କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । କିଛି ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରାଯାଇଛି । ନୟାଗଡର ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇଛି । ଏହାସହ ସିଦ୍ଧାର୍ଥ କଟରିଆଙ୍କୁ ନୟାଗଡର ନୂଆ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ମୁଖ୍ୟାଳୟ, ଚରଣ ସିଂ ମିନା ହେଲେ ଭଦ୍ରକ ଏସପି, ସାର୍ଥକ ଷଡଙ୍ଗୀ ହେଲେ ଡିଆଇଜି ଅନୁଗୁଳ, ପଣ୍ଡିତ ରାଜେଶ ଉତ୍ତମରାଓ ହେଲେContinue reading “ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ବଦଳିଲେ ନୟାଗଡ ଏସପି ପ୍ରତ୍ୟୁଷ ଦିବାକର । ନୂଆ ଏସପି ହେଲେ ସିଦ୍ଧାର୍ଥ କଟରିଆ “
Tag Archives: News
ପରୀ ହତ୍ୟା ମାମଲାରେ ଏସଆଇଟିକୁ ମିଳିଲା ଆଉ ଏକ ସୁରାକ । ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ
କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଏସଆଇଟି ଆଉ ଏକ ସୁରାକ । ତଣ୍ଟିଚିପି ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ । ପୋଲିସ ଆଗରେ ବୟାନ ଦେଲା ଅଭିଯୁକ୍ତ ସରୋଜ । ରକ୍ତକୁ ଏକ ଟାୱେଲରେ ପୋଛିଥିବା ମାନିଲା ଅଭିଯୁକ୍ତ । ରକ୍ତଭିଜା ଟାୱେଲ ଏସଆଇଟିକୁ ମିଳିଥିବା ନେଇ ସୂଚନା । ଅଧିକ ତଥ୍ୟ ପାଇଁ ଲ୍ୟାବକୁ ଏସଆଇଟି ଟାୱେଲକୁ ଲ୍ୟାବକୁ ପଠାଇଛି । ପରୀ ହତ୍ୟା ମାମଲାରେ ଏସଆଇଟିକୁ ଗତକାଲି ପୋଖରୀରୁContinue reading “ପରୀ ହତ୍ୟା ମାମଲାରେ ଏସଆଇଟିକୁ ମିଳିଲା ଆଉ ଏକ ସୁରାକ । ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ”
ଆଗାମୀ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ । ଏନେଇ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଲେ କଙ୍ଗନା । କହିଲେ ରଥଯାତ୍ରାରେ ଦେଖିବି ମହାପ୍ରଭୂଙ୍କ ରୂପ
କନକ ବ୍ୟୁରୋ : ଦୀର୍ଘ ୮ ମାସ ପରେ ଏବେ ପୁରୀ ଶ୍ରୀମନ୍ଦିର ଖୋଲା ଯାଇଛି । ମହାପ୍ରଭୂଙ୍କୁ ଦେଖିବାକୁ ଏବେ ବ୍ୟାକୁଳ ଭକ୍ତ । ହେଲେ ସରକାରଙ୍କ କିଛି କଟକଣା ଯୋଗୁ ଏବେ ମହାପ୍ରଭୂଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି ଅନେକ ଭକ୍ତ । ଏହାରି ମଧ୍ୟରେ ଆସନ୍ତା ରଥଯାତ୍ରାରେ ପୁରୀ ଆସି ମହାପ୍ରଭୂଙ୍କୁ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ୍ । ଏନେଇ ନିଜେ କଙ୍ଗନା ମଙ୍ଗଳବାରContinue reading “ଆଗାମୀ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ । ଏନେଇ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଲେ କଙ୍ଗନା । କହିଲେ ରଥଯାତ୍ରାରେ ଦେଖିବି ମହାପ୍ରଭୂଙ୍କ ରୂପ”
ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍ । ପରୀକ୍ଷା ପରେ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ନମୂନା ପଜିଟିଭ । ପରିବାର ଲୋକଙ୍କର ବି ହୋଇଛି ପରୀକ୍ଷା ।
କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କୁ ନେଇ ବଡ ଖବର । ଭୁବନେଶ୍ୱରକୁ ବ୍ରିଟେନରୁ ଫେରିଥିବା ବ୍ୟକ୍ତି କରୋନା ପଜିଟିଭ । ପରୀକ୍ଷା ପରେ ତାଙ୍କ ନମୂନା ପଜିଟିଭ ଆସିଛି । ୧୮ ଡିସେମ୍ବରରେ ବ୍ରିଟେନରୁ ଓଡିଶା ଆସିଥିଲେ । ପଜିଟିଭି ଚିହ୍ନଟ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପରିବାର ଲୋକଙ୍କର ବି କରୋନା ପରୀକ୍ଷା କରାଯାଇଛି । ତେବେ ବ୍ରିଟେନ ଫେରନ୍ତାଙ୍କୁ ନେଇ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଥିଲେContinue reading “ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍ । ପରୀକ୍ଷା ପରେ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ନମୂନା ପଜିଟିଭ । ପରିବାର ଲୋକଙ୍କର ବି ହୋଇଛି ପରୀକ୍ଷା ।”
ଆସନ୍ତା ୩୧ରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ? ପାୱାର କରିଡରରେ ଚର୍ଚ୍ଚା
କନକ ବ୍ୟୁରୋ: ଅବସର ଗ୍ରହଣ କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଡିସେମ୍ବର ୩୧ରେ ଅବସର ନେଉଛନ୍ତି ଅସିତ । ଅବସର ନେବାକୁ ସାଧାରଣ ପ୍ରଶାସନ ବିଭାଗର ବିଧିବଦ୍ଧ ବିଜ୍ଞପ୍ତି । ତେବେ ଅସିତଙ୍କ ଅବସର ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତା ଉପରେ ନଜର । ତେବେ ୧୯ ଅଗଷ୍ଟ ୨୦୧୯ରେ ମୁଖ୍ୟ ଶାସନ ସଚିବ ଭାବ୍ୟ ଦାୟିତ୍ୱ ନେଇଥିବା ଅସିତ କରୋନା କାଳରେ ବଡ ଘୋଷଣା କରିContinue reading “ଆସନ୍ତା ୩୧ରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ? ପାୱାର କରିଡରରେ ଚର୍ଚ୍ଚା”
ଅନୁସୂଚିତ ଜାତିର ଶିକ୍ଷାର୍ଥୀଙ୍କ ପାଇଁ ମୋଦି କ୍ୟାବିନେଟର ବଡ ଘୋଷଣା । ଲାଭବାନ ହେବେ ୪ କୋଟି ଛାତ୍ର ଛାତ୍ରୀ । ଉଚ୍ଚଶିକ୍ଷା ପାଇଁ ମିଳିବ ଏମିତି ସୁବିଧା
କନକ ବ୍ୟୁରୋ : ଆଜି ମୋଦି କ୍ୟାବିନେଟରେ ଅନୁସୂଚିତ ଜାତିର ଶିକ୍ଷାର୍ଥୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରାଯାଇଛି । ଉକ୍ତ ଘୋଷଣା ମୁତାବକ ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କ୍ୟାବିନେଟରେ ୫୯ ହଜାର କୋଟିର ବଜେଟ୍ ବି ପାରିତ ହୋଇଛି । ଅନୁସୂଚିତ ଶିକ୍ଷାର୍ଥୀ ମାନେ ମାଟ୍ରିକ୍ ପାସ କରିବା ପରେ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ କେନ୍ଦ୍ରସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେContinue reading “ଅନୁସୂଚିତ ଜାତିର ଶିକ୍ଷାର୍ଥୀଙ୍କ ପାଇଁ ମୋଦି କ୍ୟାବିନେଟର ବଡ ଘୋଷଣା । ଲାଭବାନ ହେବେ ୪ କୋଟି ଛାତ୍ର ଛାତ୍ରୀ । ଉଚ୍ଚଶିକ୍ଷା ପାଇଁ ମିଳିବ ଏମିତି ସୁବିଧା”
ଶୀତରେ ବଢୁଛି ଶୁଖୁଆର ଚାହିଦା । ସଜେଇ ହେଉଛି ସାରୁଅ ଓ ରାଜସୁନାଖଳାର ସୁଖୁଆ ବଜାର ।
କନକ ବ୍ୟୁରୋ : ଶୀତ ବଢିିବା ସହିତ ବଢୁଛି ଶୁଖୁଆ ଚାହିଦା । ଏହାରି ଭିତରେ ସଜେଇ ହେଉଛି ସାରୁଅ ଏବଂ ରାଜସୁନାଖଳାର ସୁଖୁଆ ବଜାର । ଓଡିଆଙ୍କ ଖାଦ୍ୟରେ ରହିଛି ଏହି ଶୁଖୁଆର ଚାହିଦା । ଶୀତ ଦିନେ ପଖାଳ କଂସା ପାଖକୁ ଏହି ଶୁଖୁଆର ଅଧିକ ଖୋଜା ପଡୁଛି । ଜାତୀୟ ରାଜପଥ ୫୭ ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଯିବାର ବାଟ କଡରେ ପଡେ ସାରୁଅ ଆଉ ସେଠାରୁ ୧୫ କିମି ଯିବା ପରେ ପଡେContinue reading “ଶୀତରେ ବଢୁଛି ଶୁଖୁଆର ଚାହିଦା । ସଜେଇ ହେଉଛି ସାରୁଅ ଓ ରାଜସୁନାଖଳାର ସୁଖୁଆ ବଜାର ।”
ଅନୁଗୁଳରେ ନିଆରା ବାହାଘର । କିନ୍ନର ପ୍ରେମିକାର ହାତ ଧରିଲେ ଯୁବକ । ମା ବୁଢୀ ଠାକୁରାଣୀଙ୍କୁ ସାକ୍ଷୀ ରଖି ମଥାରେ ଦେଲେ ସିନ୍ଦୁର
କନକ ବ୍ୟୁରୋ : ଷ୍ଟେଜ ସୋରୁ ବାହାବେଦୀ । ପ୍ରଥମେ ଦେଖା ଚାହାଁ, ତାପରେ ପ୍ରେମ, ଆଉ ସଂପର୍କ ନେଲା ବାହାଘରର ରୂପ । ପ୍ରେମରୁ ସିନ୍ଦୁରକୁ ଆସିଥିବା ଏହି ଏହି ବାହାଘର ଏବେ ଅନୁଗୁଳ ଅଂଚଳରେ ଚର୍ଚାର ବିଷୟ ହୋଇଛି । ପ୍ରେମ ବୁଝେନା ପରିସୀମା, ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ। ପ୍ରେମ ଶାଶ୍ଵତ ଆଉ ପବିତ୍ର। ଥରେ ଭଲ ପାଇବା ଆସିଗଲେ, ତାହା ସାତ ସମୁଦ୍ର ପାର ହୋଇ ପ୍ରେମିକ, ପ୍ରେମିକାContinue reading “ଅନୁଗୁଳରେ ନିଆରା ବାହାଘର । କିନ୍ନର ପ୍ରେମିକାର ହାତ ଧରିଲେ ଯୁବକ । ମା ବୁଢୀ ଠାକୁରାଣୀଙ୍କୁ ସାକ୍ଷୀ ରଖି ମଥାରେ ଦେଲେ ସିନ୍ଦୁର “
ଓଡିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦକୁ ନେଇ ବୈଠକ । ବୈଠକ ପୂର୍ବରୁ ଚୁକ୍ତିରୁ ଓହରିଗଲା ଆନ୍ଧ୍ର ।
କନକ ବ୍ୟୁରୋ : ଓଡିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିଲା ବୈଠକ । ବୈଠକ ପୂର୍ବରୁ ଚୁକ୍ତିରୁ ଓହରିଗଲା ଆନ୍ଧ୍ର । ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁଯାୟୀ ହୋଇଥିଲା ଚୁକ୍ତି । ମାତ୍ର ଆଜି ଚୂଡାନ୍ତ ଚିହ୍ନଟ ପ୍ରକ୍ରିୟା ବେଳେ ଚୁକ୍ତିରୁ ଓହରିଗଲା ଆନ୍ଧ୍ର । ପୁଣି ଏକ ବୈଠକରେ ସମସ୍ୟାର ସମାଧାନ ପାଇଁ ଆନ୍ଧ୍ରର ଚୁକ୍ତି । ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳରେ ୧୯୬୩ ମସିହାରେ ସେଟେଲମେଂଟ ପକ୍ଷରୁ ସୀମା ଚିହ୍ନଟ କରି ୬Continue reading “ଓଡିଶା-ଆନ୍ଧ୍ର ମଧ୍ୟରେ ସୀମା ବିବାଦକୁ ନେଇ ବୈଠକ । ବୈଠକ ପୂର୍ବରୁ ଚୁକ୍ତିରୁ ଓହରିଗଲା ଆନ୍ଧ୍ର ।”
ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା । କୋଭିଡ ପରୀକ୍ଷା ପାଇଁ ଚିହ୍ନଟ ବ୍ୟକ୍ତିଙ୍କର ନିଆଗଲା ନମୂନା । ଭୟଭୀତ ନହେବାକୁ ପରାମର୍ଶ ।
କନକ ବ୍ୟୁରୋ: ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା ଚିହ୍ନଟ । ଗତ ସପ୍ତାହରେ ସେ ବ୍ରିଟେନରୁ ଫେରିଛନ୍ତି । ଚିହ୍ନଟ ବ୍ୟକ୍ତିଙ୍କର କୋଭିଡ ପରୀକ୍ଷା କରାଯାଇଛି । ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ପରିବାର ଲୋକଙ୍କର ମଧ୍ୟ ହେବ କୋଭିଡ ଟେଷ୍ଟ । କାହାରି କି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଏମସି କମିସନର । ବ୍ରିଟେନରେ କରୋନା ନୂଆContinue reading “ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା । କୋଭିଡ ପରୀକ୍ଷା ପାଇଁ ଚିହ୍ନଟ ବ୍ୟକ୍ତିଙ୍କର ନିଆଗଲା ନମୂନା । ଭୟଭୀତ ନହେବାକୁ ପରାମର୍ଶ ।”