କନକ ବ୍ୟୁରୋ : ପରୀ ହତ୍ୟା ଉପରୁ ଉଠିଲା ପରଦା । ହତ୍ୟା ଘଟଣାର ଗୁମର ଖୋଲିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଅଭିଯୁକ୍ତକୁ ଧରିବା ଏସଆଇଟି ମୁଖ୍ୟଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ପରୀକୁ ଦୁଷ୍କର୍ମ ହୋଇଥିବା କଥା କେହି କେବେ ଭାବିନଥିଲେ । ଅଭିଯୁକ୍ତ ସରୋଜ ସେଠୀ ସନ୍ଦେହ ଘରକୁ ଆସିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏଭଳି ନୃଶଂସ, ଛାତିଥରା ଘଟଣା ନିଜ ୨୨ ବର୍ଷ ଚାକିରିContinue reading “‘ପରୀ’ ହତ୍ୟା ମାମଲା : ଅଭିଯୁକ୍ତକୁ ଧରିବା ଏସଆଇଟି ପାଇଁ ଥିଲା ବଡ଼ ଚ୍ୟାଲେଂଜ; ବୋଥ୍ରା କହିଲେ, ୨୨ ବର୍ଷ ଚାକିରି କାଳରେ ଏମିତି ବୀଭତ୍ସ ହତ୍ୟାକାଣ୍ଡ ଦେଖିନଥିଲେ”
Tag Archives: News
ଏଏମୟୁର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଗୀତା ଓ ରାମାୟଣ ସହିତ ରହିଛି କୁରାନର ସଂପର୍କ । ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେବା ଉପରେ ଗୁରୁତ୍ୱାରୋପ ।
କନକ ବ୍ୟୁରୋ : ଅଲୀଗଡ଼ ମୁସଲିମ ବିଶବିଦ୍ୟାଳୟ (ଏଏମୟୁ) ର ଶତବାର୍ଷିକ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉତ୍ସବରେ ଯୋଗ ଦେଇ ସେ ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ଗଠନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସେବା କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଦେଶର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସେବା ମନୋବୃତ୍ତି ରହିଲେ ଦେଶର ବିକାଶ ହୋଇପାରିବ ବୋଲିContinue reading “ଏଏମୟୁର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଗୀତା ଓ ରାମାୟଣ ସହିତ ରହିଛି କୁରାନର ସଂପର୍କ । ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେବା ଉପରେ ଗୁରୁତ୍ୱାରୋପ ।”
ରୁଚି ବାଲିଯାତ୍ରା ଗ୍ରାହକଙ୍କୁ ଆକର୍ଷଣୀୟ ପୁରସ୍କାର । କଟକର ଅପର୍ଣ୍ଣା ପଣ୍ଡା, ଡାକ୍ତର ରମାକାନ୍ତ ମହାପାତ୍ର ଓ ଭୁବନେଶ୍ୱରର କୃଷ୍ଣାଙ୍ଗୀ ସେଠୀ ଜିତିଲେ ଅର୍ଥ ପୁରସ୍କାର ।
କନକ ବ୍ୟୁରୋ : କୋଭିଡ଼୍ କଟକଣା ପାଇଁ ବାଲିଯାତ୍ରା ବନ୍ଦ ହୋଇଥିଲେ ମଧ୍ୟ ଓଡ଼ିଶାର ସୁପରିଚିତ ରୁଚି ମସଲା ଉଦ୍ୟୋଗ ତା’ର ଗ୍ରାହକମାନଙ୍କ ପାଇଁ ବାଲିଯାତ୍ରା ଅଫର ଯୋଜନାରେ ବିଜେତାମାନଙ୍କୁ ନଗଦ ଅର୍ଥରାଶି ଓ ଆକର୍ଷଣୀୟ ଉପହାର ପ୍ରଦାନ କରିଛି । ଆଜି ଉକ୍ରଳ ସିଗ୍ନେଚର୍ସ୍ଥିତ ରୁଚିର କର୍ପୋରେଟ ଅଫିସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ସମ୍ମାନିତଅତିଥି ଭାବେ ନିର୍ଦ୍ଦେଶିକା ସଲିନା ସାହୁ, ଚଳଚ୍ଚିତ୍ର ଅଭିନେତ୍ରୀ ଲିପ୍ସା ମିଶ୍ର ଯୋଗଦେଇ ବିଜେତାମାନଙ୍କୁContinue reading “ରୁଚି ବାଲିଯାତ୍ରା ଗ୍ରାହକଙ୍କୁ ଆକର୍ଷଣୀୟ ପୁରସ୍କାର । କଟକର ଅପର୍ଣ୍ଣା ପଣ୍ଡା, ଡାକ୍ତର ରମାକାନ୍ତ ମହାପାତ୍ର ଓ ଭୁବନେଶ୍ୱରର କୃଷ୍ଣାଙ୍ଗୀ ସେଠୀ ଜିତିଲେ ଅର୍ଥ ପୁରସ୍କାର ।”
ପରୀ ହତ୍ୟାକୁ ନେଇ ଏସଆଇଟିର ଚାଞ୍ଚଲ୍ୟକର ତଥ୍ୟ । କେମିତି ଧରାପଡିଲା ସରୋଜ ସେଠୀ । ସାମ୍ବାଦିକ ସମ୍ମିଳନୀରେ ଖୁଲାସା କଲେ ଅରୁଣ ବୋଥ୍ରା
କନକ ବ୍ୟୁରୋ : ପରୀ ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ରାଜନୀତି ସରଗରମ । ହତ୍ୟାକାରୀକୁ ଧରିବା ପାଇଁ ବିରୋଧି ମାନେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ହେଲେ ପରୀ ହତ୍ୟାକାରୀ ଭାବେ ଏସଆଇଟି ଗିରଫ୍ କରିଥିବା ସରୋଜ ସେଠୀ କୁ କେମିତି ଧରିଲା ଏସଆଇଟି ତାହା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ବୋଥ୍ରାଙ୍କ କହିବା ମୁତାବକ ସରୋଜର ମୋବାଇଲରୁ ମିଳିଲା ହତ୍ୟାର ତଥ୍ୟContinue reading “ପରୀ ହତ୍ୟାକୁ ନେଇ ଏସଆଇଟିର ଚାଞ୍ଚଲ୍ୟକର ତଥ୍ୟ । କେମିତି ଧରାପଡିଲା ସରୋଜ ସେଠୀ । ସାମ୍ବାଦିକ ସମ୍ମିଳନୀରେ ଖୁଲାସା କଲେ ଅରୁଣ ବୋଥ୍ରା”
ପର୍ଣ୍ଣ ଫିଲ୍ମ ଦେଖି ଅପରାଧ ! ପରୀ ହତ୍ୟାର ଛାତିଥରା କାହାଣୀ । ଅପରାଧ ଘଟାଇବା ପୂର୍ବରୁ ରାତିସାରା ଅଭିଯୁକ୍ତ ଦେଖିଥିଲା ଅଶ୍ଳୀଳ ଭିଡିଓ
କନକ ବ୍ୟୁରୋ : ସାମ୍ନାକୁ ଆସିଲା ‘ପରୀ’ ହତ୍ୟା ଘଟଣାର ପୁରା ତଥ୍ୟ । ପ୍ରେସମିଟରେ ‘ପରୀ’ ସମ୍ପର୍ଣ୍ଣ କାହାଣୀ କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ କହିଛନ୍ତି ଅରୁଣ ବୋଥ୍ରା । ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱୀକାର କରିଛି । ତେବେ କ’ଣ ଥିଲା ପୁରା ଘଟଣା ? କେମିତି ଓContinue reading “ପର୍ଣ୍ଣ ଫିଲ୍ମ ଦେଖି ଅପରାଧ ! ପରୀ ହତ୍ୟାର ଛାତିଥରା କାହାଣୀ । ଅପରାଧ ଘଟାଇବା ପୂର୍ବରୁ ରାତିସାରା ଅଭିଯୁକ୍ତ ଦେଖିଥିଲା ଅଶ୍ଳୀଳ ଭିଡିଓ”
ପରୀ ମୃତ୍ୟୁ ଘଟଣାର ଗୁମର ଖୋଲିଲେ ଏସଆଇଟି ମୁଖ୍ୟ: କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ? ବୋଥ୍ରା କହିଲେ ପରୀ ହତ୍ୟାକାଣ୍ଡର ପୁରା କାହାଣୀ
କଟକ ବ୍ୟୁରୋ: ପରୀ ହତ୍ୟା ଉପରୁ ଉଠିଲା ପରଦା । ହତ୍ୟା ଘଟଣାର ଗୁମର ଖୋଲିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ କହିଛନ୍ତି ଅରୁଣ ବୋଥ୍ରା । ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱିକାର କରିଛି । ଏପରିକି ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିବା କଥା ଜେରା ବେଳେ ଅଭିଯୁୁକ୍ତ ମାନିଥିବା ନେଇContinue reading “ପରୀ ମୃତ୍ୟୁ ଘଟଣାର ଗୁମର ଖୋଲିଲେ ଏସଆଇଟି ମୁଖ୍ୟ: କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ? ବୋଥ୍ରା କହିଲେ ପରୀ ହତ୍ୟାକାଣ୍ଡର ପୁରା କାହାଣୀ”
ଦେଶରେ ବଢିଛି ଚିତାବାଘଙ୍କ ସଂଖ୍ୟା । ସରକାରଙ୍କ ବନ୍ୟଜନ୍ତୁ ସଂରକ୍ଷଣ ବ୍ୟବସ୍ଥାର ସଫଳତା । ଟ୍ୱିଟ୍ କରି ଜଣାଇଲେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ସାରା ଦେଶରେ ବାଘ ଗଣନାର ଚିତ୍ର ସାମ୍ନାକୁ ଆସିଛି । ଦେଶରେ ବଢିଛି ଚିତାବାଘଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କଥା ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି । ଏହି ରିପୋର୍ଟ ୨୦୧୮ ରେ ଭାରତରେ ଚିତାବାଘଙ୍କ ସ୍ଥିତି ସଂପର୍କରେ ପ୍ରକାଶ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି କି,Continue reading “ଦେଶରେ ବଢିଛି ଚିତାବାଘଙ୍କ ସଂଖ୍ୟା । ସରକାରଙ୍କ ବନ୍ୟଜନ୍ତୁ ସଂରକ୍ଷଣ ବ୍ୟବସ୍ଥାର ସଫଳତା । ଟ୍ୱିଟ୍ କରି ଜଣାଇଲେ ପ୍ରଧାନମନ୍ତ୍ରୀ”
ବାଣପୁରର ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିରରୁ ବିରଳ ୨୧ଟି ମୂର୍ତ୍ତି ଚୋରି: ସାଇଣ୍ଟିଫିକ୍ ଟିମର ତନାଘନା; ଷଷ୍ଠ ଶତାଦ୍ଦୀର ମନ୍ଦିରରୁ ଦୁର୍ବୃତ୍ତ ଲୁଟିନେଲେ ଦୁର୍ଲଭ ମୂର୍ତ୍ତି
କନକ ବ୍ୟୁରୋ: ଷଷ୍ଠ ଶତାବ୍ଦୀର ମନ୍ଦିରରୁ ମୂର୍ତି ଚୋରୀ । ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦକ୍ଷପ୍ରଜାପତି ମନ୍ଦିରରୁ ଦୁବୃର୍ତ ଲୁଟିନେଲେ ବହୁ ପ୍ରାଚୀନ ୨୧ଟି ମୂର୍ତି । ବାଣପୁର ପୋଲିସ ସହ ସାଇଟିଂଫିକ୍ ଟିମ୍ ମନ୍ଦିରରେ ପହଂଚି ତଦନ୍ତ ଆରମ୍ଭ କରିଛି । ଚୋରୀ ମୂର୍ତି ଭିତରେ ବିରଳ ଓ ପ୍ରସିଦ୍ଧ ଅଷ୍ଟଧାତୁ ମୂର୍ତି ମଧ୍ୟ ରହିଛି । ରାଜ୍ୟର ଏହି ଅନ୍ୟତମ ପ୍ରାଚୀନ ମନ୍ଦିର ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀଙ୍କ ବାପ ଘର ଭାବେ ବେଶContinue reading “ବାଣପୁରର ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିରରୁ ବିରଳ ୨୧ଟି ମୂର୍ତ୍ତି ଚୋରି: ସାଇଣ୍ଟିଫିକ୍ ଟିମର ତନାଘନା; ଷଷ୍ଠ ଶତାଦ୍ଦୀର ମନ୍ଦିରରୁ ଦୁର୍ବୃତ୍ତ ଲୁଟିନେଲେ ଦୁର୍ଲଭ ମୂର୍ତ୍ତି”
କୃଷକ ଆନ୍ଦୋଳନକୁ ନେଇ ପୁଣି କୃଷକ ସଂଗଠନଙ୍କ ନିକଟକୁ ଚିଠି ଲେଖିଲେ ସକରାର । କୃଷକ ସଂଗଠନ କହିଲା ଆଲୋଚନା ପାଇଁ ପ୍ରସ୍ତୁତ , ହେଲେ ଦରକାର ସ୍ଥାୟୀ ସମାଧାନ
କନକ ବ୍ୟୁରେ : ଆଜି କୃଷକ ଆନ୍ଦୋଳନକୁ ପୂୁରିଲା ୨୮ ଦିନ । ଦିଲ୍ଲୀର ବିଯୁକ୍ତ ତାପମାତ୍ରା, ଖୋଲା ସଡକ ଅବ୍ୟବସ୍ଥିତ ଜୀବନ ଭିତରେ ଲକ୍ଷ ଲକ୍ଷ କୃଷକ । ହକ୍ ପାଇଁ ହତାସ ନହୋଇ ଦୃଢତାର ସହିତ ବସି ରହିଛନ୍ତି । ଆଉ ହିଂସା ନୁହେଁ ମଉଜ ମସ୍ତିରେ ସେମାନଙ୍କ ହକ୍ ନେଇ ଘରକୁ ଫେରିବେ ବୋଲି ଜିଦରେ ଅଟଳ ଅଛନ୍ତି । ଏହାରି ମଧ୍ୟରେ ୨୮ ଦିନ ବିତି ଯାଇଛି । ଏନେଇ ସରକାରContinue reading “କୃଷକ ଆନ୍ଦୋଳନକୁ ନେଇ ପୁଣି କୃଷକ ସଂଗଠନଙ୍କ ନିକଟକୁ ଚିଠି ଲେଖିଲେ ସକରାର । କୃଷକ ସଂଗଠନ କହିଲା ଆଲୋଚନା ପାଇଁ ପ୍ରସ୍ତୁତ , ହେଲେ ଦରକାର ସ୍ଥାୟୀ ସମାଧାନ”
ପରୀ ମୃତ୍ୟୁ ମାମଲାରେ ପୋଖରୀ ଦେବ କି ପ୍ରମାଣ ? ଯଦୁପୁର ଗାଁ ପୋଖରୀରୁ ମଟର ପମ୍ପ ଲଗାଇ ପାଣି ଶୁଖାଉଛି ଏସଆଇଟି
କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଛି । ହତ୍ୟାର ଅଧିକ ପ୍ରମାଣ ପାଇଁ ଯେଉଁ ପୋଖରୀ ପାଖରୁ ପରୀର ମୃତ ଦେହ ମିଳିଥିଲା ସେହି ପୋଖରୀକୁ ଶୁଖାଉଛି ଏସଆଇଟି । ପୋଖରୀରୁ ଜଳ ନିଷ୍କାସନ ପକ୍ରିୟା ଆରମ୍ଭ ହୋଇଛି । ମଟର ପମ୍ପ ଲଗାଇ ପୋଖରୀ ମଧ୍ୟରୁ ପାଣି କଢ଼ାଯାଉଛି । ପରୀ ମୃତ୍ୟୁ ମାମଲରେ ଏଯାଁଏ ଜଣେ ଅଭିଯୁକ୍ତକୁ ଗିରଫ କରିଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବାContinue reading “ପରୀ ମୃତ୍ୟୁ ମାମଲାରେ ପୋଖରୀ ଦେବ କି ପ୍ରମାଣ ? ଯଦୁପୁର ଗାଁ ପୋଖରୀରୁ ମଟର ପମ୍ପ ଲଗାଇ ପାଣି ଶୁଖାଉଛି ଏସଆଇଟି”