ହାତୀ ଆତଙ୍କରେ ବାଙ୍କୀ ବାସିନ୍ଦା । ଗାଁରେ ହାତୀପଲ୍ଲ ପଶି ଭାଙ୍ଗିପକାଇଲେ ଘରଦ୍ୱାର

କନକ ବ୍ୟୁରୋ: ହାତୀ ଉପଦ୍ରବ ପାଇଁ ଚିନ୍ତାରେ ଅଛନ୍ତି ବାଙ୍କୀବାସୀ । ରାତିରେ ହାତୀ ପଲ ଗାଁରେ ପଶି ଘରଦ୍ୱାର ଭାଙ୍ଗୁଛନ୍ତି । ଫସଲ ମଧ୍ୟ ଦଳି ନଷ୍ଟ କରୁଛନ୍ତି । ହାତୀ କବଳରୁ ଘରକୁ ସୁରକ୍ଷା ଦେବା ପାଇଁ ଘର ଚାରିପଟେ ସୋଲାର ଚାଳିତ ତାରବାଡ଼ ବୁଲାଇଛନ୍ତି ଜାରିଆ ଗାଁର ଲୋକେ । ଏହି ଗାଁରେ ପାଖାପାଖି ୨୦୦ ପରିବାର ରହୁଛନ୍ତି. ଆଉ ପ୍ରାୟ ସମୟରେ ଏଠି ହାତୀ ଉପଦ୍ରବ ଦେଖିବାକୁ ମିଳିଥାଏ. କେଉଁଠି ହାତୀContinue reading “ହାତୀ ଆତଙ୍କରେ ବାଙ୍କୀ ବାସିନ୍ଦା । ଗାଁରେ ହାତୀପଲ୍ଲ ପଶି ଭାଙ୍ଗିପକାଇଲେ ଘରଦ୍ୱାର”

ଖାଉଟିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ୨୨ ପ୍ରତିଶତ ଶସ୍ତାରେ ମିଳିବ ମସୁର ଡାଲି

କନକ ବ୍ୟୁରୋ : ଖାଦ୍ୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସାଧାରଣ ଜନତା ବେଶ ଚିନ୍ତାରେ ଅଛନ୍ତି । କାରଣ କରୋନା ମହାମାରୀ ପରେ ଦେଶରେ ଲୋକଙ୍କର ରୋଜଗାର କମିଛି । ନିଯୁକ୍ତି କ୍ଷେତ୍ରରେ ରାଜ୍ୟଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ବିଫଳ ହୋଇଛନ୍ତି । ଗତ ୪୫ ବର୍ଷ ମଧ୍ୟରେ ଦେଶରେ ସର୍ବାଧିକ ବେରୋଜଗାରୀ ହାର ଦେଖିବାକୁ ମିଳିଛି । ବେରୋଜଗାରୀଙ୍କ ସଂଖ୍ୟା ପାକିସ୍ତାନ ଠାରୁ ଭାରତ ଆଗରେ ରହିଛି ।Continue reading “ଖାଉଟିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ୨୨ ପ୍ରତିଶତ ଶସ୍ତାରେ ମିଳିବ ମସୁର ଡାଲି”

ପୁଣି ସନାତନ ଧର୍ମ ପ୍ରତି କଟୁମନ୍ତବ୍ୟ । ଡିଏମକେ ନେତା ଏ ରାଜା କହିଲେ ସନାତନ ଧର୍ମ ହେଉଛି କୁଷ୍ଠ ଓ ଏଡ୍ସ ଭଳି ।

କନକ ବ୍ୟୁରୋ: ପୁଣି ସନାତନ ଧର୍ମ ପ୍ରତି କଟୁମନ୍ତବ୍ୟ । ଡିଏମକେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜା ଦେଇଛନ୍ତି ବିବାଦୀୟ ମନ୍ତବ୍ୟ । ସେ ସନାତନ ଧର୍ମକୁ କୁଷ୍ଠ ଓ ଏଡ୍ସ ଭଳି ରୋଗ ସହ ତୁଳନା କରିଛନ୍ତି । ଏକ ସଭାରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଏ.ରାଜା । ପୂର୍ବରୁ ସନାତନ ଧର୍ମକୁ ନେଇ ତାଙ୍କରି ଦଳର ନେତା ତଥା ମନ୍ତ୍ରୀ ଉଦୟନିଦ୍ଧି ସନାତନ ଧର୍ମର ମୂଳ ଉତ୍ପାଟନ ସହ ଧର୍ମକୁContinue reading “ପୁଣି ସନାତନ ଧର୍ମ ପ୍ରତି କଟୁମନ୍ତବ୍ୟ । ଡିଏମକେ ନେତା ଏ ରାଜା କହିଲେ ସନାତନ ଧର୍ମ ହେଉଛି କୁଷ୍ଠ ଓ ଏଡ୍ସ ଭଳି ।”

ସେଲ୍ଫି ନେଲା ଆଦିତ୍ୟ ଏଲ ୧ । ପଠାଇଲା ପୃଥିବୀ ଓ ଚନ୍ଦ୍ରଙ୍କର ବିରଳ ଫଟୋ

କନକ ବ୍ୟୁରୋ: ସେଲ୍ଫି ନେଲା ଆଦିତ୍ୟ ଏଲ୧ । ସୂର୍ଯ୍ୟ ମିଶନରେ ଥିବା ସାଟେଲାଇଟ୍ ଆଦିତ୍ୟ ଏଲ୧ ପୃଥିବୀ ଏବଂ ଚନ୍ଦ୍ର ସହ ସେଲ୍ଫି ଉଠାଇଛି । ଆଦିତ୍ୟ ଏଲ୧ ରେ ଖଞ୍ଜା ଯାଇଥିବା କ୍ୟାମେରାରେ ସେଲ୍ଫି ନେଇଛି । ଏନେଇ ଇସ୍ରୋ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଫଟୋରେ ଉଭୟ ପୃଥୀବି ଏବଂ ଚନ୍ଦ୍ର ଦୃଶ୍ୟମାନ ହୋଇଛନ୍ତି । କିନ୍ତୁ ଫଟୋରେ ଚନ୍ଦ୍ର ତୁଳନାରେ ପୃଥୀବି ବହୁତ ବଡ଼ ଦେଖାଯାଛି । ଫଟୋରେContinue reading “ସେଲ୍ଫି ନେଲା ଆଦିତ୍ୟ ଏଲ ୧ । ପଠାଇଲା ପୃଥିବୀ ଓ ଚନ୍ଦ୍ରଙ୍କର ବିରଳ ଫଟୋ”

ନବୀନ ଓ ପାଣ୍ଡିଆନଙ୍କ ଫଟୋକୁ ଟାର୍ଗେଟ କଲା ବିଜେପି । ସଚିବଙ୍କ ଫଟୋ ଥିବା ପୋଷ୍ଟରକୁ ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରିବାକୁ ନେଇ କଟାକ୍ଷ

କନକ ବ୍ୟୁରୋ: ପୂର୍ବରୁ ଜନପ୍ରତିନିଧି ଲୋକଙ୍କ ପାଖକୁ ଯାଉଥିଲେ । ଏବେ ନେତା ସଚିବଙ୍କ ଗୁଣଗାନ କରୁଛନ୍ତି । ଗତକାଲି ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରିବା ପରେ ଏଭଳି ଅଭିଯୋଗ କରିଛି ବିଜେପି । ଅମର ପଟ୍ଟନାୟକ କରିଥିବା ଟ୍ୱିଟରେ ଉଲ୍ଲେଖ ଥିଲା ନବୀନଙ୍କ ଦମ୍ । ଯେଉଁଥିରେ ୧୦ଟି ପଏଣ୍ଟରେ ନବୀନ ସରକାରଙ୍କ ଉପଲବ୍ଧି ବାବଦରେ ଉଲ୍ଲେଖ ଥିଲା । ଆଉ ଏବେ ବିଜେପି କିଛି ପ୍ରଶ୍ନ କରି ହିସାବ ମାଗିଛି ।Continue reading “ନବୀନ ଓ ପାଣ୍ଡିଆନଙ୍କ ଫଟୋକୁ ଟାର୍ଗେଟ କଲା ବିଜେପି । ସଚିବଙ୍କ ଫଟୋ ଥିବା ପୋଷ୍ଟରକୁ ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରିବାକୁ ନେଇ କଟାକ୍ଷ”

ଫାଇଭ୍ ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବୋଲି ମିଳୁଛି ଦଣ୍ଡ । ଏସଏଚଜି ଗ୍ରୁପରୁ ବାହାର କରିଦେବାକୁ ମେମ୍ବରଙ୍କୁ ମିଳୁଛି ଧମକ

କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗନଦେବାରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଗ୍ରୁପରୁ ବାହାର କରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ । ଏହା ସହ ତାଙ୍କ ଅନୁପସ୍ଥିତିରେ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ଋଣ ଉଠାଇବାକୁ ଉଦ୍ୟମ କରାଯାଇଥିବା ରୋଜାଲିନ୍ ପଣ୍ଡା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ମହିଳା ଜଣଙ୍କ କଟକ ସଦର ବିଡ଼ିଓ ଓ କିଶନନଗର ଥାନାରେ ଅଭିଯୋଗ କରିଛନ୍ତି । କଟକ ସଦର ବ୍ଲକ ବୋଧପୁର ପଂଚାୟତରୁ ଆସିଛି ଏଭଳିContinue reading “ଫାଇଭ୍ ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବୋଲି ମିଳୁଛି ଦଣ୍ଡ । ଏସଏଚଜି ଗ୍ରୁପରୁ ବାହାର କରିଦେବାକୁ ମେମ୍ବରଙ୍କୁ ମିଳୁଛି ଧମକ”

ପୁଅ କହିଥିଲେ କଂଗ୍ରେସରୁ ଲଢିବେନି, ବାପା କହିଲେ ପୁଅ କଂଗ୍ରେସରୁ ଅଲବତ ଲଢିବ । ସାନପୁଅକୁ ନେଇ କଣ କହିଲେ ସୁର?

କନକ ବ୍ୟୁରୋ : କାଲି ପୁଅ କହିଥିଲେ କଂଗ୍ରେସରୁ ଲଢିବେନି, ଆଜି ବାପା କହିଲେ ପୁଅ କଂଗ୍ରେସରୁ ଅଲବତ ଲଢିବ । ତାହା ବି ଜଟଣୀ ଆସନରୁ । ଏନେଇ ସ୍ପଷ୍ଟ କରିଛନ୍ତି ଜଟଣୀରୁ କଂଗ୍ରେସ ବିଧାୟକ ଥିବା ସୁରେଶ ରାଉତରାୟ । ପୁଅ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାର ୨୪ ଘଣ୍ଟା ବିତିନଥିବା ବେଳେ ସୁର ଏନେଇ ସ୍ପଷ୍ଟ ମତ ରଖିଛନ୍ତି । ସୁର କହିଛନ୍ତି, ଆଗାମୀ ନିର୍ବାଚନରେ ମୁଁ ଲଢିବିନି । ଜଟଣୀରେ ସାନ ପୁଅContinue reading “ପୁଅ କହିଥିଲେ କଂଗ୍ରେସରୁ ଲଢିବେନି, ବାପା କହିଲେ ପୁଅ କଂଗ୍ରେସରୁ ଅଲବତ ଲଢିବ । ସାନପୁଅକୁ ନେଇ କଣ କହିଲେ ସୁର?”

କିରୁଥିକା ପ୍ରଭାକରନଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚ୍ୟାଲେଞ୍ଜ । ଲୋକଙ୍କୁ ନେଇ କେନାଲ ଖୋଳିଲେ ସାଂସଦ

କନକ ବ୍ୟୁରୋ: ବ୍ୟବସାୟୀ କିରୁଥିକା ପ୍ରଭାକରନଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚ୍ୟାଲେଞ୍ଜ । କେନାଲ ଖୋଳିଲେ ଅପରାଜିତା । ପୂର୍ବରୁ ପ୍ରଭାକରନଙ୍କ ପତ୍ନୀଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗ ଆଣିଥିଲେ ଅପରାଜିତା । ଆଉ ଏବେ ସିଧା ଲୋକଙ୍କୁ ସାଙ୍ଗରେ ନେଇ ଜମି ଖୋଳିଛନ୍ତି ବିଜେପିର ଏହି ଫାୟାର ବ୍ରାଣ୍ଡ ନେତ୍ରୀ । କିରୁଥିକା ପ୍ରଭାକରନ ଜମି ହଡ଼ପ କରିବା ସହ କେନାଲ ପାଣି ଅଟକାଇଥିବା ଅଭିଯୋଗ ରହିଛି । ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲContinue reading “କିରୁଥିକା ପ୍ରଭାକରନଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚ୍ୟାଲେଞ୍ଜ । ଲୋକଙ୍କୁ ନେଇ କେନାଲ ଖୋଳିଲେ ସାଂସଦ”

ଆନ୍ଧ୍ରର ଆଉ ଏକ ଯୋଜନା ବଦ୍ଧ ଷଡ଼ଯନ୍ତ୍ର । ଗଜପତି ସୀମାରେ ପଶି କେନାଲ ସଫା କରୁଛି ଆନ୍ଧ୍ର । ଚୁପ ବସିଛି ଜଳସେଚନ ବିଭାଗ

କନକ ବ୍ୟୁରୋ: ଓଡ଼ିଶା ଦଖଲ ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର ଚଳାଇଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ । ଗଜପତି ଜିଲ୍ଲାର ଓଡ଼ିଶା ସୀମାରେ ପଶି କେନାଲ ସଫା କରୁଛନ୍ତି ଆନ୍ଧ୍ର ସରକାରଙ୍କ ଜଳସେଚନ ବିଭାଗର ଅଧିକାରୀ । କେନାଲ ସଫା ନାଁରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ହେଲେ କେନାଲରେ ପାଣି ପହଞ୍ଚୁନାହିଁ କିଛି ସଫା ମଧ୍ୟ ହୋଉନାହିଁ । ଫଳରେ ଚାଷୀ ମାନେ ଅନେକ ସମସ୍ୟାContinue reading “ଆନ୍ଧ୍ରର ଆଉ ଏକ ଯୋଜନା ବଦ୍ଧ ଷଡ଼ଯନ୍ତ୍ର । ଗଜପତି ସୀମାରେ ପଶି କେନାଲ ସଫା କରୁଛି ଆନ୍ଧ୍ର । ଚୁପ ବସିଛି ଜଳସେଚନ ବିଭାଗ”

‘ପ୍ରତ୍ୟେକ ଦେଶର ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ଅଛି’

ରୁଷରୁ ତେଲ କିଣିବା ନେଇ ଭାରତ ଉପରେ ଆମେରିକା ତାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି । ହ୍ଵାଇଟ ହାଉସର ଅଧିକାରୀ ଜନ୍ କିର୍ବି ବୁଧବାର (୬ ସେପ୍ଟେମ୍ବର) ଦିନ କହିଛନ୍ତି ଯେ ଭାରତ ସମେତ ପ୍ରତ୍ୟେକ ସାର୍ବଭୌମ ଦେଶମାନେ ଯେ କୌଣସି ଦେଶରୁ ତୈଳ କିମ୍ବା ତୈଳଜାତ ପଦାର୍ଥ କିଣିବାର ଅଧିକାର ରହିଛି । ଏକ ପ୍ରଶ୍ନରେ ଜନ୍ କିର୍ବିଙ୍କୁ ରୁଷଠାରୁ ଭାରତ ତେଲ କିଣିବା ପ୍ରସଙ୍ଗରେ ପଚରାଯାଇଥିଲା ।  ଏହା ଉପରେ କିର୍ବି କହିଛନ୍ତିContinue reading “‘ପ୍ରତ୍ୟେକ ଦେଶର ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ଅଛି’”

Design a site like this with WordPress.com
Get started