ଉତ୍କଳ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାର୍ତ୍ତା

କନକ ବ୍ୟୁରୋ : କୋଲକାତାର ହୁବୁଲି ନଈ ପଠା ଆୟୋଜିତ ଉତ୍କଳ ଦିବସରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଜିର ଦିନ ଓଡିଆଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।  ଆଜି ଆମେ ଗଙ୍ଗାନଦୀ ଘାଟରେ ଏହି ଦିବସ ପାଳନ କରୁଛୁ । ସାଢେ ୩୪କୋଟି ଲୋକଙ୍କୁ ଅଭିନନ୍ଦନ । ସମସ୍ତଙ୍କ ଉପରେ ମହାପ୍ରଭୂଙ୍କ ଆଶୀର୍ବାଦ ରହୁ । ରାଧାନାଥ ରାଏ, ଗଙ୍ଗାଧର ମେହେରା,Continue reading “ଉତ୍କଳ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାର୍ତ୍ତା”

୪ ସପ୍ତାହ ପାଇଁ ଶିକ୍ଷନୁଷ୍ଠାନ ବନ୍ଦ କରିବା ସହ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କଲେ ଫ୍ରାନ୍ସର ରାଷ୍ଟ୍ରପତି ମ୍ୟାକ୍ରୋନ

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ୍ ଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୂଡିକୁ ୪ ସପ୍ତାହ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ ପୁରା ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ନିର୍ଦ୍ଦେଶ ଶନିବାର ଠାରୁ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଫ୍ରାନ୍ସରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପାଖା ପାଖି ୧ ଲକ୍ଷ ଛୁଇଁଲାଣି । ଏହାସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାContinue reading “୪ ସପ୍ତାହ ପାଇଁ ଶିକ୍ଷନୁଷ୍ଠାନ ବନ୍ଦ କରିବା ସହ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କଲେ ଫ୍ରାନ୍ସର ରାଷ୍ଟ୍ରପତି ମ୍ୟାକ୍ରୋନ”

ସୀମାର ସାଂଘାତିର ଚିତ୍ର : ୨ ଟି ରାଜ୍ୟ ମଧ୍ୟରେ ରହିଛି ଗୋଟିଏ ଗାଁ; ଛତିଶଗଡ ଗାଁରେ ମିଳୁଛି ସବୁ ସୁବିଧା, ଓଡିଶା ଗାଁରେ ନାହିଁ ବିକାଶର ଚିହ୍ନବର୍ଣ୍ଣ

କନକ ବ୍ୟୁରୋ : ଆଜି ଉତ୍କଳ ଦିବସ । ଅଖଣ୍ଡ ଓଡିଶାର କଥା କହି ଆଜିର ସ୍ୱତନ୍ତ୍ର ଦିବସକୁ ପାଳନ କରାଯାଉଛି । ହେଲେ ଅଖଣ୍ଡ ଓଡିଶାର ଗାଁ ଭିତରେ ପଶି ରାଜ୍ କରୁଛନ୍ତି ପଡୋଶୀ ରାଜ୍ୟ । କୋରାପୁଟର କୋଟିଆ, ଗଂଜାମର ପାତ୍ରପୁର, ଗଜପତି ଜିଲ୍ଲାର ରାୟଗଡ ବ୍ଲକ, ମାଲକାନଗିରି ଜିଲ୍ଲାର ଜୁମଡାଙ୍ଗ ସୀମାରେ ଆନ୍ଧ୍ରପ୍ରଦେଶ ଦବଦବା ଜାରି କରୁଥିବା ଖବର ଜାଣିଥିଲେ । କିଭଳି ଓଡିଶା ଗାଁରେ ପଶି ପଡିଶା ରାଜ୍ୟ ପଂଚାୟତ ନିର୍ବାଚନContinue reading “ସୀମାର ସାଂଘାତିର ଚିତ୍ର : ୨ ଟି ରାଜ୍ୟ ମଧ୍ୟରେ ରହିଛି ଗୋଟିଏ ଗାଁ; ଛତିଶଗଡ ଗାଁରେ ମିଳୁଛି ସବୁ ସୁବିଧା, ଓଡିଶା ଗାଁରେ ନାହିଁ ବିକାଶର ଚିହ୍ନବର୍ଣ୍ଣ”

ପ୍ରସିଦ୍ଧ ଗୀତିକାର ବାପ୍ପୀ ଲହରୀ କରୋନା ପଜିଟିଭ୍ । ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନା ତାର କାୟା ବିସ୍ତାର କରିଚାଲିଛି । ବିଶେଷ କରି ମୁମ୍ବାଇରେ କରୋନାର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଛି । ଏଥିରେ ବଲିଉଡ କଳାକାରମାନେ ସଂକ୍ରମିତ ହେଉଛନ୍ତି । ଏହି କ୍ରମରେ ଆଜି ବଲିଉଡର ପ୍ରସିଦ୍ଧ ଗାୟକ ବାପ୍ପୀ ଲହରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାପ୍ପୀ ଲହରୀଙ୍କ କରୋନା ସଂକ୍ରମିତ ହେବା ଖବର ପାଇବାContinue reading “ପ୍ରସିଦ୍ଧ ଗୀତିକାର ବାପ୍ପୀ ଲହରୀ କରୋନା ପଜିଟିଭ୍ । ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି”

ଏବେ ବି ଜଳୁଛି ଶିମିଳିପାଳ : ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୪୭ଟି ସ୍ଥାନରେ ଲାଗିଛି ନିଆଁ, ନାସାର ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ

କନକ ବ୍ୟୁରୋ : କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଶିମିଳିପାଳର ନିଆଁ । ପୂର୍ବ ଭଳି ହୁହୁ ହୋଇ ଅତି ଭୟଙ୍କର ଭାବରେ ଜଳୁଛି ଶିମିଳିପାଳ ଜଙ୍ଗଲ । ଅନ୍ୟପଟେ ଗତ କିଛିଦିନ ଧରି ମୟୂରଭଞ୍ଜରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହି ଆସୁଥିବା ବେଳେ ଗତ ୩୦ ତାରିଖ ମଙ୍ଗଳବାରରେ ଓଜିମେଟର ରିପୋର୍ଟ ଅନୁସାରେ ବାରିପଦା ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ବୋଲି ଜଣାଯାଇଛି । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷContinue reading “ଏବେ ବି ଜଳୁଛି ଶିମିଳିପାଳ : ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୪୭ଟି ସ୍ଥାନରେ ଲାଗିଛି ନିଆଁ, ନାସାର ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ”

ମାର୍ଚ୍ଚ ମାସର ସାଇବର ଠକେଇ ରିପୋର୍ଟ । କେବଳ ଭୁବନେଶ୍ୱରରୁ ୮୪ ଲକ୍ଷ ଟଙ୍କା ଉଡାଇ ନେଇଛନ୍ତି ସାଇବର ଠକ ।

କନକ ବ୍ୟୁରୋ : ମାର୍ଚ୍ଚ ମାସର ସାଇବର ଅପରାଧ ନେଇ ତଥ୍ୟ ଦେଲା ପୋଲିସ । ମାର୍ଚ୍ଚ ମାସରେ ସାଇବର ଅପରାଧ ସମ୍ପର୍କିତ ମୋଟ ୬୨୯ଟି କଲ ସାଇବର ଡେସ୍କକୁ ଆସିଛି । ସବୁଠୁ ବଡ କଥା ହେଲା ଏହି ସାଇବର ଠକେଇର ପ୍ରାୟ ଅଧା ମାମଲା ଭୁବନେଶ୍ୱରରୁ ଆସିଛି । ଭୁବନେଶ୍ୱରରେ ୩୧୦ଟି ସାଇବର ଠକେଇ ହୋଇଥିବା ଜଣାପଡିଛି । ତିନି ପ୍ରକାରର ଲୋକଙ୍କୁ ଠକିଛନ୍ତି ସାଇବର ଠକ । ୟୁପିଆଇ ମାଧ୍ୟମରେ ଠକେଇର ଶିକାରContinue reading “ମାର୍ଚ୍ଚ ମାସର ସାଇବର ଠକେଇ ରିପୋର୍ଟ । କେବଳ ଭୁବନେଶ୍ୱରରୁ ୮୪ ଲକ୍ଷ ଟଙ୍କା ଉଡାଇ ନେଇଛନ୍ତି ସାଇବର ଠକ ।”

ରାଜ୍ୟର ୨୧ଜିଲ୍ଲାକୁ ହିଟୱେଭ୍ ସତର୍କତା ଜାରି : ୪ଟା ଯାଏଁ ସତର୍କ କଲା ପାଣିପାଗ ବିଭାଗ; ଖରାକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ

କନକ ବ୍ୟୁରୋ : ଉପକୂଳ ଓଡିଶାରୁ ପଶ୍ଚିମ ଓଡିଶା । ବାଦ୍ ପଡିନି ଉତର ଓଡିଶା । ସବୁଠି ଏବେ ଖରା ପ୍ରକୋପ ବଢି ବଢି ଚାଲିଛି । ସକାଳ ହେଉ ହେଉ ତାତି ଏମିତି ବଢିଯାଉଛି ଯେ ଦିନ ୧୦ଟା ବେଳେ ଅନେକ ସ୍ଥାନରେ ବାଟଘାଟ ଖାଁ ଖାଁ ହୋଇ ପଡୁଛି । ରାଜ୍ୟର ୨୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଖରା ହେବ । ଏ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗContinue reading “ରାଜ୍ୟର ୨୧ଜିଲ୍ଲାକୁ ହିଟୱେଭ୍ ସତର୍କତା ଜାରି : ୪ଟା ଯାଏଁ ସତର୍କ କଲା ପାଣିପାଗ ବିଭାଗ; ଖରାକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ”

ଓଡିଶା-ଛତିଶଗଡ ସୀମାରେ ଆସିଲା ସାଂଘାତିକ ଖବର : ନୂଆପଡା ଓ କଳାହାଣ୍ଡି ସୀମାନ୍ତ ପଡିଛି ମୁକୁଳା; ଅବାଧରେ ଛତିଶଗଡ ଯିବା ଆସିବା କରୁଛନ୍ତି ଲୋକେ

କନକ ବ୍ୟୁରୋ : ପଡୋଶୀ ରାଜ୍ୟର ସଂକ୍ରମଣ ଓଡିଶାର ଚିନ୍ତା ବଢାଇ ଦେଇଛି । ବିଶେଷ କରି ପଡୋଶୀ ରାଜ୍ୟ ଛତିଶଗଡରେ କରୋନା ସଂକ୍ରମଣ ଅଧିକ ଥିବାରୁ ସୀମାନ୍ତବାସୀଙ୍କ ଚିନ୍ତା ବଢିଯାଇଛି । ଏପଟେ ଛତିଶଗଡ- ଧର୍ମଗଡ ସୀମା ମୁକୁଳା ହୋଇପଡି ରହିଛି । ଯାହା ସୀମାନ୍ତ ଅଂଚଳରେ କରୋନା ଦ୍ରୁତ ସଂକ୍ରମଣ ବଢିବା ଆଶଙ୍କା ସୃଷ୍ଟି କରିଛି । ରାଜ୍ୟ ସରକାର ଅଧିକ ସଂକ୍ରମିତ ରାଜ୍ୟରୁ ଫେରୁଥିବା ଲୋକଙ୍କୁ ନେଇ ଚିନ୍ତା ପ୍ରକଟ କରିବା ସହContinue reading “ଓଡିଶା-ଛତିଶଗଡ ସୀମାରେ ଆସିଲା ସାଂଘାତିକ ଖବର : ନୂଆପଡା ଓ କଳାହାଣ୍ଡି ସୀମାନ୍ତ ପଡିଛି ମୁକୁଳା; ଅବାଧରେ ଛତିଶଗଡ ଯିବା ଆସିବା କରୁଛନ୍ତି ଲୋକେ”

ଉତ୍କଳ ଦିବସରେ ବରପୁତ୍ରଙ୍କୁ ସମ୍ମାନ : କଟକରେ ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଉତ୍କଳ ଦିବସ ଅବସରରେ ବରପୁତ୍ରଙ୍କୁ ସମ୍ମାନ । କଟକ ଗୋପବନ୍ଧୁ ଛକରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ ବେଲଭ୍ୟୁ ଛକରେ ମହାତ୍ମଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କୋଭିଡ ସ୍ଥିତିକୁ ଦେଖି କମିସନରେଟ ପୁଲିସ ପକ୍ଷରୁ ଭିଡ ନିୟନ୍ତ୍ରଣ ପାଇଁ କଡା ସୁରକ୍ଷାContinue reading “ଉତ୍କଳ ଦିବସରେ ବରପୁତ୍ରଙ୍କୁ ସମ୍ମାନ : କଟକରେ ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ”

ବଢୁଛି ତାତି ଜଳୁଛି ଜଙ୍ଗଲ : ରାଜ୍ୟର ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱର ମନ୍ଦିର ଥିବା ଦେବଗିରି ପାହାଡରେ ଲାଗିଛି ନିଆଁ

କନକ ବ୍ୟୁରୋ : ସାରା ରାଜ୍ୟରେ ଖରାର ପ୍ରକୋପ ବଢୁଥିବା ବେଳେ ଜଳୁଛି ବାଲେଶ୍ୱର ଜିଲ୍ଲାର ଦେବଗିରି ପାହାଡର ବିଭିନ୍ନ ଅଂଚଳ । ଜଙ୍ଗଲରେ ନିଆଁ ଲାଗିଥିବାରୁ ଅନେକ ମୂଲ୍ୟବାନ, ଔଷଧୀୟ ଗଛ ଗୁଡିକ ପୋଡି ନଷ୍ଟ ହେଉଛି । ଅନ୍ୟପଟେ ଜଙ୍ଗଲରେ ନିଆଁ ଲାଗି ଥିବାରୁ ବନ୍ୟପ୍ରାଣୀ ଗାଁ ମୁହାଁ ହୋଇଛନ୍ତି । ଜଙ୍ଗଳ ଜଳୁଥିବା ଦେଖି ସ୍ଥାନୀୟ ଅଂଚଳର କିଛି ଯୁବକ ଓ ବନକର୍ମଚାରୀ ଯାଇ ନିଆଁକୁ ଆୟତ କରିଛନ୍ତି । ଗତ କିଛିContinue reading “ବଢୁଛି ତାତି ଜଳୁଛି ଜଙ୍ଗଲ : ରାଜ୍ୟର ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱର ମନ୍ଦିର ଥିବା ଦେବଗିରି ପାହାଡରେ ଲାଗିଛି ନିଆଁ”

Design a site like this with WordPress.com
Get started