କନକ ବ୍ୟୁରୋ: କମିଶନରେଟ ପୁଲିସ ହାତରେ ଆପାର୍ଟମେଣ୍ଟଲୁଟେରା ଗ୍ୟାଙ୍ଗ । ୬ ରାଜ୍ୟ ପାଇଁ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ୍ । ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପାର୍ଟମେଣ୍ଟ ଲୁଟ୍ କରି ଖେଳାଇଥିଲେ ଆତଙ୍କ । ୨୩ ଡିସେମ୍ବରରେ ନିରୁପମା ଆପାର୍ଟମେଣ୍ଟରୁ ଲୁଟ୍ କରି ଚମ୍ପଟ ମାରିଥିଲେ ଏହି ଗ୍ୟାଙ୍ଗ । ୧୩ ଲକ୍ଷ ଟଙ୍କା ଚୋରି କରିନେଇଥିଲେ ଏହି ଗ୍ୟାଙ୍ଗ । ରାଜ୍ୟ ବାହାରୁ ଆସି ଏଠାରେ କରୁଥିଲେ ଲୁଟ୍Continue reading “କମିଶନରେଟ ପୋଲିସ୍ ହାତରେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ଧରାପଡ଼ିଲେ ୨ ମୋଷ୍ଟ ୱାଣ୍ଟେଡ୍ । ୬ଟି ରାଜ୍ୟରେ ଥିଲେ ସକ୍ରିୟ ।”
Tag Archives: News
ପ୍ରଧାନମନ୍ତ୍ରୀ ମୋଦୀ ଜାରି କଲେ ରାମମନ୍ଦିର ଡାକ ଟିକଟ । ୪୮ ପୃଷ୍ଠାର ପୁସ୍ତକରେ ୨୦ ଦେଶର ଡାକଟିକଟ ।
କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ କାର୍ୟ୍ୟକ୍ରମକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। ଏହି କାର୍ୟ୍ୟକ୍ରମକୁ ସ୍ୱତନ୍ତ୍ର କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ଏକ ସ୍ମାରକୀ ଡାକଟିକଟ ଏବଂ ଭଗବାନ ରାମଙ୍କ ଉପରେ ଏକ ଡାକଟିକଟ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଟିକଟରେ ରାମ ମନ୍ଦିର, ଚୌପାଇ ମଙ୍ଗଳ ଭବନ ଅମଙ୍ଗଲ ହରି, ସୂର୍ୟ୍ୟ, ସରଯୁ ନଦୀContinue reading “ପ୍ରଧାନମନ୍ତ୍ରୀ ମୋଦୀ ଜାରି କଲେ ରାମମନ୍ଦିର ଡାକ ଟିକଟ । ୪୮ ପୃଷ୍ଠାର ପୁସ୍ତକରେ ୨୦ ଦେଶର ଡାକଟିକଟ ।”
ଇଡିର ଚତୁର୍ଥ ସମନରେ ବି ହାଜର ହେଲେନି କେଜ୍ରିୱାଲ । ଉତ୍ତରରେ ଲେଖିଲେ, ମୋତେ ଗିରଫ କରିବା ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ।
କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନରେ ବି ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବରଂ ସେ ନିଜ ଜବାବରେ ଲେଖିଲେ, ଇଡିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୋତେ ଗିରଫ କରିବା । ସେହିପରି ଆପ୍ ମଧ୍ୟ କହିଛି ଯେ, ଇଡି ଜାଣିଶୁଣି କେଜ୍ରିୱାଲଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାର କରିବାରୁ ରୋକିବାକୁ ଚେଷ୍ଟା କରୁଛି । ତା ବ୍ୟତୀତ ଖୋଦ୍ ଇଡି ନିଜ ଚାର୍ଜସିଟରେ କେଜ୍ରିୱାଲଙ୍କ ବିରୋଧରେ କୌଣସି ମାମଲା ନାହିଁ ବୋଲି ଉଲ୍ଲେଖContinue reading “ଇଡିର ଚତୁର୍ଥ ସମନରେ ବି ହାଜର ହେଲେନି କେଜ୍ରିୱାଲ । ଉତ୍ତରରେ ଲେଖିଲେ, ମୋତେ ଗିରଫ କରିବା ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ।”
ଧୋନୀଙ୍କ ପାଇଁ ବଢିଲା ଅଡୁଆ । ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କଲେ ପୁରୁଣା ବ୍ୟବସାୟିକ ବନ୍ଧୁ, ଜାଣନ୍ତୁ ପୂରା ଘଟଣା କଣ?
କନକ ବ୍ୟୁରୋ : ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ବଢିଲା ଅଡୁଆ । ଧୋନୀଙ୍କ ବିରୋଧରେ ତାଙ୍କର ୨ ପୂର୍ବତନ ବ୍ୟବସାୟୀ ସାଥୀ ଦିଲ୍ଲୀ ହାଇକୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି । ଆଜି ଏହି ମୋକଦ୍ଦମାର ଶୁଣାଣି ହେବ । ଧୋନୀଙ୍କର ୨ ପୁରୁଣା ବ୍ୟବସାୟୀ ସାଥୀ ମିହିର ଦିବାକର ଓ ତାଙ୍କ ପତ୍ନୀ ସୌମ୍ୟା ଦାସ ବିଭିନ୍ନ ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମ ବିରୋଧରେContinue reading “ଧୋନୀଙ୍କ ପାଇଁ ବଢିଲା ଅଡୁଆ । ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କଲେ ପୁରୁଣା ବ୍ୟବସାୟିକ ବନ୍ଧୁ, ଜାଣନ୍ତୁ ପୂରା ଘଟଣା କଣ?”
ଭୁବନେଶ୍ୱର ସୁନ୍ଦରପଦାରୁ ଉଦ୍ଧାର ହେଲା ମା’ କୋଳରୁ ଚୋରି ହୋଇଥିବା ଶିଶୁପୁତ୍ର । ଅଭିଯୁକ୍ତ ମହିଳାଙ୍କୁ ଧରିଲା ପୋଲିସ୍ ।
କନକ ବ୍ୟୁରୋ: ଖଲିକୋଟରେ ଚୋରି ହୋଇଥିବା ଛୁଆ, ଭୁବନେଶ୍ୱରରୁ ହେଲା ଉଦ୍ଧାର । ଗତକାଲି ରାତିରେ ଚୋରି ହୋଇଥିବା ୯ମାସର କୁନି ପୁଅଟି ଭୁବନେଶ୍ୱର ସୁନ୍ଦରପଦା ଚଣ୍ଡିବଜାର ହାଇଟେକ ପ୍ଲାଜା ଅଞ୍ଚଳରୁ ଉଦ୍ଧାର ହୋଇଛି । ଶିଶୁକୁ ଚୋରି କରି ଆଣି ନିଜ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲେ ଅଭିଯୁକ୍ତ ମହିଳା । ଖଲ୍ଲିକୋଟ ପୋଲିସର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରରେ ପହଂଚି ଅଭିଯୁକ୍ତ ମହିଳାକୁ ଗିରଫ କରିଛି । ମହିଳା ଜଣଙ୍କ ଗଞ୍ଜାମ ଜିଲ୍ଲା ତାରସିଂ ଥାନାContinue reading “ଭୁବନେଶ୍ୱର ସୁନ୍ଦରପଦାରୁ ଉଦ୍ଧାର ହେଲା ମା’ କୋଳରୁ ଚୋରି ହୋଇଥିବା ଶିଶୁପୁତ୍ର । ଅଭିଯୁକ୍ତ ମହିଳାଙ୍କୁ ଧରିଲା ପୋଲିସ୍ ।”
କାଳ ସାଜିଲା ଜନ୍ମକଲା ମା’ ! ନିଜ ହାତରେ ନିଜ ଜାଆଁଳା ଶିଶୁକୁ ଦେଲା ମୃତ୍ୟୁ । ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସତ ।
କନକ ବ୍ୟୁରୋ: କାଳ ସାଜିଲା ଜନ୍ମକଲା ମାଆ । ନିଜ ହାତରେ ନିଜ ଦୁଇ କଅଁଳା ଶିଶୁକୁ ଦେଲା ମୃତ୍ୟୁ । ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି । ନିଜେ ମାଆ ହିଁ ୩ମାସର ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ହେଲେ ମା’ କାହିଁକି ନିଜ ଦୁଇ ପିଲାଙ୍କୁ ହତ୍ୟା କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁContinue reading “କାଳ ସାଜିଲା ଜନ୍ମକଲା ମା’ ! ନିଜ ହାତରେ ନିଜ ଜାଆଁଳା ଶିଶୁକୁ ଦେଲା ମୃତ୍ୟୁ । ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ସତ ।”
ଚାପିଦେଲା ବୋରୱେଲ ଗାଡି , ୪ ମୃତ । ବୋରୱେଲ ଖୋଳିବା ପାଇଁ ଆସୁଥିବା ବେଳେ ଦୁର୍ଘଟଣା ।
କନକ ବ୍ୟୁରୋ: ବୋରୱେଲ ଗାଡି ଚାପରେ ଚାଲିଗଲା ଗଲା ୪ ଜୀବନ । ବିଳମ୍ବିତ ରାତିରେ ବରଗଡ଼ ମେଲଛାମୁଣ୍ଡା ଥାନା ବିରଜାମ ଗାଁରେ ଅଘଟଣ । ବୋରୱେଲ ଖୋଳିବା ପାଇଁ ଆସୁଥିବା ବେଳେ ୪ ଜଣଙ୍କୁ ଗାଡ଼ି ଚାପି ଦେଇଛି, ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । The post ଚାପିଦେଲା ବୋରୱେଲ ଗାଡି , ୪ ମୃତ । ବୋରୱେଲ ଖୋଳିବାContinue reading “ଚାପିଦେଲା ବୋରୱେଲ ଗାଡି , ୪ ମୃତ । ବୋରୱେଲ ଖୋଳିବା ପାଇଁ ଆସୁଥିବା ବେଳେ ଦୁର୍ଘଟଣା ।”
ପ୍ରତି ଜିଲ୍ଲାରୁ ପୁରୀକୁ ଗଡ଼ିବ ବସ୍ । ଆଜିଠାରୁ ଆରମ୍ଭ ହେଉଛି ଜଗନ୍ନାଥ ଏକ୍ସପ୍ରେସ । ସଂଧ୍ୟା ୫ଟାରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ଆଜିଠାରୁ ଗଡିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ । ଓଡିଶାବାସୀଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଅଭିଯାନ । ପରବର୍ତି ପର୍ଯ୍ୟାୟରେ ପ୍ରତି ପଂଚାୟତରୁ ପୁରୀକୁ ଗଡିବ ବସ୍ । ଏନେଇ ପଞ୍ଚାୟତ ରାଜ ବିଭାଗକୁ ଚିଠି ହୋଇଛି । ୨୧ ତାରିଖରୁ ପ୍ରତି ପଞ୍ଚାୟତରୁ ବାହାରିବ ବସ୍ । ଯାତ୍ରୀଙ୍କୁ ନେଇ ପୁରୀ ଯିବ ବସ୍ । ମାଗଣାରେ ଓଡିଶାବାସୀଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ରାଜ୍ୟ ସରକାର ଏହି ଅଭିଯାନContinue reading “ପ୍ରତି ଜିଲ୍ଲାରୁ ପୁରୀକୁ ଗଡ଼ିବ ବସ୍ । ଆଜିଠାରୁ ଆରମ୍ଭ ହେଉଛି ଜଗନ୍ନାଥ ଏକ୍ସପ୍ରେସ । ସଂଧ୍ୟା ୫ଟାରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।”
ଅସାଧାରଣ ସଫଳତା… ଆମେରିକାର ବୈଦେଶିକ ସଚିବ ଭାରତ ଏବଂ ମୋଦୀଙ୍କୁ ଖୁବ ପ୍ରଶଂସା କରିଛନ୍ତି ।
୨୦୨୪ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ଭାରତର ଅସାଧାରଣ ସଫଳତା ଉପରେ ଆମେରିକାର ବୈଦେଶିକ ସଚିବ ବ୍ଲିଙ୍କେନ୍ ମୋଦୀ ସରକାରଙ୍କୁ ପ୍ରଶଂସା କରିବା ସହ ଏହା କହିଛନ୍ତି ଯେ ଏହା ଅନେକ ଭାରତୀୟଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇଛି । ଡାଭୋସରେ ଭାରତର ‘ଅସାଧାରଣ ସଫଳତାର କାହାଣୀ’ ବର୍ଣ୍ଣନା କରି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ମୋଦୀ ସରକାରଙ୍କ ‘ଉଲ୍ଲେଖନୀୟ ସଫଳତା’ ଅନେକ ଭାରତୀୟଙ୍କ ଜୀବନକୁ ଉପକୃତ କରିଛି ଏବଂ ସକରାତ୍ମକContinue reading “ଅସାଧାରଣ ସଫଳତା… ଆମେରିକାର ବୈଦେଶିକ ସଚିବ ଭାରତ ଏବଂ ମୋଦୀଙ୍କୁ ଖୁବ ପ୍ରଶଂସା କରିଛନ୍ତି ।”
ଅଯୋଧ୍ୟାରେ ଓଡ଼ିଆ ଶିଳ୍ପୀଙ୍କ ବାଲୁକା କଳାର ପ୍ରଶଂସା । ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି କରି ଚର୍ଚ୍ଚାରେ ଦୁଇ ଓଡ଼ିଆ ବାଲୁକା ଶିଳ୍ପୀ ।
କନକ ବ୍ୟୁରୋ: ଅଯୋଧ୍ୟାରେ ଓଡ଼ିଆ ଶିଳ୍ପୀଙ୍କ କମାଲ । ବାଲୁକା କଳାରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି କରି ଚର୍ଚ୍ଚାରେ ଦୁଇ ଓଡ଼ିଆ ବାଲୁକା ଶିଳ୍ପୀ । ଗଞ୍ଜାମ ଜିଲ୍ଲାର କୁକୁଡ଼ା ଖଣ୍ଡି ବ୍ଲକ ବୋରି ଗାଁର ନାରାୟଣ ସାହୁ ଓ କଟକ ଆଠଗଡ଼ର ଓମ୍ ପ୍ରକାଶ ବାରିକ । ବାଲିରେ ୨୫ ଫୁଟ ଲମ୍ବ ଓ ସାଢ଼େ ୭ ଫୁଟ ଉଚ୍ଚତାର ଶ୍ରୀରାମଙ୍କ ମୂର୍ତ୍ତି ତିଆରି କରିଛନ୍ତି ଏହି ଦୁଇ ଜଣ ଶିଳ୍ପୀ । ଅଯୋଧ୍ୟାର ସରଯୁContinue reading “ଅଯୋଧ୍ୟାରେ ଓଡ଼ିଆ ଶିଳ୍ପୀଙ୍କ ବାଲୁକା କଳାର ପ୍ରଶଂସା । ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି କରି ଚର୍ଚ୍ଚାରେ ଦୁଇ ଓଡ଼ିଆ ବାଲୁକା ଶିଳ୍ପୀ ।”