କନକ ବ୍ୟୁରୋ : କୋଟି କୋଟି ଜଗନ୍ନାଥ ପ୍ରେମୀ ଦୀର୍ଘ ୯ମାସ ହେଲା ଯେଉଁ ଦିନକୁ ଚାହିଁ ବସିଥିଲେ ରାତି ପାହିଲେ ସେହି ଦିନ ଆସିବାକୁ ଯାଉଛି । ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ଭାବର ଠାକୁର କାଳିଆ ସାଆନ୍ତଙ୍କୁ ଆଖି ପୁରାଇ ଦେଖିବେ ଭକ୍ତ । କାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ୨୬ରୁ ମାସ ଶେଷ ପର୍ଯ୍ୟନ୍ତ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ । ଏଥିପାଇଁ ଶ୍ରୀମନ୍ଦିରContinue reading “୯ ମାସର ପରେ କାଲିଠୁ ଦର୍ଶନ ଦେବେ କାଳିଆ ଠାକୁର । ଭାବର ଠାକୁରଙ୍କୁ ଆଖି ପୁରାଇ ଦେଖିବେ ଭକ୍ତ । ପ୍ରଥମେ ସେବାୟତ, ପରେ ପୁରୀବାସିନ୍ଦା କରିବେ ଦର୍ଶନ ।”
Tag Archives: News
ବ୍ରିଟେନରୁ ଓଡିଶା ଆସିଲେ ରହିବେ ସଙ୍ଗରୋଧରେ । ୧୪ ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ
କନକ ବ୍ୟୁରୋ : ବ୍ରିଟେନରୁ ଓଡିଶା ଆସିଲେ ଏଣିକି ରହିବେ ସଙ୍ଗରୋଧରେ । ୧୪ ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ନୂଆଷ୍ଟ୍ରେନର କରୋନା ଭାଇରସ ପାଇଁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି । ବ୍ରିଟେନରେ ଏହି ନୂଆ କରୋନା ଭାଇରସ ଚିହ୍ନଟ ହୋଇଛି । ପୂର୍ବ କରୋନା ଭାଇରସ ତୁଳନାରେ ଏହା ଅଧିକ ବ୍ୟାପୁଛି । ଅନ୍ୟ ପକ୍ଷରେ ଆଜି ଭାରତରେ ବ୍ରିଟେନର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଦିଲ୍ଲୀ ବିମାନ ବନ୍ଦରରେContinue reading “ବ୍ରିଟେନରୁ ଓଡିଶା ଆସିଲେ ରହିବେ ସଙ୍ଗରୋଧରେ । ୧୪ ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ”
ଫେବୃଆରୀ ମାସରେ ହେବନି ସିବିଏସଇ ପରୀକ୍ଷା । ପରୀକ୍ଷା ପାଇଁ ଶୀଘ୍ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହେବ । ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
କନକ ବ୍ୟୁରୋ : ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଏପରିକି ଆସନ୍ତା ଫେବୃଆରୀ ମାସରେ ଏହି ପରୀକ୍ଷା ହେବାର ସମ୍ଭାବନା ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି ଏକ ଓ୍ବେବିନାରରେ ସେ କହିଛନ୍ତି ଯେ ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି । ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାContinue reading “ଫେବୃଆରୀ ମାସରେ ହେବନି ସିବିଏସଇ ପରୀକ୍ଷା । ପରୀକ୍ଷା ପାଇଁ ଶୀଘ୍ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହେବ । ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।”
ଦିନେ ରାସ୍ତାକଡରେ ଚଲାଉଥିଲେ ଢାବା । ଏବେ ନୂଆ ରେସ୍ତୋରାଁ ଖୋଲିଲେ ‘ବାବା କା ଢାବା’ର ମାଲିକ । ନିଜେ ରେସ୍ତୋରାଁ ବସୁଛନ୍ତି, ଲୋକଙ୍କୁ କାମରେ ଲଗାଉଛନ୍ତି ।
କନକ ବ୍ୟୁରୋ : ଦିନେ ରାସ୍ତାକଡରେ ଚଲାଉଥିଲେ ଢାବା । ଆଉ ସୋସିଆଲ ମିଡିଆର ପାୱାରରେ ହେଇଗଲେ ଫେମସ । ହଁ ଆମେ କହୁଛୁ ବାବା କା ଢାବାର ମାଲିକ କାନ୍ତା ପ୍ରସାଦଙ୍କ କଥା । ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବାବା କା ଢାବାର ମାଲିକ । ଢାବାରେ ବିକ୍ରି ନ ହେବା ଯୋଗୁଁ ଦିନେ କାନ୍ଦି ପକାଇଥିବା କାନ୍ତା ପ୍ରସାଦ ଆଉ ଆଜି ଖୋଲିଛନ୍ତି ଏକ ନୂଆ ରେଷ୍ଟୁରାଣ୍ଟା ଆଉ ଏଇ ରେଷ୍ଟୁରାଣ୍ଟର କ୍ୟାସContinue reading “ଦିନେ ରାସ୍ତାକଡରେ ଚଲାଉଥିଲେ ଢାବା । ଏବେ ନୂଆ ରେସ୍ତୋରାଁ ଖୋଲିଲେ ‘ବାବା କା ଢାବା’ର ମାଲିକ । ନିଜେ ରେସ୍ତୋରାଁ ବସୁଛନ୍ତି, ଲୋକଙ୍କୁ କାମରେ ଲଗାଉଛନ୍ତି ।”
ରାଜକନିକାରୁ ଆସିଲା ଲୁହଭିଜା କାହାଣୀ । ପୋଖରୀରେ ବୁଡି ଏକା ସାଙ୍ଗରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ ।
କନକ ବ୍ୟୁରୋ : କେହି ବିଶ୍ୱାସ କରିପାରୁ ନାହାନ୍ତି, ନିଷ୍ଠୁର ସତକୁ କେହି ସ୍ୱୀକାର ବି କରୁ ନାହାନ୍ତି । ବାପା ମାଆ ତ ଦୂରର କଥା ନା ପରିବାର ନା ଗାଁଲୋକେ । କେହି ବି ଗ୍ରହଣ କରିପାରୁ ନାହାନ୍ତି ଯେ, ସେମାନଙ୍କ ପାଖରୁ ସବୁଦିନ ପାଇଁ ଦୂରେଇ ଯାଇଛନ୍ତି ଏ ନିଷ୍ପାପ ଶିଶୁ ଦୁଇଟା । ଗାଁ ଦାଣ୍ଡରେ ଗୁଲୁଗୁଲୁରୁ ହୋଇ ଧୂଳି ମାଟିରେ ଖେଳୁଥିବା ଏ କଅଁଳ କଢି ଦୁଇ ଜଣ ମାଆContinue reading “ରାଜକନିକାରୁ ଆସିଲା ଲୁହଭିଜା କାହାଣୀ । ପୋଖରୀରେ ବୁଡି ଏକା ସାଙ୍ଗରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ । “
ରାଜ୍ୟରେ ଶୀତ ଲହରି ନେଇ ସତର୍କତା । ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ରାଜ୍ୟରେ ଶୀତ ଲହରି ନେଇ ସତର୍କତା ଜାରି କରାଯାଇଛି । ରାଜ୍ୟରେ ଡିସେମ୍ବର ୨୩ ଯାଏଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଶୀତ ଲହରି ଯୋଗୁଁ ସବୁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖି ସତର୍କ କରାଇଛନ୍ତି । ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସୁନ୍ଦରଗଡ ଓ କଳାହାଣ୍ଡିରେ ପ୍ରବଳ ଶୀତ ଯୋଗୁଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛିContinue reading “ରାଜ୍ୟରେ ଶୀତ ଲହରି ନେଇ ସତର୍କତା । ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”
ବିଜେପିର ମିଶନ ବଙ୍ଗାଲ । ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ୍ ଶାହା । ମମତାଙ୍କୁ ମାତ୍ ଦେବାକୁ ପୁରା ପ୍ରସ୍ତୁତ ରାଜ୍ୟ ବିଜେପି
କନକ ବ୍ୟୁରୋ : ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ବିଜେପି ଓ କ୍ଷମତାରେ ଥିବା ଟିଏମସି ମଧ୍ୟରେ ଦେଖିବାକୁ ମିଳିଛି ରକ୍ତର ରାଜନୀତି । ଏହାକୁ ନଜରରେ ରଖି ପ୍ରତିମାସରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଏନଡିଏ ସରକାରରେ ଗୃହମନ୍ତ୍ରୀ ଥିବା ଅମିତ୍ ଶାହା ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବୋଲି ଜଣାପଡିଛି । ଏନେଇ କିଛି ବିଧିବଧ ସୂଚନା ମିଳିନଥିଲେ ବିContinue reading “ବିଜେପିର ମିଶନ ବଙ୍ଗାଲ । ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ୍ ଶାହା । ମମତାଙ୍କୁ ମାତ୍ ଦେବାକୁ ପୁରା ପ୍ରସ୍ତୁତ ରାଜ୍ୟ ବିଜେପି”
ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାତିରେ ବାସହୀନଙ୍କ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ । ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ପରାମର୍ଶ
କନକ ବ୍ୟୁରୋ : ରାଜ୍ୟରେ ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରିବାକୁ ଚିଠିରେ କୁହାଯାଇଛି । ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ଓ ରାତିରେ ଦୁଇ ଚକିଆ ଯାନ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛିContinue reading “ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାତିରେ ବାସହୀନଙ୍କ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ । ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ପରାମର୍ଶ”
୯ ବର୍ଷର ଶିଶୁ ରିୟାନ କାଜି, ୟୁ-ଟ୍ୟୁବରୁ ବାର୍ଷିକ ରୋଜଗାର କରୁଛନ୍ତି ୨୨୧ କୋଟି ଟଙ୍କା । ଜାଣନ୍ତୁ କ’ଣ ରହିଛି ରହସ୍ୟ
କନକ ବ୍ୟୁରୋ : ଏବେ କିଛି ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ସାଜିଛି ଡିଜିଟାଲ ମିଡିଆ । ବଡ କଥା ହେଉଛି ଏହି ଡିଜିଟାଲ ପ୍ଲାଟଫର୍ମ ମାନଙ୍କରୁ ରୋଜଗାର କରିବାର କୌଣସି ସୀମା ନଥାଏ । କୌଣସି ବୟସର ଲୋକ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ରୋଜଗାର କରିପାରିବ। ପୁଣି ରୋଜଗାର ଉପରେ କୌଣସି ସୀମା ବି ନଥାଏ । ଏହି ଡିଜିଟାଲ ପ୍ଲାଟଫର୍ମ ମଧ୍ୟରେ ବିଶେଷ ରୋଜଗାର ଦେଇଥାଏ ୟୁ-ଟ୍ୟୁବ୍ । ଏହି ୟୁ-ଟ୍ୟୁବରୁ ଜଣେ ୯Continue reading “୯ ବର୍ଷର ଶିଶୁ ରିୟାନ କାଜି, ୟୁ-ଟ୍ୟୁବରୁ ବାର୍ଷିକ ରୋଜଗାର କରୁଛନ୍ତି ୨୨୧ କୋଟି ଟଙ୍କା । ଜାଣନ୍ତୁ କ’ଣ ରହିଛି ରହସ୍ୟ”
ମଣ୍ଡିରୁ ଉଠିଲା ନାହିଁ ଧାନ । ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଲେ ଚାଷୀ ।
କନକ ବ୍ୟୁରୋ : ଧାନ ନଉଠିବାରୁ ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଲେ ଚାଷୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଚାଷୀ ମାନଙ୍କ ଧାନ ସବୁ ପଡି ରହିଛି । ମଣ୍ଡିରେ ଧାନ ରଖି ଚାଷୀ ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ମଣ୍ଡିରୁ ଧାନ ଉଠୁନାହିଁ । ଅନ୍ୟବର୍ଷ ଭଳି ଏ ବର୍ଷ ବି ସମସ୍ୟା ଦେଖାଦେବାରୁ ମଣ୍ଡି କର୍ତୃପକ୍ଷଙ୍କୁ ତାଲା ପକାଇ ଦେଇଥିଲେ ଅସନ୍ତୁଷ୍ଟ ଚାଷୀ । ମଣ୍ଡିରୁ ଉଠିଲାContinue reading “ମଣ୍ଡିରୁ ଉଠିଲା ନାହିଁ ଧାନ । ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଲେ ଚାଷୀ ।”