ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା?

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା? ପ୍ରଶ୍ନ ପତ୍ରରେ ସବଜେକଟିଭ୍ ପ୍ରଶ୍ନ କେତେ ରହିବ ଓ ଅବଜେକଟିଭ୍ କେତେ ରହିବ ଏଭଳି ଅନେକ ପ୍ରଶ୍ନକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ଛାତ୍ରଛାତ୍ରୀ । ଏହି ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ  । କହିଛନ୍ତି, ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେContinue reading “ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା? କେତେ ମାର୍କର ହେବ ପରୀକ୍ଷା?”

ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି: ଆଜି କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି

କନକ ବ୍ୟୁରୋ: ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରିବା ପରେ ରାଜନୀତି ଜୋର ଧରିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜିଠାରୁ କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେପି କର୍ମୀ । ଗତକାଲି ବିଜେପି ନେତା କୁଳମଣି ବରାଳଙ୍କ ମୃତ ଶରୀରର ଶୋଭାଯାତ୍ରା କରିଥିଲା ବିଜେପି । ଦଳ ଅଭିଯୋଗ କରିଛି ଓଡିଶାରେ ମଧ୍ୟ ପଶ୍ଚିମବଙ୍ଗ ଭଳି ରାଜନୈତିକ ହିଂସାକାଣ୍ଡ ଆରମ୍ଭContinue reading “ମାହାଙ୍ଗା ବିଜେପି ନେତାଙ୍କ ହତ୍ୟାକୁ ନେଇ ତେଜିଲା ରାଜନୀତି: ଆଜି କଟକର ପ୍ରତି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି”

ୟୁପି ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଶ୍ମଶାନର ଆଶ୍ରୟସ୍ଥଳୀର ଛାତ ଭୁଶୁଡି ୨୩ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ; ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା

କନକ ବ୍ୟୁରୋ: ଉତରପ୍ରଦେଶର ଗାଜିଆବାଦରେ ଘଟିଛି ଛାତି ଥରାଇ ଦେଲା ଭଳି ଦୁର୍ଘଟଣା । ମୁରାଦନଗରର ଏକ ଶ୍ମଶାନରେ ଥିବା ଆଶ୍ରୟସ୍ଥଳୀର ଛାତ ଭୁଶୁଡି ପଡିବାରୁ ୨୩ ଜଣ ଲୋକଙ୍କ ଜୀବନ ଯାଇଛି ।  ଆଉ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦାହ ସଂସ୍କାର ପାଇଁ ଯାଇଥିବା ଜଣେ ମୃତକଙ୍କ ପରିବାର ଓ ଜ୍ଞାତିପରିଜନ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ମୃତ ବ୍ୟକ୍ତିଙ୍କୁ ମୁଖାଗ୍ନି ଦେବାକୁ ଆସିଥିବା ତାଙ୍କ ପୁଅର ମଧ୍ୟ ମୃତ୍ୟୁContinue reading “ୟୁପି ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଶ୍ମଶାନର ଆଶ୍ରୟସ୍ଥଳୀର ଛାତ ଭୁଶୁଡି ୨୩ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ; ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା”

କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ : କୃଷକ ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ହେବ ଆଲୋଚନା

କନକ ବ୍ୟୁରୋ : ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ରତ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହେବ । ଗତ ୩୦ ତାରିଖରେ ଦୁଇଟି ପ୍ରସ୍ତାବ ଉପରେ ସହମତି ମିଳିଥିବାରୁ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଆଜି କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସଙ୍ଗରେ ଆଲୋଚନା ହେବ । ବୈଠକ ପୂର୍ବରୁ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।Continue reading “କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ : କୃଷକ ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସ୍ତାବ ଉପରେ ହେବ ଆଲୋଚନା”

କୁହୁଡି କରିବ କଲବଲ ! ଆହୁରୀ ୩ ଦିନ ପର୍ଯ୍ୟନ୍ତ କୁହୁଡିରୁ ମିଳିବନି ନିସ୍ତାର: ୧୧ଜିଲ୍ଲାରେ ଘନ କୁହୁଡି ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

କନକ ବ୍ୟୁରୋ: ଆଜିଠାରୁ ୩ ଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ଘନ କୁହୁଡ଼ି ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିସନର ସବୁ ଜିଲ୍ଲାପାଳ ଓ ଜିଲ୍ଲା ଏସ୍ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ, ଜାନୁଆରି ୪ ତାରିଖରେ ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକରେ ସକାଳୁ ସକାଳୁ ଘନ କୁହୁଡ଼ି ହେବ। ସେହିପରି ୫ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳContinue reading “କୁହୁଡି କରିବ କଲବଲ ! ଆହୁରୀ ୩ ଦିନ ପର୍ଯ୍ୟନ୍ତ କୁହୁଡିରୁ ମିଳିବନି ନିସ୍ତାର: ୧୧ଜିଲ୍ଲାରେ ଘନ କୁହୁଡି ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା”

ପାକିସ୍ତାନ ଫେରନ୍ତା ବିରଜୁ କୁଲୁ ପୁଣି ନିଖୋଜ: କୁତ୍ରା ଥାନାରେ ଏତଲା ଦେଲେ ବିରୁଜଙ୍କ ଭଉଣୀ; ଅଭିଯୋଗ ପାଇବା ପରେ ପୁଲିସର ତନାଘନା

କନକ ବ୍ୟୁରୋ: ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରୁ ଓଡ଼ିଶା ଫେରିଥିବା ସୁନ୍ଦରଗଡ଼ର ବିର୍ଜୁ କୁଲୁ ନିଖୋଜ । ଶନିବାର ରାତିରୁ ବିର୍ଜୁଙ୍କ କୌଣସି ଖବର ମିଳୁନାହିଁ । ସୁନ୍ଦରଗଡ ଫେରିବା ପରେ ଭଉଣୀ ଘରେ ରହୁଥିଲେ ବିରଜୁ କୁଲୁ । ହେଲେ ଶନିବାର ରାତିରୁ ନିଖୋଜ ଅଛନ୍ତି ବିରଜୁ କୁଲୁ । କୁତ୍ରା ଥାନାରେ ଗତକାଲି ସନ୍ଧ୍ୟାରେ ବିରଜୁ କୁଲୁ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀ । ଗତ ନଭେମ୍ବର ୧୩Continue reading “ପାକିସ୍ତାନ ଫେରନ୍ତା ବିରଜୁ କୁଲୁ ପୁଣି ନିଖୋଜ: କୁତ୍ରା ଥାନାରେ ଏତଲା ଦେଲେ ବିରୁଜଙ୍କ ଭଉଣୀ; ଅଭିଯୋଗ ପାଇବା ପରେ ପୁଲିସର ତନାଘନା”

ରାସ୍ତା କଡରେ ଆଉ ଦେଖିବାକୁ ମିଳିବ ନାହିଁ ଅଳିଆ ଗଦା । ଜୟପୁର ପୌରପାଳିକାର ଅଭିନବ ପ୍ରୟାସ । ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ ।

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସ । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କା ହେଉଛି ଦାମ୍ । ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ପୁଣି ସେହି ଘରକୁ ସାର ହୋଇ ଫେରିବ । ଏଭଳିContinue reading “ରାସ୍ତା କଡରେ ଆଉ ଦେଖିବାକୁ ମିଳିବ ନାହିଁ ଅଳିଆ ଗଦା । ଜୟପୁର ପୌରପାଳିକାର ଅଭିନବ ପ୍ରୟାସ । ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ ।”

ବଡ ଚାକିରିକୁ ଉଚ୍ଚ ଶିକ୍ଷିତଙ୍କ ନା । ମାଲକାନଗିରିର ଦୁଇ ଏମଟେକ୍ ଭାଇଙ୍କ ନିଆରା ଉଦ୍ୟମ । ଡାଇରୀ ଫାର୍ମ କରି ନିଜେ ଉପାର୍ଜନ କରିବା ସହ ଲୋକଙ୍କୁ ଦେଉଛନ୍ତି ରୋଜଗାର ।

କନକ ବ୍ୟୁରୋ : ଚାଷ ତ ଅନେକ କରନ୍ତି । ଶିକ୍ଷିତ ବେକାରୀ ଯୁବକ ଯୁବତୀମାନେ ମଧ୍ୟ ଅନ୍ୟ ଉପାୟ ନ ପାଇ ଚାଷ କାମରେ ମନ ବଢାନ୍ତି । ତେବେ ମାଲକାନନଗିରି ଜିଲ୍ଲାରେ ଏମିତି ଦୁଇ ଏମ୍ ଟେକ୍ ଇଂଜିନିୟର ଭାଇ ରହିଛନ୍ତି, ଯିଏ ଲକ୍ଷ ଲକ୍ଷ ଟଙ୍କାର ଆଭିଯାତ୍ୟପୁର୍ଣ ଚାକିରି ଛାଡି ଏବେ ଦୁଗ୍ଧ ଚାଷରେ ନିଜକୁ ନିୟୋଜିତ କରିଛନ୍ତି । ଆଉ ଏବେ ଲକ୍ଷ ଲକ୍ଷ ଟଙ୍କାର ଦରମା ସିନା ନାହିଁ ,Continue reading “ବଡ ଚାକିରିକୁ ଉଚ୍ଚ ଶିକ୍ଷିତଙ୍କ ନା । ମାଲକାନଗିରିର ଦୁଇ ଏମଟେକ୍ ଭାଇଙ୍କ ନିଆରା ଉଦ୍ୟମ । ଡାଇରୀ ଫାର୍ମ କରି ନିଜେ ଉପାର୍ଜନ କରିବା ସହ ଲୋକଙ୍କୁ ଦେଉଛନ୍ତି ରୋଜଗାର ।”

ବଡି ପାମ୍ପଡ ବି ଦେଇପାରେ ରୋଜଗାର । ଝାରସୁଗୁଡା ଲହଣ୍ଡାବୁଡ ଏସଏଚଜି ମହିଳା ହେଉଛନ୍ତି ଲାଭବାନ । ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

କନକ ବ୍ୟୁରୋ : ବଡି ପାମ୍ପଡର ଚାହିଦା ଓଡିଶାରେ ସବୁଠି ରହିଛି । ଭଳିକି ଭଳି ବଡି ସହିତ ପାମ୍ପଡ ଖାଇବାକୁ ଲୋକେ ବେଶ ପସନ୍ଦ କରନ୍ତି ।ତେବେ ଝାରସୁଗୁଡା ଜିଲ୍ଲା ଲହଣ୍ଡାବୁଡ ର ଏକ ମହିଳା ସ୍ୱୟଂ ସାହାୟିକ ଗୋଷ୍ଠି ର ମହିଳା ମାନେ ବଡି ପାମ୍ପଡ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି ।ନିଜେ ମହିଳା ମାନେ ଲାଭବାନ ହେବା ସହ ଅନ୍ୟ ମାନଙ୍କ ପାଇଁ ପଲଟିଛନ୍ତି ଉଦାହରଣ । ଓଡିଶାରେ ବଡି ଗୋଟିଏContinue reading “ବଡି ପାମ୍ପଡ ବି ଦେଇପାରେ ରୋଜଗାର । ଝାରସୁଗୁଡା ଲହଣ୍ଡାବୁଡ ଏସଏଚଜି ମହିଳା ହେଉଛନ୍ତି ଲାଭବାନ । ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।”

ଦଶମ-ଦ୍ୱାଦଶ ପାଇଁ ଜାନୁଆରୀ ୮ରୁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ ।

କନକ ବ୍ୟୁରୋ : ମାଟ୍ରିକ, +୨ ପିଲାଙ୍କ ପାଇଁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ଅଭିଭାବକଙ୍କ ଲିଖିତ ଅନୁତମତି ପରେ ହଷ୍ଟେଲରେ ରହିବାକୁ ମିଳିବ ଅନୁମତି । ସେହିପରି ଜାନୁଆରୀ ୮ରୁ ମଧ୍ୟ ସ୍କୁଲ ଖୋଲିବା ନେଇ ଘୋଷଣା କରି ସରିଛନ୍ତି ସରକାର । ଏବେ ହଷ୍ଟେଲ ଖୋଲିବା ନେଇ କଲେ ଘୋଷଣା । ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଅନଲାଇନ ଶିକ୍ଷାର ସୁବିଧା ନଥିବା ପିଲାଙ୍କୁ ଅଗ୍ରାଧିକାରContinue reading “ଦଶମ-ଦ୍ୱାଦଶ ପାଇଁ ଜାନୁଆରୀ ୮ରୁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ ।”

Design a site like this with WordPress.com
Get started