ପୁଣି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ: ମାଲକାନଗିରିରେ ଅଣରାଜନୈତିକ ସଭାରୁ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଅପରାଜିତା ଷଡଙ୍ଗୀ

କନକ ବ୍ୟୁରୋ: ପୁଣି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ । ମାଲକାନଗିରି ଜିଲ୍ଲାରେ ଏକ ଅଣରାଜନୈତିକ ସଭାରୁ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ଟାରଗେଟ କଲେ ଅପରାଜିତା । ମୁଖ୍ୟମନ୍ତ୍ରୀ ରାଜ ଧର୍ମ ପାଳନ କରନ୍ତୁ, ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗି । ରାଜ୍ୟରେ ପ୍ରକ୍ସି ଶାସନ ଚାଲିଥିବା ବେଳେ ବାହାର ରାଜ୍ୟର ପ୍ରଭାବଶାଳି ବ୍ୟକ୍ତି ମାନେ ଜମି ଜବରଦଖଲ କରୁଛନ୍ତି । ଏବଂ ଏଥିରେ ମୁଖ୍ୟମନ୍ତ୍ରୀଙ୍କContinue reading “ପୁଣି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ: ମାଲକାନଗିରିରେ ଅଣରାଜନୈତିକ ସଭାରୁ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଅପରାଜିତା ଷଡଙ୍ଗୀ”

ବଢିବ ଭାରତୀୟ ବାୟୁସେନାର ଶକ୍ତି । ୧୨ଟି ସୁଖୋଇ-୩୦ଏମକେଆଇ ବିମାନ କିଣିବାକୁ ମୋଦୀ ସରକାରଙ୍କ ମଞ୍ଜୁରୀ

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଶକ୍ତି ଦ୍ୱିଗୁଣିତ ହେବାକୁ ଯାଉଛି । ଏନେଇ ରକ୍ଷାମନ୍ତ୍ରଣାଳୟ ତରଫରୁ ଭାରତୀୟ ବାୟୁସେନା ପାଇଁ ଏକ ବଡ କ୍ରୟ ଉପରେ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୁହାଯାଉଛି କି ରକ୍ଷା ମନ୍ତ୍ରଣାଳୟ ତରଫରୁ ୧୨ ଟି ସୁଖୋଇ ୩୦ଏମକେଆଇ ଯୁଦ୍ଧ ବିମାନ କିଣିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସବୁଠାରୁ ବଡକଥା ଏହି ସବୁ ବିମାନକୁ ମେକ୍ ଇନ୍ ଇଣ୍ଡିଆ ଯୋଜନା କ୍ରମରେ ହିନ୍ଦୁସ୍ତାନ ଏରୋନେଟିକ କମ୍ପାନୀ ନିର୍ମାଣ କରିବContinue reading “ବଢିବ ଭାରତୀୟ ବାୟୁସେନାର ଶକ୍ତି । ୧୨ଟି ସୁଖୋଇ-୩୦ଏମକେଆଇ ବିମାନ କିଣିବାକୁ ମୋଦୀ ସରକାରଙ୍କ ମଞ୍ଜୁରୀ”

କାଳ ହେଲା ଭୋଟ ଦେବା ପରେ ଆଙ୍ଗୁଳିରେ ଲଗାଯାଇଥିବା କାଳି । ସଂକ୍ରମଣ କାରଣରୁ କଟାଗଲା ଯୁବକଙ୍କର ଦୁଇ ଆଙ୍ଗୁଳି

କନକ ବ୍ୟୁରୋ : ବିଶେଷ କରି ଭୋଟରମାନେ ଭୋଟ ଦେଇସାରିବା ପରେ ବୁଥ୍ ଅଫିସର ସେମାନଙ୍କ ହାତରେ ଏକ ଅଲିଭା କାଳି ଲଗାଇଥାନ୍ତି । ଏହାପରେ କିଛି ଲୋକ ଏହି କାଳି ଲାଗିଥିବା ଆଙ୍ଗୁଳିର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି କି, ଏହି କାଳି କେତେ ମାରାତ୍ମକ ହୋଇପାରେ । ଯାହା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ । ଯେଉଁଠାରେ ଏହି କାଳି ଲଗାଇବା ପରେContinue reading “କାଳ ହେଲା ଭୋଟ ଦେବା ପରେ ଆଙ୍ଗୁଳିରେ ଲଗାଯାଇଥିବା କାଳି । ସଂକ୍ରମଣ କାରଣରୁ କଟାଗଲା ଯୁବକଙ୍କର ଦୁଇ ଆଙ୍ଗୁଳି”

ଶ୍ରୀମନ୍ଦିରରେ ଦୀର୍ଘ ୭ଘଂଟା ପରେ ହେଲା ନୀତିକାନ୍ତି: ମହାପ୍ରଭୁଙ୍କ ମହାସ୍ନାନ ପରେ ନୀତି ତ୍ୱରାନ୍ୱିତ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ମହାସ୍ନାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତଙ୍କ ଆଲୋଚନା ପରେ ଏନେଇ ନିଷ୍ପତି ନିଆଯାଇଛି । ମହାସ୍ନାନ ପରେ ହେବ ଅବକାଶ ଓ ଅନ୍ୟ ନୀତି । ବାସନ୍ଦ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଥିଲା ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଂଚିତ କରାଯାଇଥିଲା । ଯାହା ପାଇଁ ନିଯୋଗ ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଥିଲା ।Continue reading “ଶ୍ରୀମନ୍ଦିରରେ ଦୀର୍ଘ ୭ଘଂଟା ପରେ ହେଲା ନୀତିକାନ୍ତି: ମହାପ୍ରଭୁଙ୍କ ମହାସ୍ନାନ ପରେ ନୀତି ତ୍ୱରାନ୍ୱିତ”

ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କ ପ୍ରତିବାଦ: ନିଯୁକ୍ତି ଦାବିରେ ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ

କନକ ବ୍ୟୁରୋ: ଇଂଜିନିୟର୍ସ ଡେ’ରେ ଇଂଜିନିୟରଙ୍କ ପ୍ରତିବାଦ । ନିଯୁକ୍ତି ଦେବା ଦାବିରେ ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ । ହେଲେ ସେମାନଙ୍କୁ ଆଗକୁ ଦିଆନଯିବାରୁ ଇଞ୍ଜନିୟରମାନେ ରାସ୍ତା ଉପରେ ବସି ରହି ପ୍ରତିବାଦ କରୁଛନ୍ତି ।.. ଆଜି ସକାଳୁ ଭୁବନେଶ୍ୱର ଜଳ ସମ୍ପଦ ବିଭାଗର ସେଚ ସଦନ ସାମ୍ନାରେ ଇଂଜିନିୟର ପାସ୍ କରିଥିବା ବେକାରୀମାନେ ନିଆରା ଢ଼ଂଗରେ ପ୍ରତିବାଦ କରିଥିଲେ । ଜୋତା ପଲିସ ସହ ଫଳମୂଳ ବିକି ଧାରଣାରେ ବସିଥିଲେContinue reading “ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କ ପ୍ରତିବାଦ: ନିଯୁକ୍ତି ଦାବିରେ ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ”

ରାଜ୍ୟ ସରକାରଙ୍କୁ ବିଚିତ୍ର ନୀତି: ଶିକ୍ଷକଙ୍କଠାରୁ ଅଧିକ ଦରମା ପାଇବେ ପିଅନ, ଜଗୁଆଳ ଓ ମାଳି

କନକ ବ୍ୟୁରୋ: ସାରାରାଜ୍ୟରେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ ଆନ୍ଦୋଳନ କରୁଛନ୍ତି । ଚୁକ୍ତି ଭିତିକ ନିଯୁକ୍ତି ବନ୍ଦ କରିବା ସହ କେନ୍ଦ୍ରୀୟ ହାରରେ ବେତନ ଦେବାକୁ ଦାବି କରି ସପ୍ତାହେ ହେଲା ଧାରଣା ଦେଇଛନ୍ତି । କିନ୍ତୁ ଏହାରି ଭିତରେ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ତାରିଖରୁ ଆବେଦନ ବି ଆରମ୍ଭ ହୋଇଛି । କିନ୍ତୁ ରାଜ୍ୟର ନିଯୁକ୍ତି ଦିଆଯିବାକୁ ଥିବାContinue reading “ରାଜ୍ୟ ସରକାରଙ୍କୁ ବିଚିତ୍ର ନୀତି: ଶିକ୍ଷକଙ୍କଠାରୁ ଅଧିକ ଦରମା ପାଇବେ ପିଅନ, ଜଗୁଆଳ ଓ ମାଳି”

ଅଫିସର ହେବାକୁ ବୁଲିବାକୁ ପଡୁଥିଲା ଏ ସହରରୁ ସେ ସହର । ଶେଷରେ ସାକାର ହେଲା ସ୍ୱପ୍ନ, ପାଇଗଲେ ଆଇଏଫଏସ୍

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଗୀତିକାଙ୍କ ଆଇଏଫଏସ ପାଇବାର ଯାତ୍ରା ବେଶ୍ ରୋଚକପୂର୍ଣ୍ଣ । ସରକାରୀ ଅଫିସର ହେବାକୁ ସେ ଚଲାଇଥିବା ପ୍ରୟାସ ସମୟରେ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏବେ ସେ ଗର୍ବର ସହ ତାଙ୍କ ଜୀବନଯାତ୍ରାର କାହାଣୀ ୟୁପିଏସସି ଅଶାୟୀଙ୍କ ସହ ସେୟାର କରୁଛନ୍ତି । ସେ ଆଶା କରିଛନ୍ତି କି ଆଶାୟୀଙ୍କୁ ପ୍ରେରଣା ମିଳିଲେ ସେମାନେ ବିନା ଅଟକିବାରେ ନିଜର ଲକ୍ଷ୍ୟସ୍ଥଳ ହାସଲ କରିବାକୁ ପରିଶ୍ରମ ଜାରି ରଖିବେContinue reading “ଅଫିସର ହେବାକୁ ବୁଲିବାକୁ ପଡୁଥିଲା ଏ ସହରରୁ ସେ ସହର । ଶେଷରେ ସାକାର ହେଲା ସ୍ୱପ୍ନ, ପାଇଗଲେ ଆଇଏଫଏସ୍”

ଜୋତା ପଲିସ୍ କଲେ ଇଞ୍ଜିନିୟରିଙ୍ଗ୍ ଛାତ୍ରଛାତ୍ରୀ । ଇଞ୍ଜିନିୟର୍ସ ଡେ’ରେ ବେକାରୀ ସମସ୍ୟାକୁ ନେଇ ପ୍ରତିବାଦ

କନକ ବ୍ୟୁରୋ: ଆଜି ଇଂଜିନିୟରର୍ସ ଡେ’ । ଆଜିର ଦିନରେ ଇଞ୍ଜିନିୟରମାନେ ଏହି ଦିନଟିକୁ ସେଲିବ୍ରେସନ କରନ୍ତି । ହେଲେ ଭୁବନେଶ୍ୱର ଜଳ ସମ୍ପଦ ବିଭାଗର ସେଚ ସଦନ ସାମ୍ନାରେ ଇଞ୍ଜିନିୟରିଙ୍ଗ ପିଲାଙ୍କ ଅଭିନବ ପ୍ରତିବାଦ କରୁଛନ୍ତି । ଜୋତା ପଲିସ ସହ ଫଳମୂଳ ବିକି ଧାରଣାରେ ବସିଛନ୍ତି ଶହ ଶହ ଇଞ୍ଜିନିୟରିଙ୍ଗ ପିଲା । ଜଳ ସମ୍ପଦ ବିଭାଗରେ ସେମାନଙ୍କୁ ଚାକିରି ମିଳୁନି, ବାରମ୍ବାର ସରକାରଙ୍କ ତରଫରୁ ସରକାରୀ ପଦ ପଦବୀ ପାଇଁ ପୋଷ୍ଟ ବାହାରୁଛିContinue reading “ଜୋତା ପଲିସ୍ କଲେ ଇଞ୍ଜିନିୟରିଙ୍ଗ୍ ଛାତ୍ରଛାତ୍ରୀ । ଇଞ୍ଜିନିୟର୍ସ ଡେ’ରେ ବେକାରୀ ସମସ୍ୟାକୁ ନେଇ ପ୍ରତିବାଦ”

ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ନେଇ ମୁହଁଖୋଲିଲେ ଅର୍ଥମନ୍ତ୍ରୀ । ଇଣ୍ଡିଆ ମେଣ୍ଟ ଉପରେ ଜୋରଦାର ଆକ୍ରମଣ

କନକ ବ୍ୟୁରୋ : ଦେଶରେ ହିନ୍ଦୁ, ହିନ୍ଦୁତ୍ୱ, ବଜରଙ୍ଗବାଲୀ ପରେ ଏବେ ନୂଆ ପ୍ରସଙ୍ଗ ପାଲଟିଛି ସନାତନ ଧର୍ମ । ବେରୋଜଗାରୀ, ସୀମା ସମସ୍ୟା ଓ ଦରବୃଦ୍ଧି ଭଳି ପ୍ରସଙ୍ଗ ଉପରେ ସନାତନ ପ୍ରସଙ୍ଗ ଏବେ ବେଶ୍ ଭାରି ପଡିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ ସନାତନ ପ୍ରସଙ୍ଗକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ଜୋରଦାର ଆକ୍ରମଣ କରିଥିôବା ବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଅନୁରୂପ ଭାବେ ସନାତନ ଧର୍ମକୁContinue reading “ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ନେଇ ମୁହଁଖୋଲିଲେ ଅର୍ଥମନ୍ତ୍ରୀ । ଇଣ୍ଡିଆ ମେଣ୍ଟ ଉପରେ ଜୋରଦାର ଆକ୍ରମଣ”

ବାକି ପଇସା ନମିଳିବାରୁ ଫାଇଭ-ଟି ସ୍କୁଲରେ ତାଲା ପକାଇଲେ ଠିକାଦାର, ବାହାରେ ପାଲ ବିଛାଇ ବସିଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଫାଇଭ-ଟି ସ୍କୁଲରେ ତାଲା ପକାଇଲେ ଠିକାଦାର । ସ୍କୁଲ ନିର୍ମାଣ କାମ ସରିବା ପରେ ଦେୟ ବାକିଥିବାରୁ ଫୁଲବାଣୀ ବିଶିପଡ଼ାର ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି ଦୁଇ ଠିକାଦାର ଗୋପବନ୍ଧୁ ସାହାଣୀ ଓ ଭଗବାନ ସାହୁ । ସ୍କୁଲ ଉଦଘାଟନ ହେବାର ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଠିକାଦାରଙ୍କ ପାଉଣା ବାବଦରେ ୩୫ଲକ୍ଷରୁ ଅଧିକ ଟଙ୍କା ଏପର୍ଯ୍ୟନ୍ତ ତାଙ୍କୁ ମିଳିନଥିବା ଅଭିଯୋଗ ହୋଇଛି । ଗାଁଲୋକଙ୍କୁ ସାଙ୍ଗରେ ନେଇContinue reading “ବାକି ପଇସା ନମିଳିବାରୁ ଫାଇଭ-ଟି ସ୍କୁଲରେ ତାଲା ପକାଇଲେ ଠିକାଦାର, ବାହାରେ ପାଲ ବିଛାଇ ବସିଲେ ଛାତ୍ରଛାତ୍ରୀ”

Design a site like this with WordPress.com
Get started