କନକ ବ୍ୟୁରୋ : ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ବୟାନକୁ ନେଇ ବିବାଦ । ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଅରୁପ କହିଥିଲେ, ଅନେକ ସମୟରେ ଥାନାକୁ ଗଲେ ମାମଲା ରୁଜୁ ହୁଏ ନାହିଁ, ଏବଂ ଡାକ୍ତରଖାନା ଗଲେ ଗୋଟିଏ ଗୋଡ ଖରାପ ଥିଲେ ଅନ୍ୟ ଗୋଡଟି କାଟି ଦିଆଯାଏ, ତେଣୁ ଜନତା ସହ ଥାନା କିମ୍ବା ଡାକ୍ତରଖାନାରେ ଆବଶ୍ୟକ ସେବା ଦେବା ପାଇଁ ମୋ ପରିବାରର ଜଣେ ବ୍ୟକ୍ତି ସହାୟତା କରିବ । ସେପଟେ ବିଜେପି ନେତାContinue reading “ଚର୍ଚ୍ଚାରେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ଭାଷଣ । ବିଜେଡି ପ୍ରତିଷ୍ଠା ଦିବସରେ କହିଥିଲେ, ଥାନା ଓ ଡାକ୍ତରଖାନାରେ ବିନା ଚିହ୍ନା-ପରିଚୟରେ ହେବନି କାମ । “
Tag Archives: News
ସରକାରୀ ବାବୁ ବୋଲି କଣ କିଛି ମାନିବନି… । ନିୟମ ଉଲ୍ଲଂଘନ କରି ମହାପ୍ରଭୁଙ୍କ ଦର୍ଶନ କଲେ ସତ୍ୟବାଦୀ ତହସିଲଦାରଙ୍କ ପରିବାର, ପୁଲିସ୍ ଅଟକାଇଲା, ହେଲେ ଖାତିର୍ କଲେନି ମାଜିଷ୍ଟ୍ରେଟ୍ ।
କନକ ବ୍ୟୁରୋ : ବଡବାବୁଙ୍କ ଦିଅଁ ଦର୍ଶନକୁ ନେଇ ବିବାଦ । ଶ୍ରୀମନ୍ଦିର ପ୍ରଶାସନର ନିୟମାବଳୀକୁ ଅବମାନନା କରି ମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ । ସାଧାରଣ ଲୋକ ଆବଶ୍ୟକୀୟ ଡକ୍ୟୁମେଂଟ ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । କିନ୍ତୁ ସତ୍ୟବାଦୀ ତହସିଲଦାର ମନୋଜ ନାୟକ, ପରିବାର ସହ ଶ୍ରୀମନ୍ଦିର ପ୍ରବେଶ କରିଥିଲେ । ଆବଶ୍ୟକ କାଗଜପତ୍ର ଦେଖାଇ ପୁରୀ ପୌରସଂସ୍ଥାର ବିଭିନ୍ନ ୱାର୍ଡର ହଜାର ହଜାର ଭକ୍ତContinue reading “ସରକାରୀ ବାବୁ ବୋଲି କଣ କିଛି ମାନିବନି… । ନିୟମ ଉଲ୍ଲଂଘନ କରି ମହାପ୍ରଭୁଙ୍କ ଦର୍ଶନ କଲେ ସତ୍ୟବାଦୀ ତହସିଲଦାରଙ୍କ ପରିବାର, ପୁଲିସ୍ ଅଟକାଇଲା, ହେଲେ ଖାତିର୍ କଲେନି ମାଜିଷ୍ଟ୍ରେଟ୍ ।”
ଜାନୁୟାରୀ ସୁଦ୍ଧା ଭାରତକୁ ମିଳିପାରେ ଆଷ୍ଟ୍ରେଜେନିକା ଟିକା । ଟିକାକରଣ ପ୍ରକ୍ରିୟା ତଦାରଖ କରିବା ପାଇଁ ୪ଟି ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍-ଅଭ୍ୟାସ, ବିଶେଷଜ୍ଞ ଡାକ୍ତର କହିଲେ, କରୋନାର ନୂଆ ଷ୍ଟ୍ରେନକୁ ପ୍ରତିହତ କରିପାରିବ ଟିକା ।
କନକ ବ୍ୟୁରୋ : ଜାନୁୟାରୀରୁ କୋଭିଡ ଟିକାକରଣ ଆରମ୍ଭ କରିପାରନ୍ତି ଭାରତ ସରକାର । ସେଇଥି ପାଇଁ ଆଜିଠୁ ୪ଟି ରାଜ୍ୟରେ ଡ୍ରାଏ ରନ ଆରମ୍ଭ ହୋଇଛି । ଏହି ପ୍ରାକ ଅଭ୍ୟାସରେ ଭାରତ ଭଳି ବିଶାଳ ଦେଶରେ ସମୂହ ଟିକା ପାଇଁ କରାଯାଇଥିବା ପ୍ରସ୍ତୁତି କେତେ ଫଳପ୍ରଦ ତାହାର ପରୀକ୍ଷା ବି ହୋଇଯିବ । ଆସନ୍ତା ସପ୍ତାହ ସୁଦ୍ଧା ଭାରତରେ ଆଷ୍ଟାଜେନିକା ଟିକା ବ୍ୟବହାର ପାଇଁ ଅନୁମତି ମିଳିପାରେ । ତେଣୁ ଏବେଠୁ ଟିକା ଦେବାରContinue reading “ଜାନୁୟାରୀ ସୁଦ୍ଧା ଭାରତକୁ ମିଳିପାରେ ଆଷ୍ଟ୍ରେଜେନିକା ଟିକା । ଟିକାକରଣ ପ୍ରକ୍ରିୟା ତଦାରଖ କରିବା ପାଇଁ ୪ଟି ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍-ଅଭ୍ୟାସ, ବିଶେଷଜ୍ଞ ଡାକ୍ତର କହିଲେ, କରୋନାର ନୂଆ ଷ୍ଟ୍ରେନକୁ ପ୍ରତିହତ କରିପାରିବ ଟିକା ।”
ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା । ହୋଟେଲ, କ୍ଲବ୍ରେ ହୋଇପାରିବ ନାହିଁ ନୂଆବର୍ଷ ଉତ୍ସବ ପାଳନ, ଭୁବନେଶ୍ୱରରେ ଜଗିବେ ୨୦ ପ୍ଲାଟୁନ୍ ଫୋର୍ସ, କଟକରେ ୨୫ ପ୍ଲାଟୁନ୍
କନକ ବ୍ୟୁରୋ : ଏହିବର୍ଷ ଦେଖିବାକୁ ମିଳିବନି ଏ ଚିତ୍ର । ଚଳିତ ବର୍ଷ କୋଭିଡ କଟକଣା କାରଣରୁ ହୋଟେଲରେ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ । ମ୍ୟୁଜିକ ବାଜିବନି । ନାଚଗୀତ ହେବ ନାହିଁ । ସରକାରୀ ଗାଇଡଲାଇନ ଅନୁସାରେ କୌଣସି ପ୍ରକାର ସୋସିଆଲ ଗାଦରିଂ ଉପରେ ମଧ୍ୟ ରୋକ ଲାଗିଛି । ହୋଟେଲ, କ୍ଲବରେ ପାଳନ ହୋଇପାରିବ ନାହିଁ ନୂଆବର୍ଷ ଉତ୍ସବ । ଲୋକେ ଘରେ ରହି ନୂଆବର୍ଷ ମନେଇ ପାରିବେ ।Continue reading “ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା । ହୋଟେଲ, କ୍ଲବ୍ରେ ହୋଇପାରିବ ନାହିଁ ନୂଆବର୍ଷ ଉତ୍ସବ ପାଳନ, ଭୁବନେଶ୍ୱରରେ ଜଗିବେ ୨୦ ପ୍ଲାଟୁନ୍ ଫୋର୍ସ, କଟକରେ ୨୫ ପ୍ଲାଟୁନ୍”
ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେଡି-ବିଜେପି ଟ୍ୱିଟର ୱାର । ପ୍ରଣବ ପ୍ରକାଶଙ୍କ ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ ଏବଂ ପ୍ରଦୀପ୍ତ ନାୟକ ।
କନକ ବ୍ୟୁରୋ : ହୁଏତ ଦୀର୍ଘ ଦିନର ବ୍ୟବଧାନ ପରେ କୌଣସି ପ୍ରସଙ୍ଗରେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ରଖିଥିବା ବୟାନର ତୁରନ୍ତ ପ୍ରତିକ୍ରିୟା ଆସିଥିଲା, ଯେତେବେଳେ ବିଜେପିର ପୋଷ୍ଟର ବୟ ଢ଼େଙ୍କାନାଳରେ ଚାଷୀ ସମାବେଶ କରୁଥିଲେ । ପ୍ରସଙ୍ଗ ଥିଲା- ମହିଳା ସଂରକ୍ଷଣ । ସଂସଦ ଓ ବିଧାନସଭାରେ ୩୩% ପ୍ରତିଶତ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦୁଇContinue reading “ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେଡି-ବିଜେପି ଟ୍ୱିଟର ୱାର । ପ୍ରଣବ ପ୍ରକାଶଙ୍କ ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ ଏବଂ ପ୍ରଦୀପ୍ତ ନାୟକ ।”
ଜନତା ଜାଣିବେ ନେତା ବାବୁଙ୍କ ସମ୍ପତ୍ତି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା ।
କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ନେତା, ବାବୁଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । ଲୋକ ପ୍ରତିନିଧି ଓ ସରକାରୀ ଅଫିସର ଦେବେ ସମ୍ପତ୍ତି ତାଲିକା । ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତେ ଦେବେ ସମ୍ପତ୍ତି ତାଲିକା । ପ୍ରତିବର୍ଷ ସମ୍ପତ୍ତି ତାଲିକା ସମସ୍ତେ ପ୍ରଦାନ କରିବେ । ତେବେ ଲୋକଙ୍କ ସୂଚନା ପାଇଁ ଏସବୁକୁ ପବ୍ଲିକ ଡୋମେନରେ ରଖାଯିବ । ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକContinue reading “ଜନତା ଜାଣିବେ ନେତା ବାବୁଙ୍କ ସମ୍ପତ୍ତି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା ।”
ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ପାଇବେ ସୁବିଧା । ରାଜ୍ୟ କ୍ୟାବିନେଟରେ ପାରିତ ହେଲା ପ୍ରସ୍ତାବ ।
କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଯେଉଁଥିରେ ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମଲେଖାରେ ସଂରକ୍ଷଣ ପ୍ରସ୍ତାବ ମଧ୍ୟ ରହିଛି । ଗ୍ରାମଞ୍ଚଳରେ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ, ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁContinue reading “ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ପାଇବେ ସୁବିଧା । ରାଜ୍ୟ କ୍ୟାବିନେଟରେ ପାରିତ ହେଲା ପ୍ରସ୍ତାବ । “
ବଡ଼ବଡିଆଙ୍କ ଦିଅଁ ଦର୍ଶନ । ଏସଓପିକୁ ଉଂଲଘନ କରି ଶ୍ରୀମନ୍ଦିର ପ୍ରବେଶ କରି ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ସତ୍ୟବାଦୀ ତହସିଲଦାର ।
କନକ ବ୍ୟୁରୋ : ବଡ଼ବଡିଆଙ୍କ ଦିଅଁ ଦର୍ଶନ । ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ପୌର ସଂସ୍ଥାର ପାଂଟଟି ୱାର୍ଡର ହଜାର ହଜାର ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଆବଶ୍ୟକୀୟ ଡକ୍ୟୁମେଂଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ହେଲେ ଜଣେ ପ୍ରଶାସନିକ ଅଧିକାରୀ ସୁରକ୍ଷା ବ୍ୟବସ୍ଥାକୁ ଫୁ କରି ଏସଓପିକୁ ଉଂଲଘନ କରି ମନ୍ଦିର ଭିତରକୁ ଯାଇଛନ୍ତି । ଶ୍ରୀମନ୍ଦିର ଉତର ଦ୍ୱାର ଦେଇContinue reading “ବଡ଼ବଡିଆଙ୍କ ଦିଅଁ ଦର୍ଶନ । ଏସଓପିକୁ ଉଂଲଘନ କରି ଶ୍ରୀମନ୍ଦିର ପ୍ରବେଶ କରି ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ସତ୍ୟବାଦୀ ତହସିଲଦାର ।”
ବିବାହ ବାର୍ଷିକୀରେ ବଡ ଉପହାର । ଜହ୍ନରେ ଜାଗା କିଣି ପତ୍ନୀ ସ୍ୱପ୍ନାର ସ୍ୱପ୍ନ ପୂରଣ କଲେ ସ୍ୱାମୀ ।
କନକ ବ୍ୟୁରୋ : ଜହ୍ନ ରାଇଜରେ ଜାଗାଟେ କିଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ, ନିଜ ପ୍ରେମିକାକୁ କିଏ ଜହ୍ନ ସହ ତୁଳନା କରେ ତ କିଏ ଜହ୍ନକୁ ନେଇଯିବାକୁ କହି ସ୍ୱପ୍ନ ଦେଖାଏ । ହେଲେ ସେହି ସ୍ୱପ୍ନକୁ ସତ କରିଛନ୍ତି ଜଣେ ବ୍ୟକ୍ତି । ନିଜ ପତ୍ନୀକୁ ଦେଇଛନ୍ତି ଜହ୍ନ ଉପହାର । ଆଉ ପୂରଣ କରିଛନ୍ତି ନିଜ ପତ୍ନୀଙ୍କ ସ୍ୱପ୍ନ । ବିବାହ ବାର୍ଷିକୀରେ ନିଜ ପ୍ରାଣପ୍ରିୟାକୁ ଖୁସି କରିବା ପାଇଁ ସ୍ୱାମୀ କିଛିContinue reading “ବିବାହ ବାର୍ଷିକୀରେ ବଡ ଉପହାର । ଜହ୍ନରେ ଜାଗା କିଣି ପତ୍ନୀ ସ୍ୱପ୍ନାର ସ୍ୱପ୍ନ ପୂରଣ କଲେ ସ୍ୱାମୀ । “
ସଉକ ପାଲଟିଛି ନିଶା । ଦେଶ ବିଦେଶର ପୁରୁଣା ମୁଦ୍ରା ସଂଗ୍ରହ କରି ‘ଗ୍ଲୋବାଲ ମ୍ୟାନ’ ଭାବେ ପରିଚିୟ ଅନୁଗୁଳର ପବିତ୍ର ମୋହନ ପ୍ରଧାନ ।
କନକ ବ୍ୟୁରୋ: ସଉକ ଯେତେବେଳେ ନିଶା ପାଲଟିଯାଏ ସେତେବେଳେ ଜଣେ ବ୍ୟକ୍ତି ଏକ ନୂଆ ପରିଚୟ ପାଏ । ଏଇ ଯେମିତି ଦିଶ ବିଦେଶର ବହୁ ପୁରାତନ ମୁଦ୍ରା ଓ ଡାକ ଟିକଟ ସଂଗ୍ରହ କରି ଗ୍ଲୋବାଲ ମ୍ୟାନ ଭାବେ ଅନୁଗୁଳର ୮୦ ବର୍ଷିୟ ବ୍ୟକ୍ତି ପବିତ୍ର ମୋହନା ପ୍ରଧାନ । ଚାକିରି କାଳରେ ନେପାଳ ଭ୍ରମଣରେ ଯାଇଥିବା ବେଳେ ମୁଦ୍ରା ସଂଗ୍ରହ କରିବା ଆରମ୍ଭ କରିଥିଲେ ପବିତ୍ର । ଦେଖନ୍ତୁ ଏହି ରିପୋର୍ଟ । ଏଇ ସମାଜରେContinue reading “ସଉକ ପାଲଟିଛି ନିଶା । ଦେଶ ବିଦେଶର ପୁରୁଣା ମୁଦ୍ରା ସଂଗ୍ରହ କରି ‘ଗ୍ଲୋବାଲ ମ୍ୟାନ’ ଭାବେ ପରିଚିୟ ଅନୁଗୁଳର ପବିତ୍ର ମୋହନ ପ୍ରଧାନ ।”