କନକ ବ୍ୟୁରୋ: ତିନି ରାଜ୍ୟରେ ହିନ୍ଦୁତ୍ୱ କାର୍ଡ ଖେଳି ପରାଜୟର ମୁହଁ ଦେଖିଛି କଂଗ୍ରେସ । ତେଣୁ ଚର୍ଚ୍ଚା ହେଉଛି ବର୍ଷ ବର୍ଷ ଧରି ଧର୍ମନିରପେକ୍ଷତାର ଛବି ରହିଆସିଥିବା ଏହି ସର୍ବପୁରାତନ ଦଳ ହିନ୍ଦୁତ୍ୱର ଖୋଳପା ପିନ୍ଧି ଭୋଟରଙ୍କୁ ଆକୃଷ୍ଟ କରିପାରିବ ନାହିଁ । ନିକଟରେ କଂଗ୍ରେସ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଦେବାକୁ ଦାବି କରି ପୁରୀରେ ବିରାଟ ପ୍ରତିବାଦ ରାଲି କରିଥିଲା । ସରକାର ଦାବି ନମାନିବାରୁ ତୁଳସୀ ଯାତ୍ରା କରି ଚାପ ପକାଇବାକୁ ପ୍ରୟାସContinue reading “ତିନି ରାଜ୍ୟର ଫଳାଫଳରୁ ଶିକ୍ଷା ଲାଭ କରିବ କି କଂଗ୍ରେସ? ହିନ୍ଦୁତ୍ୱ କାର୍ଡ ଖେଳି ପରାଜୟ ପରେ ଓଡିଶାରେ କଂଗ୍ରେସର ଶ୍ରୀମନ୍ଦିର ପଲିଟିକ୍ସକୁ ନେଇ ପ୍ରଶ୍ନ ।”
Author Archives: Raghaba
ଆଜିଠୁ ତେଲେଙ୍ଗାନାରେ ରେବନ୍ତ ରାଜ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ ।
କନକ ବ୍ୟୁରୋ : ଆଜିଠୁ ତେଲେଙ୍ଗାନାରେ ରେବନ୍ତ ରାଜ । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଶପଥଗ୍ରହଣ କରିଛନ୍ତି ରେବନ୍ତ । ଶପଥଗ୍ରହଣ ଉତ୍ସବରେ ମଲ୍ଲିକାର୍ଜୁନେ ଖଡଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ତେଲେଙ୍ଗାନା ରାଜ୍ୟ ଦାୟିତ୍ୱରେ ଥିବା ଡି.କେ ଶିବକୁମାର ସାମିଲ ହୋଇଛନ୍ତି ।ନୂଆ ରାଜ୍ୟ ଭାବେ ତେଲେଙ୍ଗାନା ଗଠନ ପରେ ପ୍ରଥମଥର ପାଇଁ ସରକାରକୁ ଆସିଛି କଂଗ୍ରେସ ।Continue reading “ଆଜିଠୁ ତେଲେଙ୍ଗାନାରେ ରେବନ୍ତ ରାଜ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ ।”
‘ପିଲାମାନଙ୍କ ନିଦ ପୁରା ହୋଇପାରୁନି… ସ୍କୁଲ ସମୟ ବଦଳାଯାଉ’ ସରକାରଙ୍କୁ ପ୍ରସ୍ତାବ ଦେଲେ ରାଜ୍ୟପାଳ ।
କନକ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈସ୍ ସ୍କୁଲର ସମୟ ବଦଳାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଅନ୍ତତଃ ପିଲାମାନେ ପୁରା ନିଦ ଶୋଇପାରିବେ । ମଙ୍ଗଳବାର ରାଜ୍ୟ ଶିକ୍ଷା ବିଭାଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ । ରାଜ୍ୟପାଳ କହିଛନ୍ତି ଯେ, କଥାରେ ଅଛି ଶୀଘ୍ର ଶୋଇ ଶୀଘ୍ର ଉଠିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରୁହେ କିନ୍ତୁ ଆଜିକା ଦିନରେ ମଣିଷର ଜୀବନଚର୍ଯ୍ୟାContinue reading “‘ପିଲାମାନଙ୍କ ନିଦ ପୁରା ହୋଇପାରୁନି… ସ୍କୁଲ ସମୟ ବଦଳାଯାଉ’ ସରକାରଙ୍କୁ ପ୍ରସ୍ତାବ ଦେଲେ ରାଜ୍ୟପାଳ ।”
ଚାଇନା ଗତ ୧୦ ବର୍ଷରେ ୩୭ ପରମାଣୁ ରିଆକ୍ଟର ନିର୍ମାଣ କରିଛି : ବର୍ତ୍ତମାନ ପ୍ରତିବର୍ଷ ୮ ଟି ନିର୍ମାଣ କରିବାକୁ ପ୍ଲାନ । ଭାରତ ଏବଂ ଆମେରିକା ମାତ୍ର ୨ ଟି କରିଛନ୍ତି ।
କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବା ଏବଂ ତୈଳ -ଗ୍ୟାସ୍ ଆମଦାନୀ ହ୍ରାସ କରିବା ପାଇଁ ଚୀନ୍ ପବନ ଏବଂ ସୌର ଶକ୍ତିର ବିକାଶ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛି । ଏହା ସହିତ ଚୀନ୍ର ଆଣବିକ ଶକ୍ତି ଉପରେ ମଧ୍ୟ ନିଜର ବିଶେଷ ଧ୍ୟାନ କେନ୍ଦ୍ରିତ କରୁଛି । ମିଳିତ ଜାତିସଂଘର ଏଜେନ୍ସି ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ନିଜ ରିପୋର୍ଟରେ ପ୍ରକାଶ କରିଛି ଯେ ଗତ ଦଶନ୍ଧି ମଧ୍ୟରେ ଚୀନ୍ ୩୭Continue reading “ଚାଇନା ଗତ ୧୦ ବର୍ଷରେ ୩୭ ପରମାଣୁ ରିଆକ୍ଟର ନିର୍ମାଣ କରିଛି : ବର୍ତ୍ତମାନ ପ୍ରତିବର୍ଷ ୮ ଟି ନିର୍ମାଣ କରିବାକୁ ପ୍ଲାନ । ଭାରତ ଏବଂ ଆମେରିକା ମାତ୍ର ୨ ଟି କରିଛନ୍ତି ।”
‘ଯିଏ AM-PM ପାର୍ଥକ୍ୟ ଜାଣିପାରୁନାହାଁନ୍ତି ସେ PMO କିପରି ସମ୍ଭାଳିବେ?’…ଦିନେ ରାହୁଲଙ୍କୁ ଏଭଳି କହିଥିଲେ ପ୍ରଣବ ମୁଖାର୍ଜୀ ।
କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଫିସ ଏଏମ-ପିଏମ୍ ମଧ୍ୟରେ ଫରକ ବୁଝିପାରିବେନି ସେ ପିଏମଓ କିଭଳି ସମ୍ଭାଳିବେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଏହା କହିଥିଲେ ତାଙ୍କ ଝିଅ ଶର୍ମିଷ୍ଠା ମୂଖାର୍ଜିଙ୍କୁ । ଶର୍ମିଷ୍ଠା ଏକ ବହି ଲେଖିଛନ୍ତି । ଯାହାର ନାମ ରହିଛି ‘ଇନ୍ ପ୍ରଣବ, ମାଇଁ ଫାଦର: ଏ ଡଟର ରେମେମ୍ବାର୍ସ‘ । ଏହି ବହିରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କୁ ନେଇ ପ୍ରଣବ କହିଥିବା କଥାକୁ ଶର୍ମିଷ୍ଠା ଲେଖିଛନ୍ତିContinue reading “‘ଯିଏ AM-PM ପାର୍ଥକ୍ୟ ଜାଣିପାରୁନାହାଁନ୍ତି ସେ PMO କିପରି ସମ୍ଭାଳିବେ?’…ଦିନେ ରାହୁଲଙ୍କୁ ଏଭଳି କହିଥିଲେ ପ୍ରଣବ ମୁଖାର୍ଜୀ ।”
ଆଜିଠୁ ରେବାନ୍ତ ରାଜ୍ । ଶପଥ ପାଠ ଉତ୍ସବରେ କଂଗ୍ରେସର ବଡ ବଡ ନେତା ।
କନକ ବ୍ୟୁରୋ: ଆଜି ପ୍ରଥମ ଥର ପାଇଁ ତେଲେଙ୍ଗାନାରେ କଂଗ୍ରେସ ଶାସନ ଗାଦିରେ ବସିବ । ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ରେଡ୍ଡୀ । ରେବାନ୍ତଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । । କଂଗ୍ରେସର ଶୀର୍ଷ ନେତା ସୋନିଆ ଓ ରାହୁଲ ଗାନ୍ଧୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ଏଥିପାଇଁ ଉତ୍ସାହିତ କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତିContinue reading “ଆଜିଠୁ ରେବାନ୍ତ ରାଜ୍ । ଶପଥ ପାଠ ଉତ୍ସବରେ କଂଗ୍ରେସର ବଡ ବଡ ନେତା ।”
“ଭାରତ ସମସ୍ତଙ୍କୁ ସାହାଯ୍ୟ କରିବ, ଦ୍ୱୀପପୁଞ୍ଜ ଦେଶ ସହ ବନ୍ଧୁତା ବୃଦ୍ଧି ପାଇବ” : ଏନଏସଏ ଅଜିତ ଡୋଭାଲ କନକ୍ଲେଭ ପାଇଁ ମରିସସରେ ପହଞ୍ଚିଛନ୍ତି ।
‘କଲମ୍ବୋ ସୁରକ୍ଷା କନକ୍ଲେଭ’ର ଷଷ୍ଠ NSA ସ୍ତରୀୟ ବୈଠକରେ ଯୋଗଦେବା ପାଇଁ NSA ଅଜିତ ଡୋଭାଲ ମରିସସରେ ପହଞ୍ଚିଛନ୍ତି । ଏହି ବୈଠକ ମାଲଦ୍ୱୀପର ରାଜଧାନୀ ମରିସସରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସେ ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ସହ ସାମୁଦ୍ରିକ ସୁରକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଭାରତର ପ୍ରୟାସ ହେଉଛି ପଡୋଶୀ ଦେଶକୁ ଯେ କୌଣସି ଆବଶ୍ୟକତା ଅନୁଯାୟୀ ତୁରନ୍ତ ସହାୟତା ଯୋଗାଇବା । କଲମ୍ବୋ ସୁରକ୍ଷାContinue reading ““ଭାରତ ସମସ୍ତଙ୍କୁ ସାହାଯ୍ୟ କରିବ, ଦ୍ୱୀପପୁଞ୍ଜ ଦେଶ ସହ ବନ୍ଧୁତା ବୃଦ୍ଧି ପାଇବ” : ଏନଏସଏ ଅଜିତ ଡୋଭାଲ କନକ୍ଲେଭ ପାଇଁ ମରିସସରେ ପହଞ୍ଚିଛନ୍ତି ।”
ପଡିଆ ମଧ୍ୟରେ ଶ୍ରୀସନ୍ଥ ଓ ଗମ୍ଭୀରଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ଶ୍ରୀସନ୍ଥ କହିଲେ, ମୋତେ ନିଚ୍ଚା ଦେଖାଇଲେ, ସିନିୟର ଖେଳାଳୀ ଭାବେ ଏଭଳି କହିବା ଠିକ୍ ନୁହେଁ ।
କନକ ବ୍ୟୁରୋ : ଲିଜଣ୍ଡେସ କ୍ରିକେଟ ଲିଗ୍ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖେଳାଳୀଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହେଉଛି । ଭାରତର ବିଭିନ୍ନ ସହରରେ ଏହି ଲିଗର ମ୍ୟାଚ୍ ଖେଳାଯାଉଛି । ପୁରୁଣା ଷ୍ଟାରଙ୍କ ଖେଳ ପୁଣିଥରେ ଦେଖିବାକୁ ଷ୍ଟାଡିୟମରେ ମଧ୍ୟ ଦର୍ଶକଙ୍କର ଭିଡ ହେଉଛି । ଏହି ମ୍ୟାଚରେ କ୍ରିକେଟରଙ୍କ ମଧ୍ୟରେ ଜୋରସୋରରେ କଥା କଟାକଟି ଦେଖିବାକୁ ମିଳୁଛି ।ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେContinue reading “ପଡିଆ ମଧ୍ୟରେ ଶ୍ରୀସନ୍ଥ ଓ ଗମ୍ଭୀରଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ଶ୍ରୀସନ୍ଥ କହିଲେ, ମୋତେ ନିଚ୍ଚା ଦେଖାଇଲେ, ସିନିୟର ଖେଳାଳୀ ଭାବେ ଏଭଳି କହିବା ଠିକ୍ ନୁହେଁ ।”
ମଦ ବ୍ୟବସାୟୀଙ୍କ ଟଙ୍କା ଦେଖି ଅଧିକାରୀ ଟେରା । ବସ୍ତା ବସ୍ତା ଟଙ୍କା ଗଣି ମେସିନ ବି ହାଲିଆ । ଆହୁରି ଖୋଜୁଛନ୍ତି ଆଇଟି ଅଧିକାରୀ । ଦେଖନ୍ତୁ ଏହି ଭିଜୁଆଲ ।
କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା । ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ କିଛି ଏଭଳି ଟଙ୍କା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ । ବିଡା ବିଡା ଟଙ୍କାରେ ଆଲମିରା ଭର୍ତି ହୋଇଛି । ଯୋଉଠି ଖୋଜିବ ଖାଲି ବାହାରୁଛି ପୁଳା ପୁଳା ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ଆୟକର ଅଧିକାରୀଙ୍କ ଆଖି ଟେରା ହୋଇ ଗଲାଣି । ମଦ ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କାContinue reading “ମଦ ବ୍ୟବସାୟୀଙ୍କ ଟଙ୍କା ଦେଖି ଅଧିକାରୀ ଟେରା । ବସ୍ତା ବସ୍ତା ଟଙ୍କା ଗଣି ମେସିନ ବି ହାଲିଆ । ଆହୁରି ଖୋଜୁଛନ୍ତି ଆଇଟି ଅଧିକାରୀ । ଦେଖନ୍ତୁ ଏହି ଭିଜୁଆଲ ।”
କ୍ରିକେଟ ଖେଳରୁ ଗଲା ଯବାନଙ୍କ ଜୀବନ । ଖେଳକୁ ନେଇ ଯୁକ୍ତିତର୍କ ,ପରେ ସଂଘବଦ୍ଧ ଆକ୍ରମଣ ।
କନକ ବ୍ୟୁରୋ: କ୍ରିକେଟ ଖେଳରୁ ମହାଭାରତ, ଯବାନଙ୍କ ମୃତ୍ୟୁ । ସଂଘବଦ୍ଧ ଆକ୍ରମଣରେ ଛୁଟିରେ ଘରକୁ ଆସିଥିବା ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଛତ୍ରପୁର ଅଂଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି । ସୂଚନା ମୁତାବକ, ଛତ୍ରପୁର କାଳୀପଲ୍ଲୀ ଗାଁର ଯବାନ ଡିଲେଶ୍ୱର ପାତ୍ର ଛୁଟି କଟିବାକୁ ଘରକୁ ଆସିଥିଲେ । ଗତ ରବିବାର କ୍ରିକେଟ ମ୍ୟାଚ ଦେଖିବାକୁ ସାଙ୍ଗମାନଙ୍କ ସହ ଗୋପାଳପୁର ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଅନ୍ୟContinue reading “କ୍ରିକେଟ ଖେଳରୁ ଗଲା ଯବାନଙ୍କ ଜୀବନ । ଖେଳକୁ ନେଇ ଯୁକ୍ତିତର୍କ ,ପରେ ସଂଘବଦ୍ଧ ଆକ୍ରମଣ ।”