ସଂସଦ ସୁରକ୍ଷା ତ୍ରୁଟି ପରେ ବଡ ପରିବର୍ତ୍ତନ: ଦିଲ୍ଲୀ ପୋଲିସ ନୁହେଁ ଏଣିକି ସଂସଦ ଭବନର ସୁରକ୍ଷା ଦାୟିତ୍ୱ ସମ୍ଭାଳିବ ସିଆଇଏସଏଫ୍

କନକ ବ୍ୟୁରୋ: ସଂସଦ ସୁରକ୍ଷା ବ୍ୟବସ୍ଥା ନେଇ ବଡ଼ ନିଷ୍ପତି । ଏଣିକି ସୁରକ୍ଷା ଦାୟୀତ୍ୱ ନେବ ସିଆଇଏସ୍ଏଫ୍ । ଏନେଇ ଗୁରୁବାର କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ସୁରକ୍ଷା ଦାୟୀତ୍ୱ ଦିଲ୍ଲୀ ପୁଲିସ ହାତରୁ କାଢିନିଆଯାଇ ସିଆଇଏସଏଫକୁ ଦିଆଯାଇଛି । ବିମାନବନ୍ଦର ପ୍ରୋଟକଲ ଭଳି ସୁରକ୍ଷା ଯାଂଚ ହେବ । ସଂସଦ ଭବନ ବୁଲିବାକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏକ୍ସ-ରେ ସ୍କାନିଂ, ମେଟାଲ ଡିଟେକ୍ଟର ଲଗାଯିବ । ଜୋତା, ମୋଟା ଜାକେଟ, ବେଲ୍ଟର ମଧ୍ୟContinue reading “ସଂସଦ ସୁରକ୍ଷା ତ୍ରୁଟି ପରେ ବଡ ପରିବର୍ତ୍ତନ: ଦିଲ୍ଲୀ ପୋଲିସ ନୁହେଁ ଏଣିକି ସଂସଦ ଭବନର ସୁରକ୍ଷା ଦାୟିତ୍ୱ ସମ୍ଭାଳିବ ସିଆଇଏସଏଫ୍”

ଆଇପିଏଲ ଖେଳିବେ ଆଦିବାସୀ ପୁଅ: ଗୁଜରାଟ ଟିମରେ ଝାଡଖଣ୍ଡର ରବିନ୍, ଧୋନୀଙ୍କ ସହ ରହିଛି ଅନେକ ସାମଞ୍ଜସ୍ୟ

କନକ ବ୍ୟୁରୋ: ଆଇପିଏଲରେ ଜଲୱା ଦେଖାଇବେ ଝାଡଖଣ୍ଡର ଆଦିବାସୀ ପୁଅ । ଝାଡଖଣ୍ଡର ଗୋଟିଏ ଛୋଟିଆ ସହରରୁ ଆସି ଏବେ କ୍ରିକେଟରେ ନିଜ କମାଲ ଦେଖାଇବେ ରବିନ ମିଞ୍ଜ । ଝାଟିମାଟି ଘରୁ ଆଇପିଏଲର ଏହି ଯାତ୍ରା ରବିନ ମିଞ୍ଜଙ୍କ ପାଇଁ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ଛୋଟିଆ ସହରରୁ ସେ ଦେଖିଥିଲେ ବଡ କ୍ରିକେଟର ହେବାର ସ୍ୱପ୍ନ । ଯାହା ଏବେ ପୂରଣ ହେବାକୁ ଯାଉଛି । ହକି, ଫୁଟବଲରେ ସାରା ବିଶ୍ୱରେ ଦବଦବା ରଖିଥିବାContinue reading “ଆଇପିଏଲ ଖେଳିବେ ଆଦିବାସୀ ପୁଅ: ଗୁଜରାଟ ଟିମରେ ଝାଡଖଣ୍ଡର ରବିନ୍, ଧୋନୀଙ୍କ ସହ ରହିଛି ଅନେକ ସାମଞ୍ଜସ୍ୟ”

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ: ବାବୁଙ୍କ ଘରୁ ବାହାରିଲା ଅଧ କିଲୋ ସୁନା

କନକ ବ୍ୟୁରୋ: ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଲ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକContinue reading “ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ: ବାବୁଙ୍କ ଘରୁ ବାହାରିଲା ଅଧ କିଲୋ ସୁନା”

ପୁଣି ସାମ୍ନାକୁ ଆସିଲା ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳା କାରନାମା: ବେକାର ଯୁବକ ଯୁବତୀଙ୍କୁ ଚାକିରିର ଲୋଭ ଦେଖାଇ ଲଗାଉଥିଲା ଚୁନ

କନକ ବ୍ୟୁରୋ: ଭୁବନେଶ୍ୱରରେ ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ୍ ବୁଖାରୀଙ୍କୁ ତୃତୀୟ ଦିନରେ ଜେରା କରୁଛି ଇଂଟେଲିଜେନ୍ସ ବ୍ୟୁରୋ । ଇଂଟେଲିଜେନ୍ସ ବ୍ୟୁରୋର ୭ ଜଣିଆ ଟିମ୍ ଓ ଏସଟିଏଫର ୪ ଜଣ ଅଧିକାରୀ ତାଙ୍କୁ ଜେରା କରୁଛନ୍ତି । ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରାଯାଉଛି । ଜେରା ଭିତରେ ସତ ବଖାଣିଛି ବୁଖାରୀ । ରିମାଣ୍ଡର ତୃତୀୟ ଦିନରେ ପଦାକୁ ଆସିଛି ସଂଘାତିକ ସତ । କେବଳ ଯୁବତୀ ନୁହେଁ, ଯୁବକମାନଙ୍କୁContinue reading “ପୁଣି ସାମ୍ନାକୁ ଆସିଲା ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳା କାରନାମା: ବେକାର ଯୁବକ ଯୁବତୀଙ୍କୁ ଚାକିରିର ଲୋଭ ଦେଖାଇ ଲଗାଉଥିଲା ଚୁନ”

କିଏ ଏହି ‘ସାଗର ମାତା’ ? ଯାହାକୁ ନେଇ ତାଇୱାନ ନିର୍ବାଚନରେ ​​ଚୀନ୍ ନିଜର ଲକ୍ଷ୍ୟ ପୁରଣ କରିବାକୁ ଚାହୁଁଛି ।

ଆସନ୍ତା ମାସରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହା ପୂର୍ବରୁ ଚୀନ୍ ନିଜର ଏକ ଗୁପ୍ତ ଚାଲ୍ ଚଲେଇବାକୁ ଯାଉଛି ।  ଗଣତାନ୍ତ୍ରିକ ଶାସିତ ତାଇୱାନରେ ‘ସାଗର ମାତା’ଙ୍କର ଦଶ ଲକ୍ଷରୁ ଉର୍ଦ୍ଧ ଅନୁଗାମୀ ଅଛନ୍ତି ।  ସି ଜିନପିଙ୍ଗ ପ୍ରଶାସନ ଏହା ମାଧ୍ୟମରେ ତାଇୱାନର ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଆସନ୍ତା ମାସରେ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଚୀନ୍ ସେଠାରେ ନିଜର ଉପସ୍ଥିତି ଜାହିର କରିବା  ପାଇଁContinue reading “କିଏ ଏହି ‘ସାଗର ମାତା’ ? ଯାହାକୁ ନେଇ ତାଇୱାନ ନିର୍ବାଚନରେ ​​ଚୀନ୍ ନିଜର ଲକ୍ଷ୍ୟ ପୁରଣ କରିବାକୁ ଚାହୁଁଛି ।”

ରିହାତିରେ ଗାଡ଼ି ଦେବାକୁ କହି ବଡ଼ ଧରଣର ଠକେଇ । ୫୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଆସିକାର ଦମ୍ପତି ସମେତ ୩ ଜଣ ଗିରଫ

କନକ ବ୍ୟୁରୋ: ୫୦ ପ୍ରତିଶତ ରିହାତିରେ ଗାଡ଼ି ଦେବାକୁ କହି କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ନୟାପଲ୍ଲୀ ଥାନାରେ ଗଞ୍ଜାମ ଆସିକାର ଅଭିଯୁକ୍ତ ଦମ୍ପତିଙ୍କୁ ପଚରାଉଚରା କରାଯାଉଛି । ଏହି ଦମ୍ପତି ରିହାତିରେ ଗାଡ଼ି ଦେବାକୁ କହି ପ୍ରାୟ ଶହେ କୋଟି ଟଙ୍କାରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଏହାସହ କମିଶନରେଟ ପୁଲିସକୁ ବି ଠକିଥିବାContinue reading “ରିହାତିରେ ଗାଡ଼ି ଦେବାକୁ କହି ବଡ଼ ଧରଣର ଠକେଇ । ୫୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଆସିକାର ଦମ୍ପତି ସମେତ ୩ ଜଣ ଗିରଫ”

ଅଲଗା ହେବେ ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । 

କନକ ବ୍ୟୁରୋ: ଅଲଗା ହେବେ ଓଲିଉଡର ଚର୍ଚ୍ଚିତ ଯୋଡି ବର୍ଷା-ଅନୁଭବ । ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ଗୁରୁବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟ ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦଙ୍କୁ ଅନୁମତି ଦେଇଛନ୍ତି । ତେବେ ଏହି ମାମଲାରେ ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିଲେ ତଳକୋର୍ଟ । ଏହାପରେ ତଳକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ । ଆଉ ଏବେ ହାଇକୋର୍ଟ ଏହି ଆବେଦନକୁ ଗ୍ରହଣContinue reading “ଅଲଗା ହେବେ ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । “

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଧାରଣା । ରାଉରକେଲାରେ ଝାଡାବାନ୍ତି ବ୍ୟାପୁଥିବା ବିରୋଧରେ ଉଠାଇଲେ ସ୍ୱର ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଧାରଣା । ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପୁଥିବା ସହ ଏଥିରେ ହୋଇଥିବା ମୃତ୍ୟ ପରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ମିଛ ପ୍ରତିଶ୍ରୁତି ଦେଇ ରାଉରକେଲା ବାସୀଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ମୁକ୍ତିକାନ୍ତ । ରାଉରକେଲାବାସୀଙ୍କ ଅଧିକାରୀ କେବେ ପୂରଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଗତବର୍ଷ ଆଜିର ଦିନରେ ରାଉରକେଲା ବିକାଶ ପାଇଁ ଭୁବନେଶ୍ୱରରେ ଆନ୍ଦୋଳନContinue reading “ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଧାରଣା । ରାଉରକେଲାରେ ଝାଡାବାନ୍ତି ବ୍ୟାପୁଥିବା ବିରୋଧରେ ଉଠାଇଲେ ସ୍ୱର ।”

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପ୍ରଥମେ ଜଗନ୍ନାଥଙ୍କୁ କରାଯିବ ନିମନ୍ତ୍ରଣ । ଆଜି ଅର୍ପଣ ପରେ ବଣ୍ଟାଯିବ କାର୍ଡ

କନକ ବ୍ୟୁରୋ: ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହେବ । ଯଜମାନ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ଠାରୁ ନିମନ୍ତ୍ରଣ ପତ୍ର ବଣ୍ଟନ ହେବ । ନିମନ୍ତ୍ରଣ ପତ୍ର ସହ ଏକContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପ୍ରଥମେ ଜଗନ୍ନାଥଙ୍କୁ କରାଯିବ ନିମନ୍ତ୍ରଣ । ଆଜି ଅର୍ପଣ ପରେ ବଣ୍ଟାଯିବ କାର୍ଡ”

ଜାତୀୟ ରାଜପଥରେ ଭାରିଯାନ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ରାତି ସମୟରେ ଡ୍ରାଇଭରଙ୍କୁ ମାଗଣାରେ ଚା’ ଦେବେ ରାଜ୍ୟ ସରକାର ।

କନକ ବ୍ୟୁରୋ: ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ରାତିରେ ଜାତୀୟ ରାଜପଥରେ ଟ୍ରକ୍, ବସ୍ ଭଳି ଭାରିଯାନ ଚଲାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ପରିବହନ ମନ୍ତ୍ରୀ ଟୁକୁନି ସାହୁ । ତାଙ୍କ କହିବା ମୁତାବକ, ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ଯୋଗାଇ ଦିଆଯିବ । ରାସ୍ତାକଡରେ ଥିବା ହୋଟେଲ ଏବଂ ଢାବାରୁ ଡ୍ରାଇଭରମାନେ ମାଗଣାରେ ଚା’ ପିଇପାରିବେ । ଖାଲି ସେତିକି ନୁହେଁ, ଏହିContinue reading “ଜାତୀୟ ରାଜପଥରେ ଭାରିଯାନ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ରାତି ସମୟରେ ଡ୍ରାଇଭରଙ୍କୁ ମାଗଣାରେ ଚା’ ଦେବେ ରାଜ୍ୟ ସରକାର ।”

Design a site like this with WordPress.com
Get started