କନକ ବ୍ୟୁରୋ : ଭାରତୀୟ ହକି କିମ୍ବଦନ୍ତୀ ତଥା ଅଲମ୍ପିଆନ ମାଇକେଲ କିଣ୍ଡୋଙ୍କ ଆଜି ପୂର୍ବାହ୍ନ ପ୍ରାୟ ୩ଟା ୧୫ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ତାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା କରାଯାଉଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶ୍ରୀ କିଣ୍ଡୋ ବହୁବର୍ଷ ଧରି ଭାରତୀୟ ହକି ଦଳର ପ୍ରତିନିଧତ୍ୱ କରିଥିଲେ। ଆର.ଏସ୍.ପିରେ ଯୋଗଦେବା ପରେ ଓଡିଶା ଦଳରContinue reading “ଭାରତୀୟ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ପରଲୋକ । ୧୯୭୫ ବିଶ୍ୱକପରେ ଭାରତ ପାଇଁ କରିଥିଲେ ପ୍ରତିନିଧିତ୍ୱ ।”
Tag Archives: News
ଭାରତକୁ ଝଟକା । ଟେଷ୍ଟ ସିରିଜରୁ ବାଦ ପଡିଲେ ଉମେଶ ଯାଦବ । ସିଡନି ଟେଷ୍ଟରେ ଡେବ୍ୟୁ କରି ପାରନ୍ତି ନଟରାଜନ୍
କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ବଡ ଝଟକା । ଏହି ଟେଷ୍ଟ ସିରିଜରୁ ପେସ ବୋଲର ଉମେଶ ଯାଦବ ଆହତ କାରଣରୁ ବାଦ ପଡିଛନ୍ତି । ତେବେ ଆହତ ହେବା ସହ ଉମେଶ ଭାରତକୁ ଫେରି ଆସିଛନ୍ତି । ବର୍ତ୍ତମାନ ଉମେଶ ଯାଦବଙ୍କ ସ୍ଥାନରେ ଯୁବ ପେସ ବୋଲର ଟି ନଟରାଜନଙ୍କୁ ସ୍ଥାନ ମିଳିପାରେ ବୋଲି ସୂଚନା ମିଳିଛି । ଟି ନଟରାଜନ ଏହି ଟେଷ୍ଟ ଜରିଆରେ ଡେବ୍ୟୁ କରିବେ ।Continue reading “ଭାରତକୁ ଝଟକା । ଟେଷ୍ଟ ସିରିଜରୁ ବାଦ ପଡିଲେ ଉମେଶ ଯାଦବ । ସିଡନି ଟେଷ୍ଟରେ ଡେବ୍ୟୁ କରି ପାରନ୍ତି ନଟରାଜନ୍”
ଦେଶକୁ କରୋନା ମୁକ୍ତ କରିବାକୁ ବଡ ଅଭିଯାନ । ଜାନୁଆରୀ ୨ ରୁ ସମସ୍ତ ରାଜ୍ୟରେ ଟିକାକରଣ ପାଇଁ ଆରମ୍ଭ ହେବ ଅଭ୍ୟାସ ।
କନକ ବ୍ୟୁରୋ : ଜାନୁଆରୀ ୨ ତାରିଖରୁ ଭାରତରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ପଞ୍ଜାବ, ଆସାମ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ଭଳି ୪ ଟି ରାଜ୍ୟରେ ୪୮ ଘଂଟିଆ ଟିକାକରଣ ଅଭ୍ୟାସ ବା ମକ୍ ଡ୍ରିଲ କରାଯାଇଥିଲା । ହେଲେ ଏବେ କେନ୍ଦ୍ରContinue reading “ଦେଶକୁ କରୋନା ମୁକ୍ତ କରିବାକୁ ବଡ ଅଭିଯାନ । ଜାନୁଆରୀ ୨ ରୁ ସମସ୍ତ ରାଜ୍ୟରେ ଟିକାକରଣ ପାଇଁ ଆରମ୍ଭ ହେବ ଅଭ୍ୟାସ ।”
ନୂଆବର୍ଷରେ ଗ୍ରାହକ ମାନଙ୍କୁ ଜିଓର ଉପହାର । ଜାନୁଆରୀ ପହିଲାରୁ କୌଣସି ଲୋକାଲ କଲ ପାଇଁ କରିବାକୁ ପଡିବ ନାହିଁ ରିଚାର୍ଜ
କନକ ବ୍ୟୁରୋ : ରିଲିୟାନ୍ସ ଜିଓ ପୁଣି ଥରେ ଭଏଲ କଲ ବିଲକୁଲ ମାଗଣା କରିବାକୁ ଯାଉଛି । ଜିଓ ଉପଭୋକ୍ତା ମାନେ ଜାନୁଆରୀ ପହିଲାରୁ ମାଗଣାରେ ସମସ୍ତ ଫୋନକୁ ଭଏସ୍ କଲ କରିବାର ସୁବିଧା ପାଇବେ । ରିଲିୟାନ୍ସ ଜିଓ ଗୁରୁବାର ଦିନ ଏଭଳି ସୂଚନା ଦେଇଛି । କମ୍ପାନୀ ତରଫରୁ କୁହାଯାଇଛି କି ଅଫ୍ ନେଟ୍ ଡୋମେଷ୍ଟିକ କଲ ପାଇଁ ଉପଭୋକ୍ତାଙ୍କୁ କୌଣସି ରିଚାର୍ଜ କରିବାକୁ ପଡିବ ନାହିଁ । ଜିଓ ଏଭଳି ସୂଚନାContinue reading “ନୂଆବର୍ଷରେ ଗ୍ରାହକ ମାନଙ୍କୁ ଜିଓର ଉପହାର । ଜାନୁଆରୀ ପହିଲାରୁ କୌଣସି ଲୋକାଲ କଲ ପାଇଁ କରିବାକୁ ପଡିବ ନାହିଁ ରିଚାର୍ଜ”
ଟିକା କରଣ ପାଇଁ ପୁଣି ଥରେ ତାଲିକା ମାଗିଲା କେନ୍ଦ୍ର । ୭ ଦିନ ଭିତରେ ପୋଟାଲରେ ନାମ ଅପଲୋଡ଼ ପାଇଁ ନିର୍ଦ୍ଦେଶ । ଯେମିତି କୌଣସି ସ୍ୱାସ୍ଥ୍ର୍ୟକର୍ମୀ ବାଦ ପଡ଼ିବେ ନାହିଁ ସେନେଇ ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି
କନକ ବ୍ୟୁରୋ : ଦେଶରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି କରୋନା ପାଇଁ ଟିକାକରଣ । ଏନେଇ ଆଜି ପ୍ରଧାନମନ୍ତ୍ରୀ ସମ୍ୟକ୍ ସୂଚନା ଦେଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଟିକାକରଣ ସମୟରେ ଯେମିତି କୌଣସି ସ୍ୱାସ୍ଥ୍ୟକର୍ମୀ ବାଦ୍ ନପଡନ୍ତିContinue reading “ଟିକା କରଣ ପାଇଁ ପୁଣି ଥରେ ତାଲିକା ମାଗିଲା କେନ୍ଦ୍ର । ୭ ଦିନ ଭିତରେ ପୋଟାଲରେ ନାମ ଅପଲୋଡ଼ ପାଇଁ ନିର୍ଦ୍ଦେଶ । ଯେମିତି କୌଣସି ସ୍ୱାସ୍ଥ୍ର୍ୟକର୍ମୀ ବାଦ ପଡ଼ିବେ ନାହିଁ ସେନେଇ ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି”
ଓଡିଶାରେ ନାଇଟ କର୍ଫ୍ୟୁ ନେଇ ପୋଲିସ କମିଶନରଙ୍କ ସୂଚନା : ଟ୍ୱିନସିଟିରେ ଜାରି ହେବ ୧୪୪ ଧାରା; ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୪୦ପ୍ଲାଟୁନ ଫୋର୍ସ
କନକ ବ୍ୟୁରୋ : ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଥିବା ବେଳେ ରାତି ୯ଟା ପରେ କେହି ଘରୁ ନବାହାରିବାକୁ କହିଛନ୍ତି ପୁଲିସ କମିସନର । ୯ଟା ପୂର୍ବରୁ ହୋଟେଲ ଓ ବାର ବନ୍ଦ କରାଯିବ । ଗମନାଗମନ ଉପରେ କଟକଣା ରହିବା ସହ ୧୪୪ ଧାରା ଜାରି କରାଯିବ । ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ସମସ୍ତ ଥାନା ଅଂଚଳରେ ପେଟ୍ରୋଲିଂ କରାଯିବ । ୪୦ ପ୍ଲାଟୁନ ପୁଲିସ ଫୋର୍ସContinue reading “ଓଡିଶାରେ ନାଇଟ କର୍ଫ୍ୟୁ ନେଇ ପୋଲିସ କମିଶନରଙ୍କ ସୂଚନା : ଟ୍ୱିନସିଟିରେ ଜାରି ହେବ ୧୪୪ ଧାରା; ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୪୦ପ୍ଲାଟୁନ ଫୋର୍ସ”
ବର୍ତ୍ତମାନ ସୁଦ୍ଧା ଓଡିଶାରେ ନାହିଁ କରୋନାର ନୂଆ ଭୂତାଣୁ : ବ୍ରିଟେନ ଫେରନ୍ତାଙ୍କ ଉପରେ ରହିଛି ସ୍ୱାସ୍ଥ୍ୟ ବିଭାଗର ନଜର; ୨୮୮ ଜଣଙ୍କ ମଧ୍ୟରୁ ୭ କରୋନା ପଜିଟିଭ
କନକ ବ୍ୟୁରୋ : ବର୍ତ୍ତମାନ ସୁଦ୍ଧା ଓଡିଶାରେ ଚିହ୍ନଟ ହୋଇନି କରୋନାର ନୂଆ ଭୂତାଣୁ । ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସୁଦ୍ଧା ଏଯାଏ କାହାରି ଶରୀରରେ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ବିଟ୍ରେନରୁ ଫେରିଥିବା ଓଡ଼ିଶାର ୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ୩ଜଣ ସମ୍ପକୀୟ ସଂକ୍ରମିତ ହୋଇଛନ୍ତି । ରାଜ୍ୟକୁ ମୋଟContinue reading “ବର୍ତ୍ତମାନ ସୁଦ୍ଧା ଓଡିଶାରେ ନାହିଁ କରୋନାର ନୂଆ ଭୂତାଣୁ : ବ୍ରିଟେନ ଫେରନ୍ତାଙ୍କ ଉପରେ ରହିଛି ସ୍ୱାସ୍ଥ୍ୟ ବିଭାଗର ନଜର; ୨୮୮ ଜଣଙ୍କ ମଧ୍ୟରୁ ୭ କରୋନା ପଜିଟିଭ”
ପ୍ରକାଶ ପାଇଲା ଏସିଆ ମହାଦେଶର ସବୁଠାରୁ ୧୦ ଧନୀ ବ୍ୟକ୍ତିଙ୍କ ତାଲିକା । ମୁକେଶ ଅମ୍ବାନୀ ଓ ଚୀନ୍ ର ଜାକ୍ ମାଙ୍କୁ ମାତ୍ ଦେଇ ଚୀନର ଜୋଙ୍ଗ ସାନସହାନ୍ ହେଲେ ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ।
କନକ ବ୍ୟୁରୋ : ଭାରତର ମୁକେଶ ଅମ୍ବାନୀ ଏବଂ ଚୀନ୍ର ଜାକ୍ ମାଙ୍କୁ ଟପି ସମ୍ପ୍ରତି ଚୀନ୍ର ଜୋଙ୍ଗ୍ ସାନ୍ସ୍ହାନ୍ ଏସିଆ ମହାଦେଶର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ହୋଇଛନ୍ତି। ଏବର୍ଷ ଜୋଙ୍ଗଙ୍କୁ ସମୁଦାୟ ସମ୍ପତ୍ତି ୭୦.୯ ବିଲିୟନ୍ ଡଲାର୍ ବୃଦ୍ଧି ପାଇ ୭୭.୮ ବିଲିୟନ୍ ଡଲାର୍ରେ ପହଞ୍ଚି ତାଙ୍କୁ ବିଶ୍ୱର ୧୧ଶ ବିତ୍ତଶାଳୀ ବ୍ୟକ୍ତିରେ ପରିଣତ କରିଥିବା କଥା ‘ବ୍ଲୁମ୍ବର୍ଗ ବିଲିଓନେୟର୍ସ ଇଣ୍ଡେକ୍ସ୍’ରୁ ଜଣାପଡ଼ିଛି। ଜଣେ ଏତେ ଶୀଘ୍ର ଏତେ ଗୁଡ଼ାଏ ସମ୍ପତ୍ତି ଅର୍ଜନ କରିବାରେ ଏହାContinue reading “ପ୍ରକାଶ ପାଇଲା ଏସିଆ ମହାଦେଶର ସବୁଠାରୁ ୧୦ ଧନୀ ବ୍ୟକ୍ତିଙ୍କ ତାଲିକା । ମୁକେଶ ଅମ୍ବାନୀ ଓ ଚୀନ୍ ର ଜାକ୍ ମାଙ୍କୁ ମାତ୍ ଦେଇ ଚୀନର ଜୋଙ୍ଗ ସାନସହାନ୍ ହେଲେ ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ।”
ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ : ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ କଟକଣା; କର୍ଫ୍ୟୁରୁ ଜରୁରୀ ସେବାକୁ ବାଦ୍
କନକ ବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନକୁ ଦୃଷ୍ଟିରେ ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏ ସାରା ରାଜ୍ୟରେ ଏହି ଦିନିକିଆ କର୍ଫ୍ୟୁ ବଳବତର ରହିବ । ତେବେ କର୍ଫୁ ସମୟରେ ଜରୁରୀକାଳୀନ ସେବା ଓ ଯାତାୟାତକୁ ଅନୁମତି ମିଳିବ । କରୋନା ସଂକ୍ରମଣ ଆଶଙ୍କାରେ ଜାରି ହୋଇଥିବା ଏହି ନାଇଟ କର୍ଫ୍ୟୁରେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ଏନେଇContinue reading “ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ : ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ କଟକଣା; କର୍ଫ୍ୟୁରୁ ଜରୁରୀ ସେବାକୁ ବାଦ୍”
କୃଷି କାନୁନ୍ ବିରୋଧରେ କେରଳ ବିଧାସଭାର ସ୍ୱତନ୍ତ୍ର ଅଧିବେଶନ । ମୁଖ୍ୟମନ୍ତ୍ରୀ କହିଲେ ଏହି ବିଲ୍ ଲାଗୁ ହେଲେ ପୁଞ୍ଜିପତିଙ୍କ ଗୋଲାମ ହୋଇଯିବେ ଦେଶର ଅନ୍ନଦାତା
କନକ ବ୍ୟୁରୋ : ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଓ ନୂତନ କୃଷି ଆଇନକୁ ବିରୋଧ କରି ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ଆଜି (ଗୁରୁବାର) ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ଏହି ଅଧିବେଶନରେ ଅଧ୍ୟକ୍ଷତା କରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କେନ୍ଦ୍ରସରକାରଙ୍କ କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଗତ କରିଛନ୍ତି । ଏହି ପ୍ରସ୍ତାବକୁ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ଦଳର ବିଧାୟକ ମାନେ ବିContinue reading “କୃଷି କାନୁନ୍ ବିରୋଧରେ କେରଳ ବିଧାସଭାର ସ୍ୱତନ୍ତ୍ର ଅଧିବେଶନ । ମୁଖ୍ୟମନ୍ତ୍ରୀ କହିଲେ ଏହି ବିଲ୍ ଲାଗୁ ହେଲେ ପୁଞ୍ଜିପତିଙ୍କ ଗୋଲାମ ହୋଇଯିବେ ଦେଶର ଅନ୍ନଦାତା”