ଘରେ ପଶି ଯୁବକଙ୍କ ଆତଙ୍କ ରାଜ : ଝରକାବାଟେ ପରିବାରର ୩ଜଣକୁ ଉଦ୍ଧାର କଲା ପୋଲିସ ଓ ଅଗ୍ନିଶମ ବାହିନୀ; ଅଭିଯୁକ୍ତକୁ କାବୁ କରିବାକୁ ଉଦ୍ୟମ ଜାରି

କନକ ବ୍ୟୁରୋ : ବଲାଙ୍ଗୀରରେ ବନ୍ଧୁକଧାରୀ ଯୁବକଙ୍କ କବଳରୁ ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୋଲିସ ଓ ଅଗ୍ନିଶମ ବାହିନୀ । ୬ଘଂଟାର ଅପରେସନ ପରେ ବନ୍ଧକ ଥିବା ସମସ୍ତଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଓ ପୋଲିସ । ସିଢ଼ି ପକାଇ ଚଢ଼ିବା ସହ ଝରକା କାଚ ଭାଙ୍ଗି ସେହି ବାଟ ଦେଇ ରଶି ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ତେବେ ଅଭିଯୁକ୍ତ ଜଣଙ୍କ ଏବେ ବି ଘର ଭିତରେ ରହିଛି । ଆତ୍ମହତ୍ୟାContinue reading “ଘରେ ପଶି ଯୁବକଙ୍କ ଆତଙ୍କ ରାଜ : ଝରକାବାଟେ ପରିବାରର ୩ଜଣକୁ ଉଦ୍ଧାର କଲା ପୋଲିସ ଓ ଅଗ୍ନିଶମ ବାହିନୀ; ଅଭିଯୁକ୍ତକୁ କାବୁ କରିବାକୁ ଉଦ୍ୟମ ଜାରି”

ପଶ୍ଚମବଙ୍ଗ ସରକାରଙ୍କ ବଡ ଘୋଷଣା । ଜୁନ୍ ୩୦ ତାରିଖ ଯାଏ ରହିବ ଲକଡାଉନ । ଜାଣନ୍ତୁ କଣ ଖୋଲା କଣ ବନ୍ଦ

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଲକଡାଉନ ବେଳେ କିଛି କୋହଳ ନୀତି ଅବଲମ୍ବନ କରିବାକୁ ସିଧା ମନା କରିଦେଇଛନ୍ତି । ରାଜ୍ୟ ମୁଖ୍ୟ ସଚିବ ହରିକୃଷ୍ଣ ଦ୍ୱିବେଦୀ କହିଛନ୍ତି କି ଲକଡାଉନ ବେଳେ ବସ୍, ମେଟ୍ରୋ, ଲୋକାଲ ଟ୍ରେନ୍ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବContinue reading “ପଶ୍ଚମବଙ୍ଗ ସରକାରଙ୍କ ବଡ ଘୋଷଣା । ଜୁନ୍ ୩୦ ତାରିଖ ଯାଏ ରହିବ ଲକଡାଉନ । ଜାଣନ୍ତୁ କଣ ଖୋଲା କଣ ବନ୍ଦ”

ଦିଲ୍ଲୀ ହାଇକୋର୍ଟ : ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ ।

କନକ ବ୍ୟୁରୋ : ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଦେବଙ୍ଗନା କାଲିତା, ନତାଶା ନାରବାଲ ଓ ଜାମିଆ ଛାତ୍ର ଇଳବାଲ ତନହାକୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସେମାନଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ମାମଲାରେ ୟୁଏପିଏ ଆକ୍ଟ ଅଧିନରେ ଗତବର୍ଷ ଗିରଫ୍ କରାଯାଇଥିଲା । ସେମାନଙ୍କୁ ଜାମିନ ଦେବା ବେଳେ କୋର୍ଟ କହିଛନ୍ତି କି “ସରକାରଙ୍କ ନୀତି ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଆତଙ୍କବାଦ କୁହାଯାଇପାରିବ ନାହିଁ” । ଏହାସହ ସେମାନଙ୍କୁ ଜାମିନ ଦେବାContinue reading “ଦିଲ୍ଲୀ ହାଇକୋର୍ଟ : ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ ।”

ସଂକ୍ରମଣ କମିବା ଭିତରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଲ ସୂଚନା : ହସ୍ପିଟାଲ ଉପରେ କମୁଛି ଚାପ; ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଟେଷ୍ଟିଂ, ଟ୍ରାକିଂ ଓ ଆଇସୋଲେସନକୁ ଗୁରୁତ୍ୱ 

କନକ ବ୍ୟୁରୋ : କରୋନା ସଂକ୍ରମଣକୁ କମିବା ପରେ ହସ୍ପିଟାଲ ଉପରୁ ବି ଚାପ କମିବାରେ ଲାଗିଛି । ଏହା ଏକ ଭଲ ସଂକେତ ବୋଲି କୁହାଯାଉଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । କହିଛନ୍ତି, ହସ୍ପିଟାଲ ଉପରୁ ଧିରେ ଧିରେ ଚାପ କମୁଛି । ବେଡ ବର୍ତମାନ ପର୍ଯ୍ୟାପ୍ତ ଅଛି । ଆଇସିୟୁ ଓ ଭେଂଟିଲେଟରରେ ଏବେ ୫୬ ପ୍ରତିଶତ ରୋଗୀ ଅଛନ୍ତି । ସାଧାରଣ ବେଡରେ ୟୁଟିଲାଇଜେସନ ବହୁତContinue reading “ସଂକ୍ରମଣ କମିବା ଭିତରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଭଲ ସୂଚନା : ହସ୍ପିଟାଲ ଉପରେ କମୁଛି ଚାପ; ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଟେଷ୍ଟିଂ, ଟ୍ରାକିଂ ଓ ଆଇସୋଲେସନକୁ ଗୁରୁତ୍ୱ “

ବଲାଙ୍ଗୀରରେ ଘରେ ପଶି ଯୁବକଙ୍କ ଆତଙ୍କରାଜ : ଭିତର ପଟୁ କବାଟ ବନ୍ଦ କରି ବନ୍ଧୁକ ମୁନରେ ପରିବାର ଲୋକକୁ ଭୟଭୀତ କରୁଛି ଦୃବୁର୍ତ

କନକ ବ୍ୟୁରୋ : ବନ୍ଧୁକ ମୁନରେ ବନ୍ଧକ । ବଲାଙ୍ଗୀର ଶାନ୍ତିପଡାରେ ବନ୍ଧୁକ ଦେଖାଇ ଘରେ ପଶି ଆତଙ୍କ ଚଳାଇଛି ଯୁବକ । ମଦନ ମୋହନ ହୋତାଙ୍କ ଘରେ ଦିବା ଲୋକରେ ଜଣେ ଯୁବକ ଘରେ ପଶି ବନ୍ଧୁକ ଦେଖାଇ ଆତଙ୍କ ଚଳାଇଛି । ଘର ଭିତରପଟୁ କବାଟ ବନ୍ଦ ରଖି ଲୋକଙ୍କୁ ଭୟଭୀତ କରୁଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଁଚି ଯୁବକଙ୍କୁ ଆୟତ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏହିContinue reading “ବଲାଙ୍ଗୀରରେ ଘରେ ପଶି ଯୁବକଙ୍କ ଆତଙ୍କରାଜ : ଭିତର ପଟୁ କବାଟ ବନ୍ଦ କରି ବନ୍ଧୁକ ମୁନରେ ପରିବାର ଲୋକକୁ ଭୟଭୀତ କରୁଛି ଦୃବୁର୍ତ”

କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବୀ ନୋଭାଭ୍ୟାକ୍ସ ଟିକା । ସେରମ ଇନଷ୍ଟିଚ୍ୟୁଟରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଉତ୍ପାଦନ ।

କନକ ବ୍ୟୁରୋ : ଆମେରିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା ନୋଭାଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଆସିଛି । ଏହି ଟିକା କରୋନା ବିରୋଧ ଏଢେଇରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଇଛି । ତେଣୁ ନୋଭାଭ୍ୟାକ୍ସର ମଜବୁତ ୍ଡାଟା ଆଧାରରେ ଉତ୍ପାଦନ ସହଯୋଗୀ ଭାବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଭାଗିଦାରୀ ଉତ୍ପାଦକ ଭାବେ ଟିକା ପ୍ରସ୍ତୁତ କରିବାକୁ କହିପାରେ ! ନୋଭାଭ୍ୟାକ୍ସ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ମିଳିତ ଭାବେ ଗୋଟିଏContinue reading “କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବୀ ନୋଭାଭ୍ୟାକ୍ସ ଟିକା । ସେରମ ଇନଷ୍ଟିଚ୍ୟୁଟରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଉତ୍ପାଦନ ।”

ଠିକ୍ ଆଜିର ଦିନରେ ଲଦାଖ୍ ସୀମାନେ ମୁହାଁମୁହିଁ ହୋଇଥିଲେ ଚୀନ୍ ଓ ଭାରତୀୟ ସେନା । ଗଲୱାନ୍ ସଂଘର୍ଷକୁ ପୁରିଲା ବର୍ଷେ, ସହିଦ ବୀର ଯବାନଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି

ଗଲଓ୍ବାନ ସଂଘର୍ଷକୁ ଆଜି ଏକ ବର୍ଷ ପୂରଣ ହୋଇଛି । ଗତ ବର୍ଷ ଏହି ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କୁ ଆଜି ଭାରତୀୟ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯ଼ାଇଛି । ଲେହଠାରେ ଅବସ୍ଥିତ ଯୁଦ୍ଧ ସ୍ମାରକୀରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।ସେନାର ଫାୟାର ଏଣ୍ଡ ଫୁରି କୋରର ମୁଖ୍ୟ ମେଜର ଜେନେରାଲ ଆକାଶ କୌଶିକ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗତ ବର୍ଷ ଏପ୍ରିଲମାସରେ ଯ଼ୁଦ୍ଧାଭ୍ୟାସ କରିବା ନାଁରେ ଚୀନ ସେନାContinue reading “ଠିକ୍ ଆଜିର ଦିନରେ ଲଦାଖ୍ ସୀମାନେ ମୁହାଁମୁହିଁ ହୋଇଥିଲେ ଚୀନ୍ ଓ ଭାରତୀୟ ସେନା । ଗଲୱାନ୍ ସଂଘର୍ଷକୁ ପୁରିଲା ବର୍ଷେ, ସହିଦ ବୀର ଯବାନଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି”

ଚିନ୍ତା ବଢାଉଛି ୫ଜିଲ୍ଲା : ୫ଜିଲ୍ଲାର ସଂକ୍ରମଣ ହାର ୧୦ % ଉପରେ; ଖୋର୍ଦ୍ଧାରେ ସର୍ବାଧିକ ୧୩.୪%

କନକ ବ୍ୟୁରୋ : ରାଜ୍ୟର ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା କମିବା ସହ ସଂକ୍ରମଣ ହାର ମଧ୍ୟ କମି ଚାଲିଛି । ରାଜ୍ୟର ସଂକ୍ରମଣ ହାର ୫.୯୯ ପ୍ରତିଶତକୁ ଖସି ଆସିଛି । ଲକଡାଉନ ଅବଧି ଦିନକ ପରେ ଶେଷ ହେବାକୁ ଯାଉଥିବାବେଳେ ସଂକ୍ରମଣ ହାର କମିବା ଏକ ଭଲ ଖବର ବୋଲି କୁହାଯାଉଛି । ତେବେ ଚିନ୍ତା ବଢ଼ାଉଛନ୍ତି ଖୋର୍ଦ୍ଧା, ନୟାଗଡ, ପୁରୀ, କଟକ ଓ ଯାଜପୁର ଜିଲ୍ଲା । ଏହି ପାଂଚଟି ଜିଲ୍ଲାର ଟେଷ୍ଟContinue reading “ଚିନ୍ତା ବଢାଉଛି ୫ଜିଲ୍ଲା : ୫ଜିଲ୍ଲାର ସଂକ୍ରମଣ ହାର ୧୦ % ଉପରେ; ଖୋର୍ଦ୍ଧାରେ ସର୍ବାଧିକ ୧୩.୪%”

ଶିଶୁଙ୍କ ଶରୀରରେ କୋଭାକ୍ସିନ ଟିକାର ପରୀକ୍ଷଣ : ଆଜିଠାରୁ ଦିଲ୍ଲୀ ଏମ୍ସରେ ଆରମ୍ଭ ହେବ ୬ରୁ ୧୨ ବର୍ଷ ପିଲାଙ୍କ ଚୟନ

ଶିଶୁଙ୍କ ଶରୀରରେ କୋଭାକ୍ସିନ ଟିକାର ପରୀକ୍ଷଣ । ଆଜିଠାରୁ ଦିଲ୍ଲୀର ଏମ୍ସ ମେଡିକାଲରେ କୋଭାକ୍ସିନର କ୍ଲିନିକାଲ ପରୀକ୍ଷା ପାଇଁ ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କର ସ୍କ୍ରିନିଂ ଆରମ୍ଭ କରିବ । ୧୨-୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭାକ୍ସିନର ଗୋଟିଏ ମାତ୍ରା ପାଇଁ କ୍ଲିନିକାଲ୍ ପରୀକ୍ଷା ଶେଷ କରିସାରିଛି । ଭାରତର ଡ୍ରଗ୍ ରେଗୁଲେଟର, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ଅନୁମତି ଦେବା ପରେ ୧୨-୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେContinue reading “ଶିଶୁଙ୍କ ଶରୀରରେ କୋଭାକ୍ସିନ ଟିକାର ପରୀକ୍ଷଣ : ଆଜିଠାରୁ ଦିଲ୍ଲୀ ଏମ୍ସରେ ଆରମ୍ଭ ହେବ ୬ରୁ ୧୨ ବର୍ଷ ପିଲାଙ୍କ ଚୟନ”

ପାଲ ତଳେ ଜୀବନ କଟିଲାଣି ୨୦ ବର୍ଷ… କର୍କଟ ପିଡୀତ ଶଙ୍କରଙ୍କୁ କିଏ ହେବ ଶାହା? ଦୁର୍ଦ୍ଦିନରେ କଟୁଛି ଜୀବନ… ପାଖରେ ନାହିଁ ରାସନ କାର୍ଡ, ଭତ୍ତା ମିଳିବା କଥା ପଚାରେ କିଏ…

ଭୋଟ ବେଳକୁ ନେତାମାନେ ଟଙ୍କା ଦେଇ ଭୋଟ କିଣିନେଉଛନ୍ତି। ହେଲେ ଭତ୍ତା କି ରାସନକାର୍ଡ ସୁବିଧା ହିତାଧିକାରୀଙ୍କୁ ମିଳିପାରୁନି। ଏଭଳି ଦୁର୍ଦିନ ଭିତରେ ଜୀବନ କାଟୁଛନ୍ତି ମହାନଦୀବିହାର ନିକଟସ୍ଥ ଗାନ୍ଧୀପଲ୍ଲୀ ପାଖରେ ରହୁଥିବା ଶଙ୍କର ଚମ୍ପିଆନଙ୍କ ପରିବାର। ପରିବାର କହିଲେ ଶଙ୍କରଙ୍କ ମା’ ଜାନକୀ ଓ ସ୍ତ୍ରୀ ସାବିତ୍ରୀ ଜେନା। ଘର ନଥିବାରୁ ୨୦ ବର୍ଷରୁ ଅଧିକ ସମୟ ଧରି ଏମାନେ ଜରିପାଲ ଭିତରେ ଜୀବନ ବିତାଉଛନ୍ତି। ଶଙ୍କର ପୂର୍ବରୁ କୁଷ୍ଠରୋଗରେ ପୀଡ଼ିତ ଥିଲେ ବି ବିଭିନ୍ନContinue reading “ପାଲ ତଳେ ଜୀବନ କଟିଲାଣି ୨୦ ବର୍ଷ… କର୍କଟ ପିଡୀତ ଶଙ୍କରଙ୍କୁ କିଏ ହେବ ଶାହା? ଦୁର୍ଦ୍ଦିନରେ କଟୁଛି ଜୀବନ… ପାଖରେ ନାହିଁ ରାସନ କାର୍ଡ, ଭତ୍ତା ମିଳିବା କଥା ପଚାରେ କିଏ…”

Create your website with WordPress.com
Get started