ନିର୍ବନ୍ଧ ସରିଥିଲା, ବାହାଘର ପୂର୍ବରୁ ଚାଲିଗଲା ଜୀବନ : ଅଧାରେ ରହିଗଲା ବଣଭୋଜି; ପାହାଡ ଉପରେ ଛିଡା ହୋଇ ସେଲଫି ନେଉଥିବା ବେଳେ ନଦୀରେ ପଡିଗଲେ ଯୁବତୀ

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ନିର୍ବନ୍ଧ ସରିଥିଲା, ଆଉ ଦିନ କେଇଟା ପରେ ବାହାଘର ହୋଇଥାନ୍ତା । ହେଲେ ବାହାଘର ପୂର୍ବରୁ ଚାଲିଗଲା ଜୀବନ । ନଦୀ କଡ଼ରେ ସେଲଫି ନେବା ହେଲା କାଳ । ପରିବାର ଲୋକ ଓ ସାଂଗସାଥୀଙ୍କ ସହ ବଣଭୋଜି କରିବାକୁ ଘୋଘର ଇବନଦୀ କନାକୁଣ୍ଡ ପାଖକୁ ଯାଇଥିଲେ । ହେଲେ ପରିବାର ଲୋକେ ରୋଷେଇ କରିବାରେ ବ୍ୟସ୍ତ ଥିବା ବେଳେ ସାଂଗଙ୍କ ସହ ଫଟୋ ଉଠାଇବାକୁContinue reading “ନିର୍ବନ୍ଧ ସରିଥିଲା, ବାହାଘର ପୂର୍ବରୁ ଚାଲିଗଲା ଜୀବନ : ଅଧାରେ ରହିଗଲା ବଣଭୋଜି; ପାହାଡ ଉପରେ ଛିଡା ହୋଇ ସେଲଫି ନେଉଥିବା ବେଳେ ନଦୀରେ ପଡିଗଲେ ଯୁବତୀ”

୨ ମାସ ଧରି ନିଖୋଜ ଅଛନ୍ତି ଆଲିବାବା ଗ୍ରୁପର ମାଲିକ ଜ୍ୟାକ୍ ମା । ଚୀନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ କରିବା ପରେ ହୋଇଛନ୍ତି ନିଖୋଜ । ଜ୍ୟାକ୍ ମାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅନୁସନ୍ଧାନ ଜାରି ରଖିଛି ଚାଇନା ପ୍ରଶାସନ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଟ ଗ୍ରୁପର ମାଲିକ ୨ ମାସ ହେବ ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ହଜାର ହଜାର କୋଟି ଟଙ୍କାର କାରବାର ଓ ଆଲିବାବା ଭଳି କମ୍ପାନୀକୁ ଚଳାଉଥିବା ଜ୍ୟାକ୍ ମା ଏବେ ଦେଖା ଦେଉନଥିବା ନେଇ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି । ଚାଇନା ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ଟାର୍ଗେଟ୍ ରେ ଶିକାର ହେବା ପର ଠାରୁ ତାଙ୍କୁContinue reading “୨ ମାସ ଧରି ନିଖୋଜ ଅଛନ୍ତି ଆଲିବାବା ଗ୍ରୁପର ମାଲିକ ଜ୍ୟାକ୍ ମା । ଚୀନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ କରିବା ପରେ ହୋଇଛନ୍ତି ନିଖୋଜ । ଜ୍ୟାକ୍ ମାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅନୁସନ୍ଧାନ ଜାରି ରଖିଛି ଚାଇନା ପ୍ରଶାସନ”

କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ଚିଠି ଲେଖିଲେ ଲେଖିଲେ କେନ୍ଦ୍ରମନ୍ତ୍ରୀ : ଅନୁଗୁଳ ନାଲକୋ ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ 

ନାଲକୋ ଆରମ୍ଭ କରୁଥିବା ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପର ମୂଲ୍ୟ ରହିଛି ୨୨ ହଜାର କୋଟି ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ୍ ପାୱାର ପ୍ଲାଂଟ ଆରମ୍ଭ କରିବାକୁ ପ୍ରସ୍ତାବ ଏହାଦ୍ୱାରା ସ୍ମେଲଟର ୟୁନିଟ୍ ଏବଂ କୋଇଲା ବ୍ଲକ ଲଜିଷ୍ଟିକ୍ ଦକ୍ଷତା ଦ୍ୱାରା ଉପକୃତ ହେବ ଅନୁଗୁଳରେ ନାଲକୋ ଦ୍ୱାରା ଆଲୁମିନିୟମ ସ୍ମେଲଟର ପ୍ଲାଂଟ ପାଇଁ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ ହୋଇଛି ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୧୦.୫ ମିଲିୟନContinue reading “କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ଚିଠି ଲେଖିଲେ ଲେଖିଲେ କେନ୍ଦ୍ରମନ୍ତ୍ରୀ : ଅନୁଗୁଳ ନାଲକୋ ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ “

ପରୀ ହତ୍ୟା ମାମଲା : ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଆବେଦନ । ନୟାଗଡ ପକସୋ କୋର୍ଟରେ ଆବେଦନ କଲା ଏସଆଇଟି ।

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ କରିବାକୁ  ଆବେଦନ କରିଛି ଏସଆଇଟି । ନୟାଗଡ ପକ୍ସୋ କୋର୍ଟରେ ଏହି ଆବେଦନ ହୋଇଛି । ପରୀ ମୃତ୍ୟୁ ମାମଲାରେ ସରୋଜ ସେଠୀକୁ ଗିରଫ କରିସାରିଛି ଏସାଆଇଟି । ଘରକୁ ନେଇ  ପରୀକୁ ସରୋଜ ଦୁଷ୍କର୍ମ ଉଦ୍ୟମ କରିବା ପରେ ତଣ୍ଟିଚିପି ହତ୍ୟା କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିସାରିଛନ୍ତି । ପୂର୍ବରୁContinue reading “ପରୀ ହତ୍ୟା ମାମଲା : ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଆବେଦନ । ନୟାଗଡ ପକସୋ କୋର୍ଟରେ ଆବେଦନ କଲା ଏସଆଇଟି ।”

ଜାଣନ୍ତୁ, ଭାରତରେ ଟିକାକରଣ କେବେ ଆରମ୍ଭ ହେବ? ଟିକା ପାଇଁ ପଞ୍ଜିକରଣ ଜରୁରୀ କି ?

କନକ ବ୍ୟୁରୋ : ଭାରତରେ ଦୁଇଟି ଟିକାକୁ ଡ଼ିସିଜିଆଇ ଅନୁମୋଦନ ଦେବା ପରେ ଡ଼ିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ଟିକା ଦେବା ପରେ ତତକ୍ଷାଣତ ଟିକାକରଣ କରାଯିବ । ପ୍ରାଥମିକସ୍ତରରେ ପ୍ରସ୍ତୁତ ହୋଇଥିବା ଡ଼ାଟା ବେସ ଅନୁସାରେ ପ୍ରଥମେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି । ବୟସ୍କ ଓ ସମୁଖ ଯୋଦ୍ଧାଙ୍କ ଡ଼ାଟାବେସ ପରବର୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ ।Continue reading “ଜାଣନ୍ତୁ, ଭାରତରେ ଟିକାକରଣ କେବେ ଆରମ୍ଭ ହେବ? ଟିକା ପାଇଁ ପଞ୍ଜିକରଣ ଜରୁରୀ କି ?”

ଚୀନ କମ୍ପାନୀକୁ ମିଳିଲା ଦିଲ୍ଲୀ-ମିରଟ୍ ରେଳ ଲାଇନ ନିର୍ମାଣର ଠିକା । ପୂର୍ବବର୍ଷ ଏହି ଠିକା କମ୍ପାନୀ ଉପରେ ସରରକାର ଲଗାଇଥିଲେ ରୋକ୍ । ୧.୧୨୬ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କଲା ସିଆରଟିସି

କନକ ବ୍ୟୁରୋ : ବୟକଟ୍ ଚାଇନା, ଚାଇନା କମ୍ପାନୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମୋବାଇଲ ଆପ୍ ବ୍ୟାନ, ଏସବୁ କେବଳ ଲୋକ ଦେଖାଣିଆ । ଏକଥା ଆମେ ଏଇଥି ପାଇଁ କହୁଛୁ କି ଯେତେବେଳେ ଚୀନର ସେନାମାନେ ଆମଦେଶର ୨୦ ଜଣ ସୈନିକଙ୍କୁ ନିର୍ମମ ଭାବେ ହତ୍ୟା କଲେ ତା’ପରେ ଭାରତ ସରକାର ଚୀନର ବିଭିନ୍ନ ସାମଗ୍ରୀ ଓ ମୋବାଇଲ ଆପ୍ କୁ ବ୍ୟାନ କରି ପ୍ରମାଣ କରିଥିଲେ କି ଆମେ ବି ଚାଇନା ଉପରେ ପ୍ରତିଶୋଧContinue reading “ଚୀନ କମ୍ପାନୀକୁ ମିଳିଲା ଦିଲ୍ଲୀ-ମିରଟ୍ ରେଳ ଲାଇନ ନିର୍ମାଣର ଠିକା । ପୂର୍ବବର୍ଷ ଏହି ଠିକା କମ୍ପାନୀ ଉପରେ ସରରକାର ଲଗାଇଥିଲେ ରୋକ୍ । ୧.୧୨୬ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କଲା ସିଆରଟିସି”

୨ ଟିକାକୁ ଡିସିଜିଆଇର ଅନୁମତି ପରେ ରାଜ୍ୟ ସରକାରଙ୍କ ତତ୍ପରତା: ଡିଏମଇଟି କହିଲେ, କେନ୍ଦ୍ର ଟିକା ଦେବା ପରେ ଆରମ୍ଭ ହେବ ଟିକାକରଣ

କନକ ବ୍ୟୁରୋ: ଭାରତରେ ଦୁଇଟି ଟୀକାକୁ ଡ଼ିସିଜିଆଇ ଅନୁମୋଦନ ଦେବା ପରେ ି ଡ଼ିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ଟୀକା ଦେବା ପରେ ତତକ୍ଷାଣତ ଟୀକାକରଣ କରାଯିବ । ପ୍ରାଥମିକସ୍ତରରେ ପ୍ରସ୍ତୁତ ହୋଇଥିବା ଡ଼ାଟା ବେସ ଅନୁସାରେ ପ୍ରଥମେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି । ବୟସ୍କ ଓ ସମୁଖ ଯୋର୍ଦ୍ଧାଙ୍କ ଡ଼ାଟାବେସ ପରବର୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ ।Continue reading “୨ ଟିକାକୁ ଡିସିଜିଆଇର ଅନୁମତି ପରେ ରାଜ୍ୟ ସରକାରଙ୍କ ତତ୍ପରତା: ଡିଏମଇଟି କହିଲେ, କେନ୍ଦ୍ର ଟିକା ଦେବା ପରେ ଆରମ୍ଭ ହେବ ଟିକାକରଣ”

ଆଜି ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା । ସେପଟେ କୃଷକଙ୍କ ସମର୍ଥନରେ ଗାଜିପୁର ସୀମାରେ ପହଂଚିଲେ ଶହ ଶହ ବୌଦ୍ଧ ଭିକ୍ଷୁ

କନକ ବ୍ୟୁରୋ : ଦିଲ୍ଲୀ ଏନସିଆରରେ ଜାରି ରହିଛି ଅସହ୍ୟ ଥଣ୍ଡା ସାଙ୍ଗକୁ ଝିପି ଝିପି ବର୍ଷା । ତା ସହିତ ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ଏଭଳି ଆନ୍ଦୋଳନ ମଧ୍ୟରେ ଆଜି ଅଷ୍ଟମ ଥର ପାଇଁ ସରକାର ଓ କୃଷି ସଂଗଠନ ମାନଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆଶା କରାଯାଉଛି କି ଏହି ଆଲୋଚନାରୁ କିଛି ନିସ୍କର୍ଶ ବାହାରିବ । ଏହା ପୂର୍ବରୁ ହୋଇଥିବା ବୈଠକରେ ସରକାର କୃଷକ ମାନଙ୍କରContinue reading “ଆଜି ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା । ସେପଟେ କୃଷକଙ୍କ ସମର୍ଥନରେ ଗାଜିପୁର ସୀମାରେ ପହଂଚିଲେ ଶହ ଶହ ବୌଦ୍ଧ ଭିକ୍ଷୁ”

ଦ୍ୱିତୀୟ ଦିନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ: କରୋନା କଟକଣା ଭିତରେ ଚାଲିଛି ମନ୍ଦିର ପ୍ରବେଶ

କନକ ବ୍ୟୁରୋ: ଆଜି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗନ୍ନାଥ । କରୋନା ଯୋଗୁଁ ୯ ମାସ ଧରି ବନ୍ଦ ରହିବା ପରେ ଗତକାଲି ଭକ୍ତଙ୍କ ପାଇଁ ଖୋଲିଥିଲା ମନ୍ଦିର । କରୋନା କଟକଣା ମଧ୍ୟରେ ଚାଲିଛି ଦର୍ଶନ । ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଜିଠାରୁ ଖୋଲିଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିର । ଦୀର୍ଘ ୯ମାସ ପରେ ଖୋଲିଛି ମାଙ୍କ ମନ୍ଦିରContinue reading “ଦ୍ୱିତୀୟ ଦିନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ: କରୋନା କଟକଣା ଭିତରେ ଚାଲିଛି ମନ୍ଦିର ପ୍ରବେଶ”

କୁଳମଣି ବରାଳଙ୍କ ହତ୍ୟା ମାମଲାକୁ ନେଇ ତେଜିଲା ରାଜନୀତି: ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ୫ଟି ଟିମର ତନାଘନା; ଆଇନମନ୍ତ୍ରୀ କହିଲେ, ରାଜନୈତିକ ରୂପ ଦେବାକୁ ଚାହୁୁଁଛନ୍ତି ବିରୋଧୀ

କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଇନି । ଏନେଇ ରାଜନୀତି ଜୋର ଧରିଛି । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ । କୌଣସି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନାସମାଗମରେ ଉପସ୍ଥିତ ରହିବା ପାଇଁ ବିଜେପି ଦେବନାହିଁ ବୋଲି ସାଧାରଣContinue reading “କୁଳମଣି ବରାଳଙ୍କ ହତ୍ୟା ମାମଲାକୁ ନେଇ ତେଜିଲା ରାଜନୀତି: ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ୫ଟି ଟିମର ତନାଘନା; ଆଇନମନ୍ତ୍ରୀ କହିଲେ, ରାଜନୈତିକ ରୂପ ଦେବାକୁ ଚାହୁୁଁଛନ୍ତି ବିରୋଧୀ”

Design a site like this with WordPress.com
Get started