ବିଦାୟୀ ବର୍ଷ ୨୦୨୦ର କଷ୍ଟ ନୂଆ ବର୍ଷ ୨୦୨୧ରେ ଦୂର ହେଉ । ସମସ୍ତଙ୍କ ଜୀବନରେ ଖୁସି ଭଲି ଯାଉ । ନୂଆ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ୨୦୨୧ରେ କରୋନା କଷ୍ଟ ଦୂର ହେଉ ବୋଲି ଆଶା ରଖିଛନ୍ତି । ରାଜ୍ୟର ପ୍ରଗତି ଓ ରାଜ୍ୟବାସୀଙ୍କ ସୁଖମୟ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଓଡ଼ିଶାରContinue reading “ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ନୂଆବର୍ଷ ସୁଖ, ସମୃଦ୍ଧ ଓ ପ୍ରଗତିର ବର୍ଷ ହେଉ ।”
Tag Archives: News
ନୂଆବର୍ଷରେ ନୂଆ ଦାୟିତ୍ୱ ସୁରେଶ ମହାପାତ୍ର : ମୁଖ୍ୟ ଶାସନ ସଚିବ ଭାବରେ ଆଜି ଗ୍ରହଣ କଲେ ଦାୟିତ୍ୱ
କନକ ବ୍ୟୁରୋ : ନୂଆ ବର୍ଷରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର । ଗତକାଲି ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦ ଛାଡିବା ପରେ ସୁରେଶ ମହାପାତ୍ର ଆଜି ଏହି ଦାୟିତ୍ୱ ନେଇଛନ୍ତି । ୧୪ମାସ ପାଇଁ ଅର୍ଥାତ ୨୦୨୦ ଫେବ୍ରୁଆରୀ ଯାଏ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ । ଏହା ପୂର୍ବରୁ ଉନ୍ନୟନ କମିଶନର, କେନ୍ଦ୍ରାଂଚଳ ରାଜସ୍ୱ କମିଶନର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ବିଭିନ୍ନContinue reading “ନୂଆବର୍ଷରେ ନୂଆ ଦାୟିତ୍ୱ ସୁରେଶ ମହାପାତ୍ର : ମୁଖ୍ୟ ଶାସନ ସଚିବ ଭାବରେ ଆଜି ଗ୍ରହଣ କଲେ ଦାୟିତ୍ୱ”
ଆସନ୍ତାକାଲି ଠାରୁ ରାଜ୍ୟରେ ଚାଲିବ କରୋନା ଟିକାର ଡ୍ରାଏ ରନ୍ : ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭାକସିନ୍; ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା
କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍ । ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭାକ୍ସିନ ଦିଆଯିବ । ଟିକାର ଡ୍ରାଏ ରନ୍ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଏନେଇ ଡିଏମ୍ଇଟି ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ଜାଗାContinue reading “ଆସନ୍ତାକାଲି ଠାରୁ ରାଜ୍ୟରେ ଚାଲିବ କରୋନା ଟିକାର ଡ୍ରାଏ ରନ୍ : ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭାକସିନ୍; ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା”
ଆଜିଠୁ ଗାଡି ଚାଳକଙ୍କୁ ଆଉ ମିଳିବନି ନିସ୍ତାର : ରାସ୍ତାରେ ଜୋରଦାର ହେବ ହେଲମେଟ ଚେକିଂ
କନକ ବ୍ୟୁରୋ : ନୂଆ ବର୍ଷରୁ ଆଜିଠୁ ଗାଡି ଚାଳକଙ୍କୁ ଆଉ ମିଳିବନି ତ୍ରାହି । ଆଜି ଠାରୁ ହେଲମେଟ ଚେକିଂ ଜୋରଦାର । ଗାଡିରେ ଚାଳକଙ୍କ ସହିତ କେହି ବସିକି ଯିବାକୁ ହେଲେ ଦୁଇଜଣଙ୍କୁ ପିନ୍ଧିବାକୁ ପଡିବ ହେଲମେଟ୍ । ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ଫାଇନ ଦେବାକୁ ପଡିବ । ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯିବ । ଜାନୁଆରୀContinue reading “ଆଜିଠୁ ଗାଡି ଚାଳକଙ୍କୁ ଆଉ ମିଳିବନି ନିସ୍ତାର : ରାସ୍ତାରେ ଜୋରଦାର ହେବ ହେଲମେଟ ଚେକିଂ”
ନୂଆବର୍ଷରେ କରୋନା ଟିକା ଫାଇଜର ବାୟୋଟେକକୁ ନେଇ ‘ହୁ’ ଦେଲା ଖୁସି ଖବର : ଫାଇଜର ଟିକାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ୍ ସିଗନାଲ୍; ଜରୁରୀକାଳୀନ ବ୍ୟବହାରକୁ ଅନୁମତି
କନକ ବ୍ୟୁରୋ : ନୂଆ ବର୍ଷରେ କରୋନା ଟିକାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆସିଛି ଭଲ ଖବର । ଫାଇଜର ଆଣ୍ଡ ବାୟୋଟେକ୍ କରୋନା ଟିକାକୁ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଅନୁମତି । ଜରୁରୀକାଳିନ ବ୍ୟବହାର ପାଇଁ ଫାଇଜର ଟିକାକୁ ଅନୁମତି ଦେଇଛି ହୁ । ହୁ ର ଏହି ଅନୁମତି ଏବେ ବିଶ୍ୱର ଆର୍ଥିକ ଦୁର୍ବଳ ଦେଶ ଗୁଡିକ ପାଇଁ ବରଦାନ ପରି ରହିବ । କାରଣ ଏହି ରାଷ୍ଟ୍ର ଗୁଡିକContinue reading “ନୂଆବର୍ଷରେ କରୋନା ଟିକା ଫାଇଜର ବାୟୋଟେକକୁ ନେଇ ‘ହୁ’ ଦେଲା ଖୁସି ଖବର : ଫାଇଜର ଟିକାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ୍ ସିଗନାଲ୍; ଜରୁରୀକାଳୀନ ବ୍ୟବହାରକୁ ଅନୁମତି”
ଆଜିଠୁ ନୂଆ ନିୟମ : ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍; ସ୍ପର୍ଶବିହୀନ କାର୍ଡ କାରବାର ସୀମା ବଢ଼ିବ
କନକ ବ୍ୟୁରୋ : ବ୍ୟାଙ୍କ ଠକେଇ ରୋକିବା ଓ ଚେକ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ଲାଗି ଜଈଓ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ୫୦,୦୦୦ ଟଙ୍କା ବା ତା’ଠାରୁ ଅଧିକ ଆମାଉଂଟର ଚେକ ଉପରେ ପଜିଟିଭ୍ ପେ ,ସିଷ୍ଟମ ଲାଗୁ ହେବ । ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍ ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍ ଲାଗୁ ହେବ। ନୂଆ ବ୍ୟବସ୍ଥାରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ୍ ପାଇଁ କିଛିContinue reading “ଆଜିଠୁ ନୂଆ ନିୟମ : ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍; ସ୍ପର୍ଶବିହୀନ କାର୍ଡ କାରବାର ସୀମା ବଢ଼ିବ”
ଦିଅଁ ଦର୍ଶନରୁ ନୂଆ ବର୍ଷ : ଖୋଲିନି ମନ୍ଦିର, ନୂଆବର୍ଷରୁ ବାହାରୁ ଭଗବାନଙ୍କ ଦର୍ଶନ କରି ବର୍ଷ ଆରମ୍ଭ କଲେ ଶ୍ରଦ୍ଧାଳୁ
କନକ ବ୍ୟୁରୋ : ୨୦୨୧ ନୂଆ ବର୍ଷକୁ ସ୍ୱାଗତ । ନୂଆ ଉତ୍ସାହ ଓ ନୂଆ ସମ୍ଭାବନା ନେଇ ଆସିଛି ୨୦୨୧ । ୨୦୨୧ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ନୂଆ ବର୍ଷରେ ଆରମ୍ଭ ବିଭୁ ଦର୍ଶନରୁ କରିବାକୁ ବେଶ୍ ଆଶା ରଖିଥିଲେ ରାଜଧାନୀ ବାସୀ । ହେଲେ କରୋନା କଟକଣା ହଟିନଥିବାରୁ ଏଥର ନୂଆ ବର୍ଷରେ ମନ୍ଦିର ଖୋଲିନି । ରାମ ମନ୍ଦିରରେ ପହଁଚି ବାହାରୁ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରିContinue reading “ଦିଅଁ ଦର୍ଶନରୁ ନୂଆ ବର୍ଷ : ଖୋଲିନି ମନ୍ଦିର, ନୂଆବର୍ଷରୁ ବାହାରୁ ଭଗବାନଙ୍କ ଦର୍ଶନ କରି ବର୍ଷ ଆରମ୍ଭ କଲେ ଶ୍ରଦ୍ଧାଳୁ”
ଅଗରବତି ପାଇଁ ଓଡ଼ିଶା ଏକ ଭଲ ବଜାର : ଅନିତା ମହାନ୍ତିଙ୍କ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ
ରାଜ୍ୟର ଅଗରବତି ବଜାରରେ ପ୍ରତିଷ୍ଠିତ କଂପାନିଗୁଡ଼ିକର ଭିଡ଼ ଭିତରେ ନିଜର ବ୍ରାଣ୍ଡ୍ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଗୁପ୍ତଗଙ୍ଗା ଅଗରବତିର ନିର୍ଦେଶିକା ଅନିତା ମହାନ୍ତି। ଜଣେ ମହିଳା ଉଦ୍ୟୋଗୀ ଭାବେ ଯାତ୍ରା ଆରମ୍ଭ କରି ଏବଂ ଆଗକୁ ବଢ଼ିବା କେତେ ଆହ୍ବାନପୂର୍ଣ୍ଣ ଥିଲା ଓ ନିଜ ଭବିଷ୍ୟତ ଯୋଜନା ବିଷୟରେ ସେ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି। ଜଣେ ମହିଳା ଭାବେ କାହିଁକି ଅଗରବତି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମନContinue reading “ଅଗରବତି ପାଇଁ ଓଡ଼ିଶା ଏକ ଭଲ ବଜାର : ଅନିତା ମହାନ୍ତିଙ୍କ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”
ଦେଶବାସୀଙ୍କୁ ନୂଆବର୍ଷର ଶୁଭେଛା ଜଣାଇଲେ ରଷ୍ଟ୍ରପତି ରାମନାଥ କୋବିନ୍ଦ : କହିଲେ ପ୍ରଗତି ପଥରେ ଆଗେଇ ଚାଲୁ ଦେଶ
କନକ ବ୍ୟୁରୋ : ନୂଆ ସମ୍ଭାବନା ଓ ସମ୍ବୃଦ୍ଧିର ବର୍ଷ ହେଉ ୨୦୨୧ । ନୂଆ ବର୍ଷରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ନୂଆ ବର୍ଷା କିଛି ନୂଆ ଆରମ୍ଭ କରିବାର ଅବସର ହେଉ । ସମସ୍ତେ ସୁସ୍ଥ ରୁହନ୍ତୁ । ଏହାସହ ବ୍ୟକ୍ତିଗତ ଓ ସାମୁହିକ ବିକାଶ ପାଇଁ ନେଇଥିବା ସଂକଳ୍ପକୁ ପୂରଣ କରିବା ପାଇଁ ଶକ୍ତି ଦେଉ ଏହି ନୂଆ ବର୍ଷ । ଆସନ୍ତୁContinue reading “ଦେଶବାସୀଙ୍କୁ ନୂଆବର୍ଷର ଶୁଭେଛା ଜଣାଇଲେ ରଷ୍ଟ୍ରପତି ରାମନାଥ କୋବିନ୍ଦ : କହିଲେ ପ୍ରଗତି ପଥରେ ଆଗେଇ ଚାଲୁ ଦେଶ”
ସହିଦ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଭୁବନେଶ୍ୱରରେ ହେବ ସ୍ମାରକୀ : ଲିପିବଦ୍ଧ ହେବ ସହିଦଙ୍କ ନାଁ
କନକ ବ୍ୟୁରୋ : ସହିଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକ ସ୍ମାରକୀ ପ୍ରତିଷ୍ଠା ହେବ । ଏଥିରେ ମହାମାରୀ କରୋନା ମୁକାବିଲା ସମୟରେ ସହିଦ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ । ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସହିଦ କୋଭିଡ୍ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିିସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇ କହିଛନ୍ତିContinue reading “ସହିଦ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଭୁବନେଶ୍ୱରରେ ହେବ ସ୍ମାରକୀ : ଲିପିବଦ୍ଧ ହେବ ସହିଦଙ୍କ ନାଁ”