କନକ ବ୍ୟୁରୋ: ବାରିପଦା ସହରରେ ପଶିଲା ହାତୀ । ସହର ଭିତରେ ଦନ୍ତା ଦେଖି ଲୋକେ ଭୟଭୀତ । ସହର ମଧ୍ୟରେ ଥିବା ପାଚେରୀ ଭାଙ୍ଗି ଏମକେସି ହାଇସ୍କୁଲରେ ପଶିଥିଲା ଦନ୍ତା । ଗୋଠ ଛଡ଼ା ହାତୀ ସହର ଭିତରେ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାରିପଦା ସହର ମଧ୍ୟକୁ ପସିଆସିଥିଲା ଏହି ଦନ୍ତା । ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହ ସ୍କୁଲ ଗେଟ୍ ଭାଙ୍ଗି କ୍ୟାମ୍ପସContinue reading “ବାରିପଦା ସହରରେ ବୁଲୁଛି ହାତୀ । ପାଚେରୀ ଭାଙ୍ଗି ଏମ୍.କେ.ସି ହାଇସ୍କୁଲରେ ପଶିଲା ଦନ୍ତା । ଗୋଠ ଛଡା ଦନ୍ତାକୁ ଘଉଡାଇବାକୁ ବନ ବିଭାଗ ଓ ବାରିପଦା ପୋଲିସ ନାକେଦମ୍ ।”
Tag Archives: News
ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ ସହର । ନନ୍ଦରାଜାଙ୍କ ଘରେ ଗୋପପୁରବାସୀ ପାଳିଲେ ନନ୍ଦ ଉତ୍ସବ ।
କନକ ବ୍ୟୁରୋ: ବରଗଡ ଧନୁ ଯାତ୍ରାର ଆଜି ଚତୁର୍ଥ ଦିନ । ଆଜି ଗୋପୁରରେ ଅନୁଷ୍ଠିତ ହେବ କୃଷ୍ଣଙ୍କ ବାଲ୍ୟ ଲୀଳା । ତୃତୀୟ ଦିନରେ ଗୋପପୁରବାସୀ ନନ୍ଦ ଉତ୍ସବ ପାଳନ କରିଛନ୍ତି । ନନ୍ଦ ରାଜା ଓ ନନ୍ଦ ରାଣୀ ଯୋଶଦା ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି । ନନ୍ଦ ନଅରରେ ଆୟୋଜନ କରିଥିଲେ ନନ୍ଦ ଉତ୍ସବ । ଏଥିରେ ସାମିଲ ହୋଇ ଶ୍ରୀକୃଷ୍ଣଙ୍କୁ ଦୋଳିରେ ଝୁଲାଇଥିଲେ ଗୋପପୁରବାସୀ । ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଂଗମଞ୍ଚ ଧନୁଯାତ୍ରାରContinue reading “ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ ସହର । ନନ୍ଦରାଜାଙ୍କ ଘରେ ଗୋପପୁରବାସୀ ପାଳିଲେ ନନ୍ଦ ଉତ୍ସବ ।”
ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ସୁବର୍ଣ୍ଣରେଖାରୁ ବାଲି ଚୋରିକୁ ନେଇ ତୁମୁଳକାଣ୍ଡ । ଚଢଉ ପାଇଁ ଯାଇଥିବା ପୁଲିସ ଉପରେ ଆକ୍ରମଣ କଲେ ବାଲି ମାଫିଆ ।
କନକ ବ୍ୟୁରୋ: ସୁବର୍ଣ୍ଣରେଖାରେ ବାଲି ଉଠାଣକୁ ନେଇ ବାଲି ମାଫିଆ ଓ ପୋଲିସ ମୁହାଁମୁହିଁ । ବାଲି ମାଫିଆଙ୍କ ଆକ୍ରମଣରେ ୫ ଜଣ ପଶ୍ଚିମବଙ୍ଗ ପୋଲିସ ଆହତ ହୋଇଛନ୍ତି । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଗୁଆଗଡିଆ ନିକଟ ସୁବର୍ଣ୍ଣରେଖା ନଦୀର ପଶ୍ଚିମବଙ୍ଗ ସୀମାନ୍ତରୁ ବେଆଇନ ଭାବେ ବାଲି ଉଠାଉଥିଲେ ମାଫିଆ । ଖବର ପାଇ ପଶ୍ଚିମବଙ୍ଗ ପୋଲିସ ଚଢାଉ କରିବାରୁ ବାଲି ଗାଡି ନେଇ ଚମ୍ପଟContinue reading “ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ସୁବର୍ଣ୍ଣରେଖାରୁ ବାଲି ଚୋରିକୁ ନେଇ ତୁମୁଳକାଣ୍ଡ । ଚଢଉ ପାଇଁ ଯାଇଥିବା ପୁଲିସ ଉପରେ ଆକ୍ରମଣ କଲେ ବାଲି ମାଫିଆ ।”
କୂଅରୁ ୩ ମାସର ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର । ହତ୍ୟା ପରେ ଫିଙ୍ଗିଦିଆଯାଇଥିବା ସନ୍ଦେହ । ଅନୁଗୁଳରେ ଚାଞ୍ଚଲ୍ୟ ।
କନକ ବ୍ୟୁରୋ: ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ଉଦ୍ଧାର ହୋଇଛି ୩ ମାସର ଯାଆଁଳ ଶିଶୁର ମୃତଦେହ । ଅନୁଗୁଳ ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିରେ ଏହି ଘଟଣା ଘଟିଛି । ମୁଣ୍ଡାଢିପ ସାହିର ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଘର ପଛପଟ କୂଅ ଭିତରେ ଠାବ ହୋଇଛି । ସୂଚନା ଅନୁସାରେ, ତପସ୍ୱୀନି କୌଣସି କାମରେ ପଡିଶା ଘରକୁ ଯାଇଥିଲେ । କିଛି ସମୟ ପରେContinue reading “କୂଅରୁ ୩ ମାସର ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର । ହତ୍ୟା ପରେ ଫିଙ୍ଗିଦିଆଯାଇଥିବା ସନ୍ଦେହ । ଅନୁଗୁଳରେ ଚାଞ୍ଚଲ୍ୟ ।”
ମଞ୍ଚ ଉପରେ ଦୁଇ ହେଭିୱେଟ ନେତା ମୁହାଁମୁହିଁ । ବିଧାୟକ ତାରା ବାହିନୀପତି ଓ ରବି ନନ୍ଦଙ୍କ ଭିତରେ ଯୁକ୍ତିତର୍କ ପରେ ବଢିଲା ଉତ୍ତେଜନା ।
କନକ ବ୍ୟୁରୋ: ମଞ୍ଚରେ ଅଭିଯୋଗ ଓ ମଞ୍ଚରେ ହିଁ ଜବାବ । ମଞ୍ଚରେ ଜୟପୁର ବିଧାୟକ ତାରାବାହିନୀପତିଙ୍କୁ କଟାକ୍ଷ କଲେ ପୂର୍ବତନ ବିଧାୟକ ରବି ନନ୍ଦ । ଆଉ ମଞ୍ଚରେ ହିଁ ଜବାବ ଦେଲେ ତାରା । ଜୟପୁର ପୌରପାଳିକା ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଜୟପୁର ରାଜନଅର ଛକରେ ଆୟୋଜିତ କାର୍ଯ୍ୟକ୍ରମରେ ରବି ଓ ତାରାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲାContinue reading “ମଞ୍ଚ ଉପରେ ଦୁଇ ହେଭିୱେଟ ନେତା ମୁହାଁମୁହିଁ । ବିଧାୟକ ତାରା ବାହିନୀପତି ଓ ରବି ନନ୍ଦଙ୍କ ଭିତରେ ଯୁକ୍ତିତର୍କ ପରେ ବଢିଲା ଉତ୍ତେଜନା ।”
ଓଡିଶାରୁ ଅଯୋଧ୍ୟାକୁ ଯାଉଛି ଅହିଂସା ସିଲ୍କ ଖଣ୍ଡୁଆ ପାଟ ,ପରିଧାନ କରିବେ ରାମଲାଲା । ସମ୍ପୂର୍ଣ୍ଣ ନିଷ୍ଠା ଓ ବ୍ରତ ଧାରଣ କରି ପାଟ ପ୍ରସ୍ତୁତ କରିଛନ୍ତି ବୁଣାକାର ।
କନକ ବ୍ୟୁରୋ: ଓଡିଶାରୁ ରାମଲାଲାଙ୍କ ପାଇଁ ଅଯୋଧ୍ୟା ଯାଉଛି ଅହିଂସା ସିଲ୍କ ଖଣ୍ଡୁଆ ପାଟ । ଯାହାକୁ ରାମଲଲା ପରିଧାନ କରିବେ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଅହିଂସା ଖଣ୍ଡୁଆ ପାଟ ଧରି ଅଯୋଧ୍ୟା ବାହାରିଛନ୍ତି ଶ୍ରଦ୍ଧାଳୁ । ବ୍ରତ ଓ ବିଧି ପାଳନ ପୂର୍ବକ କଟକ ନୂଆପାଟଣାର ବୁଣାକାରମାନେ ଏହି ପାଟବସ୍ତ୍ରକୁ ପ୍ରସ୍ତୁତ କରିଛନ୍ତି । ଏହି ପାଟବସ୍ତ୍ର ବୁଣିବାକୁ ୧୧ ଜଣ କାରିଗରଙ୍କୁ ୧୫ ଦିନContinue reading “ଓଡିଶାରୁ ଅଯୋଧ୍ୟାକୁ ଯାଉଛି ଅହିଂସା ସିଲ୍କ ଖଣ୍ଡୁଆ ପାଟ ,ପରିଧାନ କରିବେ ରାମଲାଲା । ସମ୍ପୂର୍ଣ୍ଣ ନିଷ୍ଠା ଓ ବ୍ରତ ଧାରଣ କରି ପାଟ ପ୍ରସ୍ତୁତ କରିଛନ୍ତି ବୁଣାକାର ।”
ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ । ଆଜି ଗର୍ଭଗୃହରେ ରାମଲଲାଙ୍କ ଶ୍ୟାମଳ ମୂର୍ତ୍ତି ହେବ ସ୍ଥାପନ ।ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହରେ ପୂଜାର୍ଚ୍ଚନା ।
କନକ ବ୍ୟୁରୋ: ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ଅଯୋଧ୍ୟା ସହର । ପ୍ରାଣ ପ୍ରତିଷ୍ଠା ପୂଜାର ଦ୍ୱିତୀୟ ଦିନରେ ମନ୍ଦିରରେ ପୁରୁଷୋତମଙ୍କ ଶ୍ୟାମଳ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ ହୋଇଛି । ଆଜି ଗର୍ଭଗୃହରେ ରାମ ଲଲାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯିବ । ପ୍ରଭୁ ଶ୍ରୀରାମଙ୍କ ନବନିର୍ମିତ ପ୍ରତିମୂର୍ତି ୫୧ ଇଂଚର ଶ୍ୟାମଳ ରଙ୍ଗର ମୂର୍ତ୍ତି । ଆଜି ଦ୍ୱିପ୍ରହରରେ ମନ୍ଦିରର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ । ଏହାପୂର୍ବରୁ ରାମ ଲଲାଙ୍କ ଆସନ ମଧ୍ୟContinue reading “ରାମ ମନ୍ଦିରରେ ମୂର୍ତ୍ତି ପ୍ରବେଶ ସମାରୋହ ସମ୍ପନ୍ନ । ଆଜି ଗର୍ଭଗୃହରେ ରାମଲଲାଙ୍କ ଶ୍ୟାମଳ ମୂର୍ତ୍ତି ହେବ ସ୍ଥାପନ ।ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହରେ ପୂଜାର୍ଚ୍ଚନା ।”
ଗୁଡି ସୂତା ଲାଗି ୨ ଆହତ । ପୀଉସିଙ୍କ ଘରେ ଭୋଜିଖାଇ ବାପାଙ୍କ ସହ ଫେରୁଥିବେଳେ ୭ ବର୍ଷର ନାବାଳକର କଟିଗଲା ବେକ
କନକ ବ୍ୟୁରୋ : ଗୁଡି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର । ବାଲେଶ୍ୱର ଟାଉନରୁ ଆସିଛି ଏଭଳି ଏକ ଖବର । ଗୁରୁତର ଅବସ୍ଥାରେ ଶିଶୁଟିକୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆଜି ଅପରାହ୍ଣ ସାଢେ ୩ଟା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । କୁନି ପୁଅଟି ନିଜ ବାପା ଶଶିକାନ୍ତ ମହଲାଙ୍କ ସହ ବାଇକରେ ଆସୁଥିବାବେଳେ ଆହତ ହୋଇଥିବା ଜଣାପଡିଛି ।Continue reading “ଗୁଡି ସୂତା ଲାଗି ୨ ଆହତ । ପୀଉସିଙ୍କ ଘରେ ଭୋଜିଖାଇ ବାପାଙ୍କ ସହ ଫେରୁଥିବେଳେ ୭ ବର୍ଷର ନାବାଳକର କଟିଗଲା ବେକ”
ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ୩ ମାସର ଦୁଇ ଯାଅଁଳା ଶିଶୁଙ୍କ ମୃତଦେହ ଉଦ୍ଧାର
କନକ ବ୍ୟୁରୋ : ଅନୁଗୁଳରେ ଚାଂଚଲ୍ୟ । କୂଅରୁ ଉଦ୍ଧାର ହୋଇଛି ୩ ମାସର ଦୁଇ ଶିଶୁର ମୃତଦେହ । ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଅନୁଗୁଳ ବସଲା ପଂଚାୟତ ମୁଣ୍ଡାଢିପ ସାହିରେ ଏହି ଘଟଣା ଘଟିଛି । ଦୁଇଶିଶୁର ମାଆ କ୍ଷୀର ଆଣିବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି । ତେଣୁ ସଂପୃକ୍ତ ଦୁଇ ଶିଶୁଙ୍କୁ ହତ୍ୟା ପରେ କୂଅରେ ପିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି । ପରିବାର ଲୋକContinue reading “ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ୩ ମାସର ଦୁଇ ଯାଅଁଳା ଶିଶୁଙ୍କ ମୃତଦେହ ଉଦ୍ଧାର”
ରିଙ୍କୁ-ରୋହିତଙ୍କ ବିସ୍ଫୋରକ ପାଳି: ଆଫଗାନିସ୍ତାନ ବିପକ୍ଷରେ କଲେ ଛକା-ଚୌକା ବର୍ଷା, ୨୧୨ ରନ କଲା ଭାରତ
କନକ ବ୍ୟୁରୋ: ଆଜି ଭାରତ-ଆଫଗାନିସ୍ତାନ ମଧ୍ୟରେ ଶେଷ ଟି-୨୦ରେ ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ ରୋହିତ ଶର୍ମା ଓ ରିଙ୍କୁ ସିଂ । ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ରିଙ୍କୁ ସିଂ ଅର୍ଦ୍ଧ ଶତକ ହାସଲ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ର ବିଶାଳ ସ୍କୋର କରିଥିଲା । ଏବେ ଆଫଗାନିସ୍ତାନକୁ ଜିତିବାକୁ ହେଲେ ୨୧୩Continue reading “ରିଙ୍କୁ-ରୋହିତଙ୍କ ବିସ୍ଫୋରକ ପାଳି: ଆଫଗାନିସ୍ତାନ ବିପକ୍ଷରେ କଲେ ଛକା-ଚୌକା ବର୍ଷା, ୨୧୨ ରନ କଲା ଭାରତ”