କନକ ବ୍ୟୁରୋ : ଆସିଲା ବିଶ୍ୱର ଶ୍ରେଷ୍ଠ ୧୦୦ କମ୍ପାନୀଙ୍କ ତାଲିକା । ଯେଉଁଥିରେ ଭାରତର ମାତ୍ର ଗୋଟିଏ କମ୍ପାନୀ ରହିଛି । ଆମେରିକାର ଟାଇମ ମାଗାଜିନ ଏବଂ ଅନଲାଇନ ଡାଟା ପ୍ଲାଟଫର୍ମ ଷ୍ଟାଟିଷ୍ଟା ପକ୍ଷରୁ ୨୦୨୩ରେ ସବୁଠୁ ଶ୍ରେଷ୍ଠ ୭୫୦ କମ୍ପାନୀର ତାଲିକା ପ୍ରକାଶ କରାଯାଇଛି । ଯେଉଁଥିରେ ଆଇଟି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ଭାରତର ଇନଫୋସିସ୍ କମ୍ପାନୀ ରହିଛି । ଇନଫୋସିସ୍ ତାଲିକାରେ ୬୪ ନମ୍ବର ସ୍ଥାନରେ ରହିଛି । ଗୁଗୁଲ ମାଲିକାନାରେContinue reading “ଆସିଲା ବିଶ୍ୱର ଶ୍ରେଷ୍ଠ ୧୦୦ କମ୍ପାନୀଙ୍କ ତାଲିକା । ତାଲିକାରେ ଏକମାତ୍ର କମ୍ପାନୀ ଇନଫୋସିସ”
Tag Archives: News
କେରଳରେ ନିପା ଭୂତାଣୁ ଆତଙ୍କ । ସ୍କୁଲ, କାର୍ଯ୍ୟାଳୟ ବନ୍ଦ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୯୫୦ ରୁ ଅଧିକ ଲୋକ
କନକ ବ୍ୟୁରୋ : କେରଳରେ ଜାରି ରହିଛି ନିପା ଭାଇରସ ଆତଙ୍କ । ଅନ୍ୟ ଜଣେ ରୋଗୀଙ୍କୁ କେରଳରେ ଚିହ୍ନଟ କରାଯାଇଛି । ଏହା ସହିତ ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି । ନିକଟରେ ଦୁଇଜଣ ରୋଗୀଙ୍କ ନିପାରେ ମୃତ୍ୟୁ ଘଟିଛି । କେରଳର କୋଝିକୋଡ ଜିଲ୍ଲା ପ୍ରଭାବିତ ହୋଇଛି । ଅଗଷ୍ଟ ୩୦ରେ ଜଣେ ୪୭ ବର୍ଷୀୟ ରୋଗୀର ପ୍ରଥମେ ମୃତ୍ୟୁ ହୋଇଥିଲା । କେରଳରେ ନିପା ଭାଇରସ ବ୍ୟାପୁଥିବା ଦେଖିContinue reading “କେରଳରେ ନିପା ଭୂତାଣୁ ଆତଙ୍କ । ସ୍କୁଲ, କାର୍ଯ୍ୟାଳୟ ବନ୍ଦ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୯୫୦ ରୁ ଅଧିକ ଲୋକ”
ବାୟୁସେନା ପାଇଁ ହାଲ୍ ତିଆରି କରିବ ସ୍ୱଦେଶୀ ବିମାନ । ୧୨ଟି ବିମାନ ପାଇଁ ୧୧ ହଜାର କୋଟି ଟଂକା ମଂଜୁର କଲା ପ୍ରତିରକ୍ଷା ମନ୍ତ୍ରଣାଳୟ
କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ସ୍ୱଦେଶୀ ବିମାନ ସୁ-ଥାର୍ଟି ଏମ.କେ.ଆଇ କିଣିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଏବେ ୧୨ଟି ବିମାନ କିଣିବାକୁ ନିଷ୍ପତି ହୋଇଛି । ଯାହା ଦେଶରେ ହିଁ ପ୍ରସ୍ତୁତ ହେବ । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ଏହା ଉତ୍ପାଦିତ ହେବ । ଜଣେ ପ୍ରତିରକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ମନ୍ତ୍ରଣାଳୟ ୧୧ ହଜାର କୋଟି ଟଙ୍କା ମଞ୍ଜୁର କରିଛିContinue reading “ବାୟୁସେନା ପାଇଁ ହାଲ୍ ତିଆରି କରିବ ସ୍ୱଦେଶୀ ବିମାନ । ୧୨ଟି ବିମାନ ପାଇଁ ୧୧ ହଜାର କୋଟି ଟଂକା ମଂଜୁର କଲା ପ୍ରତିରକ୍ଷା ମନ୍ତ୍ରଣାଳୟ”
ଦେଶର ୧୪ ନ୍ୟୁଜ ଆଙ୍କରଙ୍କୁ ବିରୋଧୀଙ୍କ ବୟକଟ । ଜୁରରୀକାଳୀନ ସ୍ଥିତି କଥା କହି ଇଣ୍ଡିଆ ମେଂଟକୁ ଘେରିଲା ବିଜେପି
କନକ ବ୍ୟୁରୋ : ଏ ହେଉଛି ବିରୋଧୀ ଦ୍ୱାରା ଜାରି ହୋଇଥିଲା ୧୪ ନ୍ୟୁଜ ଆଙ୍କରଙ୍କ ତାଲିକା । ଯେଉଁଥିରେ ହିନ୍ଦୀ ଓ ଇଂରାଜୀ ନ୍ୟୁଜ ଚ୍ୟାନେଲର ଜଣାଶୁଣା ସମ୍ପାଦକ ତଥା ଆଙ୍କରଙ୍କ ନାଁ ରହିଛି । ଅର୍ଣ୍ଣବ ଗୋସ୍ୱାମୀ, ନାଭିକା କୁମାର, ଅମନ ଚୋପ୍ରା, ଅମିଶ ଦେବଗନ, ସୁଧୀର ଚୌଧୁରୀ, ଚିତ୍ରା ତ୍ରିପାଠୀ, ରୁବିକା ଲିୟାକତ, ସୁଶାନ୍ତ ସିହ୍ନାଙ୍କ ଭଳି ସାମ୍ବାଦିକଙ୍କ ନାଁ ରହିଛି । ବିଭିନ୍ନ ଟିଭି ଚ୍ୟାନେଲରେ ଏମାନେ ବିତର୍କ କାର୍ଯ୍ୟକ୍ରମ କରନ୍ତିContinue reading “ଦେଶର ୧୪ ନ୍ୟୁଜ ଆଙ୍କରଙ୍କୁ ବିରୋଧୀଙ୍କ ବୟକଟ । ଜୁରରୀକାଳୀନ ସ୍ଥିତି କଥା କହି ଇଣ୍ଡିଆ ମେଂଟକୁ ଘେରିଲା ବିଜେପି”
ସନାତନ ବନାମ ଧର୍ମନିରପେକ୍ଷ । ୨୦୨୪ ପାଇଁ ଏଜେଣ୍ଡା ହେଲା କି ସ୍ଥିର ?
କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସନାତନ ଧର୍ମକୁ ନେଇ ରାଜନୀତି ତୀବ୍ର ହୋଇଛି । ଡିଏମକେ ନେତା ଉଦୟନିଧି ଷ୍ଟାଲିନ ନିକଟରେ ସନାତନ ଧର୍ମକୁ ମ୍ୟାଲେରିଆ ଏବଂ କରୋନା ଭାଇରସ ସହିତ ତୁଳନା କରିଥିଲେ ଏବଂ ଏହାର ମୂଳୋତ୍ପାଟନ ବାବଦରେ କହିଥିଲେ । ଏହି ବୟାନ ପରେ ବିରୋଧୀ ବିଜେପିକୁ ପୁଣି ଥରେ ହିନ୍ଦୁତ୍ୱ ପିଚରେ ମ୍ୟାଚ ଖେଳିବାକୁ ସୁଯୋଗ ଦେଇଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମଧ୍ୟପ୍ରଦେଶ ଏବଂContinue reading “ସନାତନ ବନାମ ଧର୍ମନିରପେକ୍ଷ । ୨୦୨୪ ପାଇଁ ଏଜେଣ୍ଡା ହେଲା କି ସ୍ଥିର ?”
ଜମ୍ମୁ କଶ୍ମୀରରେ ସର୍ଚ୍ଚ ଅପରେସନ ଜାରି । ଶୁକ୍ରବାର ଆଉ ଜଣେ ବୀରଙ୍କୁ ହରାଇଲା ଦେଶ, ବର୍ଦ୍ଦି ପିନ୍ଧି କୁନି ଝିଅ ସହିଦ ବାପାକୁ ଦେଲା ଶ୍ରଦ୍ଧାଞ୍ଜଳୀ
କନକ ବ୍ୟୁରୋ : ୬ ବର୍ଷର କୁନି ପୁଅ କବୀର, ନୀରିହ ଆଖିରେ ସେହି ତ୍ରିରଙ୍ଗା ଆଡକୁ ଅନାଉଥିଲା, ଯେଉଁଥିରେ ତା ବାପାଙ୍କ ମରଶରୀର ରହିଛି । ବର୍ଦ୍ଦି ପିନ୍ଧି ବାପାଙ୍କୁ ଶେଷ ସାଲ୍ୟୁଟ୍ ଜଣାଇଛି । ଅଢେଇ ବର୍ଷର କୁନି ଝିଅ ବାଣୀ ନିଜ ବାପାଙ୍କୁ ସାଲ୍ୟୁଟ କରୁଛି, କିନ୍ତୁ ସେ ଏକଥା ଜାଣିନି, ଯେ ତା ବାପା କେବେ ବି ନଫେରିବା ଭଳି ଯାତ୍ରାର ଯାତ୍ରୀ ବନିଯାଇଛନ୍ତି । ବାପା ଚାଲିଯିବାର ଦୁଃଖ କଣ,Continue reading “ଜମ୍ମୁ କଶ୍ମୀରରେ ସର୍ଚ୍ଚ ଅପରେସନ ଜାରି । ଶୁକ୍ରବାର ଆଉ ଜଣେ ବୀରଙ୍କୁ ହରାଇଲା ଦେଶ, ବର୍ଦ୍ଦି ପିନ୍ଧି କୁନି ଝିଅ ସହିଦ ବାପାକୁ ଦେଲା ଶ୍ରଦ୍ଧାଞ୍ଜଳୀ”
ଜୋର ଧରିଲା ଛାତ୍ର ନିର୍ବାଚନ ରାଜନୀତି । ନିର୍ବଚନ କରିବାକୁ ବିଭିନ୍ନ ଛାତ୍ର ସଂଗଠନର ଦାବି
କନକ ବ୍ୟୁରୋ : ଓଡ଼ିଶା ରାଜନୀତିର ତିନି ପ୍ରମୁଖ ଦଳକୁ ପ୍ରନିଧିତ୍ୱ କରୁଥିବା ଏହି ତିନି ନେତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଛାତ୍ର ରାଜନୀତିରୁ । ଛାତ୍ର ରାଜନୀତିରେ ସକ୍ରିୟ ଓ ସଫଳ ହୋଇଥିବା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ନେତା ଅରୁଣ ସାହୁ, ଏବେ ରାଜ୍ୟ ରାଜନୀତିର ପ୍ରମୁଖ ଚେହେରା । ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ଆସି ସଫଳ ହୋଇଥିବା ତାଲିକା ଖୁବ୍ ଲମ୍ବାContinue reading “ଜୋର ଧରିଲା ଛାତ୍ର ନିର୍ବାଚନ ରାଜନୀତି । ନିର୍ବଚନ କରିବାକୁ ବିଭିନ୍ନ ଛାତ୍ର ସଂଗଠନର ଦାବି”
ନୂଆ-ପୁରୁଣା ପେନସନ ବିବାଦ । ଭୁଲ ହେଲା ଖାରବେଳଙ୍କ ଚ୍ୟାଲେଞ୍ଜ
କନକ ବ୍ୟୁରୋ : ନୂଆ ପେନସନ ହଟାଇ ପୁରୁଣା ପେନସନ୍ ଲାଗୁ କରାଯାଉ । ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନରେ ଏହି ଦାବି ଜୋର ଧରିଥିବା ବେଳେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ବୟାନ ବିବାଦକୁ ବଢାଇ ଦେଇଛି । କନକ ନ୍ୟୁଜର ମନୋରଂଜନ ମିଶ୍ର ଲାଇଭ୍ କାର୍ଯ୍ୟକ୍ରମରେ ଭାଗ ନେଇ ଅବସରପ୍ରାପ୍ତ ଶିକ୍ଷକ ମାସକୁ ୭୦୦ରୁ ୮୦୦ ଟଙ୍କା ପେନସନ ପାଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ଖାରବେଳ । କନକ ନ୍ୟୁଜ କାର୍ଯ୍ୟକ୍ରମରେ ସାମିଲContinue reading “ନୂଆ-ପୁରୁଣା ପେନସନ ବିବାଦ । ଭୁଲ ହେଲା ଖାରବେଳଙ୍କ ଚ୍ୟାଲେଞ୍ଜ”
ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ । ଅକ୍ଟୋବର ପହିଲାରୁ ଲାଗୁ ହେବ ନିୟମ
କନକ ବ୍ୟୁରୋ : ଜନ୍ମ ପ୍ରମାଣ ପତ୍ର ପାଇଁ ଲାଗିଛି ଧାଡି । କିଏ ଫର୍ମ ଦାଖଲ କରିବାକୁ ବ୍ୟସ୍ତ ତ ଆଉ କିଏ ପ୍ରମାଣ ପତ୍ର ପାଇବା ପାଇଁ ଅପେକ୍ଷା କରିଛନ୍ତିି । ଆଗକୁ ଏହି ଭିଡ ବଢିବ ବୋଲି ଆଶଙ୍କା କରାଯାଉଛି । କାରଣ ଅକ୍ଟୋବର ପହିଲାରୁ ଜନ୍ମ ପ୍ରମାଣ ପତ୍ରର ବଢିଯିବ ଗୁରୁତ୍ୱ । ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧିତ ଆଇନ, ଦେଶବ୍ୟାପି ଲାଗୁ ହେଲା ପରେ ଜନ୍ମ ପ୍ରମାଣର ମହତ୍ୱContinue reading “ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ । ଅକ୍ଟୋବର ପହିଲାରୁ ଲାଗୁ ହେବ ନିୟମ”
ଚିଟଫଣ୍ଡ ସତ୍ୟପାଠରେ ଫୁଟିଗଲାଣି ଛତୁ । ମାଡ଼ିଗଲାଣି ଲଟା, ଚରିଗଲେଣି ଉଈ ଜମାକାରୀଙ୍କୁ ନ୍ୟାୟ ପାଇଁ ବାଟ ବନ୍ଦ!
କନକ ବ୍ୟୁରୋ : କଟକ ବକ୍ସିବଜାର ପୋଲିସ ଲାଇନରେ ଥିବା ବିଚାର ବିଭାଗୀୟ ଚିଟଫଣ୍ଡ କମିସନଙ୍କ କାର୍ଯ୍ୟାଳୟର ଚିତ୍ର ସାମ୍ନାକୁ ଆସିବା ପରେ ଜମାକାରୀ ସେମାନଙ୍କ ଜମାଟଙ୍କା ଫେରିପାଇବା ନେଇ ସରକାରଙ୍କ ଉପରେ ରଖିଥିବା ବିଶ୍ୱାସ ତୁଟିଯାଉଛି । ସତ୍ୟପାଠ ଦସ୍ତାବିଜ ଉପରେ ଛତୁ ଫୁଟିନାହିଁ ଯେ, ୭ ଲକ୍ଷ ଲୋକଙ୍କ ଟଙ୍କା ଫେରି ପାଇବା ନେଇ ଆଶା ସଂପୂର୍ଣ୍ଣ ମଉଳି ଯାଇଛି । ଉଈ ଲାଗି କିଏ ନଷ୍ଟ ହୋଇଯାଇଛି ତ କାହା ଉପରେ ଲଟାContinue reading “ଚିଟଫଣ୍ଡ ସତ୍ୟପାଠରେ ଫୁଟିଗଲାଣି ଛତୁ । ମାଡ଼ିଗଲାଣି ଲଟା, ଚରିଗଲେଣି ଉଈ ଜମାକାରୀଙ୍କୁ ନ୍ୟାୟ ପାଇଁ ବାଟ ବନ୍ଦ!”