୧ ତାରିଖରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ। ପ୍ରଥମ ପର୍ଯ୍ୟାୟରେ ସ୍ନାତକ ଓ ସ୍ନାତ‌କୋତ୍ତରର ‌ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍‌ ପା‌ଠପଢା ଓ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଖି ଆଜି ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏକ ଅନ୍‌ଲାଇନ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ମହାମାରୀକୁ ଦେଖିContinue reading “୧୧ରେ ଖୋଲିବ ରେଭେନ୍ସା ବିଶ୍ବବିଦ୍ୟାଳୟ : ଛାତ୍ରଛାତ୍ରୀଙ୍କ ପାଇଁ କରୋନା ନେଗେଟିଭ୍‌ ବାଧ୍ୟତାମୂଳକ”

ଲଣ୍ଡନରେ ଆହୁରି ଶକ୍ତ ହେଲା କରୋନା କଟକଣା: ଦିନକରେ ୫୫ ହଜାର ନୂଆ ମାମଲା ଚିହ୍ନଟ ହେବା ପରେ ବ୍ରିଟେନରେ ପୁଣି ଲକଡାଉନ ଘୋଷଣା; ଫେବୃଆରୀ ଯାଏଁ ରହିପାରେ ପ୍ରତିବନ୍ଧକ

କନକ ବ୍ୟୁରୋ: ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ ଆହୁରି କଠୋର ହୋଇଛି କଟକଣା । ଲଣ୍ଡନରେ କରୋନା କଟକଣାକୁ ଆହୁରି କଡାକଡି କରିବା ଲାଗି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଲଣ୍ଡନକୁ ଲକ୍ ଡ଼ାଉନ ଘୋଷଣା କରାଯାଇଛି । ରବିବାର ଏଠାରେ ନୂଆ ୫୫ ହଜାର ମାମଲା ସାମ୍ନାକୁ ଆସିଥିଲା । ଏହାପରେ ସୋମବାର ଚିନ୍ତା ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଥିପାଇଁ ଚଳିତ ମାସରେ ମାଧ୍ୟମିକ ଶିକ୍ଷାନୁଷ୍ଠାନContinue reading “ଲଣ୍ଡନରେ ଆହୁରି ଶକ୍ତ ହେଲା କରୋନା କଟକଣା: ଦିନକରେ ୫୫ ହଜାର ନୂଆ ମାମଲା ଚିହ୍ନଟ ହେବା ପରେ ବ୍ରିଟେନରେ ପୁଣି ଲକଡାଉନ ଘୋଷଣା; ଫେବୃଆରୀ ଯାଏଁ ରହିପାରେ ପ୍ରତିବନ୍ଧକ”

ଚୋରୀ ଅଭିଯୋଗରେ ନାବାଳକକୁ ମରଣାନ୍ତକ ଆକ୍ରମଣ : ୧୩ବର୍ଷର ନାବାଳକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ପଡୋଶୀ

କନକ ବ୍ୟୁରୋ : ଚୋରୀ ଅଭିଯୋଗରେ ନାବାଳକକୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଶିଶୁକୁ ହସ୍ପିଟାଲରେ ଭର୍ତି କଲେ ପରିବାର ଲୋକ । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପଶ୍ଚିମବାଡ ଗାଁର ଏହି ୧୩ ବର୍ଷର ଶିଶୁକୁ ଚୋରୀ କରିଥିବା ଅଭିଯୋଗରେ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ପଡୋଶୀ । ଥାନାରେ ସେକ ଅବଦୁଲ, ଲାଦ ଓ ମିନା ବିବିଙ୍କ ନାଁରେ ଏତଲା ଦିଆଯାଇଛି । ଏହି ତିନିଜଣ ମିଶିContinue reading “ଚୋରୀ ଅଭିଯୋଗରେ ନାବାଳକକୁ ମରଣାନ୍ତକ ଆକ୍ରମଣ : ୧୩ବର୍ଷର ନାବାଳକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ପଡୋଶୀ”

ଭାରତରେ ୩୮ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ : ଚିହ୍ନଟ ହେଲେ ଆଉ ୯ ନୂଆ ଆକ୍ରାନ୍ତ

କନକ ବ୍ୟୁରୋ : ଭାରତରେ ମଧ୍ୟ ନୂଆ କୋଭିଡ ଷ୍ଟ୍ରେନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ନୂଆ କୋଭିଡ ଷ୍ଟ୍ରେନର ୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ସାରାଦେଶରେ ନୂତର ଷ୍ଟ୍ରେନରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏହା ଭିତରୁ ୧୦ଟି ବେଙ୍ଗଳୁରୁ, ୩ଟି ହାଇଦ୍ରାବାଦ, ୫ଟି ପୁଣେ, ୧୯ଟି ଦିଲ୍ଲୀରୁ ଏବଂ ଗୋଟିଏ କୋଲକାତାରୁ ଚିହ୍ନଟ ହୋଇଛି । ଦିଲ୍ଲୀରେ ବଢୁଥିବା ସଂଖ୍ୟା ଦେଶବାସୀଙ୍କContinue reading “ଭାରତରେ ୩୮ ବ୍ରିଟେନ୍ ଷ୍ଟ୍ରେନ୍ ଚିହ୍ନଟ : ଚିହ୍ନଟ ହେଲେ ଆଉ ୯ ନୂଆ ଆକ୍ରାନ୍ତ”

ମହାମାରୀ ଭିତରେ ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ: ଇବୋଲାକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇଲେ ସତର୍କ; କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହେବାର ଆଶଙ୍କା

କନକ ବ୍ୟୁରୋ: କରୋନା ଭୂତାଣୁ ଭିତରେ ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ । ୪ଦଶକ ପୂର୍ବେ ଇବୋଲା ଭୂତାଣୁକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇେଲେ ସତର୍କ । କଙ୍ଗୋରେ ଜଣେ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇପଡିବା ପରେ ଇବୋଲା ସମେତ ତାଙ୍କର ବିଭିନ୍ନ ଟେଷ୍ଟ କରାଯାଇଛି । କିନ୍ତୁ ସବୁ ରିପୋର୍ଟ ନେଗେଟିଭ ଆସିଛି । ତେବେ ଡିଜିିଜ-ଏକ୍ସର ସେ ପ୍ରଥମ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ନୂଆ ଭୂତାଣୁ ସଂକ୍ରମଣ କରୋନାContinue reading “ମହାମାରୀ ଭିତରେ ମାରାତ୍ମକ ଡିଜିଜ ‘ଏକ୍ସ’ର ଭୟ: ଇବୋଲାକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର କରାଇଲେ ସତର୍କ; କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହେବାର ଆଶଙ୍କା”

ବାଲେଶ୍ୱରରେ ଲୁଟେରାଙ୍କ ଉପଦ୍ରବ: ୨ ବାଇକ ଆରୋହୀଙ୍କୁ ଗୁଳି କରିବା ପରେ ଗୋଡାଇଲେ ୮ କିଲୋମିଟର

କନକ ବ୍ୟୁରୋ: ଜାତୀୟ ରାଜପଥରେ ଦୁଇ ବାଇକ ଆରୋହୀଙ୍କୁ ଗୁଳି କରିବା ସହ ଟଙ୍କା ଲୁଟ କରିବାକୁ ୮ କିଲୋମିଟର ଗୋଡାଇଲେ ଲୁଟେରା । ଗତକାଲି ବାଲେଶ୍ୱର ସଦର ଥାନାଠାରୁ ଖନ୍ତାପଡା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଆତଙ୍କିତ ଘଟଣା । ୨ ଜଣ ବ୍ୟକ୍ତି ବାଲେଶ୍ୱରରୁ ୨ ଲକ୍ଷ ଟଙ୍କା ଧରି ବାଇକରେ ଭଦ୍ରକ ଅଭିମୁଖେ ଯାଉଥିଲେ । ଖାନନଗର ନିକଟରେ ୨ ଜଣ ଯୁବକ ଆଉଏକ ବାଇକରେ ଆସି ସେମାନଙ୍କୁ ଅଟକାଇବାContinue reading “ବାଲେଶ୍ୱରରେ ଲୁଟେରାଙ୍କ ଉପଦ୍ରବ: ୨ ବାଇକ ଆରୋହୀଙ୍କୁ ଗୁଳି କରିବା ପରେ ଗୋଡାଇଲେ ୮ କିଲୋମିଟର”

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ସରୋଜର ହେବ କି ନାର୍କୋ ଟେଷ୍ଟ? ଆଜି ନୟାଗଡ ପକ୍ସୋ କୋର୍ଟରେ ହେବ ଶୁଣାଣି

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ କି ନାହିଁ, ସେନେଇ ଆଜି ଶୁଣାଣି ହେବ । ଅଭିଯୁକ୍ତ ସରୋଜର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ସୋମବାର ନୟାଗଡ ପକ୍ସୋ କୋର୍ଟରେ ଆବେଦନ କରିଥିଲା ମାମଲାର ଯାଚ୍ କରୁଥିବା ଏସଆଇଟି । ସୋମବାର ସରୋଜର ବିଚାର ବିଭାଗୀୟ ମିଆଦ ଶେଷ ହେବାପରେ ତାକୁ କୋର୍ଟରେ ହାଜର କରିଥିଲା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ । ପରେ ପୁଣି ତାକୁ ଜେଲ ଯିବାକୁContinue reading “ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ସରୋଜର ହେବ କି ନାର୍କୋ ଟେଷ୍ଟ? ଆଜି ନୟାଗଡ ପକ୍ସୋ କୋର୍ଟରେ ହେବ ଶୁଣାଣି”

ବ୍ରିଟେନରେ ଆହୁରି ଶକ୍ତ ହୋଇପାରେ କୋଭିଡ କଟକଣା : ବୋରିସ ଜନସନ କହିଲେ ଚଳିତ ମାସରେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ

କନକ ବ୍ୟୁରୋ : ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ ଆହୁରି କଠୋର ହୋଇପାରେ କଟକଣା । ଲଣ୍ଡନରେ କରୋନା କଟକଣାକୁ ଆହୁରି କଡାକଡି କରିବା ଲାଗି ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ରବିବାର ଏଠାରେ ନୂଆ ୫୫ ହଜାର ମାମଲା ସାମ୍ନାକୁ ଆସିଥିଲା । ଏହାପରେ ସୋମବାର ଚିନ୍ତା ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଥିପାଇଁ ଚଳିତ ମାସରେ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବ ନାହିଁ ବୋଲି ସେContinue reading “ବ୍ରିଟେନରେ ଆହୁରି ଶକ୍ତ ହୋଇପାରେ କୋଭିଡ କଟକଣା : ବୋରିସ ଜନସନ କହିଲେ ଚଳିତ ମାସରେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ”

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି: ଆଜି ରାଜ୍ୟର ସମସ୍ତ ଥାନା ଘେରିବେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା

କନକ ବ୍ୟୁରୋ: କଟକ ଜିଲ୍ଲା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିବ ରାଜ୍ୟ ବିଜେପି । ଅଭିଯୁକ୍ତଙ୍କ ଗିରଫଦାରି ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିବ ଦଳ । ଏପରିକି ବିଜେପି ନେତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ୪୮ ଘଂଟାର ଡେଡଲାଇନ ଦେଇଛି ବିଜେପି । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳContinue reading “ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି: ଆଜି ରାଜ୍ୟର ସମସ୍ତ ଥାନା ଘେରିବେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା”

Design a site like this with WordPress.com
Get started