ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ : ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ ଗଠନ ହେବ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ୱିଙ୍ଗ ମହିଳା ଓ ପୋଲିସଙ୍କ ସୁରକ୍ଷା ପାଇଁ କାମ କରିବ । ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସଡକ ସୁରକ୍ଷା ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି  । ସଡକContinue reading “ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । “

ମାଓ ଅଧ୍ୟୁଷିତ ମାଲକାନଗିରିରୁ ଅନ୍ତର୍ଜାତୀୟ କ୍ରିକେଟର ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଯୁବତୀ । ମାଲକାନଗିରି ଡିଏମକେ ପଡିଆରେ ପ୍ରଶିକ୍ଷଣ ନେଉଛନ୍ତି ଜିଲ୍ଲାର ୩୦ରୁ ଅଧିକ ଝିଅ ।

କନକ ବ୍ୟୁରୋ : ଏଣିକି କ୍ରିକେଟ ମୈଦାନରେ ଚମକିବେ ଲାଲଗଡର ଝିଅ । ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରିକେଟ ଖେଳିବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ । ଏଥିପାଇଁ ମାଲକାନଗିରି ଜିଲ୍ଲାର ୩୦ ରୁ ଅଧିକ ଝିଅ ଙ୍କ ମାଲକାନଗିରି ଆଣି ପ୍ରଶିକ୍ଷଣ ଦେଉଛି ମାଲକାନଗିରି କ୍ରିକେଟ ଆସୋସିଏଶନ । ଲାଲଗଡରୁ କ୍ରିକେଟ ମଇଦାନ । ମୁଣ୍ଡରେ ହେଲମେଟ, ହାତରେ ଗ୍ଲବ୍ସ ଓ ଗୋଡରେ ପ୍ୟାଡ । ପୁରା ପେଶାଦାର କ୍ରିକେଟରଙ୍କ ଗେଟଅପ୍ରେ ପଡିଆରେ ଝାଳContinue reading “ମାଓ ଅଧ୍ୟୁଷିତ ମାଲକାନଗିରିରୁ ଅନ୍ତର୍ଜାତୀୟ କ୍ରିକେଟର ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଯୁବତୀ । ମାଲକାନଗିରି ଡିଏମକେ ପଡିଆରେ ପ୍ରଶିକ୍ଷଣ ନେଉଛନ୍ତି ଜିଲ୍ଲାର ୩୦ରୁ ଅଧିକ ଝିଅ ।”

ରାଉରକେଲା ମାତିଛନ୍ତି ବାଲି ମାଫିଆ । ପ୍ରାୟ ୪୪ ବାଲି ଘାଟରୁ ବେଆଇନ୍ ଭାବେ ବଲି ଚୋରି କରି ମାଲାମାଲ ମାଫିଆ ଓ ଅସାଧୁ କର୍ମଚାରୀ

କନକ ବ୍ୟୁରୋ : ବଡିଭୋରୁ ବିଳମ୍ବିତ ସନ୍ଧ୍ୟା ପର୍ୟ୍ୟନ୍ତ ମେସିନ ସାହାଯ୍ୟରେ ନଇ ମଝିରୁ ବାଲି ବୁହା ଚାଲିଛି । ଗୋଟିଏ କି’ ଦୁଇଟି ସ୍ଥାନରେ ନୁହେଁ, ରାଉରକେଲା ସମେତ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ବାଲିଘାଟ ମଧ୍ୟରୁ ୫୦ପ୍ରତିଶତ ବାଲିଘାଟରେ ସମାନ ସ୍ଥିତି। ବିଶ୍ରା, ରାଉରକେଲା, କୁଆଁରମୁଣ୍ଡା, ଲାଠିକଟା ଓ ବିରମିତ୍ରପୁର ତହସିଲ ଅଧୀନରେ ରହିଛି ମୋଟ ୪୪ ଟି ବାଲିଘାଟ। ସେଥିମଧ୍ୟରୁ ଅର୍ଦ୍ଧାଧିକ ବାଲିଘାଟରେ ଚାଲିଛି ମାଫିଆ ରାଜ। ରାଉରକେଲା ସହର ଉପକଣ୍ଠ ଝିରପାଣିContinue reading “ରାଉରକେଲା ମାତିଛନ୍ତି ବାଲି ମାଫିଆ । ପ୍ରାୟ ୪୪ ବାଲି ଘାଟରୁ ବେଆଇନ୍ ଭାବେ ବଲି ଚୋରି କରି ମାଲାମାଲ ମାଫିଆ ଓ ଅସାଧୁ କର୍ମଚାରୀ”

ସୁନ୍ଦରଗଡରେ ଧାନ ମଣ୍ଡି ଚାଲିଛି ମିଲରଙ୍କ ମର୍ଜିରେ । ମନ ଇଚ୍ଛା ମଣ୍ଡି ଛାଡି ଚାଲି ଯାଉଛନ୍ତି ମିଲରଙ୍କ ପ୍ରତିନିଧି । ଧାନ ଧରି ମଣ୍ଡିରେ ଅପେକ୍ଷା କରୁଛନ୍ତି ଚାଷୀ ।

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାରେ ଧାନକିଣା ଆମମ୍ଭରୁ ହିଁ ମଣ୍ଡିରେ ଅବ୍ୟବସ୍ଥା ନେଇ ବିବାଦ ଲାଗି ରହିଛି । ଏବେ ମଣ୍ଡିରେ ମିଲରଙ୍କ ପାଦୁର୍ଭାବ ଏବଂ ଦୁଇରୁ ତିନି କେଜି କଟନୀ ଛଟନୀକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଭଲ ଧାନକୁ ଖରାପ ଦର୍ଶାଇ ପ୍ରତ୍ୟାଖାନ କରୁଥିବାରୁ ମିଲରଙ୍କ ଉପରେ ଖପ୍ପା ସୁନ୍ଦରଗଡ ଚାଷୀ । ସମସ୍ୟାକୁ ନେଇ ସୁନ୍ଦରଗଡ ଟାଙ୍ଗରମୁଣ୍ଡା ମଣ୍ଡିରେ ଧାନ କିଣା ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଲ୍ୟାମ୍ପସ କର୍ମଚାରୀContinue reading “ସୁନ୍ଦରଗଡରେ ଧାନ ମଣ୍ଡି ଚାଲିଛି ମିଲରଙ୍କ ମର୍ଜିରେ । ମନ ଇଚ୍ଛା ମଣ୍ଡି ଛାଡି ଚାଲି ଯାଉଛନ୍ତି ମିଲରଙ୍କ ପ୍ରତିନିଧି । ଧାନ ଧରି ମଣ୍ଡିରେ ଅପେକ୍ଷା କରୁଛନ୍ତି ଚାଷୀ ।”

ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଭାରତରେ ଅକ୍ସଫୋର୍ଡ଼ ଟିକାକୁ ମିଳିପାରେ ଅନୁମତି ।

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଆଜି ହିଁ ଭାରତରେ ଅକ୍ସଫୋର୍ଡ଼ ଟିକାକୁ ଅନୁମତି ମିଳିପାରେ । ପ୍ରଥମରେ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ମିଳିପାରେ । ଆଜି କରୋନା ଟିକା ସହ ଜଡ଼ିତ ବିଶେଷଜ୍ଞ କମିଟିର ଏକ ବୈଠକ ବସିବ । ବୈଠକରେ ଭାରତରେ କରୋନା ଟିକାକୁ ଅନୁମତି ମିଳିବା ନେଇ ନିଷ୍ପତି ନିଆଯାଇପାରେ । ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା କରୋନା ଭ୍ୟାକସିନକୁ ବ୍ରିଟେନ ମଂଜୁରୀ ଦେଇସାରିଛିContinue reading “ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଭାରତରେ ଅକ୍ସଫୋର୍ଡ଼ ଟିକାକୁ ମିଳିପାରେ ଅନୁମତି ।”

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି  । କେନ୍ଦ୍ର କ୍ୟାବିନେଟରେ ନିଷ୍ପତି 

କନକ ବ୍ୟୁରୋ : ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । କେନ୍ଦ୍ର କ୍ୟାବିନେଟରେ ଏନେଇ ନିଷ୍ପତିି ନିଆଯାଇଛି  ।  ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ । ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ୍ । ‘ବିଶ୍ୱର ବିଜିନେସ ହବ’ ହେବ ଓଡିଶାର ପାରାଦୀପ ।  ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କମ ସମୟରେ ଅଧିକ ମାଲ ପରିବହନContinue reading “ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି  । କେନ୍ଦ୍ର କ୍ୟାବିନେଟରେ ନିଷ୍ପତି “

ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନର୍ଦ୍ଦେଶ । ଡିସେମ୍ବର ୩୦, ୩୧ ଓ ଜାନୁଆରୀ ୧ରେ କଟକଣା ଲଗାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ।

କନକ ବ୍ୟୁରୋ : କରୋନା କାଳରେ ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ତାଗିଦ୍ । ସାରା ବିଶ୍ୱରେ ଏବେ କରୋନାର ନୂଆ ଷ୍ଟ୍ରେନ ଭୟ ବଢାଉଥିବା ବେଳେ ନୂଆ ବର୍ଷ ପାଳନ ଉପରେ ନଜର ରଖିବା ସହ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ବ୍ରିଟେନ୍ ଭୁତାଣୁ ଚିହ୍ନଟ ହୋଇସାରିଛି । ବିଦେଶ ଫେରନ୍ତା ଯାତ୍ରୀଙ୍କ ଠାରେ ନୂଆ ଭୁତାଣୁ ଚିହ୍ନଟ ହେବା ପରେContinue reading “ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନର୍ଦ୍ଦେଶ । ଡିସେମ୍ବର ୩୦, ୩୧ ଓ ଜାନୁଆରୀ ୧ରେ କଟକଣା ଲଗାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ।”

କରୋନା ତାଲାବନ୍ଦରେ ଓଡିଶା ହୋଟେଲ୍ ଇଣ୍ଡଷ୍ଟ୍ରିର ବଡ କ୍ଷତି । ହୋଟେଲ ଶିଳ୍ପକୁ ହୋଇଛି ପ୍ରାୟ ଅଢେଇ ହଜାର କୋଟିର କ୍ଷତି । 

କନକ ବ୍ୟୁରୋ : କରୋନା ଲକ୍ଡାଉନ ସମୟରେ କୋଟି କୋଟି ଟଙ୍କାର କ୍ଷତି ସହିଛି ହୋଟେଲ ଉଦ୍ୟେଗ । ମେଁ ଫେୟାର ଗ୍ରୁଫ ୧୦୦ କୋଟିର କ୍ଷତି ସହିଥିବା ବେଳେ ଓଡିଶାରେ ପ୍ରାୟ ୧୬ଶହ ପଞ୍ଜିକୃତ ହୋଟେଲ ଅଢେଈ ହଜାର କୋଟିର କ୍ଷତି ସହିଛନ୍ତି । ବର୍ତମାନ ମାତ୍ର ୩୫ ପ୍ରତିଶତ ବୁକିଂ ହୋଟେଲ ମାନଙ୍କରେ ହେଉଛି । ୬୦ ପ୍ରତିଶତ କମ୍ ରେଟ୍ରେ ଚାଲିଛି ହୋଟେଲ ବ୍ୟବସାୟ । ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ବିଜ୍ଞାପନ ଭଲContinue reading “କରୋନା ତାଲାବନ୍ଦରେ ଓଡିଶା ହୋଟେଲ୍ ଇଣ୍ଡଷ୍ଟ୍ରିର ବଡ କ୍ଷତି । ହୋଟେଲ ଶିଳ୍ପକୁ ହୋଇଛି ପ୍ରାୟ ଅଢେଇ ହଜାର କୋଟିର କ୍ଷତି । “

ଗୁଣିଗାରେଡ଼ିରୁ ଜଘନ୍ୟ ହତ୍ୟାକାଣ୍ଡ । ମହିଳାଙ୍କ ବେକ କାଟି ଦୁଇ ଭାଇ ଫେରାର ।

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି । ଅତି ବିଭତ୍ସ ଭାବେ ଗ୍ରାମ ରାସ୍ତାରେ ଜଣେ ମହିଳାଙ୍କୁ ବେକ କାଟି ହତ୍ୟା କରାଯାଇଛି । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଶରତ ଥାନା ଅନ୍ତର୍ଗତ ଶାରୀଶୁଆ ଗ୍ରାମରେ । ମୃତ ମହିଳା ଜଣକ ହେଲେ ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ । ମିଳିଥିବାContinue reading “ଗୁଣିଗାରେଡ଼ିରୁ ଜଘନ୍ୟ ହତ୍ୟାକାଣ୍ଡ । ମହିଳାଙ୍କ ବେକ କାଟି ଦୁଇ ଭାଇ ଫେରାର ।”

ବିଜ୍ଞାନ ତାଙ୍କ ଜୀବନ, ବିଜ୍ଞାନ ପାଇଁ ସେ ଜନ୍ମ । ୧୦ ହଜାରୁ ଅଧିକ ସାଇନ୍ସ ପ୍ରକଳ୍ପ କରି ଲିମକା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ବାଲେଶ୍ୱରର ଆଇନ ଷ୍ଟାଇନ୍ ।

କନକ ବ୍ୟୁରୋ: ସେ ବିଜ୍ଞାନକୁ ଭଲ ପାଆନ୍ତି, ବିଜ୍ଞାନରେ ବଞ୍ଚନ୍ତି । ତାଙ୍କ ରକ୍ତରେ ବିଜ୍ଞାନ, ନିଶ୍ୱାସରେ ବିଜ୍ଞାନ । ସକାଳରୁ ସଞ୍ଜ ଖାଲି ସାଇନ୍ସ କଥା ହିଁ ଭାବନ୍ତି । ବୋଧେ ସେଇଥିପାଇଁ ତାଙ୍କୁ କେହି କେହି ବାଲେଶ୍ୱରର ବିଜ୍ଞାନ ମଣିଷ ବୋଲି ଡାକନ୍ତି ତ ପୁଣି କେହି ଓଡିଶାର ଆଇନ ଷ୍ଟାଇନ ବୋଲି ବି କୁହନ୍ତି । କାରଣ ତାଙ୍କ ଶରୀରର ଶିରା ପ୍ରଶିରାରେ ସଦାବେଳେ ସବାର ହୋଇଥାଏ ସାଇନ୍ସ । ମିହିର ପଣ୍ଡାContinue reading “ବିଜ୍ଞାନ ତାଙ୍କ ଜୀବନ, ବିଜ୍ଞାନ ପାଇଁ ସେ ଜନ୍ମ । ୧୦ ହଜାରୁ ଅଧିକ ସାଇନ୍ସ ପ୍ରକଳ୍ପ କରି ଲିମକା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ବାଲେଶ୍ୱରର ଆଇନ ଷ୍ଟାଇନ୍ ।”

Design a site like this with WordPress.com
Get started