ଏଗଜିଟ୍ ପୋଲ ରିପୋର୍ଟ ଆସିବା ପରେ ରାଜସ୍ଥାନ ରାଜନୀତି ସରଗରମ । ରିପୋର୍ଟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର, ଜାଣନ୍ତୁ କଣ ରହିଛି ସମିକରଣ

କନକ ବ୍ୟୁରୋ : ରାଜସ୍ଥାନରେ ଏବେ କଂଗ୍ରେସ ସରକାର ରହିଛି । କିନ୍ତୁ ଚଳିତ ବିଧାନସଭା ନିର୍ବାଚନର ଫଳାଫଳ ନିର୍ଣ୍ଣୟ କରିବ କି, କଂଗ୍ରେସର ସରକାର ରହିବ ନା ବିଜେପି କ୍ଷମତାକୁ ଫେରିବ । ଏସବୁ ଭିତରେ ଆସନ୍ତା କାଲି ନିର୍ବାଚନ ଫଳାଫଳ ଆସିବ । କିନ୍ତୁ ଏଗଜିଟ୍ ପୋଲ ରିପୋର୍ଟ ଯାହା ରହିଛି ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । ଏଗଜିଟ୍ ପୋଲର ରିପୋର୍ଟ ମୁତାବକ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କରContinue reading “ଏଗଜିଟ୍ ପୋଲ ରିପୋର୍ଟ ଆସିବା ପରେ ରାଜସ୍ଥାନ ରାଜନୀତି ସରଗରମ । ରିପୋର୍ଟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର, ଜାଣନ୍ତୁ କଣ ରହିଛି ସମିକରଣ”

ରାତି ପାହିଲେ ନିର୍ବାଚନ ଫଳାଫଳ । ଜାଣନ୍ତୁ ମଧ୍ୟପ୍ରଦେଶ ରାଜନୀତିରେ କିଏ ମାରିବ ବାଜି

କନକ ବ୍ୟୁରୋ : ଦେଶର ପ୍ରମୁଖ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭୋଟ ଗ୍ରହଣ ସରିଛି । ଡିସେମ୍ବର ୩ତାରିଖ ଅର୍ଥାତ ଆସନ୍ତା କାଲି ୪ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବ । ନିର୍ବାଚନ ଫଳାଫ ଆସିବା ପୂର୍ବରୁ ଏଗଜିଟ୍ ପୋଲ ବା ପୂର୍ବ ଆକଳନ ରିପୋର୍ଟ ପ୍ରକାଶ କରିଛନ୍ତି ବିଭିନ୍ନ ସର୍ଭେ ସଂସ୍ଥା । ସଭେ ଆକଳନକୁ ନଜର କଲେ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡାContinue reading “ରାତି ପାହିଲେ ନିର୍ବାଚନ ଫଳାଫଳ । ଜାଣନ୍ତୁ ମଧ୍ୟପ୍ରଦେଶ ରାଜନୀତିରେ କିଏ ମାରିବ ବାଜି”

ଦମଦାର ଚରିତ୍ର ସହ ବଡ ପରଦାକୁ ଫେରିବେ ପ୍ରଭାସ । ସାଉଥ ସୁପରଷ୍ଟାରଙ୍କ ନୂଆ ସିନେମା ସାଲାରର ପ୍ରଥମ ଟ୍ରେଲର ରିଲିଜ

କନକ ବ୍ୟୁରୋ : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର ରିଲିଜ । ୩ମିନିଟ୍ ୪୭ ସେକେଣ୍ଡର ଏହି ଟ୍ରେଲରରେ ପ୍ରଭାସଙ୍କ ଦମଦାର ଆକ୍ସନର ଝଲକ ଦେଖିବାକୁ ମିଳିଛି । ମାଫିଆରାଜକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରଭାସ । ଛୋଟ ବେଳର ଦୁଇ ସାଙ୍ଗ ପରବର୍ତୀ ସମୟରେ କିଭଳି ନିଜ ନିଜର ଶତ୍ରୁ ପାଲଟି ଯାଇଛନ୍ତି ଫିଲ୍ମରେ ଏହାକୁ ଚିତ୍ରଣ କରାଯାଇଛି । ଆକ୍ସନContinue reading “ଦମଦାର ଚରିତ୍ର ସହ ବଡ ପରଦାକୁ ଫେରିବେ ପ୍ରଭାସ । ସାଉଥ ସୁପରଷ୍ଟାରଙ୍କ ନୂଆ ସିନେମା ସାଲାରର ପ୍ରଥମ ଟ୍ରେଲର ରିଲିଜ”

କାଲି ଆସିବ ଅଗ୍ନିପରୀକ୍ଷା ଫଳାଫଳ, ନେତାଙ୍କ ଛାତି ଧଡପଡ । ବିଜୟ ପାଇଁ ଇଶ୍ୱରଙ୍କ ଶରଣରେ ନେତା,ମନ୍ତ୍ରୀ, ପ୍ରାର୍ଥୀ

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ବିଜେପିର ନେତ୍ରୀ ତଥା ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଦୌସା ଜିଲ୍ଲାର ମେହନ୍ଦିପୁର ବାଲାଜୀ ମନ୍ଦିରରେ ପହଁଚି ବ୍ୟାପକ ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବାଲାଜୀ ମନ୍ଦିରରେ ପହଁଚିଥିଲେ ବସୁନ୍ଧରା ରାଜେ । । ତାଙ୍କ ସହ ବିଜେପିର ଅନ୍ୟ ସାଂସଦ ବିଧାୟକ ଏବଂ ପ୍ରାର୍ଥୀ ଉପସ୍ଥିତ ରହି ସେମାନେ ବି ଭଗବାନଙ୍କ ଆଶିର୍ବାଦ ନେଇଛନ୍ତି । ନିର୍ବାଚନContinue reading “କାଲି ଆସିବ ଅଗ୍ନିପରୀକ୍ଷା ଫଳାଫଳ, ନେତାଙ୍କ ଛାତି ଧଡପଡ । ବିଜୟ ପାଇଁ ଇଶ୍ୱରଙ୍କ ଶରଣରେ ନେତା,ମନ୍ତ୍ରୀ, ପ୍ରାର୍ଥୀ”

ଆମେରିକାକୁ ଉତରକୋରିଆର ଧମକ । ସ୍ପେଶ ମିଶନରେ ବାଧା ନଦେବାକୁ କିମ ଜଙ୍ଗ ଉନ ଦେଲେ ଚେତାବନୀ

କନକ ବ୍ୟୁରୋ : ଆମେରିକାକୁ ଉତରକୋରିଆର ଧମକ । ଆମେରିକା ଯଦି ଉତରକୋରିଆର ମହାକାଶ ମିଶନ ଉପରେ କ୍ରୁର ଦୃଷ୍ଟି ପକାଏ ତେବେ ଏହାର କଡ଼ା ଜବାବ ଦିଆଯିବ ବୋଲି ଖୋଲା ଧମକ ଦେଇଛନ୍ତି ଏକଛତ୍ରବାଦ ଶାସକ କିମଜଙ୍ଗଉନ । କେବଳ ଜବାବ ନୁହେଁ ଏହା ଏକପ୍ରକାର ଯୁଦ୍ଧ ଡାକରା ବୋଲି ମାନି ସେହି ଅନରୂପ ଆକ୍ରମଣ କରାଯିବ ବୋଲି ଉତରକୋରିଆ ଧମକ ଦେଇଛି । ନିକଟରେ ମହାକାଶକୁ ପ୍ରଥମ ମିଲିଟାରି ଆଇ ବା ଗୁପ୍ତଚର ସାଟେଲାଇଟContinue reading “ଆମେରିକାକୁ ଉତରକୋରିଆର ଧମକ । ସ୍ପେଶ ମିଶନରେ ବାଧା ନଦେବାକୁ କିମ ଜଙ୍ଗ ଉନ ଦେଲେ ଚେତାବନୀ”

ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ଆତଙ୍କୀ ସଂଗଠନର ଟପକମାଣ୍ଡରଙ୍କୁ ମାରିବା ପାଇଁ ଆଇଡିଏଫର ନୂଆ ଯୋଜନା

କନକ ବ୍ୟୁରୋ : ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ହମାସର ଟପକମାଣ୍ଡରଙ୍କୁ ମାରିବା ପାଇଁ ଇସ୍ରାଏର ଆରମ୍ଭ କରିଛି ନୂଆ ଯୋଜନା । ୧୯୭୨ ମସିହାରେ ‘ରାଥ ଅଫ ଗଡ’ ରାସ୍ତାକୁ ପୁଣି ଆପଣାଇବାକୁ ଯାଉଛି ଇସ୍ରାଏଲ । ଗାଜାରେ ଅପରେସନ ଶେଷ କରିବା ପରେ ଇସ୍ରାଏଲ ହମାସ ଟପ କମାଣ୍ଡରଙ୍କ ହତ୍ୟା କରିବା ପାଇଁ ଯୋଜନା କରୁଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦContinue reading “ହମାସକୁ ମୂଳପୋଛ କରିବାକୁ ଇସ୍ରାଏଲର ନୂଆ ରଣନୀତି । ଆତଙ୍କୀ ସଂଗଠନର ଟପକମାଣ୍ଡରଙ୍କୁ ମାରିବା ପାଇଁ ଆଇଡିଏଫର ନୂଆ ଯୋଜନା”

ବିଦେଶରେ ପୁଣୀ ଜୀବନ ହାରିଲେ ଭାରତୀୟ ଛାତ୍ର । ନିଖୋଜର ୪ଦିନ ପରେ ଥେମସ ନଦୀରୁ ମିଳିଲା ୨୧ବର୍ଷୀୟ ମିତଲ କୁମାର ପଟେଲ ମୃତଦେହ

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ବସିଛି ସର୍ବଦଳୀୟ ବୈଠକ । କିଭଳି ସଂସଦର ଉଭୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଦଳମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇଛି । ସରକାର କହିଛନ୍ତି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ବିରୋଧୀଙ୍କୁ ସୂଚରାରୂପେ ଗୃହକାର୍ଯ୍ୟ କରିବାକୁ ଅପିଲ କରିଛନ୍ତି ସରକାର । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୩ଦଳର ୩୦ ସାଂସଦ ଯୋଗ ଦେଇଥିଲେ । ଡିସେମ୍ବରContinue reading “ବିଦେଶରେ ପୁଣୀ ଜୀବନ ହାରିଲେ ଭାରତୀୟ ଛାତ୍ର । ନିଖୋଜର ୪ଦିନ ପରେ ଥେମସ ନଦୀରୁ ମିଳିଲା ୨୧ବର୍ଷୀୟ ମିତଲ କୁମାର ପଟେଲ ମୃତଦେହ”

ରାଜଧାନୀରେ ମସାଜ ନାଁରେ ଚାଲିଥିଲା ସେକ୍ସ ରାକେଟ । ସାଧା ପୋଷାକରେ ଚଢ଼ାଉ କରି ପର୍ଦ୍ଦାଫାସ କଲା ପୋଲିସ

କନକ ବ୍ୟୁରୋ : ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ପ୍ରସ୍ତୁତ ହୋଇଥିଲା ବ୍ୟୁଟି ସ୍ପାର ମେନ୍ୟୁ । ହଜାରେ ଟଙ୍କାରୁ ଆରମ୍ଭ ୧୨ ହଜାର ୫ଶହରୁ ଶେଷ । ସାଧାରଣ ବଡି ମସାଜଠୁ ଆରମ୍ଭ କରି ହ୍ୟାପି ଏଣ୍ଡିଂ । ସବୁ ସୁବିଧା ମିଳୁଥିଲା ଏହି ଶିବାନୀ ୱେଲନେସ ବ୍ୟିୁଟି ସ୍ପାରେ । ମେନ୍ୟୁ କାର୍ଡରେ ଅଛି ମସାଜର ଦାମ କେତେ ଟଙ୍କା । ଗ୍ରାହକ ଯାହା ଚାହିଁବେ ତାହା ମିଳିବ । ଅର୍ଥାତContinue reading “ରାଜଧାନୀରେ ମସାଜ ନାଁରେ ଚାଲିଥିଲା ସେକ୍ସ ରାକେଟ । ସାଧା ପୋଷାକରେ ଚଢ଼ାଉ କରି ପର୍ଦ୍ଦାଫାସ କଲା ପୋଲିସ”

ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ସୁରୁଖୁରରେ ଗୃହକାର୍ଯ୍ୟ ଚଳାଇବାକୁ ସମସ୍ତ ଦଳଙ୍କୁ ସରକାରଙ୍କ ଅପିଲ

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନ ପୂର୍ବରୁ ଶନିବାର ବସିଛି ସର୍ବଦଳୀୟ ବୈଠକ । କିଭଳି ସଂସଦର ଉଭୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ଦଳମାନଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇଛି । ସରକାର କହିଛନ୍ତି ସବୁ ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି ତେବେ ବିରୋଧୀଙ୍କୁ ସୂଚରାରୂପେ ଗୃହକାର୍ଯ୍ୟ କରିବାକୁ ଅପିଲ କରିଛନ୍ତି ସରକାର । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୩ଦଳର ୩୦ ସାଂସଦ ଯୋଗ ଦେଇଥିଲେ । ଡିସେମ୍ବରContinue reading “ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ସୁରୁଖୁରରେ ଗୃହକାର୍ଯ୍ୟ ଚଳାଇବାକୁ ସମସ୍ତ ଦଳଙ୍କୁ ସରକାରଙ୍କ ଅପିଲ”

ବିଆରଏସ ଗଡ଼ରେ କଂଗ୍ରେସର ହେବ କି ଏଟ୍ରିଂ ? କେସିଆରଙ୍କ ହ୍ୟାଟ୍ରିକରେ ଲାଗିବ କି ବ୍ରେକ୍ ?

କନକ ବ୍ୟୁରୋ : ତେଲେଙ୍ଗାନାରେ କିଏ ଗଢ଼ିବ ସରକାର । ଚାଲିଛି ତର୍କ-ବିର୍ତକ ଓ ଆକଳନ । ଦଳମାନେ ବିଜୟ ନେଇ ନିଜ ନିଜର ଦାବି କରୁଥିବାବେଳେ ଏଗ୍ଜିଟ୍ ପୋଲ ରିପୋର୍ଟ କହୁଛି କିଛି ଭିନ୍ନ କଥା । ୧୦ବର୍ଷର ଲଗାତାର ଶାସନ ପରେ ଏଥରକ କୁଆଡେ କେସିଆରଙ୍କ ବାଜି ପଲଟିପାରେ । ବିଆରଏସ ଗଡ଼ରେ ହୋଇପାରେ କଂଗ୍ରେସର ଜବରଦସ୍ତ ଏଟ୍ରିଂ । କେ.ଚନ୍ଦ୍ରଶେଖର ରାଓ ହ୍ୟାଟ୍ରିକ୍ ମାରିବା ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ସାବ୍ୟସ୍ତ ହୋଇପାରେ ଗେମଚେଂଜରContinue reading “ବିଆରଏସ ଗଡ଼ରେ କଂଗ୍ରେସର ହେବ କି ଏଟ୍ରିଂ ? କେସିଆରଙ୍କ ହ୍ୟାଟ୍ରିକରେ ଲାଗିବ କି ବ୍ରେକ୍ ?”

Design a site like this with WordPress.com
Get started