ଘଂଟ ଘଂଟା ସହ ନାଗରା ବାଦ୍ୟରେ ପ୍ରକମ୍ପିତ ହେଉଛି ପରିବେଶ: ଭଲ ବର୍ଷା ପାଇଁ ଡଙ୍ଗର ଉପରେ ମାଆ ସ୍ୱର୍ଗ ମାଉଳିଙ୍କୁ ପୂଜାର୍ଚ୍ଚନା 

କନକ ବ୍ୟୁରୋ: ଘଂଟ ଘଂଟା ସହ ବିଭିନ୍ନ ବାଦ୍ୟରେ ଦୁଲୁୁକୁଛି ପରିବେଶ । ଫୁଲ ଫଳ ଦେଇ ଚାଲିଛି ହୋମ ଯଜ୍ଞ । ଏକାଠି ହୋଇଛନ୍ତି ପୁରା ଗାଁର ଲୋକମାନେ । ନିଅଂଟିଆ ବର୍ଷା ଯୋଗୁ ବଢିଛି ଲୋକଙ୍କ ଚିନ୍ତା । କିଭଳି ଚଳିବ ପରିବାର । କିଭଳି ବଂଚିବେ ଗାଁର ଲୋକେ । ଏନେଇ ଏକାଠି ହୋଇ ଦେବୀଙ୍କୁ ଗୁହାର ଲଗାଇଛନ୍ତି । ପାହାଡ ଉପରେ ନାଗରା ବାଜା ବଜାଇ ମନ୍ତ୍ର ଦ୍ୱାରା ଦେବୀଙ୍କୁ ଅବାହାନContinue reading “ଘଂଟ ଘଂଟା ସହ ନାଗରା ବାଦ୍ୟରେ ପ୍ରକମ୍ପିତ ହେଉଛି ପରିବେଶ: ଭଲ ବର୍ଷା ପାଇଁ ଡଙ୍ଗର ଉପରେ ମାଆ ସ୍ୱର୍ଗ ମାଉଳିଙ୍କୁ ପୂଜାର୍ଚ୍ଚନା “

ମଝି ଚିଲିକାରେ ୨ଘଣ୍ଟା ଅଟକିଲା ଯାତ୍ରୀବାହୀ ଡଙ୍ଗା: ଫସିଲେ ୩୦ରୁ ଅଧିକ ଯାତ୍ରୀ

କନକ ବ୍ୟୁରୋ: ମଝି ଚିଲିକାରେ ଅଟକିଲା ଯାତ୍ରୀ ବାହୀ ଡଙ୍ଗା । ପ୍ରାୟ ୨ଘଂଟା ଧରି ଅଟକିରହିଥିଲା ଯାତ୍ରିବାହୀ ଡଙ୍ଗା । ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଫସିରହିଥିବା ବେଳେ ସେମାନଙ୍କ ମଝି ଚିଲିକାରୁ ଉଦ୍ଧାର କରାଯାଇଛି । ଡଙ୍ଗାଟି ସାତପଡାରୁ ଯାତ୍ରୀଙ୍କୁ ନେଇ ଜହ୍ନିକୁଦା ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମଝି ଚିଲିକାରେ ଅଟକିଯାଇଥିବା ଜଣାପଡିଛି । ସମସ୍ତ ଯାତ୍ରୀଙ୍କୁ ମତ୍ସ୍ୟଜୀବୀଙ୍କ ସହାୟତାର ଉଦ୍ଧାର କରାଯାଇଛି ।Continue reading “ମଝି ଚିଲିକାରେ ୨ଘଣ୍ଟା ଅଟକିଲା ଯାତ୍ରୀବାହୀ ଡଙ୍ଗା: ଫସିଲେ ୩୦ରୁ ଅଧିକ ଯାତ୍ରୀ”

ଜି-୨୦ ବୈଠକରେ ଦିଲ୍ଲୀ ପୁଲିସ ପାଇଁ ଚିନ୍ତା ବଢାଇଲା ବାଇଡେନଙ୍କ କାରକେଡ୍। ଚୀନ କହିଲା ଆମେ ଆଣିବୁ ୨୫ କାର

କନକ ବ୍ୟୁରୋ: ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅତିଥିଙ୍କ ସୁରକ୍ଷା ସହ ସେମାନଙ୍କ ରହିବା ସେମାନଙ୍କ ଖାଦ୍ୟପାନୀୟ, ଟ୍ରାଫିକ ସମସ୍ୟା, ସାଜସଜ୍ଜା ଶେଷ ହୋଇସାରିଛି । ଜି-୨୦ ନେତାଙ୍କ ଶିଖର ସମ୍ମିଳନୀ ପାଇଁ ୧୯ ଦେଶ ଛଡା ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନ ଏବଂ ୟୁରୋପୀୟ ସଂଘର ରାଷ୍ଟ୍ରଧ୍ୟକ୍ଷ ଦିଲ୍ଲୀ ଆସୁଛନ୍ତି । ତେବେ ଅତିଥିଙ୍କ ସୁବିଧା ହିସାବରେ ଦିଲ୍ଲୀରେ ପ୍ରସ୍ତୁତି କରାଯାଉଛି । ଅଲଗା ଅଲଗା ଦେଶରୁContinue reading “ଜି-୨୦ ବୈଠକରେ ଦିଲ୍ଲୀ ପୁଲିସ ପାଇଁ ଚିନ୍ତା ବଢାଇଲା ବାଇଡେନଙ୍କ କାରକେଡ୍। ଚୀନ କହିଲା ଆମେ ଆଣିବୁ ୨୫ କାର”

ବଂଶଧାରା ନଦୀରେ ଭାସିଯାଇ ୨ ଶିଶୁ ନିଖୋଜ: ମିନାଝୋଲ ଶୈବପୀଠକୁ ବୁଲିବାକୁ ଆସିଥିବା ବେଳେ ଅଘଟଣ

କନକ ବ୍ୟୁରୋ: ଶ୍ରାବଣ ଶେଷ ସୋମବାର ଶିବ ଦର୍ଶନ ଓ ଜଳାଭିଷେକ ପାଇଁ ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଥିବା ବେଳେ ମିନାଝୋଲାକୁ ଦର୍ଶନ ପାଇଁ ଆସିଥିବା ଦୁଇ ଶିଶୁ ବଂଶଧାରା ନଦୀରେ ଭାସି ନିଖୋଜ ହୋଇଯାଇଛନ୍ତି। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବଂଶଧାରା ନଦୀ ମଝିରେ ମିନାଝୋଲା ଶିବ ଲିଙ୍ଗ ରହିଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ଗ୍ରାମରୁ ପରିବାର ସହ ଶିବ ଦର୍ଶନ କରିବାକୁ ଆସିଥିବାContinue reading “ବଂଶଧାରା ନଦୀରେ ଭାସିଯାଇ ୨ ଶିଶୁ ନିଖୋଜ: ମିନାଝୋଲ ଶୈବପୀଠକୁ ବୁଲିବାକୁ ଆସିଥିବା ବେଳେ ଅଘଟଣ”

ପ୍ରେସର କୁକରରେ ପିଟି ଲିଭ୍ ଇନ୍ ପ୍ରେମିକାକୁ ହତ୍ୟା: ରାଗରେ ଆସି ୨୪ ବର୍ଷୀୟ ପ୍ରେମିକାର ମୁଣ୍ଡରେ ପିଟିଦେଲା ପ୍ରେସର କୁକର

କନକ ବ୍ୟୁରୋ: ପ୍ରେମିକାକୁ ପ୍ରେସର କୁକରରେ ପିଟି ହତ୍ୟା କଲା ପ୍ରେମିକ । ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟା ଘଟଣା ମନରୁ ନ ଲିଭୁଣୁ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା କାହାଣୀ । ବେଙ୍ଗାଲୁରୁରେ ଲିଭ-ଇନ ରିଲେସନରେ ରହୁଥିବା ଜଣେ ଯୁବକ ନିଜ ପ୍ରେମିକାକୁ ପ୍ରେସର କୁକରରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ୨୪ ବର୍ଷୀୟ ଯୁବକ ବୈଷ୍ଣବ ଓ ଯୁବତୀ ଦେବୀ ଉଭୟ କେରଳର ହୋଇଥିବାବେଳେ ଦୁହେଁ ତିନିContinue reading “ପ୍ରେସର କୁକରରେ ପିଟି ଲିଭ୍ ଇନ୍ ପ୍ରେମିକାକୁ ହତ୍ୟା: ରାଗରେ ଆସି ୨୪ ବର୍ଷୀୟ ପ୍ରେମିକାର ମୁଣ୍ଡରେ ପିଟିଦେଲା ପ୍ରେସର କୁକର”

ବିଶ୍ୱକପ୍ ପୂର୍ବରୁ ବଢିଲା ଅଷ୍ଟ୍ରେଲିଆର ଚିନ୍ତା । ୪ ଖେଳାଳି ଆହତ ହେଇ ଦଳରୁ ଆଉଟ୍ ।

କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ବଢିଲା ଅଷ୍ଟ୍ରେଲିଆର ଚିନ୍ତା । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଦଳର ୪ ଜଣ ଖେଳାଳି ଆହତ ହେଇ ଦଳରୁ ଆଉଟ୍ ହେଇଛନ୍ତି । ଗ୍ଲେନ୍ ମ୍ୟାକ୍ସୱେଲଙ୍କ ସହିତ କଙ୍ଗାରୁ ଦଳର ଅନ୍ୟ ୩ ଜଣ ଖେଳାଳି ଆହତ ହେଇଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ସେମାନଙ୍କୁ ବାଦ୍ ଦିଆଯାଇଛି । ଅଷ୍ଟ୍ରେଲିଆ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କ ସହିତ ମିଚେଲ ଷ୍ଟାର୍କ,Continue reading “ବିଶ୍ୱକପ୍ ପୂର୍ବରୁ ବଢିଲା ଅଷ୍ଟ୍ରେଲିଆର ଚିନ୍ତା । ୪ ଖେଳାଳି ଆହତ ହେଇ ଦଳରୁ ଆଉଟ୍ ।”

ସେପ୍ଟେମ୍ବର ୧୯ରେ ଲଞ୍ଚ ହେବ ଜିଓ ଏୟାର ଫାଇବର। ରିଲାଏନ୍ସ ଏଜିଏମରେ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା

କନକ ବ୍ୟୁରୋ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ୪୬ ତମ ଏଜିଏମରେ ବଡ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ସାରାଦେଶରେ ଜିଓ ଏୟାର ଫାଇବରର ଲଞ୍ଚର ତାରିଖ ଘୋଷଣା ହୋଇଛି । ଆଗାମୀ ଗଣେଶ ଚତୁର୍ଥୀ ଅବସରରେ ଅର୍ଥାତ ସେପ୍ଟେମ୍ବର ୧୯ରେ ଏହି ସେବାକୁ ସାରା ଦେଶରେ ଆରମ୍ଭ କରାଯିବ । ଏହା ଗ୍ରାହକଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବ । କମ୍ପାନୀ ରିଟେଲ ଗ୍ରାହକଙ୍କୁ ଗୋଟିଏ ନିର୍ଦ୍ଧାରିତ ୱାୟାରଲେସ ଆକ୍ସେସ ଡିଭାଇସ ଜରିଆରେ ଏୟାର ଫାଇବରକୁContinue reading “ସେପ୍ଟେମ୍ବର ୧୯ରେ ଲଞ୍ଚ ହେବ ଜିଓ ଏୟାର ଫାଇବର। ରିଲାଏନ୍ସ ଏଜିଏମରେ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା”

ସେପ୍ଟେମ୍ବର ୨ରେ ମିଶନ ସୂର୍ଯ୍ୟ: ସେପ୍ଟେମ୍ବର ୨, ଦିନ ୧୧ଟା ୫୦ରେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-୧

କନକ ବ୍ୟୁରୋ: ସେପ୍ଟେମ୍ବର ୨ ତାରିଖ ଦିନ ୧୧ଟା ୫୦ରେ ସୂର୍ଯ୍ୟ ଅଭିଯାନ ନେଇ ଘୋଷଣା କରିଛି ଇସ୍ରୋ । ଏନେଇ ଟୁଇଟ୍ କରି ସୂଚନା ଦେଇଛି ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର । ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ କରିବାକୁ ପ୍ରସ୍ତୁତ ହୋଇଛି ଭାରତ । ସୂର୍ଯ୍ୟକୁ ନେଇ ଅଧିକ ଅନୁଧ୍ୟାନ କରିବା ପାଇଁ ଇସ୍ରୋ ପକ୍ଷରୁ ଜାରି ରହିଛି ଏହି ଅଭିଯାନ । ଏହି ପରିପ୍ରେକ୍ଷୀରେ ଏକ ମହାକାଶ ଯାନ ସୂର୍ଯ୍ୟ ଅଭିମୁଖେContinue reading “ସେପ୍ଟେମ୍ବର ୨ରେ ମିଶନ ସୂର୍ଯ୍ୟ: ସେପ୍ଟେମ୍ବର ୨, ଦିନ ୧୧ଟା ୫୦ରେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-୧”

ଏମିତି ଲାଲୁ, ନୀତିଶଙ୍କ ସହ କଲେ ବଡ ଖେଳ… କାହିଁକି ନୀତିଶ କହିଲେ ମୁଁ ହେବି ନାହିଁ ମେଣ୍ଟର ସଂଯୋଜକ

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତ ମାସରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିରୋଧୀଙ୍କ ଏକତାକୁ ମଜବୁତ କରିଛନ୍ତି । ବର୍ତ୍ତମାନ ସେ ଖୋଲାଖୋଲି କହିଛନ୍ତି ଯେ ସେ ଇଣ୍ଡିଆ ମେଣ୍ଟର ସଂଯୋଜକ ହେବାକୁ ଚାହୁଁନାହାନ୍ତି । ନୀତିଶ ସୋମବାର ସ୍ପଷ୍ଟ କରିଛନ୍ତି ଯେ ବିରୋଧୀ ମହାମେଣ୍ଟର ସଂଯୋଜକ ହେବାକୁ ତାଙ୍କର ଇଚ୍ଛା ନାହିଁ । ଏହା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଚର୍ଚ୍ଚା ଏହା ହେଉଛି ଯେ ଆରଜେଡି ସୁପ୍ରିମୋContinue reading “ଏମିତି ଲାଲୁ, ନୀତିଶଙ୍କ ସହ କଲେ ବଡ ଖେଳ… କାହିଁକି ନୀତିଶ କହିଲେ ମୁଁ ହେବି ନାହିଁ ମେଣ୍ଟର ସଂଯୋଜକ”

ମଝି ଆକାଶରେ ହାର୍ଟ ସର୍ଜରୀ । ଉଡନ୍ତା ବିମାନରେ ବଞ୍ଚିଗଲା କୁନି ଶିଶୁର ଜୀବନ । ନୂଆ ଜୀବନ ଦେଲେ ଏମ୍ସର ୫ ଡାକ୍ତର ।

କନକ ବ୍ୟୁରୋ: ମଝି ଆକାଶରେ ହେଲା ହାର୍ଟ ସର୍ଜରୀ । ଉଡନ୍ତା ବିମାନରେ ବଞ୍ଚିଲା କୁନି ଝିଅର ଜୀବନ । ରବିବାର ସନ୍ଧ୍ୟାରେ ଭିସ୍ତାରା ଏୟାରଲାଇନ୍ସର ଏକ ବିମାନ ବେଙ୍ଗାଳୁରୁରୁ ଦିଲ୍ଲୀ ଯାଉଥିଲା । ଆଉ ଏହି ବିମାନରେ ୫ ଜଣ ଡାକ୍ତର ଏମିତି କିଛି କରିସ୍ମା କରି ଦେଖାଇଛନ୍ତି, ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଅସଲ କଥା ହେଉଛି, ବିମାନରେ ଯାଉଥିବାବେଳେ, ହଠାତ୍ ଗୋଟିଏ କୁନି ଝିଅର ସ୍ୱାସ୍ଥ୍ୟ ଖରାପ ହେବାକୁContinue reading “ମଝି ଆକାଶରେ ହାର୍ଟ ସର୍ଜରୀ । ଉଡନ୍ତା ବିମାନରେ ବଞ୍ଚିଗଲା କୁନି ଶିଶୁର ଜୀବନ । ନୂଆ ଜୀବନ ଦେଲେ ଏମ୍ସର ୫ ଡାକ୍ତର ।”

Design a site like this with WordPress.com
Get started