ସିଲିଗୁଡ଼ିରେ ଏପ୍ରିଲ୍‌ରେ ଖୋଲିବ ଦେଶର ପ୍ରଥମ ଚା’ ରିସୋର୍ଟ : ଦିଲ୍ଲୀପ ରାୟଙ୍କ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ଦେଶର ହୋଟେଲ୍ ଶିଳ୍ପ ଓ ରାଜନୀତି ଜଗତର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ମେ’ଫେୟାର ଗ୍ରୁପ୍‌ ଅଫ୍‌ ହୋଟେଲସ୍‌ର ପ୍ରତିଷ୍ଠାତା ଦିଲ୍ଲୀପ ରାୟ। ଏକ ସାକ୍ଷାତକାରରେ ସେ କରୋନା ମହାମାରୀର ପ୍ରଭାବ, ସ୍ଥିତିରେ ହେଉଥିବା ସୁଧାର, ଭବିଷ୍ୟତ ଯୋଜନା ଓ ନୂଆ ପ୍ରକଳ୍ପ ବିଷୟରେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି। କରୋନା ମହାମାରୀ ସମୟରେ ଓଡ଼ିଶାର ହୋଟେଲ୍ ଶିଳ୍ପ କିଭଳି ପ୍ରଭାବିତ ହୋଇଥିଲା? ୨୦୨୦ ଭଳି ଖରାପ ବର୍ଷ ସାରା ବିଶ୍ବ ପୂର୍ବରୁ କେବେContinue reading “ସିଲିଗୁଡ଼ିରେ ଏପ୍ରିଲ୍‌ରେ ଖୋଲିବ ଦେଶର ପ୍ରଥମ ଚା’ ରିସୋର୍ଟ : ଦିଲ୍ଲୀପ ରାୟଙ୍କ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ”

୨୦୨୦ ର ସବୁଠୁ ବଡ ରାଜନୈତିକ ଘଟଣା । ଦିଲ୍ଲୀରେ ବିଜେପି ଧରାଶାୟୀ ହେବା ପରେ ବିହାର ଓ ମଧ୍ୟପ୍ରଦେଶରେ କ୍ଷମତା ଦଖଲ । ଆନ୍ଦୋଳନ ଓ ମେଣ୍ଟକୁ ନେଇ କ’ଣ ରହିଥିଲା ରାଜଜୈତିକ ଦୃଶ୍ୟପଟ

କନକ ବ୍ୟୁରୋ : ବର୍ଷ ୨୦୨୦ କିଛି ବଡ ରାଜନୈତିକ ଘଟଣା, ଯାହା କି ରାଜନୈତିକ ଦୃଶ୍ୟ ପଟରେ ସବୁଦିନ ମନେ ରହିବ । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ହାଟ୍ରିକ୍ ସେପଟେ ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ମଧ୍ୟରେ ବିବାଦରୁ ଫାଇଦା ଉଠାଇଲା ବିଜେପି ଓ ବିହାରରେ ମାଗଣା କରୋନା ଟିକା ଖେଳି ବିଜେପିର ବାଜିମାତ୍ । ଏମିତି କିଛି ଘଟଣାବଳୀକୁ ନେଇ ୨୦୨୦ ବର୍ଷର ସବୁଠାରୁ ବଡ ୧୦ ଟି ବଡ ଘଟଣାକୁ ନେଇ ଆଜିର ଆଲୋଚନାContinue reading “୨୦୨୦ ର ସବୁଠୁ ବଡ ରାଜନୈତିକ ଘଟଣା । ଦିଲ୍ଲୀରେ ବିଜେପି ଧରାଶାୟୀ ହେବା ପରେ ବିହାର ଓ ମଧ୍ୟପ୍ରଦେଶରେ କ୍ଷମତା ଦଖଲ । ଆନ୍ଦୋଳନ ଓ ମେଣ୍ଟକୁ ନେଇ କ’ଣ ରହିଥିଲା ରାଜଜୈତିକ ଦୃଶ୍ୟପଟ”

ବ୍ରିଟେନ ଫେରନ୍ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର: ମୋଟ ୨୮୮ ଜଣଙ୍କ ମଧ୍ୟରୁ ୭ଜଣ କରୋନା ପଜିଟିଭ; ଏଯାଏଁ ଚିହ୍ନଟ ହୋଇନି ବ୍ରିଟେନ ଷ୍ଟ୍ରେନ

କନକ ବ୍ୟୁରୋ : ବିଟ୍ରେନରୁ ଫେରିଥିବା ଓଡ଼ିଶାର ୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ୩ଜଣ ସମ୍ପକୀୟ ସଂକ୍ରମିତ ହୋଇଛନ୍ତି । ରାଜ୍ୟକୁ ମୋଟ ୧୮୮ଜଣ ବ୍ରିଟେନ ଫେରିଛନ୍ତି । ହେଲେ ରାଜ୍ୟରେ ବ୍ରିଟେନରେ ନୂଆ ଷ୍ଟ୍ରେନ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ଜଣ । ସେଥିରୁ ୧୭୯ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ୯ଜଣଙ୍କ ପରିଚୟ ସମ୍ପର୍କରେ ଏଯାଁଏ କୌଣସିContinue reading “ବ୍ରିଟେନ ଫେରନ୍ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର: ମୋଟ ୨୮୮ ଜଣଙ୍କ ମଧ୍ୟରୁ ୭ଜଣ କରୋନା ପଜିଟିଭ; ଏଯାଏଁ ଚିହ୍ନଟ ହୋଇନି ବ୍ରିଟେନ ଷ୍ଟ୍ରେନ”

ଖାଉଟୀଙ୍କ ଚିନ୍ତା ବଢ଼ାଉଛି ନକଲି ସାମଗ୍ରୀ : ଘିଅ, ମସଲା, ସସ୍ ଓ ସିମେଂଟ ପରେ ନକଲି ପନିର୍ ଜବତ ହେବା ଘଟଣାକୁ ନେଇ ଲୋକଙ୍କ ଭିତରେ ଭାଳେଣୀ

କନକ ବ୍ୟୁରୋ : ଲୋକଙ୍କ ପାଇଁ ଚିନ୍ତାରକାରଣ ପାଲଟିଛି ନକଲି ସାମଗ୍ରୀ । ଆଉ ଏହି ନକଲି ସାମଗ୍ରୀର ପେଣ୍ଠ ପାଲଟିଛି କଟକ ସହର । ନକଲି ଘିଅ, ନକଲି ମସଲା, ସସ୍ ଓ ସିମେଂଟ ପରେ ବିପୁଳ ପରିମାଣରେ ନକଲି ପନିର ଜବତ ହେବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କଟକ ଓଏମ୍ପିରୁ କଲିକତା ଚାଲାଣ ହେଉଥିବା ଏହି ନକଲି ପନିର ଜବତ ହେବା ପରେ ଲୋକଙ୍କ ମଧ୍ୟରେ ଭାଲେଣୀ ପଡ଼ିଛି । ବଡ଼Continue reading “ଖାଉଟୀଙ୍କ ଚିନ୍ତା ବଢ଼ାଉଛି ନକଲି ସାମଗ୍ରୀ : ଘିଅ, ମସଲା, ସସ୍ ଓ ସିମେଂଟ ପରେ ନକଲି ପନିର୍ ଜବତ ହେବା ଘଟଣାକୁ ନେଇ ଲୋକଙ୍କ ଭିତରେ ଭାଳେଣୀ”

ନିଖିଳ ଓଡିଶା ଓକିଲ ମହାସଂଘର ୪୯ତମ ବାର୍ଷିକ ଅଧିବେଶନ । ଯୋଗଦେଲେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ହ୍ରାସ ପାଉଥିବା ସାମାଜିକ ଦାୟିତ୍ବ ନେବାକୁ ଓକିଲଙ୍କୁ ଆହ୍ବାନ

କନକ ବ୍ୟୁରୋ : ସ୍ୱାଧୀନତା ଆନ୍ଦୋଳନ କାଳରେ ଓକିଲମାନେ ସାମାଜିକ ଦାୟିତ୍ୱବୋଧତାକୁ ଗୁରୁତ୍ୱ ଦେଉଥିଲେ । ତାହା ହ୍ରାସ ପାଉଥିବାରୁ ସାମାଜିକ ଦାୟିତ୍ୱ ନେବାକୁ ଓକିଲମାନଙ୍କୁ ଆଗେଇ ଆସିବା ଦରକାର ବୋଲି ଆହ୍ୱାନ ଦେଇଛନ୍ତି ସମ୍ବାଦର ମୁଖ୍ୟ ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଜଟଣୀ ଟାଉନ୍ ହଲ୍ଠାରେ ଆୟୋଜିତ ନିଖିଳ ଓଡିଶା ଓକିଲ ମହାସଂଘର ୪୯ତମ ବାର୍ଷିକ ଅଧିବେସନରେ ଏହା କହିଛନ୍ତି ମୁଖ୍ୟବକ୍ତା ସୌମ୍ୟରଂଜନ । ଏହି ସମ୍ମିଳନୀରେ ଆଇନଜୀବୀ ସହାୟତା ପାଣ୍ଠିକୁ ୧୦Continue reading “ନିଖିଳ ଓଡିଶା ଓକିଲ ମହାସଂଘର ୪୯ତମ ବାର୍ଷିକ ଅଧିବେଶନ । ଯୋଗଦେଲେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ହ୍ରାସ ପାଉଥିବା ସାମାଜିକ ଦାୟିତ୍ବ ନେବାକୁ ଓକିଲଙ୍କୁ ଆହ୍ବାନ”

କିଏ ହେବ କଂଗ୍ରେସ ସଭାପତି ? ମଙ୍ଗ ଧରିବାକୁ ଅମଙ୍ଗ ରାହୁଲ ଗାନ୍ଧି ।

କନକ ବ୍ୟୁରୋ : ଆଜକୁ ପ୍ରାୟ ୧୯ ମାସ ତଳେ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ୨୦୧୯ ମେ’ ମାସରେ ଦଳର ଅଧ୍ୟକ୍ଷ ପଦ ଛାଡ଼ିଥିବା ରାହୁଲ ଗାନ୍ଧି ପୁଣି ଥରେ ଦେଶର ଏହି ସବୁଠୁ ପୁରୁଣା ଦଳର ନେତୃତ୍ବ ନେବାକୁ ଆଗ୍ରହୀ ନଥିବା ଜାଣିବାକୁ ମିଳିଛି । ତେବେ ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ତାଙ୍କ ନିକତଟମ ମହଲରୁ ଜଣାଯାଇଛି । ଗତ ରବିବାର ରାହୁଲContinue reading “କିଏ ହେବ କଂଗ୍ରେସ ସଭାପତି ? ମଙ୍ଗ ଧରିବାକୁ ଅମଙ୍ଗ ରାହୁଲ ଗାନ୍ଧି ।”

ଭିଜିଲାନ୍ସ ଜାଲରେ ପଂଚାୟତ କାର୍ଯ୍ୟନିବାର୍ହୀ ଅଧିକାରୀ : ବଲାଙ୍ଗୀର ପୁଇଁନ୍ତଳା ପଂଚାୟତ ପିଇଓଙ୍କ ଘର ସମେତ ବାସଭବନରେ ଚଢ଼ାଉ

କନକ ବ୍ୟୁରୋ : ପଂଚାୟତ କାର୍ଯ୍ୟନିବାର୍ହି ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ବଲାଙ୍ଗୀର ପୁଇଁନ୍ତଲା ବ୍ଲକ ପଂଚାୟତର ପିଇଓ ବିହାରିଲାଲ ବାରିକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏକାକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଶାନ୍ତିପଡ଼ା ଘର, ପୁଇଁନ୍ତଳା ଅଫିସରେ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଏବଂ ବରଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ସାମିଲContinue reading “ଭିଜିଲାନ୍ସ ଜାଲରେ ପଂଚାୟତ କାର୍ଯ୍ୟନିବାର୍ହୀ ଅଧିକାରୀ : ବଲାଙ୍ଗୀର ପୁଇଁନ୍ତଳା ପଂଚାୟତ ପିଇଓଙ୍କ ଘର ସମେତ ବାସଭବନରେ ଚଢ଼ାଉ”

ଟିମ୍ ଇଣ୍ଡିଆକୁ ଝଟକା । ଆହତ କାରଣରୁ ଟେଷ୍ଟ ଟିମରୁ ବାଦ୍ ପଡିଲେ ଉମେଶ ଯାଦବ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦ୍ରୁତତମ ବୋଲର ଉମେଶ ଯାଦବ ଅଷ୍ଟ୍ରେଲିଆ ସିରିଜରୁ ବାଦ୍ ପଡିଛନ୍ତି । ସିରିଜର ବାକି ଥିବା ଦୁଇଟି ମ୍ୟାଚ୍ ଖେଳିପାରିବେନି ଉମେଶ । ମିଳିଥିବା ସୂଚନା ଅନୁଯାୟୀ, ଉମେଶ ଯାଦବ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ୩୩ବର୍ଷୀୟ ଉମେଶ ଯାଦବ, ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ମ୍ୟାଚ୍ ଖେଳୁଥିବା ବେଳେ ଆହତ ହୋଇଥିଲେContinue reading “ଟିମ୍ ଇଣ୍ଡିଆକୁ ଝଟକା । ଆହତ କାରଣରୁ ଟେଷ୍ଟ ଟିମରୁ ବାଦ୍ ପଡିଲେ ଉମେଶ ଯାଦବ ।”

ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ : ଆଜି ଓ ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା

କନକ ବ୍ୟୁରୋ : ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି ହୋଇଛି । ଆଜି ଓ ଆସନ୍ତାକାଲି ଦିଲ୍ଲୀ ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବର୍ତର ରହିବ । ରାତି ୧୧ଟା ପରେ ନୂଆ ବର୍ଷ ପାଳନ ଏବଂ କୌଣସି ପ୍ରକାର ଜନଗହଳି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ସର୍ବସାଧାରଣ ସ୍ଥାନରେContinue reading “ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ : ଆଜି ଓ ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା”

ନୂଆବର୍ଷରୁ ନୂଆ ନିୟମ….ଜାନୁଆରୀରୁ ବଦଳିଯିବ ୧୦ ବଡ଼ ନିୟମ । ଜାଣନ୍ତୁ ସାଧାରଣ ଜନତାଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

କନକ ବ୍ୟୁରୋ : ନୂଆବର୍ଷ ଆସିବା ସହ ନେଇଆସିଛି କିଛି ନୂଆ ନିୟମ । ମୋବାଇଲ୍, କାର୍ , ଟ୍ୟାକ୍ସ, କ୍ୟାସ ପେମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଇଁ ନୂଆ ନିୟମ ଲାଗୁ ହେବ । ଏହି ନିୟମ ସାଧାରଣ ଲୋକଙ୍କ ପକେଟ୍ ଉପରେ ବି ଭାରି ପଡିପାରେ । ତେବେ ଆପଣଙ୍କ ପାଇଁ ଉପଲବ୍ଧ ହେଉଥିବା ସେବାରେ ହିଁ ପରିବର୍ତ୍ତନ ଦେଖିବାକୁ ମିଳିବ । ଜାଣନ୍ତୁ କେଉଁ ସବୁ ନିୟମରେ ହେବ ପରିବର୍ତ୍ତନ ।Continue reading “ନୂଆବର୍ଷରୁ ନୂଆ ନିୟମ….ଜାନୁଆରୀରୁ ବଦଳିଯିବ ୧୦ ବଡ଼ ନିୟମ । ଜାଣନ୍ତୁ ସାଧାରଣ ଜନତାଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ”

Design a site like this with WordPress.com
Get started