ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ନାଲି ଆଖି: ଆନ୍ଦୋଳନ ଉପରେ ଲାଗିଲା କଟକଣା, ଏସମା ଅବଧି ୬ ମାସ ବଢାଇଲେ ସରକାର

କନକ ବ୍ୟୁରୋ: ଏହା କେବଳ ଏକ ସରକାରୀ ବିଜ୍ଞପ୍ତି ନୁହେଁ । ହକ ପାଇଁ ନ୍ୟାୟ ପାଇଁ ସ୍ୱର ଉଠାଉଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଏହା ସରକାରଙ୍କ ନାଲି ଆଖି । ବିଜ୍ଞପ୍ତି ଅନୁସାରେ ଏସମା ଅବଧିକୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ୍ ୬ ମାସ ଯାଏଁ ସରକାରୀ ସ୍ୱାସ୍ଥ୍ୟ ସେବାରେ ସଂପୃକ୍ତ କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ କି ଧାରଣାରେ ବସିପାରିବେ ନାହିଁ । ନର୍ସ, ପାରାମେଡିକ୍ସ ଓ ଟେକ୍ନିସିଆନଙ୍କ ପାଇଁContinue reading “ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ନାଲି ଆଖି: ଆନ୍ଦୋଳନ ଉପରେ ଲାଗିଲା କଟକଣା, ଏସମା ଅବଧି ୬ ମାସ ବଢାଇଲେ ସରକାର”

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଂଚଲ୍ୟ: ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ବେଳେ ଅଘଟଣ, ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ବଡପଡା ଗାଁରେ ଅଘଟଣ । ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ସମୟରେ ନିଆଁଲାଗି ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ନିଆଁରେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ବଡପଡା ଗାଁରେ ଏକ ବରଯାତ୍ରୀରେ ସାମିଲ ହେବାକୁ ଲୋକେ ଏକାଠି ହୋଇଥିଲେ । ବରପକ୍ଷଙ୍କୁ ପେଟ୍ରୋଲ ବଂଟାଯାଇଥିଲା । ଏହି ସମୟରେ ଜଣେ ଲୋକ ସିଗାରେଟ୍ ଟାଣୁଥିବାବେଳେ ଅରବିନ୍ଦ ମଲ୍ଲିକଙ୍କ ଘରେ ନିଆଁଲାଗିଯାଇଥିଲା । ଫଳରେ ତାଙ୍କ ପାଂଚବର୍ଷରContinue reading “କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଂଚଲ୍ୟ: ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ବେଳେ ଅଘଟଣ, ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ”

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ବିକ୍ଷୋଭ । କ୍ଷମା ଦାବି କରି ସଂସଦଭବନ ପରିସରରେ ମହୁଆ ମୋଇତ୍ରାଙ୍କ ଧାରଣା

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ପ୍ରତିବାଦ । ଗୁୁରୁବାର ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଛିଡା ହୋଇ ଜୋରଦାର ପ୍ରତିବାଦ କରିଛନ୍ତି ଟିଏମସିର ମହିଳା ସାଂସଦ । ଗିରିରାଜ ମମତାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଟିଏମସି । ସେପଟେ ଗୀରିରାଜ କହିଛନ୍ତି ତାଙ୍କୁ ଟିପ୍ପଣୀକୁ ଅତି ରଂଜିତ କରାଯାଉଛି । ମମତା ବାନାର୍ଜୀଙ୍କୁ ନେଇ କୌଣସି ଆପତିଜନକ ବୟାନ ଦେଇ ନାହାଁନ୍ତି ।Continue reading “କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ବିକ୍ଷୋଭ । କ୍ଷମା ଦାବି କରି ସଂସଦଭବନ ପରିସରରେ ମହୁଆ ମୋଇତ୍ରାଙ୍କ ଧାରଣା”

ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ କହିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ ଗୁରୁବାର ସିନେମା ଆନିମଲରେ ସ୍ଥାନ ପାଇଥିବା ହିଂସାତ୍ମକ କାହାଣୀକୁ ବିରୋଧ କରିଛନ୍ତି । ରଂଜିତ ରଂଜନ କହିଥିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ । କାହା ଅନୁମତିର ଏଭଳି ସିନେମା ପ୍ରସାରଣ ପାଇଁ ଅନୁମତି ଦିଆଯାଉଛି । ଯୁବବର୍ଗ ଓ ଛୋଟ ଛୁଆଙ୍କ ଉପରେ ଏହାର ବେଶ ଖରାପ ପ୍ରଭାବ ପଡୁଛି ।Continue reading “ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ କହିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ”

ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଂଝା,ଦ୍ୱନ୍ଦରେ ଶୀର୍ଷ ନେତା । ୩ରାଜ୍ୟର ଫଳାଫଳକୁ ୪ଦିନ ବିତିଥିଲେ ବି ସସପେନ୍ସ ଜାରି

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ବାହାରିବା ୪ଦିନ ବିତିଲାଣି କିନ୍ତୁ ୩ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ଏବେ ସୁଦ୍ଧା ସ୍ଥିର ହୋଇପାରୁନି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନକୁ ଯଦିଓ ବିଜେପି କବଜା କରିସାରିଛି ସେପଟେ ସରିନି ଅଙ୍କକଷା । ସବୁଠୁ ଅଧିକ ଫୋକସରେ ରହିଛି ରାଜସ୍ଥାନ । ୫ବର୍ଷ ପରେ ବିଜେପି ଶାସନକୁ ଫେରିଛି । ତେଣୁ ଭାବି ବିଚାରି ମୁଖ୍ୟମନ୍ତ୍ରୀ ଚେହେରା ଉପରେ ମୋହର ମାରିବାକୁ ଚାହୁଁଛି ଦଳ । ତେବେ ମୁଖ୍ୟମନ୍ତ୍ରୀContinue reading “ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଂଝା,ଦ୍ୱନ୍ଦରେ ଶୀର୍ଷ ନେତା । ୩ରାଜ୍ୟର ଫଳାଫଳକୁ ୪ଦିନ ବିତିଥିଲେ ବି ସସପେନ୍ସ ଜାରି”

ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ୮ହଜାର ଅତିଥିଙ୍କୁ ନିମନ୍ତ୍ରଣ । ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ବିରାଟ କୋହଲୀ ସହ ଯୋଗଦେବେ ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତି

କନକ ବ୍ୟୁରୋ : ପାଖେଇ ଆସୁଛି ଶୁଭ ସମୟ । ଜାନୁଆରୀ ୨୨ରେ ହେବ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପାଖାପାଖି ୮ହଜାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯିବ । ସ୍ୱତନ୍ତ୍ର ଭାବେ ୩୨ଶହ ସନ୍ଥଙ୍କୁ ନିମନ୍ତ୍ରଣ ଦିଆଯାଇଛି । ରାଜନୀତି, ଶିଳ୍ପପତି, କ୍ରିକେଟର, ସିନେ ଜଗତ ଓ ଧର୍ମଗୁରୁ ଯୋଗ ଦେବେ । ଅତିଥି ତାଲିକାରେ କ୍ରିକେଟର ବିରାଟ କୋହଲୀ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର. ବରିଷ୍ଠ ଅଭିନେତା ଅମିତାଭContinue reading “ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ୮ହଜାର ଅତିଥିଙ୍କୁ ନିମନ୍ତ୍ରଣ । ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ବିରାଟ କୋହଲୀ ସହ ଯୋଗଦେବେ ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତି”

ପିଓକେ ପ୍ରସଙ୍ଗରେ ପୁଣି ବିଜେପି-କଂଗ୍ରେସ ମୁହାଁମୁହିଁ । ନେହେରୁଙ୍କ ଉପରେ ଅମିତ ଶାହାଙ୍କ ଟିପ୍ପଣୀକୁ ନେଇ କଂଗ୍ରେସ ଖପ୍ପା

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହରୁଙ୍କୁ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । ବୁଧବାର ଲୋକସଭାରେ ଅମିତ ଶାହା ଜମ୍ମୁକାଶ୍ମୀର ସଂରକ୍ଷଣ ବିଲ ୨୦୨୩ ଓ ଜମ୍ମୁକଶ୍ମୀର ପୁର୍ନଗଠନ ସଂଶୋଧନ ବିଲ ୨୦୨୩ ଉପରେ ବୟାନ ଦେବା ସମୟରେ ନେହେରଙ୍କୁ ନେଇ ଏକ ବୟାନ ଦେଇଥିଲେ । ଶାହା କହିଥିଲେ ନେହେରୁଙ୍କ ପାଇଁ ସୃଷ୍ଟି ହୋଇଥିଲା ପିଓକେ ସମସ୍ୟା । ଯଦି ସେସମୟରେ ନେହରୁ କାଶ୍ମୀରକୁContinue reading “ପିଓକେ ପ୍ରସଙ୍ଗରେ ପୁଣି ବିଜେପି-କଂଗ୍ରେସ ମୁହାଁମୁହିଁ । ନେହେରୁଙ୍କ ଉପରେ ଅମିତ ଶାହାଙ୍କ ଟିପ୍ପଣୀକୁ ନେଇ କଂଗ୍ରେସ ଖପ୍ପା”

ଚର୍ଚ୍ଚାରେ ଶର୍ମିଷ୍ଠା ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ପ୍ରଣବ ମାଇ ଫାଦର । କ’ଣ ଥିଲା ରାହୁଲଙ୍କ ପ୍ରତି ପ୍ରଣବ ମୁଖାର୍ଜୀଙ୍କ ଭାବନା !

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ଦିବଂଗତ ପ୍ରଣବ ମୁଖାର୍ଜୀଙ୍କ ଝିଅ ତଥା କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀଙ୍କ ପୁସ୍ତକ ପ୍ରଣବ ମାଇ ଫାଦରକୁ-ଏ-ଡଟର ରିମ୍ବେରର୍ସକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହି ପୁସ୍ତକରେ ପ୍ରଣବ ମୁଖାର୍ଜୀ ଓ ଗାନ୍ଧୀ ପରିବାର ସଦସ୍ୟ ଓ ସେମାନଙ୍କ ସହ ସର୍ମ୍ପକୁ ନେଇ ଅନେକ ଅଜଣା କଥାକୁ ସ୍ଥାନ ଦିଆଯାଇଛି । ପ୍ରଣବ ହାତ ଲେଖା ଡାଏରୀ ଓ ତାଙ୍କ ସହ କରିଥିବା ଆଲୋଚନାକୁ ନିଜ ପୁସ୍ତକରେContinue reading “ଚର୍ଚ୍ଚାରେ ଶର୍ମିଷ୍ଠା ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ପ୍ରଣବ ମାଇ ଫାଦର । କ’ଣ ଥିଲା ରାହୁଲଙ୍କ ପ୍ରତି ପ୍ରଣବ ମୁଖାର୍ଜୀଙ୍କ ଭାବନା !”

ତେଲେଙ୍ଗାନାରେ ରେବନ୍ତଙ୍କ ରାଜୁତି ଆରମ୍ଭ । ବାହୁବଳୀ ଶୈଳୀରେ ଶପଥ ପାଠ କରି ଚର୍ଚ୍ଚାରେ ନୂଆ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ନିଆରା ଅନ୍ଦାଜରେ ଶପଥପାଠ ସହ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରାଜ୍ । ଦେଶର ସର୍ବକନିଷ୍ଠ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଦମଦାର ଅନ୍ଦାଜରେ ଶପଥ ପାଠ କରିଛନ୍ତି ରେବନ୍ତ ରେଡ୍ଡୀ । ବାହୁବଳୀ ଫିଲ୍ମ ସମସ୍ତଙ୍କର ମନେ ଥିବ, ଫିଲ୍ମରେ ମାହିସ୍ମତି ସାମ୍ରାଜ୍ୟର ସେନାଧ୍ୟକ୍ଷ ଭାବେ ଯେଉଁଭଳି ଭାବେ ଶପଥ ନେଇଥିଲେ ଅମରେନ୍ଦ୍ର ବାହୁବଳୀ, ଠିକ୍ ସେମିତି ଅନ୍ଦାଜରେ ଶପଥContinue reading “ତେଲେଙ୍ଗାନାରେ ରେବନ୍ତଙ୍କ ରାଜୁତି ଆରମ୍ଭ । ବାହୁବଳୀ ଶୈଳୀରେ ଶପଥ ପାଠ କରି ଚର୍ଚ୍ଚାରେ ନୂଆ ମୁଖ୍ୟମନ୍ତ୍ରୀ”

ତେଜୁଛି ନୂଆ ଜିଲ୍ଲା ଦାବି: ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରକ୍ର୍ରିୟା ଆରମ୍ଭ ପରେ ଆଠଗଡ଼ ଓ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦେବା ପାଇଁ ଜୋରଧରିଲା ଦାବି

କନକ ବ୍ୟୁରୋ: ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହେବା ପରେ ଅନ୍ୟ ଅଂଚଳରେ ତେଜିଲା ନୂଆ ଜିଲ୍ଲା ଦାବି । ଆଠଗଡ଼ ଏବଂ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦାବି କରିଛନ୍ତି ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି । ଆଉ ଏହା ସରକାରଙ୍କ ମୁଣ୍ଡବ୍ୟଥା ବଢାଇପାରେ ବୋଲି ଚର୍ଚ୍ଚା ହେଉଛି । ୧୩ରୁ ୩୦ ହେଲା, ପଦ୍ମପର’ର କଥା ରହିଲା । ହେଲେ ଆମ ଉପଖଣ୍ଡ କାହିଁକି ଜିଲ୍ଲା ମାନ୍ୟତା ପାଇବ ନାହିଁ ।Continue reading “ତେଜୁଛି ନୂଆ ଜିଲ୍ଲା ଦାବି: ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରକ୍ର୍ରିୟା ଆରମ୍ଭ ପରେ ଆଠଗଡ଼ ଓ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦେବା ପାଇଁ ଜୋରଧରିଲା ଦାବି”

Design a site like this with WordPress.com
Get started