କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜଗନ୍ନାଥଙ୍କ ପାଖକୁ ଯାଇଛି ନିମନ୍ତ୍ରଣ ପତ୍ର । ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ କରାଯାଇଛି । ନିମନ୍ତ୍ରଣ ପତ୍ରରେ ଓଲାଗି ହୋଇଥିବା ବାନା ଓ ମହାପ୍ରସାଦ ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ବି ବିସ୍ତୁତ ତଥ୍ୟ ଅଛି । କାଲିଠାରୁ ସେବାୟତ ଦୁଇଭାଗରେ ବିଭକ୍ତ ହୋଇ ନିମନ୍ତ୍ରଣ ପାଇଁ ଯିବେ । ରାଜ୍ୟ ବାହାରକୁ ୧୭ଟି ଟିମ ଓ ରାଜ୍ୟ ଭିତରେContinue reading “ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ”
Author Archives: Raghaba
ଦେଶରେ ଉପରମୁହାଁ ହେଉଛି କରୋନା: ସତର୍କ କଲେ ସରକାର, ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ
କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କରୋନାର ନୂଆ ଭାରିଆଂଟ ଜେଏନ ଡଟ୍ ୱାନ ବ୍ୟାପୁଥିଲେ ବି ସାଂଘାତିକ ହେଉନାହି ାଁ ସାଧାରଣ ଇନଫ୍ଲୁଏଞ୍ଜା ଭଳି ଥଣ୍ଡା, କାଶ ଓ ଜ୍ୱର ଲାଗି ରହୁଛି । ରାଜ୍ୟରେ ଗତ ଡିସେମ୍ବରContinue reading “ଦେଶରେ ଉପରମୁହାଁ ହେଉଛି କରୋନା: ସତର୍କ କଲେ ସରକାର, ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ”
ୱିକେଟ କିପରରୁ ଗ୍ୟାଙ୍ଗଷ୍ଟାର
ଅତିକ ଅହମ୍ମଦର ଫାଇନାନ୍ସର ନଫିସ୍ ବିରିୟାନୀର ମୃତ୍ୟୁ ପରେ ତା ଅପରାଧ ଦୁନିଆରେ ପ୍ରବେଶ କରିବାର କାହାଣୀ ସାମ୍ନାକୁ ଆସିଛି । ଏକଦା ନିଜ ସହରର କ୍ରିକେଟ୍ ମ୍ଯାଚରେ ୱିକେଟ୍ କିପର ହେଉଥିବା ନଫିସ ଖୁବ୍ ଶୀଘ୍ର ଅତିକ୍ ଅହମ୍ମଦ ଗ୍ୟାଙ୍ଗର ପ୍ରିୟପାତ୍ର ବନି ଯାଇଥିଲେ । ଧୀରେ ଧୀରେ ସିଏ ଅତିକ୍ ଗ୍ୟାଙ୍ଗର ଆର୍ଥିକ ହିସାବନିକାଶ ବୁଝିବାକୁ ଲାଗିଲା । ଏକ ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ପରେ ପ୍ରୟାଗରାଜରେ ଏକ ବିରିୟାନୀ ଚେନ୍ ଷ୍ଟୋର ଖୋଲିଥିବା ନଫିସContinue reading “ୱିକେଟ କିପରରୁ ଗ୍ୟାଙ୍ଗଷ୍ଟାର”
ସର୍ବସ୍ୱାନ୍ତ କରିଦେଲା ରାତିର ନିଆଁ । ଗତକାଲି ବିଳମ୍ବିତ ରାତିରେ ଲାଗିଥିବା ନିଆଁରେ ତଳିତଳାନ୍ତ ହୋଇ ଗଲେ ବେଲଗୁଣ୍ଠାର ୫ଟି ପରିବାର ।
କନକ ବ୍ୟୁରୋ: ରାତିରେ ସବୁ କିଛି ଠିକଠାକ୍ ଥିଲା । ଚାଳ ଘରେ ପରିବାରର ସର୍ବଶ୍ୱ ଥିଲା । ହେଲେ ରାତି ପାହି ସକାଳ ହେବା ବେଳକୁ ସବୁ ଅଙ୍ଗାର ପାଲଟିଯାଇଛି । ପାଉଁଶ ହୋଇଯାଇଛି ଆସବାବପତ୍ର, ଧାନ ଚାଉଳ । ରାସ୍ତାକଡକୁ ଚାଲି ଆସିଛନ୍ତି ପୁରା ପରିବାର । ପାଖରେ କେବଳ ପିନ୍ଧିଥିବା ବସ୍ତ୍ରକୁ ଛାଡି ଦେଲେ ଆଉ କିଛି ନାହିଁ । ବିଳମ୍ବିତ ରାତିରେ ଲାଗିଥିବା ନିଆଁ ୫ଟି ପରିବାରକୁ ବାସହରା କରିଦେଇଛି ।Continue reading “ସର୍ବସ୍ୱାନ୍ତ କରିଦେଲା ରାତିର ନିଆଁ । ଗତକାଲି ବିଳମ୍ବିତ ରାତିରେ ଲାଗିଥିବା ନିଆଁରେ ତଳିତଳାନ୍ତ ହୋଇ ଗଲେ ବେଲଗୁଣ୍ଠାର ୫ଟି ପରିବାର ।”
୩ ମାସ ହେଲା ହିତାଧିକାରୀଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ । ଟିପ ଚିହ୍ନ ଓ ଫେସ୍ ସ୍କାନ କରି ବି ଯୋଗାଣ ସହାୟକ ଦେଉନାହାନ୍ତି ଚାଉଳ ।
କନକ ବ୍ୟୁରୋ: ଦେଶରେ କେହି ଭୋକରେ ରହିବେ ନାହିଁ । ସେଥିପାଇଁ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହୋଇଛି । ହିତାଧିକାରୀଙ୍କ ପାଖରେ ରାସନ ସାମଗ୍ରୀ ପହଂଚିବା ପାଇଁ ସରକାର ଡିଲର ନିଯୁକ୍ତି ଦେଇଛନ୍ତି । ମାତ୍ର ମୁନାଫା ଖୋର ମନୋବୃତି ଥିବା ଡିଲରଙ୍କ ପାଇଁ ହିତାଧିକାରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସରକାରୀ ଯୋଜନା କେବଳ ଯୋଜନାରେ ସିମିତ ହୋଇ ରହି ଯାଉଛି । ସେପଟେ ଜିଲ୍ଲାପାଳଙ୍କ ଚିରାଚରିତ ଉତର ଅନୁଧ୍ୟାନ ପରେ ପଦକ୍ଷେପContinue reading “୩ ମାସ ହେଲା ହିତାଧିକାରୀଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ । ଟିପ ଚିହ୍ନ ଓ ଫେସ୍ ସ୍କାନ କରି ବି ଯୋଗାଣ ସହାୟକ ଦେଉନାହାନ୍ତି ଚାଉଳ ।”
କନ୍ଧମାଳରେ ପ୍ରବଳ ଜାଡ । ଜି.ଉଦୟଗିରି ଓ ଫୁଲବାଣୀରେ ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଧନ ଜୀବନ, କାମକୁ ଯାଇ ନପାରି ଭୋଗୁଛନ୍ତି ଖଟିିଖିଆ ।
କନକ ବ୍ୟୁରୋ: ଗତ କିଛି ଦିନ ହେଲା ରାଜ୍ୟରେ ଶୀତ ପଡିଛି । ଗତ ୧୦ ତାରିଖରୁ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି । ପାରଦ ତଳ ମୁହାଁ ହୋଇଛି । ଶୀତ ସହିତ ଘନ କୁହୁଡି ଯୋଗୁଁ ଜାଡ ମାଡରେ ଜିଲ୍ଲା ଥରହର ହେଉଛି । ବେଶ କିଛି ଦିନ ହେଲା ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ହିଁ ରହୁଛି । ବୁଧବାର ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ କନ୍ଧମାଳContinue reading “କନ୍ଧମାଳରେ ପ୍ରବଳ ଜାଡ । ଜି.ଉଦୟଗିରି ଓ ଫୁଲବାଣୀରେ ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଧନ ଜୀବନ, କାମକୁ ଯାଇ ନପାରି ଭୋଗୁଛନ୍ତି ଖଟିିଖିଆ ।”
ଓପନ ହାର୍ଟ ସର୍ଜରୀ ପରେ ବି ନିହାଣ ମୂନରେ ପଥରକୁ ଦେଉଛନ୍ତି ଜୀବନ ରୂପ, ସରକାରଙ୍କ ପକ୍ଷରୁ ମିଳୁଛି ମାତ୍ର ୩ଶହ ଟଙ୍କାର ଭତ୍ତା ।
କନକ ବ୍ୟୁରୋ: କାଳ ସଂସ୍କୃତି ର ରାଜ୍ୟ ଓଡିଶା, ଏହାର ମନ୍ଦିର ପ୍ରସ୍ତର ସବୁ ପୁରାଣ ଇତିହାସର କଥା କହେ।ଆଉ ଏହି ପ୍ରସ୍ତର ଦେହରେ ଖୋଦେଇ କରି ଯେଉଁ ରୂପ କାର ମାନେ ଏହାକୁ ଜୀବନ୍ତ ରୂପ ଦେଇଥାନ୍ତି ସେମାନଙ୍କ ଜୀବନ ଏବେ ଦୃବି ସୟ । ଏମିତି ଜଣେ ପଥର ର ଜୀବନ୍ତ ରୂପ କାର ବିଶ୍ଵକର୍ମା ରମେଶ ମହାରଣା । ଅନେକ ଇତିହାସର ମୁକ ସାକ୍ଷୀ ଖୋର୍ଦ୍ଧା ଜିଲା। ଜିଲାରେ ରହିଛି ମନ୍ଦିର ଗଢ଼ାContinue reading “ଓପନ ହାର୍ଟ ସର୍ଜରୀ ପରେ ବି ନିହାଣ ମୂନରେ ପଥରକୁ ଦେଉଛନ୍ତି ଜୀବନ ରୂପ, ସରକାରଙ୍କ ପକ୍ଷରୁ ମିଳୁଛି ମାତ୍ର ୩ଶହ ଟଙ୍କାର ଭତ୍ତା ।”
କଷ୍ଟ ଦେଉଛି ବିଳମ୍ବିତ ବିହନ । ସରକାରୀ ବିହନ ନମିଳିବାରୁ ଚଢା ଦରରେ ବାହାରୁ ବିହନ ଆଣି ଚାଷୀ ହନ୍ତସନ୍ତ ।
କନକ ବ୍ୟୁରୋ: ଧାନ ପରେ ରବି ଋତୁରେ ଅନେକ ଚାଷୀ ବାଦାମ ଚାଷ କରିଥାନ୍ତି । ଏଥିପାଇଁ ଚାଷୀଙ୍କୁ ସରକାରୀ ସ୍ତରରେ ବିହନ ମିଳିଥାଏ । ହେଲେ ଏବେ ଚାଷୀଙ୍କୁ ମିଳୁନାହିଁ ସରକାରୀ ବିହନ । ତେଣୁ ଅଧିକ ଖର୍ଚ୍ଚାନ୍ତ ହୋଇ ଚିନ୍ତାରେ ପଡିଛନ୍ତି ଚାଷୀ । ପୁରୀ କଣାସ ବ୍ଲକର ଗଡସାନପୁଟ, ଗଡବଡପୁଟ, ପାଣ୍ଡିଆକେରା, ତ୍ରିଲୋଚନପୁର ଆଦି ବିଭିନ୍ନ ପଂଚାୟତର ହଜାର ବାଦାମ ଚାଷୀ ବିହନକୁ ଚିନ୍ତାରେ ପଡିଛନ୍ତି । ସରକାରୀ ବିହନ ମିଳୁନଥିବାରୁ ଚାଷୀContinue reading “କଷ୍ଟ ଦେଉଛି ବିଳମ୍ବିତ ବିହନ । ସରକାରୀ ବିହନ ନମିଳିବାରୁ ଚଢା ଦରରେ ବାହାରୁ ବିହନ ଆଣି ଚାଷୀ ହନ୍ତସନ୍ତ ।”
ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ: ସ୍ୱାମୀଙ୍କ ପରେ ଝାଡାବାନ୍ତିରେ ଚାଲିଗଲେ ସ୍ତ୍ରୀ
କନକ ବ୍ୟୁରୋ: ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ । ଆଇଜିଏଚରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସାବିତ୍ରୀ ଗିରି । ଗତ ସୋମବାର ଝାଡାବାନ୍ତି ହେବା ପରେ ୪୧ ବର୍ଷ ବୟସ୍କ ସାବିତ୍ରୀ ଆଇଜିଏଚ ମେଡିକାଲରେ ଭର୍ତି ହୋଇଥି । ଉଦବେଗର କଥା ହେଉଛି ପୂର୍ବରୁ ହଇଜାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ସେହି ହଇଜାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ ସ୍ତ୍ରୀ ।Continue reading “ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ: ସ୍ୱାମୀଙ୍କ ପରେ ଝାଡାବାନ୍ତିରେ ଚାଲିଗଲେ ସ୍ତ୍ରୀ”
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ
କନକ ବ୍ୟୁରୋ: ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ । ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି ଶ୍ରମନ୍ଦିର ଯାଇଥିଲା । ସେଠାରେ ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହୋଇଛି । ପାଟ ପଟୁଆରରେ ଜଗନ୍ନାଥଙ୍କ ପାଖକୁ ଯାଇଥିଲା ଏହି ନିମନ୍ତ୍ରଣ ପତ୍ର । ମହାପ୍ରଭୁଙ୍କ ପରେ ପ୍ରଭୁ ନୃସିଂହ, ମା ବିମଳା, ମା ମଙ୍ଗଳା ଓ ଶେଷରେ ପଂଚୁ ପାଣ୍ଡବଙ୍କୁContinue reading “ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ”