ଉଦ୍ଧାର ହେଲା ନିଖୋଜ ଶିଶୁ । ପଦାକୁ ଆସିଲା ଦୀର୍ଘ ୬ ବର୍ଷ ତଳର ଗୁମର କଥା ।

କନକ ବ୍ୟୁରୋ: ଦୀର୍ଘ ବର୍ଷ ପରେ ଉଦ୍ଧାର ହେଲା ନିଖୋଜ ଶିଶୁ । ଏବେ ଦୀର୍ଘ ୭ ବର୍ଷ ପରେ ପିଲା ଖୋଜୁଛି ବାପା ମାଆର ଠିକଣା । ନା ଅଛି ଭବିଷ୍ୟତ ନା ଅଛି ବାପା ମାଆଙ୍କ ଆଶ୍ରା । ସ୍ୱାମୀ ଓ ସ୍ତ୍ରୀଙ୍କ ବିବାଦ ପାଇଁ ଫିଟିଲା ୬ ବର୍ଷ ତଳର ଗୁମର । ୨୦୧୭ରେ ନିଖୋଜ ହୋଇଯ୍ଧବଥିବା ଶିଶୁକୁ ଉଦ୍ଧାର କରିଛି ସିଡବ୍ଲୁସି । ବୌଦ୍ଧ ମନମୁଣ୍ଡା ଥାନା ଅଂଚଳରେ ଜଣେ ମାନସିକContinue reading “ଉଦ୍ଧାର ହେଲା ନିଖୋଜ ଶିଶୁ । ପଦାକୁ ଆସିଲା ଦୀର୍ଘ ୬ ବର୍ଷ ତଳର ଗୁମର କଥା ।”

ଦିନକୁ ଦିନ ବଢୁଛି ବାଘ ଆତଙ୍କ । ରାୟଗଡା ପରେ ଏବେ ନୂଆପଡା କୁକୁଡାତାଲରେ ବାଘ ଭୟ, ସଂଜ ହେଲେ ପଡୁଛି ତାଟି, କବାଟ

କନକ ବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ବାଘ ଆତଙ୍କ । ଆତଙ୍କିତ ଅବସ୍ଥାର ରହିଛନ୍ତି ଗାଁର ଲୋକେ । ସଂଜ ନଇଁଲେ ଘରେ ଘରେ ପଡୁଛି ତାଟି କବାଟ । ବାଘ ଯୋଗୁ ଭୟରେ ଜୀବନ ଜୀଉଁଛନ୍ତି ନୂଆପଡା ରେଂଜ କୁକୁଡାତାଲ ଗାଁର ଲୋକେ । କିଛି ଦିନ ହେଲା ଗାଁରେ ବାଘ ବୁଳୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଏକ କଲରପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ମୂଷରଙ୍ଗି ଜଙ୍ଗଲରContinue reading “ଦିନକୁ ଦିନ ବଢୁଛି ବାଘ ଆତଙ୍କ । ରାୟଗଡା ପରେ ଏବେ ନୂଆପଡା କୁକୁଡାତାଲରେ ବାଘ ଭୟ, ସଂଜ ହେଲେ ପଡୁଛି ତାଟି, କବାଟ”

ଘଟଗାଁ ବାଲିଯୋଡି ଦୁର୍ଘଟଣା ମାମଲା । ଏନଏଚଏଆଇକୁ ଦାୟୀ କରି ଥାନାରେ ଏତଲା ଦେଲା ପରିବହନ ବିଭାଗ

କନକ ବ୍ୟୁରୋ: ଘଟଗାଁ ବାଲିଯୋଡି ଦୁର୍ଘଟଣା ମାମଲା । ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଓ ଅବହେଳା ପାଇଁ ଏନଏଚଏଆଇ ବିରୋଧରେ ଥାନାରେ ଏତଲା ଦେଲା ପରିବହନ ବିଭାଗ । ଘଟଗାଁ ଥାନାରେ ପରିବହନ ବିଭାଗ ପକ୍ଷରୁ ଏତଲା ଦଆଯାଇଛି । ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଗତକାଲି ଟ୍ରାଭେଲର ଦୁର୍ଘଟଣାଗସ୍ତ ହୋଇଥିଲା । । ବାଲିଯୋଡି ନିକଟରେ ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି ।Continue reading “ଘଟଗାଁ ବାଲିଯୋଡି ଦୁର୍ଘଟଣା ମାମଲା । ଏନଏଚଏଆଇକୁ ଦାୟୀ କରି ଥାନାରେ ଏତଲା ଦେଲା ପରିବହନ ବିଭାଗ”

ଛତିଶଗଡରେ ଓଡିଆ ପ୍ରାର୍ଥୀ । ରାୟପୁର ଉତ୍ତରରୁ ବିଜେପି ପ୍ରାର୍ଥୀ ହେଇଛନ୍ତି ପୁରେନ୍ଦ୍ର ମିଶ୍ର । କହିଲେ, ପୂର୍ଣ୍ଣ ବହୁମତ ପାଇବ ବିଜେପି ।

କନକ ବ୍ୟୁରୋ: ଛତିଶଗଡ଼ରେ ଓଡ଼ିଆ ପ୍ରାର୍ଥୀ । ପ୍ରଥମ ଥର କରି ଜଣେ ଓଡ଼ିଆଙ୍କୁ ଛତିଶଗଡ଼ରେ ପ୍ରାର୍ଥୀ କରିଛି ବିଜେପି । ପୂରା ଛତିଶଗଡ଼ରେ ୩୫ ଲକ୍ଷ ଓଡ଼ିଆ ରହିଥିବା ବେଳେ କେବଳ ରାୟପୁରରେ ୪ ଲକ୍ଷରୁ ଅଧିକ ଓଡ଼ିଆ ରହିଛନ୍ତି । ଛତିଶଗଡ଼ ରାୟପୁରରେ ଜଣାଶୁଣା ଓଡ଼ିଆ ଚେହେରା ତଥା ଛତିଶଗଡ଼ର ସର୍ବ ଓଡ଼ିଆ ସମାଜର ଅଧ୍ୟକ୍ଷ, ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ସଭାପତି ପୁରେନ୍ଦ୍ର ମିଶ୍ର । ଏଥର ଦଳ ରାୟପୁର ଉତ୍ତର ନିର୍ବାଚନ ମଣ୍ଡଳୀରୁContinue reading “ଛତିଶଗଡରେ ଓଡିଆ ପ୍ରାର୍ଥୀ । ରାୟପୁର ଉତ୍ତରରୁ ବିଜେପି ପ୍ରାର୍ଥୀ ହେଇଛନ୍ତି ପୁରେନ୍ଦ୍ର ମିଶ୍ର । କହିଲେ, ପୂର୍ଣ୍ଣ ବହୁମତ ପାଇବ ବିଜେପି ।”

ଏକ ଅଜବ ଚୋରି : ଚୋର ୨୨ ଲକ୍ଷ ଟଙ୍କା ମୂଲ୍ୟର ମିଠା ନେଇଗଲା :  ପୋଲିସ ବି ଚିନ୍ତାରେ

ଜଣେ ୩୦ ବର୍ଷ ବୟସ୍କା ମହିଳା ଏହି ଅଜବ ଚୋରି କରିଛନ୍ତି । ସେ ୨୨ ଲକ୍ଷ ମୂଲ୍ୟର ଡୋନେଟ୍ସ (ମିଠା) ଚୋରୀ କରିଛନ୍ତି । ମହିଳା ଜଣକ ଏକ ସର୍ଭିସ ଷ୍ଟେସନରେ ଏହି ଘଟଣା ଘଟାଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ମହିଳାଙ୍କୁ ଖୋଜିବା ଆରମ୍ଭ କରିଛି । ଚୋରିର ଏହି ଅଜବ  ଘଟଣା ଅଷ୍ଟ୍ରେଲିଆର ସିଡନୀରେ ଘଟିଛି । ଆପଣ ଅନେକ ବଡ ଚୋରି ବିଷୟରେ ଶୁଣିଥିବେ ନିଶ୍ଚୟ, କିନ୍ତୁ ଚୋରିର ଏପରିContinue reading “ଏକ ଅଜବ ଚୋରି : ଚୋର ୨୨ ଲକ୍ଷ ଟଙ୍କା ମୂଲ୍ୟର ମିଠା ନେଇଗଲା :  ପୋଲିସ ବି ଚିନ୍ତାରେ”

ଦିଦିଙ୍କ ଅମାନବୀୟ କାଣ୍ଡ । ବିରୁଡି କାମୁଡିଲା ବୋଲି, ଚେଙ୍କ ଦେଲ ସ୍କୁଲ ଦିଦି ।

କନକ ବ୍ୟୁରୋ: ଦିଦିଙ୍କ ଅମାନବୀୟ କାଣ୍ଡ । ବିରୁଡ଼ି କାମୁଡ଼ିଲା ବୋଲି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଛୁରୀ ତତାଇ ଚେଙ୍କ ଦେଲେ ଦିଦି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅସରଳା ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତକାଲି ଚତୁର୍ଥ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟରେ ସାଙ୍ଗ ପିଲାଙ୍କ ସହ ଖେଳୁଥିବା ବେଳେ ହଠାତ ଏକ ବିରୁଡ଼ି କାନ୍ଧକୁ କାମୁଡ଼ି ଦେଇଥିଲା । ଛାତ୍ରୀକୁ କଷ୍ଟ ହେବାରୁ ସେ ଶିକ୍ଷୟିିତ୍ରୀଙ୍କୁContinue reading “ଦିଦିଙ୍କ ଅମାନବୀୟ କାଣ୍ଡ । ବିରୁଡି କାମୁଡିଲା ବୋଲି, ଚେଙ୍କ ଦେଲ ସ୍କୁଲ ଦିଦି ।”

ରାଜଧାନୀରେ ମସାଜ ନାଁରେ ଚାଲିଥିଲା ସେକ୍ସ ରାକେଟ । ସାଧା ପୋଷାକରେ ଚଢ଼ାଉ କରି ପର୍ଦ୍ଦାଫାସ କଲା ପୋଲିସ

କନକ ବ୍ୟୁରୋ: ମସାଜ ନାଁରେ ଚାଲୁଥିଲା ସେକ୍ସ ରାକେଟ୍ । ଆର୍ୟୁବେଦିକ ଓ ଫିଜିଓଥେରାପି ନାଁରେ କିଭଳି ଦେହ ବ୍ୟବସାୟ ଚାଲିଥିଲା ତାର ଗୁମର ଖୋଲିଛି ପୁଲିସ । ହଜାର ଟଙ୍କାରୁ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଥିଲା ମସାଜ । ସାଧାରଣ ଦେହ ମସାଜଠୁ ଆରମ୍ଭ କରି ହାପି ଏଣ୍ଡିଂ ପର୍ଯ୍ୟନ୍ତ ସବୁ ସୁବିଧା ମିଳୁଥିଲା । ‘ଟପଲେସ’, ‘ଫୁଲ ଷାଟିସଫେକ୍ସନ’, ‘ସାୱର ବାଥିଂ’, ‘ବ୍ୟାଙ୍କର ହମ୍ମାମ ବାଥ‘ ‘ବ୍ଲୋ ଜବ’, ଭଳି ମସାଜର ନାଁContinue reading “ରାଜଧାନୀରେ ମସାଜ ନାଁରେ ଚାଲିଥିଲା ସେକ୍ସ ରାକେଟ । ସାଧା ପୋଷାକରେ ଚଢ଼ାଉ କରି ପର୍ଦ୍ଦାଫାସ କଲା ପୋଲିସ”

ପିଟିଆଇର ଅଧ୍ୟକ୍ଷ ପଦରୁ ହଟିଲେ ଇମ୍ରାନ ଖାନ । ବିନା ବିରୋଧରେ ପିଟିଆଇର ଅଧ୍ୟକ୍ଷ ହେଲେ ବାରିଷ୍ଟର ଗୋହର ଅଲ୍ଲୀ ଖାନ

କନକ ବ୍ୟୁରୋ : ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ ରାଜନୈତିକ ଅଦଳବଦଳ ଦେଖିବାକୁ ମିଳିଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ରାଜନୈତିକ ଦଳର ଅଧ୍ୟକ୍ଷ ଇମ୍ରାନ ଖାନ ଏବେ ଦଳର ଅଧ୍ୟକ୍ଷ ପଦରୁ ହଟିଛନ୍ତି । ତାଙ୍କ ସ୍ଥାନରେ ବାରିଷ୍ଟର ଗୋହର ଅଲ୍ଲୀ ଖାନ ପିଟିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ ବାରିଷ୍ଟର ଗୋହର ଖାନଙ୍କ ନାମ ଇମ୍ରାନ ଖାନ୍ ସୁପାରିଶ କରିଥିଲେ । ପାର୍ଟିର ଅଧ୍ୟକ୍ଷContinue reading “ପିଟିଆଇର ଅଧ୍ୟକ୍ଷ ପଦରୁ ହଟିଲେ ଇମ୍ରାନ ଖାନ । ବିନା ବିରୋଧରେ ପିଟିଆଇର ଅଧ୍ୟକ୍ଷ ହେଲେ ବାରିଷ୍ଟର ଗୋହର ଅଲ୍ଲୀ ଖାନ”

‘COP28ରେ ଗୁଡ୍ ଫ୍ରେଣ୍ଡସ’ : ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପିଏମ ମୋଦୀଙ୍କ ସହ ସେଲଫି ସେୟାର କରି ଏମିତି ଲେଖିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସେଲଫି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆସନ୍ତୁ ଜାଣିବା କେଉଁଠାରେ ଦେଖା ହୋଇଥିଲା ? ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଏଥର ବିଶ୍ୱ ଜଳବାୟୁ ସମ୍ମିଳନୀ COP28 ଅନୁଷ୍ଠିତ ହେଉଛି ।  ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ସାରା ବିଶ୍ୱରୁ ନେତାମାନେ ପହଞ୍ଚିଛନ୍ତି । ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯାଇଛନ୍ତି ।  ସେଠାରେ ପ୍ରଧାନମନ୍ତ୍ରୀ ମୋଦୀContinue reading “‘COP28ରେ ଗୁଡ୍ ଫ୍ରେଣ୍ଡସ’ : ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପିଏମ ମୋଦୀଙ୍କ ସହ ସେଲଫି ସେୟାର କରି ଏମିତି ଲେଖିଲେ”

ଦିଲ୍ଲୀ ଅବକାରୀ ନୀତି ମାମଲା । ସଂଜୟ ସିଂଙ୍କ ବିରୋଧରେ ରାୱଜ ଏଭିନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଇଡି, ଜାଣନ୍ତୁ ସଂଜୟ ସିଂଙ୍କ ବିରୋଧରେ କଣ ରହିଛି ଅଭିଯୋଗ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂ ଏବେ ଜେଲରେ ଅଛନ୍ତି । ଆଜି ଇଡି ତରଫରୁ ଏହି ମାମଲାରେ ସଂଜୟ ସିଂଙ୍କ ବିରୋଧରେ ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟରେ ୬୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସଂଜୟ ସିଂ ସମାନ ମାମଲାରେ ଅକ୍ଟୋବର ମାସରୁ ଜେଲରେ ରହିଛନ୍ତି । ଜାମିନ ପାଇଁ ସେ ରାୱଜ ଏଭିନ୍ୟୁ କୋର୍ଟ,Continue reading “ଦିଲ୍ଲୀ ଅବକାରୀ ନୀତି ମାମଲା । ସଂଜୟ ସିଂଙ୍କ ବିରୋଧରେ ରାୱଜ ଏଭିନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଇଡି, ଜାଣନ୍ତୁ ସଂଜୟ ସିଂଙ୍କ ବିରୋଧରେ କଣ ରହିଛି ଅଭିଯୋଗ”

Design a site like this with WordPress.com
Get started