କାହିଁକି ଚୁପ୍ ଦିବ୍ୟଶଙ୍କର? କେବେ ମୌନବ୍ରତ ଭାଙ୍ଗିବେ ମନ୍ତ୍ରୀ?

କନକ ବ୍ୟୁରୋ : ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହରଙ୍କ ହତ୍ୟାକାଣ୍ଡ ଘଟଣାକୁ ତେଜିଛି ରାଜନୀତି । ମମିତା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ସନସାଇଜ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଗିରଫ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଆଉ ସବୁଠୁ ବଡ କଥା ହେଉଛି ଏହି ସ୍କୁଲକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରମ୍ବାର ଆସୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା, ଯେଉଁContinue reading “କାହିଁକି ଚୁପ୍ ଦିବ୍ୟଶଙ୍କର? କେବେ ମୌନବ୍ରତ ଭାଙ୍ଗିବେ ମନ୍ତ୍ରୀ?”

କାରରେ ହତ୍ୟା… ପ୍ଲାଏ ଏବଂ ଟାୟାରରେ ଜଳାଗଲା… ମୃତ ଶରୀର ନଷ୍ଟ ପାଇଁ ପ୍ରଚୁର ଲୁଣ ପଡିଥିଲା । ଗୋବିନ୍ଦ କଳା କାରନାମାର ପର୍ଦ୍ଦାଫାସ

କନକ ବ୍ୟୁରୋ : ମୃତ ଶରୀରରେ ଅତ୍ୟଧୀକ ଲୁଣ ଦେଲେ ଶରୀର ଶୀଘ୍ର ନଷ୍ଟ ହୋଇଯାଇ । ଏକଥା ଗୋବିନ୍ଦକୁ ଭଲଭାବେ ଜଣାଥିଲା । ସେଥିପାଇଁ ମମିତାକୁ ହତ୍ୟା କରିବା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବ ସେଥିପାଇଁ ଅତ୍ୟଧିକ ଲୁଣର ବ୍ୟବହାର କରିଥିଲା ଗୋବିନ୍ଦ । ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ବ୍ଲୁପ୍ରିଣ୍ଟ ହୋଇଥିଲା । ପ୍ରଥମେ ଗାତ ଖୋଳାଗଲା, କାରରେ ହତ୍ୟା କରାଗଲା, ମୃତ ଦେହକୁ ଗାତରେ ପକାଇ ପ୍ଲାଏ ଏବଂContinue reading “କାରରେ ହତ୍ୟା… ପ୍ଲାଏ ଏବଂ ଟାୟାରରେ ଜଳାଗଲା… ମୃତ ଶରୀର ନଷ୍ଟ ପାଇଁ ପ୍ରଚୁର ଲୁଣ ପଡିଥିଲା । ଗୋବିନ୍ଦ କଳା କାରନାମାର ପର୍ଦ୍ଦାଫାସ”

ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ । ଏପର୍ଯ୍ୟନ୍ତ ୪୬ ମୃତଦେହ ଉଦ୍ଧାର, ସଂଖ୍ୟା ବଢିବା ନେଇ ଆଶଂକା

କନକ ବ୍ୟୁରୋ : କେରଳ ସହ ଏବେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଫଳରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି । ସରକାରୀ ସୂତ୍ରରୁ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । ଏହାର କାରଣ ଭାବେ କୁହାଯାଇଛି କି ନୈନିତାଲରେ ଭୂସ୍ଖଳନ ଫଳରେ ଏବେ ବି ଅନେକContinue reading “ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ । ଏପର୍ଯ୍ୟନ୍ତ ୪୬ ମୃତଦେହ ଉଦ୍ଧାର, ସଂଖ୍ୟା ବଢିବା ନେଇ ଆଶଂକା”

ଦେବଭୂମିରେ ପ୍ରକୃତିର ତାଣ୍ଡବ : ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗଲାଣି ୪୦ରୁ ଅଧିକ ଜୀବନ

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ଲଗାତାର ୩ ଦିନ ଧରି ଲଗାଣ ବର୍ଷା, ବାଦଲଫଟା ବର୍ଷା‌ ଏବଂ ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଅତି କମ୍‌ରେ ୪୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି । ନୈନିତାଲ୍‌ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଭୂସ୍ଖଳନ ଯୋଗୁଁ ନୈନିତାଲ୍‌କୁ ସଂଯୋଗ ହୋଇଥିବା ୩ଟି ରାସ୍ତା ବନ୍ଦ ହୋଇଯାଇଥିବାରୁ ନୈନିତାଲ ସହ କୌଣସି ସଡ଼କ ଯୋଗାଯୋଗ ନାହିଁ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆକାଶ ମାର୍ଗରୁ ବର୍ଷାContinue reading “ଦେବଭୂମିରେ ପ୍ରକୃତିର ତାଣ୍ଡବ : ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗଲାଣି ୪୦ରୁ ଅଧିକ ଜୀବନ”

ରାଜ୍ୟରେ ଆଉ ୫୫୯ ପଜିଟିଭ, ୨ମୃତ : ୭୧ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଂଟାରେ ୫୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୨୩୮ ଜଣ । ୭୧ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୪, ବୌଦ୍ଧରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦ ଲକ୍ଷ ୩୬ ହଜାର ୫୩୨Continue reading “ରାଜ୍ୟରେ ଆଉ ୫୫୯ ପଜିଟିଭ, ୨ମୃତ : ୭୧ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ”

ଦେଶରେ ସାମାନ୍ୟ ବଢ଼ିଲା କରୋନା ସଂକ୍ରମଣ : ୨୪ ଘଂଟାରେ ୧୪,୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୭ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦେଶରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ । ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୪,୬୨୩ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧୯୭ ମୃତ୍ୟୁ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୧,୦୮,୯୯୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୧୯୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୫୨,୬୫୧ରେ ପହଞ୍ଚିଛି । ଗତContinue reading “ଦେଶରେ ସାମାନ୍ୟ ବଢ଼ିଲା କରୋନା ସଂକ୍ରମଣ : ୨୪ ଘଂଟାରେ ୧୪,୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୭ ଜଣଙ୍କ ମୃତ୍ୟୁ”

ମମିତା ମୃତ୍ୟୁ ମାମଲା : ଆଉ ୨ ଅଟକ 

କନକ ବ୍ୟୁରୋ : ସନସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତ୍ୟୁ ମାମଲାରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ମମିତା ମୃତ୍ୟୁ ମାମଲାରେ ଆଉ ୨ଜଣଙ୍କୁ ଅଟକ ରଖିଲା ପୋଲିସ । ମାମଲାରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କଲେଜ ଅଧ୍ୟକ୍ଷ, ଜେସିବି ଡ୍ରାଇଭର ଓ ୱାଚ୍ ମ୍ୟାନ୍ ଅଟକ । ସେପଟେ, ଏହି ମମିତା ମୃତ୍ୟୁ ମାମଲା ନେଇ ରାଜନୀତି ଜୋର ଧରିଛି । ସ୍ୱର ଉଠାଇଛନ୍ତିContinue reading “ମମିତା ମୃତ୍ୟୁ ମାମଲା : ଆଉ ୨ ଅଟକ “

କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପଡିବା ଘଟଣା : ନଦୀରୁ ମିଳିଲା ଯୁବକଙ୍କ ମୃତଦେହ

କନକ ବ୍ୟୁରୋ : କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପ଼ଡ଼ିଥିବା ଯୁବକଙ୍କର ମିଳିଲା ମୃତଦେହ । ମୃତ ଦେହ ଉଦ୍ଧାର କଲା ଓଡ଼୍ରାଫ ଟିମ୍ । ଯୁବକ ଜଣଙ୍କ ଖାରବେଳ ନଗର ଅଂଚଳର ବୋଲି ସୂଚନା ରହିଛି । ନିଜ ସ୍କୁଟିରେ ଆସି ନଦୀ ଉପରେ ଗାଡ଼ି ରଖି ପାଣିକୁ ଡେଇଁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । କାହିଁକି ନଦୀକୁୁ ଡେଇଁ ଆତ୍ମହତ୍ୟା କଲେ ଯୁବକ କାରଣ ଅସ୍ପଷ୍ଟ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବାContinue reading “କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପଡିବା ଘଟଣା : ନଦୀରୁ ମିଳିଲା ଯୁବକଙ୍କ ମୃତଦେହ”

ଭବାନିପାଟଣାରୁ ଫେରିବା ସମୟରେ କାରରେ ହୋଇଛି ମମିତାଙ୍କ ହତ୍ୟା ! ପୂର୍ବରୁ ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲା ଗୋବିନ୍ଦ

କନକ ବ୍ୟୁରୋ : ମମିତାଙ୍କ ମୃତ୍ୟୁ କେମିତି ହେଲା ? ମମିତାଙ୍କୁ କିଏ ହତ୍ୟା କରିଛି? ଗତ ଦିନକ ପୂର୍ବରୁ ଏହିଭଳି ଅନେକ ପ୍ରଶ୍ନ ଉଠିଥିଲା । ଯାହାର ଆଜି ବଡ ଖୁଲାସା ହୋଇଛି । ପୋଲିସଆଗରେ ସତ ମାନିଛି ଗୋବିନ୍ଦ ସାହୁ । ପୋଲିସର ଜେରା ବେଳେ ମମିତାଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ସୂଚନାରୁ ଜଣା ପଡିଛି । ପୋଲିସ ଆଗରେ ଗୋବିନ୍ଦ ସାହୁ କହିଛି ହତ୍ୟାକାଣ୍ଡର ପୂରା ଘଟଣା । ମମିତାଙ୍କୁContinue reading “ଭବାନିପାଟଣାରୁ ଫେରିବା ସମୟରେ କାରରେ ହୋଇଛି ମମିତାଙ୍କ ହତ୍ୟା ! ପୂର୍ବରୁ ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲା ଗୋବିନ୍ଦ”

ବଲିଉଡରେ ୟୋହାନିଙ୍କ ଏଣ୍ଟ୍ରି । ଗାଇବେ ‘ମାନିକେ ମାଗେ ହିତେ’ର ହିନ୍ଦୀ ଭର୍ସନ

କନକ ବ୍ୟୁରୋ: ବଲିଉଡକୁ ଆସିବେ ‘ମାନିକେ ମାଗେ ହିତେ’ର ସେନ୍ସେସନ୍ ୟୋହାନି ଡି ସିଲଭା । ସୋସିଆଲ ମିଡିଆରେ ତାଙ୍କ ଗୀତ ପପୁଲାର ହେବା ପରେ ତାଙ୍କ ଫ୍ୟାନ ଫଲୋଅର୍ସ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବଢିଛି । ତାଙ୍କର ଏହି ଗୀତ ଏବେ କୋଣ ଅନୁକୋଣରେ ପଶଂସା ସାଉଁଟୁଛି । ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ସମସ୍ତଙ୍କ ମୁହଁରେ ଏହି ଗୀତ । ତେବେ ଏବେ ସେନ୍ସେସନ୍ ଗାର୍ଲ ୟୋହାନିଙ୍କୁ ବଲିଉଡରେ ଦେଖିବାକୁ ମିଳିବContinue reading “ବଲିଉଡରେ ୟୋହାନିଙ୍କ ଏଣ୍ଟ୍ରି । ଗାଇବେ ‘ମାନିକେ ମାଗେ ହିତେ’ର ହିନ୍ଦୀ ଭର୍ସନ”

Create your website with WordPress.com
Get started