ଦୀର୍ଘ ୯ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ; ପ୍ରଥମେ ସେବାୟତ କରୁଛନ୍ତି ଦର୍ଶନ

କନକ ବ୍ୟୁରୋ: ଦୀର୍ଘ ମାସ ପରେ ମିଳିଲା ମହାପ୍ରଭୁଙ୍କ ଦର୍ଶନ । ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ସବିଶେଷ ସୂଚନା । ପ୍ରଥମେ ପର୍ଯ୍ୟାୟରେ ସେବାୟତମାନେ ମନ୍ଦିରରେ ଦିଅଁଙ୍କ ଦର୍ଶନ କରୁଛନ୍ତି । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିରContinue reading “ଦୀର୍ଘ ୯ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ; ପ୍ରଥମେ ସେବାୟତ କରୁଛନ୍ତି ଦର୍ଶନ”

ଡରାଉଛି ଭୁତାଣୁର ନୂଆ ରୂପ : ବ୍ରିଟେନରୁ ଫେରିଥିବା ୧୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍

କନକ ବ୍ୟୁରୋ : ବ୍ରିଟେନରେ ଦେଖା ଦେଇଥିବା ମହାମାରୀ କୋଭିଡର ନୂଆ ଷ୍ଟ୍ରେନ । ବ୍ରିଟେନରୁ ଫେରିଥିବା ୧୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗାଇଡଲାଇନରେ କୁହାଯାଇଛି ବ୍ରିଟେନରୁ ଓଡିଶାକୁ ଫେରିଥିଲେ ୧୪ ଦିନ ସଂଗରୋଧରେ ବାଧ୍ୟତାମୂଳକ ଭାବେ ରହିବାକୁ ପଡିବ । ସେହିପରି ୧୪ ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିଲେ ଦେବାକୁ ପଡିବ ତଥ୍ୟContinue reading “ଡରାଉଛି ଭୁତାଣୁର ନୂଆ ରୂପ : ବ୍ରିଟେନରୁ ଫେରିଥିବା ୧୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍”

ରାଜଧାନୀରେ ବୁଲୁଛନ୍ତି ନକଲି ପୁଲିସ : ଟାର୍ଗେଟ୍‌ରେ ବରିଷ୍ଠ ନାଗରିକ;ସୁରକ୍ଷା ଆଳ ଦେଖାଇ ଲୁଟ୍‌

କନକ ବ୍ୟୁରୋ : ଦେହରେ ଅସଲି ପୋଷାକ, ହାତରେ ବାଡ଼ି, ଅଣ୍ଟାରେ ବନ୍ଧୁକ ସାଙ୍ଗରେ ପରିଚୟପତ୍ର। ରାଜଧାନୀ ରାସ୍ତାଘାଟରେ ଏମିତି ଅସଲି ପୁଲିସ ବେଶରେ ବୁଲୁଛନ୍ତି ନକଲି ପୁଲିସ। ଟାର୍ଗେଟରେ ରହିଛନ୍ତି ବରିଷ୍ଠ ନାଗରିକ। ବିଶ୍ବାସ ଜନ୍ମାଇ ଲୁଟପାଟ୍‌ କରୁଛନ୍ତି। ତେବେ ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ଏଭଳି ରୢାକେଟ୍ କାମ କରୁଥିବା ବେଳେ ଗତ କିଛିଦିନ ହେଲା ସକ୍ରିୟ ହୋଇ ଉଠିଛନ୍ତି। ଥାନାକୁ ଏପରି ଅଭିଯୋଗ ଆସିବା ପରେ ଏହି ନକଲି ରୢାକେଟ୍ ସମ୍ପର୍କରେContinue reading “ରାଜଧାନୀରେ ବୁଲୁଛନ୍ତି ନକଲି ପୁଲିସ : ଟାର୍ଗେଟ୍‌ରେ ବରିଷ୍ଠ ନାଗରିକ;ସୁରକ୍ଷା ଆଳ ଦେଖାଇ ଲୁଟ୍‌”

ବାଲିପାଟଣା ଥାନା ବନମାଳୀପୁର ଗାଁରେ ଚାଂଚଲ୍ୟ : ସ୍ୱାମୀକୁ ମାରି ପୋଡ଼ି ଦେଇଥିବା ଗାଁ ଲୋକଙ୍କୁ ଡାକି ନିଜେ ସ୍ୱୀକାର କଲା ସ୍ତ୍ରୀ

କନକ ବ୍ୟୁରୋ : କଥାରେ ଅଛି ମଣିଷ ମରା ପାପ କେବେ ଲୁଚେନି। ଦିନେ ନା ଦିନେ ସାତ ତାଳ ପଙ୍କ ତଳୁ ଫୁଟି ବାହାରେ। ଠିକ୍‌ ସେମିତି ଏକ ଚାଞ୍ଚଲ୍ୟକର ଘଟଣା ଆଜି ବାଲିପାଟଣା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ଦୀର୍ଘ ୩ ମାସ ପରେ ନିଜକୁ ନିଜେ ଧରାପଡ଼ିଯାଇଛି ପତି ହତ୍ୟାକାରୀ ପତ୍ନୀ। ସ୍ବାମୀକୁ ହତ୍ୟା କରିବା ପରେ ବାଡ଼ି ପଟ ବାଉଁଶବୁଦା ମୂଳରେ ପୋଡ଼ି ଦେଇ ମାମଲାକୁ ଏତେ ଦିନ ଲୁଚେଇ ରଖିବାContinue reading “ବାଲିପାଟଣା ଥାନା ବନମାଳୀପୁର ଗାଁରେ ଚାଂଚଲ୍ୟ : ସ୍ୱାମୀକୁ ମାରି ପୋଡ଼ି ଦେଇଥିବା ଗାଁ ଲୋକଙ୍କୁ ଡାକି ନିଜେ ସ୍ୱୀକାର କଲା ସ୍ତ୍ରୀ”

ଦୀର୍ଘ ୯ ମାସ ପରେ ଖୋଲିଲା ପୁରୀ ଶ୍ରୀମନ୍ଦିର । ଆଜିଠୁ ତିନିଦିନ ଧରି ସେବାୟତ ପରିବାର କରିବେ ଦର୍ଶନ ।

କନକ ବ୍ୟୁରୋ : ଆଜି ଠାରୁ ପୁରୀରେ ଆରମ୍ଭ ହେଉଛି କାଳିଆ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ସବିଶେଷ ସୂଚନା । ପ୍ରଥମେ ସେବାୟତ କରିବେ ମନ୍ଦିର ଦର୍ଶନ । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗିବେ ଜଗନ୍ନାଥ ଟେମ୍ପୁଲ ପୋଲିସ ।Continue reading “ଦୀର୍ଘ ୯ ମାସ ପରେ ଖୋଲିଲା ପୁରୀ ଶ୍ରୀମନ୍ଦିର । ଆଜିଠୁ ତିନିଦିନ ଧରି ସେବାୟତ ପରିବାର କରିବେ ଦର୍ଶନ ।”

ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ କ୍ରିକେଟରର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହେଲେ ହାତକୁ ଦି’ ହାତ 

କନକ ବ୍ୟୁରୋ : ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହାତକୁ ଦି ହାତ ହୋଇଛନ୍ତି ଏହି ବୋଲର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଚହଲ । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । 22.12.20 We started at “Once Upon A Time” and found “Our Happily Ever After,”Continue reading “ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ କ୍ରିକେଟରର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହେଲେ ହାତକୁ ଦି’ ହାତ “

ପରୀ ହତ୍ୟା ମାମଲା: ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ ।

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ । ଲେଗିଙ୍ଗସ ଖୋଜିବା ପାଇଁ ପୋଖରୀରୁ ପାଣି ଶୁଖାଯାଇଥିଲା । ଏକ ପଲିଥିନରେ ଗୁଡା ହୋଇ ପୋଖରୀରେ ପଡିଥିବା ବେଳେ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସକୁ ଜବତ କଲା ଏସଆଇଟି ଟିମ୍ । ପରୀ ହତ୍ୟା ମାମଲାରେ ଏସଆଇଟି ଯଦୁପୁର ଗାଁରୁ ଅଭିଯୁକ୍ତ ସରୋଜକୁ ଗିରଫ କରିଛି । ଏହାସହ ତାକୁ କୋର୍ଟContinue reading “ପରୀ ହତ୍ୟା ମାମଲା: ପୋଖରୀରୁ ମିଳିଲା ଲେଗିଙ୍ଗସ । ଲେଗିଙ୍ଗସ ପରୀର କି ନୁହେଁ ପରୀକ୍ଷା ପରେ ଜଣାପଡିବ ।”

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହେଲେ ମୋଦୀ । ଉଦବୋଧନ ଦେଇ କହିଲେ, ଏଏମୟୁରେ ନଜର ଆସେ ମିନି ଇଣ୍ଡିଆ

କନକ ବ୍ୟୁରୋ : ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଜାରି କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ମୋଦୀ । ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଯାହା ବି ଦେଶରେ ଅଛି ତାହା ଉପରେ ସମସ୍ତ ନାଗରିକଙ୍କ ଅଧିକାର ରହିଛି । ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ହେଉଛି ମିନି ଇଣ୍ଡିଆ । ଯେଉଁଠାରେ ଉର୍ଦ୍ଦୁ, ହିନ୍ଦୀ, ଆରବୀContinue reading “ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହେଲେ ମୋଦୀ । ଉଦବୋଧନ ଦେଇ କହିଲେ, ଏଏମୟୁରେ ନଜର ଆସେ ମିନି ଇଣ୍ଡିଆ”

କରୋନାର ନୂଆ ଷ୍ଟ୍ରେନ ବିରୋଧରେ କାମ କରିବ କି ନାହିଁ ଭ୍ୟାକସିନ । ବିଶେଷଜ୍ଞ କହିଲେ, ଫଳପ୍ରଦ ହେବ କୋଭିଡ ଟିକା

କନକ ବ୍ୟୁରୋ : ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ପୁଣି ଥରେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ବ୍ରିଟେନରେ ଦେଖାଯାଉଥିବା କରୋନା ଭୂତାଣୁ ୭୦ ପ୍ରତିଶତ ବେଗରେ ବଢ଼ୁଛି । ତେବେ ଏହି ନୂଆ ଷ୍ଟ୍ରେନ ଦେଖାଦେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି ଯେ, କରୋନା ଟିକା ଭୂତାଣୁର ଏହି ନୂଆ ରୂପ ଉପରେ କେତେ ପ୍ରଭାବୀ ହେବ । ସିଏସଆଇଆର ଡିଜିଙ୍କ ସୂଚନା ଅନୁଯାୟୀ ନୂଆ ଷ୍ଟ୍ରେନରେContinue reading “କରୋନାର ନୂଆ ଷ୍ଟ୍ରେନ ବିରୋଧରେ କାମ କରିବ କି ନାହିଁ ଭ୍ୟାକସିନ । ବିଶେଷଜ୍ଞ କହିଲେ, ଫଳପ୍ରଦ ହେବ କୋଭିଡ ଟିକା”

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାର ସାମରିକ ସମ୍ମାନ । ‘ଲେଜିଅନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲା ଆମେରିକା । 

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ବଡ ସମ୍ମାନ । ଆମେରିକାର ସମ୍ମାନ ‘ଲେଜିଅନ ଅଫ୍ ମେରିଟ୍’ରେ ସମ୍ମାନୀତ ହୋଇଛନ୍ତି ନରେନ୍ଦ୍ର ମୋଦୀ । ଭାରତ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ ବିଶ୍ୱ ଶକ୍ତି ଭାବେ ଉଭା ହେବା ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି । ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂ ସନ୍ଧୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସେହିପରିContinue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାର ସାମରିକ ସମ୍ମାନ । ‘ଲେଜିଅନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲା ଆମେରିକା । “

Design a site like this with WordPress.com
Get started