ଅରୁଣାଚଳ ପ୍ରଦେଶରେ ଜେଡିୟୂୁକୁ ବିଜେପି ଝଟକ୍। ଦେବା ପରେ ଏବେ ଗୃହମନ୍ତ୍ରୀ ପଦ ଛାଡିବାକୁ ନିତୀଶଙ୍କ ଉପରେ ଚାପ ପକାଉଛି ବିଜେପି ।

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଜେଡିୟୁକୁ ବିଜେପି ଝଟକା ଦେବା ପରେ ଏବେ ବିହାରରେ ନିତୀଶଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାର କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରାଇଛି । ଏହା ପରେ ବିହାରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂଜୟContinue reading “ଅରୁଣାଚଳ ପ୍ରଦେଶରେ ଜେଡିୟୂୁକୁ ବିଜେପି ଝଟକ୍। ଦେବା ପରେ ଏବେ ଗୃହମନ୍ତ୍ରୀ ପଦ ଛାଡିବାକୁ ନିତୀଶଙ୍କ ଉପରେ ଚାପ ପକାଉଛି ବିଜେପି ।”

ଅରୁଣାଚଳ ପ୍ରଦେଶରେ ଜେଡିୟୂୁକୁ ବିଜେପି ଝଟକ୍। ଦେବା ପରେ ଏବେ ଗୃହମନ୍ତ୍ରୀ ପଦ ଛାଡିବାକୁ ନିତୀଶଙ୍କ ଉପରେ ଚାପ ପକାଉଛି ବିଜେପି ।

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଜେଡିୟୁକୁ ବିଜେପି ଝଟକା ଦେବା ପରେ ଏବେ ବିହାରରେ ନିତୀଶଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାର କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରାଇଛି । ଏହା ପରେ ବିହାରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂଜୟContinue reading “ଅରୁଣାଚଳ ପ୍ରଦେଶରେ ଜେଡିୟୂୁକୁ ବିଜେପି ଝଟକ୍। ଦେବା ପରେ ଏବେ ଗୃହମନ୍ତ୍ରୀ ପଦ ଛାଡିବାକୁ ନିତୀଶଙ୍କ ଉପରେ ଚାପ ପକାଉଛି ବିଜେପି ।”

ବଢୁଛି କୃଷକ ଆନ୍ଦୋଳନ ପ୍ରତି ସମର୍ଥନ । କୃଷିବିଲକୁ ବିରୋଧ କରି ଏନଡିଏ ଛାଡିଲା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଏନଡିଏର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଶନିବାର ଦିନ ରାଜସ୍ଥାନର ଅଲୱାର ଜିଲ୍ଲାର ଶାହାଜାହାଁପୁର-ଖଡେ ସୀମା ନିକଟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମ୍ବୋଦ୍ଧିତ କରି ନାଗୋର ଲୋକସଭା ସାଂସଦ ହନୁମାନ ବେନିବାଲ କହିଛନ୍ତି କି ‘ମୁଁ ସେମାନଙ୍କ ସହିତ ରହିପାରିବି ନାହିଁ, ଯେଉଁମାନେ କୃଷକଙ୍କ ବିରୋଧୀ’ । ସେ ୧୯ ଡିସେମ୍ବରContinue reading “ବଢୁଛି କୃଷକ ଆନ୍ଦୋଳନ ପ୍ରତି ସମର୍ଥନ । କୃଷିବିଲକୁ ବିରୋଧ କରି ଏନଡିଏ ଛାଡିଲା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି”

ନୂଆ ବର୍ଷରୁ ବଦଳିଯିବ ଏହି ୧୦ ଟି ନିୟମ । ଜାଣନ୍ତୁ କ’ଣ ରହିଛି ନୂଆ ନିୟମ । ଆପଣଙ୍କ ପାଇଁ କଣ ରହିଛି ଲାଭ ଦାୟକ ପରିବର୍ତ୍ତନ

କନକ ବ୍ୟୁରୋ : ଆଉ ମାତ୍ର କେଇଟା ଦିନ ପରେ ଆମେମାନେ ୨୦୨୦ କୁ ବିଦାୟ ଦେଇ ୨୦୨୧ କୁ ସ୍ୱାଗତ କରିବାକୁ ଯାଉଛୁ । ହେଲେ ପୁରୂଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ଆମେ ସ୍ୱାଗତ କରିବାକୁ ଯାଉଥିବା ବେଳେ ସରକାର ନୂଆ ବର୍ଷରେ କିଛି ପୁରୁଣା ନିୟମର ପରିବର୍ତ୍ତନ ସାଙ୍ଗକୁ କିଛି ନୂଆ ନିୟମ ପ୍ରଚଳିତ କରିବାକୁ ବି ଯାଉଛନ୍ତି । ଆସନ୍ତୁ ଜାଣିବା କେଉଁ ବିଭାଗ ପାଇଁ କ’ଣ ରହିଛି ନୂଆ ନିୟମContinue reading “ନୂଆ ବର୍ଷରୁ ବଦଳିଯିବ ଏହି ୧୦ ଟି ନିୟମ । ଜାଣନ୍ତୁ କ’ଣ ରହିଛି ନୂଆ ନିୟମ । ଆପଣଙ୍କ ପାଇଁ କଣ ରହିଛି ଲାଭ ଦାୟକ ପରିବର୍ତ୍ତନ”

ଧୂଳି ଚାଦରରେ ପଡି ରହିଛି ଶହ ଶହ ସାଇକେଲ । ପାଣିରେ ପଡିଲା କରଦାତାଙ୍କ ୫ କୋଟି ଟଙ୍କା । ଦୋଷ ଛଡାଇବାକୁ ସରକାରଙ୍କ ସାଇକ୍ଲୋଥନ୍

କନକ ବ୍ୟୁରୋ : ସରକାର କା ମାଲ୍ ଦରିଆ ମେ ଡାଲ । ଏହି ଉକ୍ତିର ଏକ ସଦ୍ୟତମ ଉଦାହରଣ ହେଉଛି ରାଜ୍ୟ ସରକାରଙ୍କ ମୋ ସାଇକେଲ ଯୋଜନା । ଲୋକେ ସାଇକେଲ ଚଢିବେ ଫଳରେ ପ୍ରଦୁର୍ଷଣ କମିବ । ବାହାରୁ ସ୍ମାର୍ଟ ସିଟିକୁ ଆସୁଥିବା ଲୋକମାନେ ଅଳ୍ପ ଦୂରକୁ ଯାତାୟତ କରିବାକୁ ଆଉ ବସ୍ କିମ୍ବା ଅଟୋକୁ ଅପେକ୍ଷା କରିବେ ନାହିଁ । ପ୍ରତି ମୋ ବସ୍ ଷ୍ଟାଣ୍ଡ ନିକଟରେ ରଖାଯିବ ସାଇକେଲ । ଏମିତContinue reading “ଧୂଳି ଚାଦରରେ ପଡି ରହିଛି ଶହ ଶହ ସାଇକେଲ । ପାଣିରେ ପଡିଲା କରଦାତାଙ୍କ ୫ କୋଟି ଟଙ୍କା । ଦୋଷ ଛଡାଇବାକୁ ସରକାରଙ୍କ ସାଇକ୍ଲୋଥନ୍”

ରାହୁଲଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ଶିବସେନା : ୟୁପିଏକୁ ଏକ ଏନଜିଓ ବୋଲି କହିଲା ଶିବସେନା

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ଶିବସେନା । ଦଳର ମୁଖପତ୍ର ‘ସାମନା’ରେ ଏକ ସମ୍ପାଦକୀୟରେ ରାହୁଲଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ କରାଯାଇଛି । ଏଥି ସହିତ, ୟୁପିଏକୁ ଏକ ଏନଜିଓ ବୋଲି କହି ଶିବସେନା ଏହାର ନେତୃତ୍ୱକୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ହସ୍ତାନ୍ତର କରିବାକୁ ଓକିଲାତି କରିଛି। ‘ସାମନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ ପର୍ଯ୍ୟନ୍ତ ସମସ୍ତ ୟୁପିଏ ଦଳ ବିଜେପିକୁ ବିରୋଧ କରିବାକୁ ଯୋଗContinue reading “ରାହୁଲଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ଶିବସେନା : ୟୁପିଏକୁ ଏକ ଏନଜିଓ ବୋଲି କହିଲା ଶିବସେନା”

ନୂଆବର୍ଷ ତ ଆସିବ ହେଲେ ସାଙ୍ଗରେ ନେଇ ଆସିବ ୨ ଟି ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ । ଜାଣନ୍ତୁ କେବେ ହେବ ଗ୍ରହଣ ଏବଂ ପରାଗ 

୨୦୨୧ ବର୍ଷରେ ଭାରତର ବିଭିନ୍ନ ଅଞ୍ଚଳରେ ଅନ୍ୟୂନ ଦୁଇଟି ସୂର୍ଯ୍ୟ ପରାଗ ଓ ଦୁଇଟି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ବୋଲି ଜ୍ୟୋତିର୍ବିତ୍‌ମାନେ କହିଛନ୍ତି। ୨୦୨୧ ଜୁନ୍‌ ୧୦ ତାରିଖରେ ସଂଘଠିତ ହେବ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ । ଏହି ପରାଗ ୟୁରୋପ, ଏସିଆ, ଉତ୍ତର ଆଫ୍ରିକା, ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଆଟ୍‌ଲାଣ୍ଟିକ୍‌ ଏବଂ ଆର୍ଟିକ୍‌ର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ। ଭାରତରେ ଏହି ପରାଗର ଗ୍ରାସ ଦିନ ୧.୪୨ରେ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ରେContinue reading “ନୂଆବର୍ଷ ତ ଆସିବ ହେଲେ ସାଙ୍ଗରେ ନେଇ ଆସିବ ୨ ଟି ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ । ଜାଣନ୍ତୁ କେବେ ହେବ ଗ୍ରହଣ ଏବଂ ପରାଗ “

ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା : ବିବାହ ବାର୍ଷିକୀରେ ପତ୍ନୀଙ୍କ ନାଁରେ ଜହ୍ନରେ ଜାଗା କିଣିଲେ ସ୍ୱାମୀ , ରାଜସ୍ଥାନ ଆଜମେରରୁ ଆସିଲା ରୋଚକ ଖବର

ବିବାହ ବାର୍ଷିକୀରେ ନିଜ ପ୍ରାଣପ୍ରିୟାକୁ ଖୁସି କରିବା ପାଇଁ ସ୍ୱାମୀ କିଛି ବି କରିଥାଏ । ହେଲେ ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା କିଣିଦେବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତ୍ୟେକ ଲୋକଙ୍କର ସ୍ୱପ୍ନ ଥାଏ ଜହ୍ନରେ ଜାଗା କିଣିବା ପାଇଁ । କିନ୍ତୁ ଯେତେବେଳେ ଏହି ସ୍ୱପ୍ନ ବାସ୍ତବରେ ପରିଣତ ହୁଏ ସେତେବେଳେ ଖୁସି ଦ୍ୱିଗୁଣିତ ହୋଇଯାଏ । Ajmer man gifts plot of land on Moon toContinue reading “ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା : ବିବାହ ବାର୍ଷିକୀରେ ପତ୍ନୀଙ୍କ ନାଁରେ ଜହ୍ନରେ ଜାଗା କିଣିଲେ ସ୍ୱାମୀ , ରାଜସ୍ଥାନ ଆଜମେରରୁ ଆସିଲା ରୋଚକ ଖବର”

ନୂଆବର୍ଷରୁ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍ , ଏନ୍‌ଏଚ୍‌ଏଆଇ ଚଳାଇଛି ଡ୍ରାଏ ରନ୍‌ । ଫାସଟ୍ୟାଗ୍ ନଥିଲେ ଦୁଇଗୁଣ ଇ-ଚାଲାଣ କଟିବ, ହେଲପଲାଇନ ନମ୍ବର ୧୦୩୩

ଜାନୁଆରି ୧ ତାରିଖରୁ ଟୋଲ୍‌ପ୍ଲାଜାରେ ଆଉ ନଗଦ କାରବାର ହେବ ନାହିଁ। ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କାର୍ୟ୍ୟକାରୀ ହେବ। ସମସ୍ତ ଗାଡ଼ି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କରିବାକୁ ବାଧ୍ୟ। ଯଦି ଗାଡ଼ିଗୁଡ଼ିକ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ନ କରି ଟୋଲ୍‌ ପ୍ଲାଜା ଭିତରେ ପ୍ରବେଶ କରନ୍ତି ତେବେ ମାଲିକ ନାମରେ ଇ-ଚାଲାଣ କଟାଯିବ। ତାହା ମାଲିକ ଠିକଣାରେ ଘରକୁ ଯିବ। ତାହା ପୁଣି ଦୁଇଗୁଣ। ଗୋଟିଏ ପରିଶୋଧ ନ ହୋଇ ଆଉ ଗୋଟିଏ କଟା ଗଲେ ମାମଲା ଯିବ କୋର୍ଟକୁ। ଏଭଳିContinue reading “ନୂଆବର୍ଷରୁ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍ , ଏନ୍‌ଏଚ୍‌ଏଆଇ ଚଳାଇଛି ଡ୍ରାଏ ରନ୍‌ । ଫାସଟ୍ୟାଗ୍ ନଥିଲେ ଦୁଇଗୁଣ ଇ-ଚାଲାଣ କଟିବ, ହେଲପଲାଇନ ନମ୍ବର ୧୦୩୩”

୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି : ସିଇବିଆର ରିପୋର୍ଟରେ ପ୍ରକାଶ ପାଇଲା ତଥ୍ୟ , କରୋନା ନଥିଲେ ୨୦୧୯ରେ ପଂହଚିଥାନ୍ତା ୫ମ ରେ  

୨୦୨୫ ମସିହା ସୁଦ୍ଧା ଭାରତ ସାରାବିଶ୍ୱରେ ପଂଚମ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହେବ ଏବଂ ୨୦୩୦ ବେଳକୁ ଏହା ତୃତୀୟ ସ୍ଥାନକୁ ଆସିବ । ଏହି ସ୍ଥାନରେ ଭାରତ ୨୦୩୫ ପର୍ଯ୍ୟନ୍ତ ବଜାୟ ରହିବ । ୨୦୨୮ରେ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରିବ ଚାଇନା । ଏକ ବଡ ଅର୍ଥନୈତିକ ଗବେଷଣା ସଂସ୍ଥା ଏହି ରିପୋର୍ଟ ଦେଇଛି । ଦି ସେଂଟର ଫର ଇକୋନମିକ ଆଣ୍ଡ ବିଜନେଓ ରିସର୍ଚ୍ଚ—ସିଇବିଆର ଦ୍ୱାରା ପ୍ରସ୍ତୁତ ୱାର୍ଲଡ ଇକୋନମିକ ଲିଗContinue reading “୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି : ସିଇବିଆର ରିପୋର୍ଟରେ ପ୍ରକାଶ ପାଇଲା ତଥ୍ୟ , କରୋନା ନଥିଲେ ୨୦୧୯ରେ ପଂହଚିଥାନ୍ତା ୫ମ ରେ  “

Design a site like this with WordPress.com
Get started