‘ଗୁଲାବ’ର ଗତିପଥ କେଉଁଆଡେ? ପଢନ୍ତୁ କଣ କହୁଛନ୍ତି ଆଇଏମଡି ଡିଜି…

କନକ ବ୍ୟୁରୋ: ବାତ୍ୟା ନେଇ ଆଇଏମଡି ଡିଜିଙ୍କ ତାଜା ସୂଚନା । ସାଇକ୍ଲୋନିକ ଷ୍ଟର୍ମ ରୂପରେ ଉପକୂଳ ଅତିକ୍ରମ କରିବ ବାତ୍ୟା ଗୁଲାବ । କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ବାତ୍ୟା । ବାତ୍ୟାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ପବନର ବେଗ ଧିରେଧିରେ ବଢୁଛି, ବର୍ଷା ଆରମ୍ଭ ହୋଇଛି । ପବନର ବେଗ ବଢି ୭୫ରୁ ୮୫ ଯାଏଁ ରହିବ । ତେବେ ବତ୍ୟା ଯୋଗୁଁ ଗଞ୍ଜାମ, ଗଜପତି ଜିଲ୍ଲାରେ ପବନରContinue reading “‘ଗୁଲାବ’ର ଗତିପଥ କେଉଁଆଡେ? ପଢନ୍ତୁ କଣ କହୁଛନ୍ତି ଆଇଏମଡି ଡିଜି…”

୧୨ ଜିଲ୍ଲାରେ ଏକକାଳୀନ ସେରୋ ସର୍ଭେ । ୭୩.୫ ପ୍ରତିଶତ ଲୋକଙ୍କ ପାଖରେ କୋଭିଡ୍ ଆଣ୍ଟିବଡି ।

କନକ ବ୍ୟୁରୋ: ରାଜ୍ୟରେ ପୁରୁଷ ଓ ମହିଳା କ୍ଷେତ୍ରରେ କୋଭିଡ୍ ଆଣ୍ଟିବଡି ସୃଷ୍ଟିକୁ ନେଇ କୌଣସି ତାରତମ୍ୟ ନାହିଁ । ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ କୋଭିଡ୍ ଆଣ୍ଟିବଡି ସୃଷ୍ଟି ହେବା ନେଇ କୌଣସି ବଡ ଧରଣର ପାର୍ଥକ୍ୟ ନାହିଁ । ବର୍ତ୍ତମାନ ସୁଦ୍ଧା ୭୩.୫ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶିକାContinue reading “୧୨ ଜିଲ୍ଲାରେ ଏକକାଳୀନ ସେରୋ ସର୍ଭେ । ୭୩.୫ ପ୍ରତିଶତ ଲୋକଙ୍କ ପାଖରେ କୋଭିଡ୍ ଆଣ୍ଟିବଡି ।”

ଅକ୍ଟୋବର ୧ ତାରିଖରୁ ବଦଳିବାକୁ ଯାଉଛି ଅନେକ ନିୟମ । ଆପଣଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ । ଜାଣନ୍ତୁ କେଉଁ କେଉଁ ନିୟମ ବଦଳିବ ।

କନକ ବ୍ୟୁରୋ : ଅକ୍ଟୋବର ୧ରୁ ବଡ଼ ପରିବର୍ତ୍ତନ । ବଦଳିବ ଅନେକ ନିୟମ, ଆପଣଙ୍କ ଉପରେ ପଡ଼ିବ ପ୍ରଭାବ । ଅକ୍ଟୋବର ୧ ତାରିଖରୁ ହେବାକୁ ଯାଉଛି ଅନେକ ପରିବର୍ତ୍ତନ । ଅକ୍ଟୋବର ପହିଲାରୁ ଆପଣଙ୍କ ବ୍ୟାଙ୍କ ଏବଂ ଏଟିଏମ୍ ସହ ଜଡିତ ଅନେକ ନିୟମ ବଦଳିବାକୁ ଯାଉଛି । କେବଳ ଏତିକି ନୁହେଁ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ମଧ୍ୟ ପରିବର୍ତନ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିୟମ ବଦଳିବାକୁContinue reading “ଅକ୍ଟୋବର ୧ ତାରିଖରୁ ବଦଳିବାକୁ ଯାଉଛି ଅନେକ ନିୟମ । ଆପଣଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ । ଜାଣନ୍ତୁ କେଉଁ କେଉଁ ନିୟମ ବଦଳିବ ।”

ମାଡି ଆସୁଛି ବାତ୍ୟା ଗୁଲାବ, ସୁରକ୍ଷା ଓ ପ୍ରସ୍ତୁତି ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବ ଆସନ୍ତାକାଲି ସକାଳେ କଳିଙ୍ଗପଟ୍ଟନମ୍ ଠାରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୧୦୦ କିଲୋମିଟର ଉପରେ ରହିବ ବୋଳି ଆଇଏମଡି ସତର୍କ କରାଇଛି । ଏହାର ପ୍ରଭାବ ବିଶେଷ ଭାବେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ପଡିବ ବୋଲି କୁହାଯାଇଛି । ଏନେଇ ଉଭୟ ଓଡିଶା ଓ ଆନ୍ଧ୍ର ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରୁ ଲୋକମାନଙ୍କୁContinue reading “ମାଡି ଆସୁଛି ବାତ୍ୟା ଗୁଲାବ, ସୁରକ୍ଷା ଓ ପ୍ରସ୍ତୁତି ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ”

ମାଡି ଆସୁଛି ବାତ୍ୟା ଗୁଲାବ: ଗୋପାଳପୁରଠାରୁ ୧୧୦, କଳିଙ୍ଗପଟ୍ଟନମଠାରୁ ୧୩୦ କିଲୋମିଟର ଦୂରରେ

କନକ ବ୍ୟୁରୋ: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ଗୁଲାବ । ବର୍ତ୍ତମାନ ବାତ୍ୟା ଗୋପାଳପୁରଠାରୁ ୧୧୦ କିଲୋମିଟର ଦୂରରେ ଥିବା ବେଳେ କଳିଙ୍ଗପଟ୍ଟନମଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୧୯ କିମି ବେଗରେ ମାଡି ଆସୁଛି ବାତ୍ୟା । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ବୁଲେଟିନ ମୁତାବକ, ରାତି ୯ଟାରୁ ଆରମ୍ଭ ହେବ ‘ବାତ୍ୟା ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ୨ରୁ ୩ ଘଂଟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ।Continue reading “ମାଡି ଆସୁଛି ବାତ୍ୟା ଗୁଲାବ: ଗୋପାଳପୁରଠାରୁ ୧୧୦, କଳିଙ୍ଗପଟ୍ଟନମଠାରୁ ୧୩୦ କିଲୋମିଟର ଦୂରରେ”

ଅକ୍ଟୋବର ପହିଲାରୁ ଚାଲିବ ନାହିଁ ପୁରୁଣା ଚେକ୍ ବହି , କେମିତି କରିବେ ଅପଡେଟ୍

କନକ ବ୍ୟୁରୋ : ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଜରୁରୀ ଖବର । ଦେଶର ବଡ ୩ ଟି ସାର୍ବଜନୀକ କ୍ଷେତ୍ରରେ ଏବେ ଆପଣଙ୍କ ପୁରୁଣା ଚେକ୍ ବୁକ୍ ଆଉ ଚଳିବ ନାହିଁ । ଯଦି ଆପଣଙ୍କର ସେହି ସବୁ ବ୍ୟାଙ୍କରେ ଆକାଉଣ୍ଟ ରହିଛି ତେବେ ତୁରନ୍ତ ଜାଣନ୍ତୁ କଣ କରିବାକୁ ପଡିବ । କହିରଖୁ କି ଦେଶରେ କିଛି ବ୍ୟାଙ୍କର ପଞ୍ଜିକରଣକୁ କ୍ୟାନସଲ କରି ସରକାର ସେହି ବ୍ୟାଙ୍କଗୁଡିକୁ ଅନ୍ୟ କିଛି ବ୍ୟାଙ୍କ ସହ ମିଶାଇ ଦେଇଛନ୍ତିContinue reading “ଅକ୍ଟୋବର ପହିଲାରୁ ଚାଲିବ ନାହିଁ ପୁରୁଣା ଚେକ୍ ବହି , କେମିତି କରିବେ ଅପଡେଟ୍”

ଆସୁଛି ବାତ୍ୟା: ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

କନକ ବ୍ୟୁରୋ: ଆସୁଛି ବାତ୍ୟା ଗୁଲାବ । ଏହାର ପ୍ରଭାବ ଓଡିଶାର କିଛି ଜିଲ୍ଲାରେ ପଡିବ । ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଗାମୀ ୨୪ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ଜିଲ୍ଲାର କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି,Continue reading “ଆସୁଛି ବାତ୍ୟା: ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ”

ଆମେରିକାରୁ ଫେରି ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ: ମନ କି ବାତରେ ‘ନମାମୀ ଗଙ୍ଗେ’ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ

କନକ ବ୍ୟୁରୋ: ଆମେରିକା ଗସ୍ତରୁ ଫେରିବା ପରେ ମନ କି ବାତର ୮୧ ତମ ସଂସ୍କରଣରେ ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି ମୋଦୀ । ଆସନ୍ତୁ ଜାଣିବା କ’ଣ କହିଛନ୍ତି ମୋଦୀ । ଆଜିକା ଦିନରେ ଆମକୁ ପଣ୍ଡିତ ଦିନ ଦୟାଲଙ୍କ ଉପଦେଶକୁ ମନେ ପକାଇବା ଉଚିତ । ତାଙ୍କ ମତରେ ଆମ ପାଖରେ ଯାହା କିଛି ବି ଅଛି ସବୁ ଏହିContinue reading “ଆମେରିକାରୁ ଫେରି ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ: ମନ କି ବାତରେ ‘ନମାମୀ ଗଙ୍ଗେ’ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ”

ବାତ୍ୟା ‘ଗୁଲାବ’ ଅପଡେଟ୍ । ଗୋପାଳପୁରଠୁ ୧୨୫ କିଲୋମିଟର ଦୂରରେ ‘ଗୁଲାବ’

କନକ ବ୍ୟୁରୋ: ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ ୧୨୫ କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ ୧୬୦ କିଲୋମିଟର ଦୂରରେ ରହିଛି । ପ୍ରାୟ ୫ ଘଂଟା ହେଲା ୧୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ବୁଲେଟିନ ମୁତାବକ, ରାତି ୯ଟାରୁ ଆରମ୍ଭContinue reading “ବାତ୍ୟା ‘ଗୁଲାବ’ ଅପଡେଟ୍ । ଗୋପାଳପୁରଠୁ ୧୨୫ କିଲୋମିଟର ଦୂରରେ ‘ଗୁଲାବ’”

ଆଦିତ୍ୟନାଥଙ୍କ କ୍ୟାବିନେଟ ସମ୍ପ୍ରସାରଣ । ଶପଥ ନେବେ ୮ ମନ୍ତ୍ରୀ, ରାଜଭବନରେ ପ୍ରସ୍ତୁତି ଶେଷ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଆଜି । ଏଥିପାଇଁ ରାଜଭବନରେ ପ୍ରସ୍ତୁତି ଶେଷ ହୋଇଛି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଉତ୍ତରପ୍ରଦେଶର ରାଜନୈତିକ ସମୀକରଣ ବୋଲି କୁହାଯାଉଛି । ଆଗାମୀ ନିର୍ବାଚନ ପୂର୍ବରୁ ଭୋଟ ବ୍ୟାଙ୍କିଙ୍ଗ ରାଜନୀତି ଓ ସମୀକରଣ ପାଇର୍ ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯିବାକୁ ଆଲୋଚନା ହେଉଛି । ଏଥିରେ ୭ରୁ ୮ଜଣ ନୂଆ ମନ୍ତ୍ରୀ ଶପଥ ନେବେ । ଏମାନଙ୍କ ମଧ୍ୟରେ ଅଛନ୍ତି ସଙ୍ଗୀତା ବିନ୍ଦ,Continue reading “ଆଦିତ୍ୟନାଥଙ୍କ କ୍ୟାବିନେଟ ସମ୍ପ୍ରସାରଣ । ଶପଥ ନେବେ ୮ ମନ୍ତ୍ରୀ, ରାଜଭବନରେ ପ୍ରସ୍ତୁତି ଶେଷ”

Create your website with WordPress.com
Get started