କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ବିକାଶର ବିକଳ ଚିତ୍ର । ରାସ୍ତା ନଥିବାରୁ ଗାଁକୁ ପଶିପାରିଲାନି ଆମ୍ବୁଲାନ୍ସ । ରୋଗୀଙ୍କୁ ବାଉଁଶ ଓ ଲୁଗା ଜରିଆରେ ବୋହିନେଲେ ସ୍ୱେଛାସେବୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧୀନସ୍ଥ ଖାଲିନା ପଞ୍ଚାୟତରୁ ଆସିଛି ଏଭଳି ଦୃଶ୍ୟ । କାଦୁଅ ପାଣି ମାଟି, ବିଲ ମଝିରେ ରୋଗୀଙ୍କୁ କିପରି ବୁହା ହୋଇ ନିଆହେଲା । ଖଲିନା ଗାଁର ନିତ୍ୟାନନ୍ଦ ରାଉଳ ପଡ଼ିଯାଇ ଆହତ ହୋଇଥିଲେ । ନିଚେ ଚାଲିପାରୁContinue reading “ଗାଁକୁ ରାସ୍ତା ନାହିଁ ବୋଲି ଆସିପାରିଲାନି ଆମ୍ବୁଲାନ୍ସ । ବାଉଁଶ ଓ ଲୁଗା ଜରିଆରେ ରୋଗୀଙ୍କୁ ବୋହିନେଲେ ସ୍ୱେଚ୍ଛାସେବୀ । ସାମ୍ନାକୁ ଆସିଲା ବିକାଶର ବିକଳ ଚିତ୍ର”
Tag Archives: News
ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବିଏମସି ଗାଡି । ଅଳ୍ପକେ ବଞ୍ଚିଲା ଡ୍ରାଇଭରଙ୍କ ଜୀବନ
କନକ ବ୍ୟୁରୋ: ହୁୁତୁ ହୁତୁ ହୋଇ ଜଳିଗଲା ବିଏମସି ଗାଡ଼ି । ରାଜଧାନୀର ନୟାପଲ୍ଲୀରେ ବିଏମସି ସଫେଇ ଗାଡ଼ିରେ ନିଆ ଲାଗି ଯାଇଥିଲା । ରାସ୍ତା ସଫା କରୁଥିବା ବେଳେ ହଠାତ୍ ନିଆଯାଇଥିଲା । ଗାଡ଼ିରେ ନିଆଁ ଲାଗିଯାଇଥିବା ଦେଖି ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ଦୌଡ଼ିଥିଲେ । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । The post ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବିଏମସି ଗାଡିContinue reading “ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବିଏମସି ଗାଡି । ଅଳ୍ପକେ ବଞ୍ଚିଲା ଡ୍ରାଇଭରଙ୍କ ଜୀବନ”
କଡା ସୁରକ୍ଷା ବଳୟ ଭିତରେ ଦିଲ୍ଲୀ । ଜି-୨୦ ଶିଖର ସମ୍ମିଳନୀ ପାଇଁ ଅନେକ ରୁଟ୍ ବନ୍ଦ, ଗଳିକନ୍ଦିରେ ଯାଞ୍ଚ
କନକ ବ୍ୟୁରୋ: ଜି-୨୦ ଶିଖର ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ । ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ଯବାନ ମୁତୟନ ହେବେ । ୫୦ ହଜାର ପୋଲିସ, ଏନ୍ଏସ୍ଜି, ସିଆରପିଏଫ୍, ସିଏପିଏଫ୍ର ୮୦ ହଜାର ଯବାନ ସୁରକ୍ଷା ଦାୟିତ୍ୱରେ ରହିବେ । ଜି-୨୦ ସମ୍ମିଳନୀ ପୂର୍ବରୁ ମକଡ୍ରିିଲ କରାଯାଇଛି । ବମ୍ ସ୍କ୍ୱାର୍ଡ ପକ୍ଷରୁ ମଧ୍ୟରୁ ଅଭ୍ୟାସ କରାଯାଇଛି । ଜି-୨୦ ସମ୍ମିଳନୀ ପାଇଁ ଆସନ୍ତାକାଲିଠାରୁ ୧୦ ତାରିଖ ପର୍ଯ୍ୟନ୍ତContinue reading “କଡା ସୁରକ୍ଷା ବଳୟ ଭିତରେ ଦିଲ୍ଲୀ । ଜି-୨୦ ଶିଖର ସମ୍ମିଳନୀ ପାଇଁ ଅନେକ ରୁଟ୍ ବନ୍ଦ, ଗଳିକନ୍ଦିରେ ଯାଞ୍ଚ”
ରିଲିଜ ହେଲା ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ । ଫାଷ୍ଟ ଡେ’ରେ ଫାଷ୍ଟ ଶୋ’ ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼
କନକ ବ୍ୟୁରୋ: ବଡ଼ ପରଦାରେ ଶାହାରୁଖଙ୍କ ଫିଲ୍ମ ‘ଜୱାନ’ । ଫାଷ୍ଟ ଡେ’ରେ ଫାଷ୍ଟ ଶୋ’ ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼ । ସିନେମା ଆରମ୍ଭ ପୂର୍ବରୁ ହଲ ଆଗରେ ଡିଜେ ବଜାଇ ନାଚିଲେ ପ୍ରଶଂସକ । ସିନେମାରେ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ୍ ଖାନ୍ । ଆଡଭାନ୍ସ ବୁକିଂ ପାଇଁ ଅଧିକାଂଶ ହଲରେ ମିଳୁନି ଟିକେଟ । ଏପଟେ ମହାରାଜା ହଲ ବାହାରେ ସିନେମା ଦେଖିବାକୁ ଶାହାରୁଖ ପ୍ରଶଂସକ ଗହଳି । The postContinue reading “ରିଲିଜ ହେଲା ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ । ଫାଷ୍ଟ ଡେ’ରେ ଫାଷ୍ଟ ଶୋ’ ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼”
ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ । ରାମ, କୃଷ୍ଣ, ମଦନମୋହନଙ୍କୁ ଧରି ଦୋଳିରେ ବିଜେ ହେବେ ନନ୍ଦ ରାଜା ।
କନକ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ନନ୍ଦ ଉତ୍ସବ । ଦୁର୍ଗା ଜନ୍ମଉତ୍ସବ ନୀତି ସମାପନ ହେବା ପରେ ନନ୍ଦଉତ୍ସବ ନିମନ୍ତେ ଦୋଳିରେ ଅଧିଷ୍ଠିତ ହୋଇଥିବା ରାମ, କୃଷ୍ଣ ଓ ମଦନମୋହନଙ୍କୁ ସେଠାରେ ଏକ ଖଟ ଉପରେ ବିଜେ କରାଯାଏ । ତିନି ବିଗ୍ରହ ମାଜଣା, ମାଳ ଫୁଲ ଲାଗି ଓ ବେଶ ହୁଅନ୍ତି । ଏହାପରେ ସାତ ପାହାଚ ଦ୍ୱାରରେ ଥିବା ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀମନ୍ଦିର ଜଗମୋହନରେ ପଡ଼ିଥିବା ଖଟ ଶେଜContinue reading “ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ । ରାମ, କୃଷ୍ଣ, ମଦନମୋହନଙ୍କୁ ଧରି ଦୋଳିରେ ବିଜେ ହେବେ ନନ୍ଦ ରାଜା ।”
ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୯ ଓ ୧୦ରେ ଜି-୨୦ ବୈଠକରେ ହେବେ ସାମିଲ । ମୋଦୀଙ୍କ ସହ କରିବେ ଦ୍ୱିପାକ୍ଷିକ
କନକ ବ୍ୟୁରୋ: ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ ଜି-୨୦ ବୈଠକରେ ଯୋଗଦେବାକୁ ଭାରତ ଆସିବେ । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ବୈଠକ ଅନୁଷ୍ଠିତ ହେବ । ବାଇଡେନ ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଏହାପରେ ରାଷ୍ଟ୍ରପତି ଜୋContinue reading “ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୯ ଓ ୧୦ରେ ଜି-୨୦ ବୈଠକରେ ହେବେ ସାମିଲ । ମୋଦୀଙ୍କ ସହ କରିବେ ଦ୍ୱିପାକ୍ଷିକ”
ଜାପାନର ମୁନ୍ ମିଶନ । ଏଚ-ଆଇଆଇଏ ରକେଟ୍ ମାଧ୍ୟମରେ ଚନ୍ଦ୍ରକୁ ଯାନ ପଠାଇଲା ଜାପାନ ।
କନକ ବ୍ୟୁରୋ: ଜାପାନର ମୁନ୍ ମିଶନ । ଚନ୍ଦ୍ରକୁ ଯାନ ପଠାଇଲା ଜାପାନ । ଆଜି ସକାଳୁ ଜାପାନର ଜାତୀୟ ମହାକାଶ ଗବେଷଣା ସଂସ୍ଥା ମୁନ୍ ଲ୍ୟାଣ୍ଡର ଯାନର ଉତକ୍ଷେପଣ କରିଛି । ଗତ ମାସରେ ଏହି ଉତକ୍ଷେପଣ କରାଯିବାର ଥିଲା । ହେଲେ ଖରାପ ପାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । The post ଜାପାନର ମୁନ୍ ମିଶନ । ଏଚ-ଆଇଆଇଏ ରକେଟ୍ ମାଧ୍ୟମରେ ଚନ୍ଦ୍ରକୁ ଯାନ ପଠାଇଲା ଜାପାନ । first appearedContinue reading “ଜାପାନର ମୁନ୍ ମିଶନ । ଏଚ-ଆଇଆଇଏ ରକେଟ୍ ମାଧ୍ୟମରେ ଚନ୍ଦ୍ରକୁ ଯାନ ପଠାଇଲା ଜାପାନ ।”
ଏସିଆନ୍-ଇଣ୍ଡିଆ ଏବଂ ଇଷ୍ଟ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ । ବିମାନ ବନ୍ଦରରେ ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ
କନକ ବ୍ୟୁରୋ: ଏସିଆନ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଏଗି ଗସ୍ତ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଦେଶଗୁଡ଼ିକ ସହିତ ଭାରତର ଭାଗିଦାରୀର ଭବିଷ୍ୟତ ରୂପରେଖ ଉପରେ ଆଲୋଚନା ହେବ । ନୂଆଦିଲ୍ଲୀରୁ ଜାକର୍ତା ଅଭିମୁଖେ ଉଡାଣ ଭରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଇଣ୍ଡିଆ ଏବଂ ଏସିଆନ ମଧ୍ୟରେ ବିସ୍ତୃତ ରଣନୈତିକ ଭାଗିଦାରୀ ନୂଆଦିଲ୍ଲୀ ସହିତ ସମୂହର ସମ୍ପର୍କକୁ ନଆ ଗତି ଦେବ । ଏସିଆନ-ଇଣ୍ଡିଆ ଶିଖର ସମ୍ମିଳନୀରେ ଯୋଗଦେବା ସହ ପୂର୍ବContinue reading “ଏସିଆନ୍-ଇଣ୍ଡିଆ ଏବଂ ଇଷ୍ଟ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ । ବିମାନ ବନ୍ଦରରେ ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ “
ଚଳଚିତ୍ର ‘ଯବାନ’ ପାଇଁ ମିଳୁନି ଟିକେଟ୍ । ହାଉସଫୁଲ ରହିଛି ସିନେମାଘର, ବିକ୍ରି ସରିଲାଣି ସାଢେ ୭ ଲକ୍ଷ ଟିକେଟ୍
କନକ ବ୍ୟୁରୋ : ସବୁଠି ଏବେ ଯବାନର କ୍ରେଜ । କିଙ୍ଗ ଖାନ ଶାହାରୁଙ୍କ ଏହି ବହୁ ପ୍ରତିକ୍ଷିତ ସିନେମା ଦେଖିବାକୁ ଦର୍ଶକଙ୍କ ମନରେ ପ୍ରବଳ ଉତ୍ସାହ ଓ ଉକ୍ରଣ୍ଠା । ୭ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ସିନେମା । ଏଥିପାଇଁ ପ୍ରାୟ ସମସ୍ତ ହଲ୍ ରହିଛି ହାଉସଫୁଲ । କିଙ୍ଗଖାନ୍ଙ୍କ ପ୍ରଂଶସକ ଠାରୁ ଆରମ୍ଭ କରି ସିନେପ୍ରେମୀ ଯାଏଁ ସମସ୍ତେ ‘ଯବାନକୁ ବଡପରଦାରେ ଦେଖିବାକୁ ଚାହିଁରହିଛନ୍ତି । ଏଥିପାଇଁ ଆଡଭାନ୍ସ ଟିକେଟ ବିକ୍ରିରେContinue reading “ଚଳଚିତ୍ର ‘ଯବାନ’ ପାଇଁ ମିଳୁନି ଟିକେଟ୍ । ହାଉସଫୁଲ ରହିଛି ସିନେମାଘର, ବିକ୍ରି ସରିଲାଣି ସାଢେ ୭ ଲକ୍ଷ ଟିକେଟ୍”
ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣରଙ୍କ ପୁସ୍ତକରେ ଦାବି । ବିରଳ ଆଚାର୍ୟ୍ୟ କହିଲେ, ବ୍ୟୟ ବଢ଼ାଇବାକୁ ଚାହୁଁଥିଲେ ସରକାର
କନକ ବ୍ୟୁରୋ : ୨୦୧୮ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଡ଼ ବିବାଦ ହୋଇଥିଲା । ଏବେ ଏନେଇ ନିଜ ପୁସ୍ତକରେ ବଡ଼ ଦାବିକ କରିଛନ୍ତି ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ୟ୍ୟ । ନିଜ ପୁସ୍ତକ ‘କ୍ୱେଷ୍ଟ ଅଫ୍ ରିଷ୍ଟୋରିଂ ଫାଇନାନ୍ସିଆଲ ଷ୍ଟାବିଲିଟି ଇନ୍ ଇଣ୍ଡିଆ’ରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସରକାର ବ୍ୟୟ ଅଟକଳ ବଢ଼ାଇବାକୁ ଚାହୁଁଥିଲେ । ସେଥିପାଇଁContinue reading “ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣରଙ୍କ ପୁସ୍ତକରେ ଦାବି । ବିରଳ ଆଚାର୍ୟ୍ୟ କହିଲେ, ବ୍ୟୟ ବଢ଼ାଇବାକୁ ଚାହୁଁଥିଲେ ସରକାର”