ବରଗଡ ଧନୁଯାତ୍ରାକୁ ନେଇ ମୁଣ୍ଡ ଟେକିଲା ବିବାଦ । କୋଶଳି ଭାଷାରେ ଧନୁଯାତ୍ରା କରିବା ପାଇଁ ଦାବି କରୁଛି କୋଶଳ କ୍ରାନ୍ତି ସେନା

କନକ ବ୍ୟୁରୋ : ବରଗଡ ଧନୁଯାତ୍ରାକୁ ନେଇ ବିବାଦ । କୋଶଳି ଭାଷାରେ ଧନୁଯାତ୍ରା କରିବା ପାଇଁ ଦାବି କରୁଛି କୋଶଳ କ୍ରାନ୍ତି ସେନା । ଆଗକୁ ଆସୁଛି ବରଗଡ ଧନୁଯାତ୍ରା । ଯାତ୍ରା ଆରମ୍ଭରୁ ଦେଖିବାକୁ ମିଳିଛି ପ୍ରତିବାଦ । ଚଳିତ ବର୍ଷ ଧନୁଯାତ୍ରାକୁ କୋଶଳି ଭାଷାରେ କରିବା ସହ ୪ଟି ଦାବୀ ନେଇ ବରଗଡ ଗାନ୍ଧୀ ଛକରେ ଅନଶନରେ ବସିଛନ୍ତି କୋଶଳ କ୍ରାନ୍ତି ସେନାର ସଦସ୍ୟମାନେ । ପ୍ରତିବାଦକାରୀ କଂସ ଭୂମିକାରେ ଅଭିନୟ କରିବାContinue reading “ବରଗଡ ଧନୁଯାତ୍ରାକୁ ନେଇ ମୁଣ୍ଡ ଟେକିଲା ବିବାଦ । କୋଶଳି ଭାଷାରେ ଧନୁଯାତ୍ରା କରିବା ପାଇଁ ଦାବି କରୁଛି କୋଶଳ କ୍ରାନ୍ତି ସେନା”

ବର୍ଷା ବଢାଇଲା ଦୁର୍ଦ୍ଦଶା । ଦକ୍ଷିଣରୁ ପଶ୍ଚିମ, ଆଭ୍ୟନ୍ତରିଣରୁ ଉପକୂଳ ଓଡିଶା ସବୁଆଡେ ପାଣିରେ ଭାସୁଛି ପାଚିଲା ଧାନ

କନକ ବ୍ୟୁରୋ : ମୁଣ୍ଡରେ ହାତ ଦେଲେଣି ଚାଷୀ । ବର୍ଷା ପାଣିରେ ଶୋଇ ପଡିଛି ପାଚିଲା ଧାନ । ଖଳାରେ ଥିବା ଅମଳ ଧାନ ବି ଓଦା ହୋଇଯାଇଛି । ଖଳାରେ ଥିବା ଧାନ ବସ୍ତା ଓ ପଲିଥିନ୍ ତଳେ ଥିବା ଧାନ ବି ପୁରା ଓଦା ହୋଇଯାଇଛି । ବର୍ଷା ପାଣିରେ ଓଦା ହେବାରୁ ଧାନର ଏଫଏକ୍ୟୁ ମାନ କମିବା ସହ ଅମଳ କମି ଯିବାର ଆଶଙ୍କା କରୁଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳରContinue reading “ବର୍ଷା ବଢାଇଲା ଦୁର୍ଦ୍ଦଶା । ଦକ୍ଷିଣରୁ ପଶ୍ଚିମ, ଆଭ୍ୟନ୍ତରିଣରୁ ଉପକୂଳ ଓଡିଶା ସବୁଆଡେ ପାଣିରେ ଭାସୁଛି ପାଚିଲା ଧାନ”

ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ବି ଚେହେରା ଅସ୍ପଷ୍ଟ । ଜେପି ନଡ୍ଡାଙ୍କୁ ଭେଟିବା ପରେ ରେଣୁକା ସିଂଙ୍କୁ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ଛତିଶଗଡରେ କଂଗ୍ରେସକୁ ହରାଇ ବିଜେପି ସଂଖ୍ୟାଗରିଷ୍ଠାତା ହାସଲ କରିଛି । ନିର୍ବାଚନ ଫଳାଫଳ ଆସିବା ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ନାମକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିଲା । ହେଲେ ଆଜି ବିଜେପି ନେତ୍ରୀ ରେଣୁକା ସିଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରି ୩୦ ମିନିଟ କାଳ ଆଲୋଚନା କରିବା ପରେContinue reading “ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ବି ଚେହେରା ଅସ୍ପଷ୍ଟ । ଜେପି ନଡ୍ଡାଙ୍କୁ ଭେଟିବା ପରେ ରେଣୁକା ସିଂଙ୍କୁ ନେଇ ବଢିଲା ଚର୍ଚ୍ଚା”

ମଦ ବ୍ୟବସାୟୀଙ୍କ ଘରୁ ଟଙ୍କାର ପାହାଡ ଜବତ କଲା ଆଇଟି ବିଭାଗ: ରାଜ୍ୟର ୫ଟି ଠିକଣାରେ ଟଙ୍କା ଗଣି ଗଣି ମେସିନ୍ ହାଲିଆ

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରୁ ଟଙ୍କାର ପାହାଡ ଜବତ ହୋଇଛି । ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ ଜବତ ଟଙ୍କାକୁ ଟ୍ରକରେ ଆଣିବାକୁ ପଡିଛି । ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ ପୁଳା ପୁଳା ନୋଟ ବିଡା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ । ବିଡା ବିଡା ଟଙ୍କାରେ ଆଲମିରା ଭର୍ତି ହୋଇଛି । ୧୦୦ ଟଙ୍କିଆରୁ ୫୦୦ ଟଙ୍କିଆContinue reading “ମଦ ବ୍ୟବସାୟୀଙ୍କ ଘରୁ ଟଙ୍କାର ପାହାଡ ଜବତ କଲା ଆଇଟି ବିଭାଗ: ରାଜ୍ୟର ୫ଟି ଠିକଣାରେ ଟଙ୍କା ଗଣି ଗଣି ମେସିନ୍ ହାଲିଆ”

ରାଜସ୍ଥାନ ରାଜନୀତିରେ ହଟଚମଟ । ଜଣେ ବିଜେପି ବିଧାୟକଙ୍କ ବାପା ଆଣିଲେ ଅଭିଯୋଗ । କହିଲେ, ସବୁ ବିଜେପି ବିଧାୟକଙ୍କୁ ହୋଟେଲରେ ରଖିଛନ୍ତି ବସୁନ୍ଧରାଙ୍କ ପୁଅ

କନକ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସକୁ ପରାଜିତ କରି ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ବିଜେପିର ବଡ ଚେହେରା ବସୁନ୍ଧରାଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ ତାଙ୍କ ସହ ସାଂସଦରୁ ବିଧାୟକ ହୋଇଥିବା ବାବା ବାଲକନାଥଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ହେଉଛି । ଏହାରିContinue reading “ରାଜସ୍ଥାନ ରାଜନୀତିରେ ହଟଚମଟ । ଜଣେ ବିଜେପି ବିଧାୟକଙ୍କ ବାପା ଆଣିଲେ ଅଭିଯୋଗ । କହିଲେ, ସବୁ ବିଜେପି ବିଧାୟକଙ୍କୁ ହୋଟେଲରେ ରଖିଛନ୍ତି ବସୁନ୍ଧରାଙ୍କ ପୁଅ”

‘ପିଏମ-ଉଷା’କୁ ନେଇ ରାଜନୀତି । ସମାଲୋଚନା କଲା ବିଜେପି, ବିଜେଡି ରଖିଲା ଜବାବ

କନକ ବ୍ୟୁରୋ : ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ପିଏମ୍–ଉଷା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦ୍ୱିତୀୟ ଥର ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନାର ଶୁଭାରମ୍ଭ କରିବାକୁ ଗତ ୧୫ ଜୁନରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ । ପିଏମ ଉଷାର ନୂଆ ପର୍ଯ୍ୟାୟରେ ଓଡିଶା ଏପର୍ଯ୍ୟନ୍ତ ଏମଓୟୁ ସ୍ୱାକ୍ଷର କରିନାହିଁ ।Continue reading “‘ପିଏମ-ଉଷା’କୁ ନେଇ ରାଜନୀତି । ସମାଲୋଚନା କଲା ବିଜେପି, ବିଜେଡି ରଖିଲା ଜବାବ”

ଓଡ଼ିଶାରେ ୯ରୁ ୯୦ ମିଶନ ସଫଳ ହେବ, ତେଲେଙ୍ଗାନା ଭଳି ଓଡ଼ିଶାରେ ମଧ୍ୟ କଂଗ୍ରେସ ମ୍ୟାଜିକ କରିବ । ୨୦୨୪ ନିର୍ବାଚନ ରଣନୀତି ନେଇ ମୁହଁ ଖୋଲିଲେ ପିସିସି ସଭାପତି ।

କନକ ବ୍ୟୁରୋ : ଓଡ଼ିଶାରେ ମିଶନ ୯୦ ସଫଳ ହେବ । ତେଲେଙ୍ଗାନା ପରି ଓଡ଼ିଶାରେ କଂଗ୍ରେସ ୩ ନମ୍ବରରୁ ୧ ନମ୍ବର ହେବ । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ଏଥିରେ ସଫଳ ହେବ । ଗତ ୨୩ ବର୍ଷରେ ଓଡ଼ିଶା ପାଇଁ ଯାହା କରିବା କଥା ସେଥିରେ ବିଫଳ ହୋଇଛି ବିଜେଡି । ତେଣୁ ସମାଜର ସବୁ ବର୍ଗଙ୍କ ପାଇଁ କାମ କରିବାକୁ ଏବେ କଂଗ୍ରେସ ପ୍ରସ୍ତୁତ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେContinue reading “ଓଡ଼ିଶାରେ ୯ରୁ ୯୦ ମିଶନ ସଫଳ ହେବ, ତେଲେଙ୍ଗାନା ଭଳି ଓଡ଼ିଶାରେ ମଧ୍ୟ କଂଗ୍ରେସ ମ୍ୟାଜିକ କରିବ । ୨୦୨୪ ନିର୍ବାଚନ ରଣନୀତି ନେଇ ମୁହଁ ଖୋଲିଲେ ପିସିସି ସଭାପତି ।”

ରାଜସ୍ଥାନରୁ ଅଯୋଧ୍ୟା ଆସିଲା ୬ଶହ କିଲୋର ଘିଅ । ରାମଲାଲାଙ୍କ ଅଖଣ୍ଡ ଜ୍ୟୋତି ପାଇଁ କରାଗଲା ସମର୍ପଣ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ସମର୍ପଣ ସମାରୋହରେ ସାମିଲ ହେବା ପାଇଁ ସବୁ ରାମ ଭକ୍ତ ଅପେକ୍ଷା କରି ବସିଛନ୍ତି । ଏଥିପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ରାମଲାଲାଙ୍କୁ ବିଭିନ୍ନ ପ୍ରକାର ଜିନିଷ ଅର୍ପଣ କରୁଛନ୍ତି । ଏହି କ୍ରମମରେ ଧାର୍ମିକ ରୀତିନୀତି ପାଇଁ ରାଜସ୍ଥାନ ଯୋଜପୁରରୁ ୬ଶହ କିଲୋଗ୍ରାମର ଶୁଦ୍ଧ ଦେଶୀ ଗାଇ ଘିଅ ଅଯୋଧ୍ୟା ଆସି ପହଞ୍ଚିଛି । ଏହି ଦେଶୀ ଗାଇ ଘିଅ ରାମ ମନ୍ଦିରରContinue reading “ରାଜସ୍ଥାନରୁ ଅଯୋଧ୍ୟା ଆସିଲା ୬ଶହ କିଲୋର ଘିଅ । ରାମଲାଲାଙ୍କ ଅଖଣ୍ଡ ଜ୍ୟୋତି ପାଇଁ କରାଗଲା ସମର୍ପଣ”

ବାବା ବାଲକନାଥ ଛାଡିଲେ ଲୋକସଭା ସଦସ୍ୟତା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ସାମିଲ

କନକ ବ୍ୟୁରୋ : ରାଜସ୍ଥାନର ଅଲୱର ଲୋକସଭା ଆସନରୁ ସାଂସଦ ଥିବା ବାବା ବାଲକନାଥ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଲୋକସଭାର ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେପି ତରଫରୁ ରାଜସ୍ଥ୍ାନ ବିଧାନସଭା ନିର୍ବାଚନରେ ବାବା ବାଲକନାଥଙ୍କୁ ତିଜାରା ଆସନରୁ ବିଧାୟକ ପ୍ରାର୍ଥୀ କରିଥିଲା । ସେ କଂଗ୍ରେସ ପ୍ରାର୍ଥୀ ଇମ୍ରାନ ଖାନଙ୍କୁ ପରାଜିତ କରିଥିଲେ । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦାବିଦାର ଭାବେContinue reading “ବାବା ବାଲକନାଥ ଛାଡିଲେ ଲୋକସଭା ସଦସ୍ୟତା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ସାମିଲ”

ଭାରତୀୟ ବଂଶୋଦ୍ଭବ ସମୀର ଶାହା ହେବେ ବିବିସିର ଚେୟାରମ୍ୟାନ୍ :  ସୁନକ ସରକାରଙ୍କ ନିଷ୍ପତ୍ତି : ସପ୍ତାହରେ ୩ ଦିନ କାମ କରିବେ : ବାର୍ଷିକ ଦରମା ୧.୬୭ କୋଟି ଟଙ୍କା

ଭାରତୀୟ ମୂଳର ଲୋକମାନେ ବିଦେଶରେ ଖୁବ ନାମ କମେଇଲେଣି । ସେ ଗୁଗୁଲର ସୁନ୍ଦର ପିଚାଇ ହୁଅନ୍ତୁ କି ମାଇକ୍ରୋସଫ୍ଟର ସତ୍ୟ ନାଡେଲା ସବୁ ସ୍ଥାନରେ ଭାରତୀୟ ମାନେ ରାଜ୍ କରୁଛନ୍ତି । ଏହି କ୍ରମରେ ଆଉ ଏକ ନାମ ଯୋଡି ହେଇ ଯାଇଛି । ସିଏ ହେଉଛନ୍ତି ସମୀର ଶାହା । ସୂତ୍ରରୁ ପ୍ରକାଶ ଯେ ଭାରତୀୟ ବଂଶୋଦ୍ଭବ ସମୀର ଶାହା ବ୍ରିଟିଶ ମିଡିଆ ବିବିସିର ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଛନ୍ତି । ବ୍ରିଟେନର ସୁନକContinue reading “ଭାରତୀୟ ବଂଶୋଦ୍ଭବ ସମୀର ଶାହା ହେବେ ବିବିସିର ଚେୟାରମ୍ୟାନ୍ :  ସୁନକ ସରକାରଙ୍କ ନିଷ୍ପତ୍ତି : ସପ୍ତାହରେ ୩ ଦିନ କାମ କରିବେ : ବାର୍ଷିକ ଦରମା ୧.୬୭ କୋଟି ଟଙ୍କା”

Design a site like this with WordPress.com
Get started