କନକ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ- ଶାସକ ଦଳ ମୁହାଁମୁହିଁ । ଉଭୟ ଗୃହରୁ୧ ୪୦ରୁ ଅଧିକ ସାଂସଦ ନିଲମ୍ବନ ପରେ ବିରୋଧୀ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରିଛନ୍ତି । ଗୁରୁବାର ବିରୋଧୀ ସାଂସଦମାନେ ସରକାରଙ୍କ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ । ଇଣ୍ଡିଆ ମେଂଟ ତରଫରୁ ବାହାରିଥିବା ଏହି ଶୋଭାଯାତ୍ରା ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ କରାଯାଇଥିଲା । ଏଥିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ବିରୋଧୀContinue reading “ବିରୋଧୀ-ଶାସକ ମୁହାଁମୁହିଁ: ସଂସଦ ପରିସରରେ ବିରୋଧୀଙ୍କ ହଲ୍ଲାବୋଲ”
Author Archives: Raghaba
ବାରଣାସୀରେ ମୋଦୀ-ପ୍ରିୟଙ୍କା ଲଢ଼େଇ? ପ୍ରିୟଙ୍କାଙ୍କ ପାଇଁ ପ୍ରସ୍ତାବ ଦେଲେ ମମତା!
କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିପାରେ ମୋଦୀ-ପ୍ରିୟଙ୍କା ଟକ୍କର । ଅର୍ଥାତ୍ ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଛିଡ଼ା ହେବେ କି ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ବଡ଼ ପ୍ରସ୍ତାବ ଦେଇଛନ୍ତି । ୨୪ ନିର୍ବାଚନରେ ମୋଦୀଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ଲଢ଼ିବା ପାଇଁ ଦିଦି ପସ୍ତାବ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ପ୍ରଥମେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଣ୍ଡିଆ ମେଂଟରContinue reading “ବାରଣାସୀରେ ମୋଦୀ-ପ୍ରିୟଙ୍କା ଲଢ଼େଇ? ପ୍ରିୟଙ୍କାଙ୍କ ପାଇଁ ପ୍ରସ୍ତାବ ଦେଲେ ମମତା!”
କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା କରୋନା ଭାଇରସର ନୂଆ ଭାରିଆଂଟ ଜେଏନ୍ ଡଟ୍ ୱାନ୍ । କରୋନାର ଏହି ନୂଆ ଭାରିଆଂଟରେ ଏପର୍ଯ୍ୟନ୍ତ ୨୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଗତ ୨୪ ଘଂଟା ଭିତରେ ୩୫୮ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ପୁଣିଥରେ କରୋନା କଡ଼ ଲେଉଟାଉଥିବା କୁହାଯାଉଛି । ବଡ଼ କଥା ହେଉଛି, କରୋନାର ହଟ୍ସ୍ପଟ୍ ପାଲଟିଛି କେରଳ । ଯେଉଁଠାରେ ଗତ ୨୪ ଘଂଟାରେ ତିନି ଜଣଙ୍କContinue reading “କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ”
ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ: ୩ ଯବାନ ସହିଦ
କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ରଜୌରୀରେ ବଡ଼ଧରଣର ଆତଙ୍କୀ ଆକ୍ରମଣ । ଆତଙ୍କୀ ଆକ୍ରମଣରେ ୩ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ରଜୌରୀ-ଥାନାମଣ୍ଡି-ସୁରନକୋଟ ରାସ୍ତାରେ ଥିବା ସାବନି ଅଂଚଳରେ ଏହି ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ତିନି ଜଣ ଯବାନ ସହିଦ ହୋଇଛନ୍ତି । The post ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ: ୩Continue reading “ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ: ୩ ଯବାନ ସହିଦ”
କିଡନୀ ଦେବାକୁ କହି ଠକେଇ: ୧୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ, ଥାନାରେ ଅଟକ ଦମ୍ପତି
କନକ ବ୍ୟୁରୋ: କଟକରେ କିଡନୀ ଦେବାକୁ କହି ଦମ୍ପତିଙ୍କ ଠକେଇ ଅଭିଯୋଗ । ମାମଲାରେ ସ୍ୱା-ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଅଭିଯୋଗ ଅନୁସାରେ, କିଡନୀ ଦେବାକୁ କହି ଏହି ଦମ୍ପତି ସାଢେ ୧୨ ଲକ୍ଷ ଟଙ୍କା ଠକିନେଇଥିଲେ । ଏବେ ଘଟଣାର ସତ୍ୟତା ଖୋଜୁଛି ପୁଲିସ । ଅନ୍ୟମାନଙ୍କ ସଂପୃକ୍ତି ସମ୍ପର୍କରେ ବି ଛାନଭିନ କରାଯାଉଛି । କିଡନୀ ଦେବାକୁ କହି ଠକେଇ କରିଥିବା, ଏହି ଦମ୍ପତିଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବାContinue reading “କିଡନୀ ଦେବାକୁ କହି ଠକେଇ: ୧୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ, ଥାନାରେ ଅଟକ ଦମ୍ପତି”
କାଶ୍ମିରୀ ସନ୍ଦିଗ୍ଧ ସଂପର୍କରେ ସାଂଘାତିକ ସତ: ଧୀରେ ଧୀରେ ଖୋଲୁଛି ଗୁମର
କନକ ବ୍ୟୁରୋ: ଭୁବନେଶ୍ୱରରେ ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ୍ ବୁଖାରୀଙ୍କୁ ତୃତୀୟ ଦିନରେ ଜେରା ଚାଲିଛି । ଜେରାବେଳେ ଆସୁଛି ସଂଘାତିକ ସତ । କେବଳ ଯୁବତୀ ନୁହେଁ, ଯୁବକମାନଙ୍କୁ ବି ଚୂନ ଲଗାଇଛନ୍ତି ଏହି ସନ୍ଦିଗ୍ଧ ଆତଙ୍କବାଦୀ । ଚାକିରୀ କରାଇ ଦେବାକୁ କହି ଲୁଟିଥିଲେ ଟଙ୍କା । ବଡ଼ ବଡ଼ କମ୍ପାନୀରେ ଚାକିରୀ ଦେବାକୁ କହି ବେକାରୀ ଯୁବକମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟିଛି ବୁଖାରୀ । ୧୨ଟି ଡେଟିଙ୍ଗ ଆପରେ ଅଲଗାContinue reading “କାଶ୍ମିରୀ ସନ୍ଦିଗ୍ଧ ସଂପର୍କରେ ସାଂଘାତିକ ସତ: ଧୀରେ ଧୀରେ ଖୋଲୁଛି ଗୁମର”
ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା: ଚାଳକଙ୍କ ପାଇଁ ମାଗଣା ଚା’ ଓ ବିଶ୍ରାମ ବ୍ୟବସ୍ଥା
କନକ ବ୍ୟୁରୋ: ଡ୍ରାଇଭରଙ୍କୁ ଚା ପିଆଇବେ ସରକାର । ଏନ୍ଏଚ୍ରେ ରାତିରେ ମିଳିବ ମାଗଣା ଚା’ । ଭାରୀଯାନ ଚଳାଉଥିବା ଡ୍ରାଇଭରମାନଙ୍କୁ ମାଗଣାରେ ଚା’ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଏନ୍ଏଚ୍ରେ ଥିବା ଢ଼ାବାକୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ସରକାରଙ୍କ ତରଫରୁ ଚାଳକଙ୍କୁ ମାଗଣାରେ ଚା’ ଦିଆଯିବା ସହ ସେଠାରେ ଡ୍ରାଇଭର ବିଶ୍ରାମ କରିପାରିବେ । ଦୀର୍ଘ ସମୟ ଧରିContinue reading “ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା: ଚାଳକଙ୍କ ପାଇଁ ମାଗଣା ଚା’ ଓ ବିଶ୍ରାମ ବ୍ୟବସ୍ଥା”
ନିର୍ବାଚନ ପୂର୍ବରୁ ସରକାରଙ୍କ ମେଗା ପ୍ଲାନ୍: ବିକାଶର ବାର୍ତ୍ତା ବଖାଣିବେ ସରକାର
କନକ ବ୍ୟୁରୋ: ଗାଁ ଗାଁରେ ବିକାଶର କାହାଣୀ କହିବେ ରାଜ୍ୟ ସରକାର । ଏଥିପାଇଁ ଲୋକଙ୍କୁ ବଂଟାଯିବ ଲିଫଲେଟ୍ । ପଂଚାୟତିରାଜ ପକ୍ଷରୁ ଏଥିପାଇଁ ମେଗା ପ୍ଲାନ ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ପଂଚାୟତରେ ୩୦୦ରୁ ୫୦୦ ଲିଫଲେଟ ବଂଟନ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଗାଁ ଗାଁରେ ବିକାଶର କାହାଣୀ ଲୋକଙ୍କୁ ଜଣାଇବେ ସରକାର । କେଉଁଠି କେତେ ଉନ୍ନତି କରିଛନ୍ତି ରାଜ୍ୟ ସରକାର, ତାର ହିସାବ ଲୋକଙ୍କContinue reading “ନିର୍ବାଚନ ପୂର୍ବରୁ ସରକାରଙ୍କ ମେଗା ପ୍ଲାନ୍: ବିକାଶର ବାର୍ତ୍ତା ବଖାଣିବେ ସରକାର”
ବିବାହ ବିଚ୍ଛେଦକୁ ସବୁଜ ସଂକେତ: ବର୍ଷାଙ୍କଠୁ ଅଲଗା ହେବେ ଅନୁଭବ?
କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ ଯୁକ୍ତି ଦର୍ଶାଯାଇଥିଲା, ଯେହେତୁ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଭଳି ସମ୍ପର୍କ ନାହିଁ । ତେଣୁ ଅନୁଭବ ବର୍ଷାଙ୍କୁ ଭରଣ ପୋଷଣ ପାଇଁ କିଛି ଅର୍ଥContinue reading “ବିବାହ ବିଚ୍ଛେଦକୁ ସବୁଜ ସଂକେତ: ବର୍ଷାଙ୍କଠୁ ଅଲଗା ହେବେ ଅନୁଭବ?”
ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି!
କନକ ବ୍ୟୁରୋ: ସ୍ମାର୍ଟସିଟି ରାଉରକେଲାରେ ଆତଙ୍କ ସୃଷ୍ଟି କରିଛି କଲେରା । ଶହ ଶହ ଲୋକ କଲେରାରେ ଆକ୍ରାନ୍ତ ହେବା, ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନର ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ୱେ ବି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ । ଅନ୍ୟପଟେ ଏହି ପ୍ରସଙ୍ଗରେ ତେଜିବାରେ ଲାଗିଛି ରାଜନୀତି । .. ରାଉରକେଲାରେ ସ୍ଥିତି ସୁଧୁରୁଥିବା କୁହାଯାଉଥିବାବେଳେ ପୁଣି ଜଣଙ୍କ ଜୀବନ ନେଇଛି ହଇଜାContinue reading “ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି!”