ଗ୍ୟାସ୍ ଉପଭୋକ୍ତାଙ୍କୁ ମିଳିଥାଏ ୫ଟି ବଡ ଅଧିକାର: ଯଦି ନିଜେ ଯାଇ ଭରନ୍ତି ସିଲିଣ୍ଡର ତେବେ ତୁରନ୍ତ ମିଳିବ ଟଙ୍କା ଫେରସ୍ତ…ପଇସା ଦେବାକୁ ମନା କଲେ ରଦ୍ଦ ହେବ ବିତରକ ସଂସ୍ଥାଙ୍କ ଲାଇସେନ୍ସ

କନକ ବ୍ୟୁରୋ: ବର୍ତ୍ତମାନ ଦେଶର ପ୍ରାୟ ଅଧାରୁ ଅଧିକ ଲୋକ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବାର ନଜୀର ରହିଛି । କିନ୍ତୁ ଗ୍ୟାସ୍ କନେକ୍ସନ ନେବା ପରେ ଏଥିରେ ମିଳୁଥିବା ଲାଭକୁ ଆଜି ମଧ୍ୟ ଅଧିକାଂଶ ଲୋକେ ଅଜ୍ଞାତ ଅଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ଗ୍ୟାସ୍ ବିତରକ ସଂସ୍ଥାର ମାଲିକ । ତେବେ ଏପ୍ରକାର ଠକେଇରୁ ବର୍ତିବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ନିୟମ ସଂପର୍କରେ ଅବଗତ କରାଇବୁ ଯାହା ଆପଣଙ୍କୁ ନାContinue reading “ଗ୍ୟାସ୍ ଉପଭୋକ୍ତାଙ୍କୁ ମିଳିଥାଏ ୫ଟି ବଡ ଅଧିକାର: ଯଦି ନିଜେ ଯାଇ ଭରନ୍ତି ସିଲିଣ୍ଡର ତେବେ ତୁରନ୍ତ ମିଳିବ ଟଙ୍କା ଫେରସ୍ତ…ପଇସା ଦେବାକୁ ମନା କଲେ ରଦ୍ଦ ହେବ ବିତରକ ସଂସ୍ଥାଙ୍କ ଲାଇସେନ୍ସ”

କଟକଣା ଭିତରେ ଖୋଲିଲା କାକଟପୁର ମଙ୍ଗଳା ମନ୍ଦିର : ବ୍ୟାରିକେଡ ମଧ୍ୟରେ ମନ୍ଦିରକୁ ପ୍ରବେଶ ପାଇଁ କରାଯାଇଛି ବ୍ୟବସ୍ଥା

କନକ ବ୍ୟୁରୋ : କଟକଣା ଭିତରେ ଖୋଲିଲା କାକଟପୁର ମଙ୍ଗଳା ମନ୍ଦିର । ବ୍ୟାରିକେଡ ମଧ୍ୟରେ ମଙ୍ଗଳା ମନ୍ଦିରକୁ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଭୋଗ ମଣ୍ଡପରୁ ମାଆଙ୍କୁ ଦର୍ଶନ କରିବେ । ଗର୍ଭଗୃହକୁ ପ୍ରବେଶ ସହ ମନ୍ଦିର ମଧ୍ୟରେ ଭୋଗ ଓ ଦୀପ ଜାଳିବା ଉପରେ କଟକଣା ଲଗାଯାଇଛି । ଶ୍ରଦ୍ଧାଳୁମାନେ ପୂର୍ବଦ୍ୱାରରେ ପ୍ରବଶେ କରିବା ପରେ ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ କରିବେ । ସେହିପରି ସାମାଜିକ ଦୂରତା ରକ୍ଷା କରିବା ସହContinue reading “କଟକଣା ଭିତରେ ଖୋଲିଲା କାକଟପୁର ମଙ୍ଗଳା ମନ୍ଦିର : ବ୍ୟାରିକେଡ ମଧ୍ୟରେ ମନ୍ଦିରକୁ ପ୍ରବେଶ ପାଇଁ କରାଯାଇଛି ବ୍ୟବସ୍ଥା”

ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟ୍ : ବିଳମ୍ବିତ ରାତିରେ ବାଲେଶ୍ୱର ଜାମଶୁଳୀ ଛକରେ ଇଣ୍ଡିକ୍ୟାସ୍ ଏଟିଏମରୁ ଲୁଟିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟ୍ । ବିଳମ୍ବିତ ରାତିରେ ଏଭଳି ଏକ ଲୁଟ୍ କରିଛନ୍ତି ଦୁର୍ବୃତ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଛକରେ ଥିବା ଇଣ୍ଡିକ୍ୟାସ୍ ଏଟିଏମକୁ ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟି ନେଇଛନ୍ତି । ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡି ନାହିଁ । ତେବେ ଏଟିଏମରେ କେହି ସୁରକ୍ଷା କର୍ମୀ ନଥିଲେ । ସ୍ଥାନୀୟ ଲୋକ ପୁଲିସକୁ ଖବରContinue reading “ଗ୍ୟାସ କଟରରେ ଏଟିଏମ କାଟି ଟଙ୍କା ଲୁଟ୍ : ବିଳମ୍ବିତ ରାତିରେ ବାଲେଶ୍ୱର ଜାମଶୁଳୀ ଛକରେ ଇଣ୍ଡିକ୍ୟାସ୍ ଏଟିଏମରୁ ଲୁଟିନେଲେ ଦୁର୍ବୃତ୍ତ”

କୁଚିଣ୍ଡା ଉପଖଣ୍ଡରେ ସାର କେଳେଙ୍କାରୀ : ଏକ ଏକରରୁ କମ ଥିବା ଚାଷୀଙ୍କ ନାଁରେ ଉଠାଯାଇଛି ୫୦ ବସ୍ତାରୁ ଅଧିକ ସାର, କୃଷକଙ୍କ ପାଖରେ ନାହିଁ ଖବର; କୃଷି ବିଭାଗର ତଦନ୍ତ

କନକ ବ୍ୟୁରୋ : ପ୍ରତିବର୍ଷ ଚାଷ ସମୟରେ କୁଚିଣ୍ଡା ଉପଖଣ୍ଡରେ ସାରର ଘୋର ଅଭାବ ଦେଖାଦିଏ । ଆଉ ଅନେକ ଯାଗାରେ କଳାବଜାରୀ ସହିତ ୨ରୁ ୩ ଗୁଣା ଦେଇ ଚାଷୀ ସାର କିଣିଥାଆନ୍ତି । ସେ ଯାହା ହେଉ ଆବଶ୍ୟକ ଅନୁଯାୟୀ ସାର ନମିଳିଲେ ଚାଷୀ ଆନ୍ଦୋଳନ କରିବା ସହ କୃଷି କାର୍ଯାଳୟ ଘେରିଥାଆନ୍ତି । ହେଲେ ଏବେ ସାରକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ତରଫରୁ ଏକContinue reading “କୁଚିଣ୍ଡା ଉପଖଣ୍ଡରେ ସାର କେଳେଙ୍କାରୀ : ଏକ ଏକରରୁ କମ ଥିବା ଚାଷୀଙ୍କ ନାଁରେ ଉଠାଯାଇଛି ୫୦ ବସ୍ତାରୁ ଅଧିକ ସାର, କୃଷକଙ୍କ ପାଖରେ ନାହିଁ ଖବର; କୃଷି ବିଭାଗର ତଦନ୍ତ”

ଓଡ଼ିଶାରେ ମାସକୁ ବିକ୍ରି ହେଉଛି ୫୫୦୦୦ ଟନ୍ ଖାଇବା ତେଲ: ପି ଚନ୍ଦ୍ରଶେଖର ରେଡ୍ଡି ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

ଫ୍ରିଡମ୍‌ ରିଫାଇନଡ୍‌ ସନ୍‌ଫ୍ଲାୱାର ଅଏଲ୍‌ କଂପାନିର ଉପସଭାପତି (ବିକ୍ରି ଓ ବିପଣନ) ପି ଚନ୍ଦ୍ରଶେଖର ରେଡ୍ଡି କରୋନା ମହାମାରୀର ପ୍ରଭାବ, ଓଡ଼ିଶାର ଖାଇବା ତେଲ ବଜାର, କ୍ଷମତା ସମ୍ପ୍ରସାରଣ ଓ ନୂଆ ଉତ୍ପାଦ ଭଳି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି। ଲକ୍‌ଡାଉନ୍‌ ପରେ ମୁଣ୍ଡପିଛା ଖାଇବା ତେଲ ବ୍ୟବହାର କେତେ ରହିଛି? ଲକ୍‌ଡାଉନ୍‌ ସମୟରେ ଖାଦ୍ୟ ଓ ପାନୀୟ ଆଉଟ୍‌ଲେଟ୍‌ଗୁଡ଼ିକ ବନ୍ଦ ରହିଥିଲା। ଲୋକମାନେ ଘର ରୋଷେଇ ଉପରେ ନିର୍ଭରଶୀଳ ହୋଇପଡ଼ିଥିଲେ।Continue reading “ଓଡ଼ିଶାରେ ମାସକୁ ବିକ୍ରି ହେଉଛି ୫୫୦୦୦ ଟନ୍ ଖାଇବା ତେଲ: ପି ଚନ୍ଦ୍ରଶେଖର ରେଡ୍ଡି ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”

ଦୃଢ ଇଚ୍ଛାଶକ୍ତି ଓ ମନୋବଳର ପରିଣାମ : ଚାଷଜମିକୁ ପାଣି ମଡାଇବା ପାଇଁ ନିଜସ୍ୱ ଉଦ୍ୟମରେ ଜଳଚକ୍ର କଲେ ମୟୂରଭଞ୍ଜର ଚାଷୀ

କନକ ବ୍ୟୁରୋ : ଆଦିବାସୀ ଚାଷୀଙ୍କ ନିଆରା ଉଦ୍ୟମ । ଚାଷ ଜମିକୁ ପାଣି ମଡାଇବା ପାଇଁ ଚାଷୀ ନିଜ ଉଦ୍ୟେମରେ ଜଳଚକ୍ର ତିଆରି କରିଛନ୍ତି । ବାଉଁଶ ଓ ଅଦରକାରୀ ପାଣି ବୋତଲକୁ ବ୍ୟବହାର କରି ଏହି ଜଳଚକ୍ର ତିଆରି କରିଛନ୍ତି ମୟୂରଭଂଜ ଜିଲ୍ଲା ଶୁକରୁଳି ବ୍ଲକ ବଡାମ ତଳିଆ ଗାଁର ଚାଷୀ ମହୁର ଟିପିରିଆ । ଆଉ ଏହି ଜଳଚକ୍ର ସହାଯ୍ୟରେ ନଦୀରୁ ପାଣି ନେଇ ଜମିକୁ ଜଳ ସେଚିତ କରୁଛନ୍ତି । ଆଉContinue reading “ଦୃଢ ଇଚ୍ଛାଶକ୍ତି ଓ ମନୋବଳର ପରିଣାମ : ଚାଷଜମିକୁ ପାଣି ମଡାଇବା ପାଇଁ ନିଜସ୍ୱ ଉଦ୍ୟମରେ ଜଳଚକ୍ର କଲେ ମୟୂରଭଞ୍ଜର ଚାଷୀ”

ସମ୍ବାଦ କର୍ପୋରେଟ୍ ଆୱାର୍ଡ ପାଇଁ ପ୍ରବଳ ଉତ୍ସାହ: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା.ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଜାରି

କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ର ଅଭିନବ ଅଭିଯାନ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଉଦ୍ୟୋଗମାନଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଆଉ ଦୁଇ ସପ୍ତାହ ପରେ ଆବେଦନ ପ୍ରକ୍ରିୟା ଶେଷ ହେବାକୁ ଯାଉଛି। ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ୨୦୨୧ ଜାନୁଆରି ୬। ଓଡ଼ିଶାରୁ ଯାତ୍ରା ଆରମ୍ଭ କରି ରାଜ୍ୟରେ ଓ ରାଜ୍ୟ ବାହାରେContinue reading “ସମ୍ବାଦ କର୍ପୋରେଟ୍ ଆୱାର୍ଡ ପାଇଁ ପ୍ରବଳ ଉତ୍ସାହ: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା.ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ଜାରି”

କନ୍ଧମାଳରେ ଥରହର କରୁଛି ଶୀତ : ଲାଗାତାର ତୃତୀୟ ଦିନ ପାଇଁ  ତାପମାତ୍ରା ୫ ଡିଗ୍ରୀ ତଳେ; ଜନଜୀବନ ପ୍ରଭାବିତ, ଥଣ୍ଡାର ମଜା ନେଉଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : ଶୀତରେ ଥରହର ସାରା ଓଡିଶା । କନ୍ଧମାଳ ଜିଲ୍ଲାରେ ପ୍ରବଳ ଥଣ୍ଡା ସାଙ୍ଗକୁ ତୁଷାରପାତ ହେଉଛି । ଲଗାତର ଦ୍ୱିତୀୟ ଦିନ ପାଇଁ ଆଜି ପୁଣି ତୁଷାରପାତ ହୋଇଛି । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ କିଛି ଲୋକେ ଶୀତକୁ ଉପଭୋଗ କରୁଛନ୍ତି । ତୁଷାରପାତକୁ ଦେଖିବା ପାଇଁ ଲୋକଙ୍କ ଭିଡ ହେଉଛି । ହେଲେ ଗରିବ ଖଟିଖିଆଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ଏହି ଜାଡ । ଥଣ୍ଡାContinue reading “କନ୍ଧମାଳରେ ଥରହର କରୁଛି ଶୀତ : ଲାଗାତାର ତୃତୀୟ ଦିନ ପାଇଁ  ତାପମାତ୍ରା ୫ ଡିଗ୍ରୀ ତଳେ; ଜନଜୀବନ ପ୍ରଭାବିତ, ଥଣ୍ଡାର ମଜା ନେଉଛନ୍ତି ପର୍ଯ୍ୟଟକ”

ପାରାଦୀପ ଗସ୍ତ କରି ଯୁଦ୍ଧଜାହାଜ ବୁଲି ଦେଖିଲେ ବିଧାୟକ । ଅତି ନିକଟରୁ ଦେଖିଲେ ନୌସେନାର ଶକ୍ତି ଓ ଯୁଦ୍ଧ କୌଶଳ ।

କନକ ବ୍ୟୁରୋ : ଯୁଦ୍ଧଜାହାଜ ବୁଲିଦେଖିଲେ ଲୋକପ୍ରତିନିଧି । ରାଜ୍ୟର ଶହେରୁ ଅଧିକ ବିଧାୟକ ମଙ୍ଗଳବାର ପାରାଦୀପ ଗସ୍ତ କରି ଭାରତୀୟ ନୌସେନାର ଶକ୍ତି ଓ ଯୁଦ୍ଧ କୌଶଳକୁ ଅତି ନିକଟରୁ ଦେଖିଛନ୍ତି । ଭୁବନେଶ୍ୱରରୁ ବସ୍ ଯୋଗେ ପାରାଦୀପ ଅଠରବାଙ୍କୀରେ ପହଂଚି ବିଜୁ ବାବୁଙ୍କ ପ୍ରତିମୂର୍ତିିରେ ମାଲ୍ୟାପଣ କରିଥିଲେ ବାଚସ୍ପତି ଓ ଅନ୍ୟ ସବୁ ବିଧାୟକ । ପରେ ବନ୍ଦରର ୫ ନମ୍ବର ଗେଟ୍ ଦେଇ ନୌସେନାର ଯୁଦ୍ଧଜାହାଜ ଆଇଏନଏସ୍ ଜଳସାରେ ପହଂଚିଥିଲେ । ପାଖାପାଖିContinue reading “ପାରାଦୀପ ଗସ୍ତ କରି ଯୁଦ୍ଧଜାହାଜ ବୁଲି ଦେଖିଲେ ବିଧାୟକ । ଅତି ନିକଟରୁ ଦେଖିଲେ ନୌସେନାର ଶକ୍ତି ଓ ଯୁଦ୍ଧ କୌଶଳ ।”

ରେଡିଓ ଚକଲେଟର’ ବାୟୋଫ୍ଲକ୍ ଫିସ୍ ଫାର୍ମିଂ’ ପ୍ରଦର୍ଶନୀ ଆଜି: ସମ୍ବାଦ ଭବନ ପରିସରରେ ୨ ଦିନ ଧରି ଚାଲିବ; ପ୍ରଦର୍ଶନୀ ବୁଲି ଦେଖିବାକୁ ଚାହୁଁଥିଲେ ଏହି ନମ୍ବରରେ କରିପାରିବେ ପଂଜିକରଣ

କନକ ବ୍ୟୁରୋ: ରେଡିଓ ଚକଲେଟ ପକ୍ଷରୁ କୃଷି ଦିବସରେ ‘କିସାନଫ୍ଲେକ୍ସ ବାୟୋଫ୍ଲକ୍ ଫିସ୍ ଫାର୍ମିଂ’ ଶୀର୍ଷକ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ରସୁଲଗଡ଼ସ୍ଥିତ ସମ୍ବାଦ ଭବନ ପରିସରରେ ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଏହା ଚାଲିବ। ପୂର୍ବାହ୍ନ ସାଢ଼େ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ। ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, କିଷାନଫ୍ଲେକ୍ସର ନିର୍ଦ୍ଦେଶକ ଅନୀଲ କେ. ଝୱର,Continue reading “ରେଡିଓ ଚକଲେଟର’ ବାୟୋଫ୍ଲକ୍ ଫିସ୍ ଫାର୍ମିଂ’ ପ୍ରଦର୍ଶନୀ ଆଜି: ସମ୍ବାଦ ଭବନ ପରିସରରେ ୨ ଦିନ ଧରି ଚାଲିବ; ପ୍ରଦର୍ଶନୀ ବୁଲି ଦେଖିବାକୁ ଚାହୁଁଥିଲେ ଏହି ନମ୍ବରରେ କରିପାରିବେ ପଂଜିକରଣ”

Design a site like this with WordPress.com
Get started