ୟୁପି ବିଧାନ ସଭା ନିର୍ବାଚନ । ଦଳ ବାନ୍ଧୁଛି ବଳ, ନେତା ସାଜୁଛନ୍ତି କାଳ

କନକ ବ୍ୟୁରୋ : ୨୦୨୨ ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ପୁଣି ୟୁପିରେ ନିଜର ସ୍ଥିତି ସଦୃଢ କରିବାକୁ ପ୍ରୟାସ ଜାରି ରଖିଛି । ଦଳର ମହାସଚିବ ପ୍ରିୟଙ୍କ ଗାନ୍ଧୀ ଦଳର କର୍ମକର୍ତ୍ତା ଓ ନେତାଙ୍କୁ ନେଇ ଯୋଗୀ ସରକାର ବିରୋଧରେ ବଳ ବାନ୍ଧିବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସର ବଡ ବଡ ନେତା ଦଳଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ପଶ୍ଚିମContinue reading “ୟୁପି ବିଧାନ ସଭା ନିର୍ବାଚନ । ଦଳ ବାନ୍ଧୁଛି ବଳ, ନେତା ସାଜୁଛନ୍ତି କାଳ”

କାର ଭିତରେ ଛଟପଟ ହୋଇ ମରିଥିଲେ ମମିତା । ତଣ୍ଟି ଚିପି ହତ୍ୟା କରିଥିଲା ଗୋବିନ୍ଦ

କନକ ବ୍ୟୁରୋ : କାରରେ ତଣ୍ଟି ଚିପି ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ସାହୁ । ଶ୍ୱାସରୁଦ୍ଧ କାରଣରୁ ମମିତାଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣା ପଡିଛି । ଗୋବିନ୍ଦ ନିଜେ ମମିତାଙ୍କ ତଣ୍ଟି ଚିଥିଲେ । କାର ଭିତରେ ଛଟପଟ ହୋଇ ମମିତାଙ୍କ ଜୀବନ ଚାଲିଯାଇଥିଲା । ସୂଚନା ଅନୁଯାୟୀ, ଏକ ମାରୁତି ୱାଗନ୍-ଆର୍ କାର ଭିତରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଭବାନିପାଟଣାରୁ ଫେରିବା ବାଟରେ ସୈତାନ୍ ଗୋବିନ୍ଦ ସାହୁ ମମିତାଙ୍କୁ କାର ଭିତରେContinue reading “କାର ଭିତରେ ଛଟପଟ ହୋଇ ମରିଥିଲେ ମମିତା । ତଣ୍ଟି ଚିପି ହତ୍ୟା କରିଥିଲା ଗୋବିନ୍ଦ”

ମମିତାଙ୍କ ତଣ୍ଟି ଚିପିଥିଲେ ନିଜେ ଗୋବିନ୍ଦ…କାର ଭିତରେ ଛଟପଟ ହୋଇଥିଲେ ମମିତା; ଲଢେଇ କରି କରି ଚାଲିଗଲା ଜୀବନ

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାରେ ବଡ ଖୁଲାସା । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । କାର ଭିତରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିବା ସୂଚନା ମିଳିଛି । ମମିତାଙ୍କୁ ହତ୍ୟା କରିଥିବା ନେଇ ଜେରା ବେଳେ ପୋଲିସ ନିକଟରେ ଗୋବିନ୍ଦ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି । ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ ଜେସିବି ଡ୍ରାଇଭରକୁ କହିଥିଲେ ଗୋବିନ୍ଦ ସାହୁ । ଦିନକ ପରେ ଗାତ ପୋତିବା ପାଇଁ କହିଥିଲେContinue reading “ମମିତାଙ୍କ ତଣ୍ଟି ଚିପିଥିଲେ ନିଜେ ଗୋବିନ୍ଦ…କାର ଭିତରେ ଛଟପଟ ହୋଇଥିଲେ ମମିତା; ଲଢେଇ କରି କରି ଚାଲିଗଲା ଜୀବନ”

ମମିତାଙ୍କ ପେନଡ୍ରାଇଭରେ ଥିଲା କ’ଣ ? କେଉଁ ତଥ୍ୟ ଥିଲା ଯେ, ମମିତାଙ୍କୁ ମର୍ଡର କରାଯାଇ ପୋତି ଦିଆଗଲା ?

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି । ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋବିନ୍ଦ ସାହୁ ହତ୍ୟାକାଣ୍ଡ କରିଥିବାର ସ୍ୱୀକାର କରିଥିବାବେଳେ ଏବେ ପୁଲିସ ହାତରେ ଲାଗିଛି ଗୋବିନ୍ଦଙ୍କ କାର । ଆଉ କୁହାଯାଉଛି ଯେ ଏହି କାରରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିଲା । କାରଣ କାରକୁ ଜବତContinue reading “ମମିତାଙ୍କ ପେନଡ୍ରାଇଭରେ ଥିଲା କ’ଣ ? କେଉଁ ତଥ୍ୟ ଥିଲା ଯେ, ମମିତାଙ୍କୁ ମର୍ଡର କରାଯାଇ ପୋତି ଦିଆଗଲା ?”

ହେଲିକପ୍ଟରରେ ଗୋବିନ୍ଦଙ୍କ ସ୍କୁଲକୁ ଆସୁଥିଲେ ମନ୍ତ୍ରୀ  । 

କନକ ବ୍ୟୁରୋ: ‘ହେଲିକପ୍ଟରରେ ଗୋବିନ୍ଦଙ୍କ ସ୍କୁଲକୁ ଆସୁଥିଲେ ମନ୍ତ୍ରୀ । ସ୍କୁଲକୁ ନିଜ ଜୀବନ ବୋଲି କହୁଥିଲେ’ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି ବିଜେପି । ମମିତା ମୃତ୍ୟୁ ମାମଲାରେ ଆୟୋଜିତ ମାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି  । ଏଥିରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଗୋଇ ଖୋଳିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଏହି ଘଟଣାରେ ବିଦ୍ୟାଳୟର ସଭାପତି ତଥା ମାଲିକ କୁହାଯାଉଥିବା ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ ସମ୍ପର୍କକୁContinue reading “ହେଲିକପ୍ଟରରେ ଗୋବିନ୍ଦଙ୍କ ସ୍କୁଲକୁ ଆସୁଥିଲେ ମନ୍ତ୍ରୀ  । “

କାହିଁକି ଚୁପ୍ ଦିବ୍ୟଶଙ୍କର? କେବେ ମୌନବ୍ରତ ଭାଙ୍ଗିବେ ମନ୍ତ୍ରୀ?

କନକ ବ୍ୟୁରୋ : ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହରଙ୍କ ହତ୍ୟାକାଣ୍ଡ ଘଟଣାକୁ ତେଜିଛି ରାଜନୀତି । ମମିତା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ସନସାଇଜ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଗିରଫ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଆଉ ସବୁଠୁ ବଡ କଥା ହେଉଛି ଏହି ସ୍କୁଲକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରମ୍ବାର ଆସୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା, ଯେଉଁContinue reading “କାହିଁକି ଚୁପ୍ ଦିବ୍ୟଶଙ୍କର? କେବେ ମୌନବ୍ରତ ଭାଙ୍ଗିବେ ମନ୍ତ୍ରୀ?”

କାରରେ ହତ୍ୟା… ପ୍ଲାଏ ଏବଂ ଟାୟାରରେ ଜଳାଗଲା… ମୃତ ଶରୀର ନଷ୍ଟ ପାଇଁ ପ୍ରଚୁର ଲୁଣ ପଡିଥିଲା । ଗୋବିନ୍ଦ କଳା କାରନାମାର ପର୍ଦ୍ଦାଫାସ

କନକ ବ୍ୟୁରୋ : ମୃତ ଶରୀରରେ ଅତ୍ୟଧୀକ ଲୁଣ ଦେଲେ ଶରୀର ଶୀଘ୍ର ନଷ୍ଟ ହୋଇଯାଇ । ଏକଥା ଗୋବିନ୍ଦକୁ ଭଲଭାବେ ଜଣାଥିଲା । ସେଥିପାଇଁ ମମିତାକୁ ହତ୍ୟା କରିବା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବ ସେଥିପାଇଁ ଅତ୍ୟଧିକ ଲୁଣର ବ୍ୟବହାର କରିଥିଲା ଗୋବିନ୍ଦ । ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ବ୍ଲୁପ୍ରିଣ୍ଟ ହୋଇଥିଲା । ପ୍ରଥମେ ଗାତ ଖୋଳାଗଲା, କାରରେ ହତ୍ୟା କରାଗଲା, ମୃତ ଦେହକୁ ଗାତରେ ପକାଇ ପ୍ଲାଏ ଏବଂContinue reading “କାରରେ ହତ୍ୟା… ପ୍ଲାଏ ଏବଂ ଟାୟାରରେ ଜଳାଗଲା… ମୃତ ଶରୀର ନଷ୍ଟ ପାଇଁ ପ୍ରଚୁର ଲୁଣ ପଡିଥିଲା । ଗୋବିନ୍ଦ କଳା କାରନାମାର ପର୍ଦ୍ଦାଫାସ”

ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ । ଏପର୍ଯ୍ୟନ୍ତ ୪୬ ମୃତଦେହ ଉଦ୍ଧାର, ସଂଖ୍ୟା ବଢିବା ନେଇ ଆଶଂକା

କନକ ବ୍ୟୁରୋ : କେରଳ ସହ ଏବେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଫଳରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି । ସରକାରୀ ସୂତ୍ରରୁ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । ଏହାର କାରଣ ଭାବେ କୁହାଯାଇଛି କି ନୈନିତାଲରେ ଭୂସ୍ଖଳନ ଫଳରେ ଏବେ ବି ଅନେକContinue reading “ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ । ଏପର୍ଯ୍ୟନ୍ତ ୪୬ ମୃତଦେହ ଉଦ୍ଧାର, ସଂଖ୍ୟା ବଢିବା ନେଇ ଆଶଂକା”

ଦେବଭୂମିରେ ପ୍ରକୃତିର ତାଣ୍ଡବ : ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗଲାଣି ୪୦ରୁ ଅଧିକ ଜୀବନ

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଲଗାତାର ୩ ଦିନ ଧରି ଲଗାଣ ବର୍ଷା, ବାଦଲଫଟା ବର୍ଷା‌ ଏବଂ ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଅତି କମ୍‌ରେ ୪୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି । ନୈନିତାଲ୍‌ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଭୂସ୍ଖଳନ ଯୋଗୁଁ ନୈନିତାଲ୍‌କୁ ସଂଯୋଗ ହୋଇଥିବା ୩ଟି ରାସ୍ତା ବନ୍ଦ ହୋଇଯାଇଥିବାରୁ ନୈନିତାଲ ସହ କୌଣସି ସଡ଼କ ଯୋଗାଯୋଗ ନାହିଁ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆକାଶ ମାର୍ଗରୁ ବର୍ଷାContinue reading “ଦେବଭୂମିରେ ପ୍ରକୃତିର ତାଣ୍ଡବ : ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗଲାଣି ୪୦ରୁ ଅଧିକ ଜୀବନ”

ରାଜ୍ୟରେ ଆଉ ୫୫୯ ପଜିଟିଭ, ୨ମୃତ : ୭୧ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଂଟାରେ ୫୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୨୩୮ ଜଣ । ୭୧ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୪, ବୌଦ୍ଧରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦ ଲକ୍ଷ ୩୬ ହଜାର ୫୩୨Continue reading “ରାଜ୍ୟରେ ଆଉ ୫୫୯ ପଜିଟିଭ, ୨ମୃତ : ୭୧ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ”

Create your website with WordPress.com
Get started