କନକ ବ୍ୟୁରୋ : ଆଜିି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ଅଧିକ ଚର୍ଚ୍ଚିତ ଆସନ, ନନ୍ଦିଗ୍ରାମରେ ପଡିବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୩୦ ଆସନରେ ହେଉଛି ଭୋଟିଂ । ୪ ଜିଲ୍ଲାର ୩୦ ଆସନ ଭିତରୁ ସବୁଠାରୁ ଚର୍ଚାରେ ରହିଛି ନନ୍ଦିଗ୍ରାମ ଆସନ । କାରଣ ଏହି ଆସନରେ ବେଙ୍ଗଲ ଦେଖୁଛି ଚଳିତ ନିର୍ବାଚନର ସବୁଠାରୁ ବଡ ଲଢେଇ । ନନ୍ଦିଗ୍ରାମ ପାଲଟିଛି ପଶ୍ଚିମବଙ୍ଗର ହାଇଭୋଲଟେଜ୍ ଆସନContinue reading “ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ନନ୍ଦିଗ୍ରାମ ସହିତ ୩୦ ଆସନରେ ପଡିବ ଭୋଟ “
Author Archives: Raghaba
ଆଜି ଉତ୍କଳ ଦିବସ : ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ୧୯୩୬ରେ ହୋଇଥିଲା ଗଢା; ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଂଜଳି ଜଣାଉଛି ସାରାରାଜ୍ୟ
କନକ ବ୍ୟୁରୋ : ଆଜି ଉତ୍କଳ ଦିବସ । ୧୯୩୬ ମସିହାରେ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ଗଢା ହୋଇଥିଲା ଓଡିଶା । ଆଜି ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଂଜଳି ଜଣାଉଛି ସାରାରାଜ୍ୟ । ଓଡ଼ିଶା ମାଟି ମା’କୁ ସ୍ବତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ବର, ସମ୍ବଲପୁର, କୋରାପୁଟ, ଗଞ୍ଜାମକୁ ନେଇ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ।Continue reading “ଆଜି ଉତ୍କଳ ଦିବସ : ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ୧୯୩୬ରେ ହୋଇଥିଲା ଗଢା; ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଂଜଳି ଜଣାଉଛି ସାରାରାଜ୍ୟ “
କମିଲା ଜମାର ସୁଧହାର । ପିପିଏଫରେ ୬ ଦଶମିକ ୪ ପ୍ରତିଶତକୁ ଖସିଲା ସୁଧହାର । ଗତ ୪୬ ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର ।
କନକ ବ୍ୟୁରୋ: ଏପ୍ରିଲ ୧ରୁ ସଂଚୟଜମା ଉପରେ କମିବ ସୁଧହାର । ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ନୂଆ ଆର୍ଥିକ ବର୍ଷରେ ନୂଆ ନୀତି ହେବ ଲାଗୁ । ଫଳରେ ସ୍ୱଳ୍ପ ଜମା ଯୋଜନାରେ ନିବେଶ କରୁଥିବା ବ୍ୟକ୍ତିଙ୍କୁ ଲାଗିଛି ଝଟ୍କା । ଅର୍ଥ ମନ୍ତ୍ରାଳୟରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସୁଧହାର ୧.୧୦ ପ୍ରତିଶତ ଯାଏଁ କମାଇଛନ୍ତି । ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ – ପିପିଏଫ୍ରେ ସୁଧହାରରେ ୭୦ ବେସିସ୍ ପଏଂଟContinue reading “କମିଲା ଜମାର ସୁଧହାର । ପିପିଏଫରେ ୬ ଦଶମିକ ୪ ପ୍ରତିଶତକୁ ଖସିଲା ସୁଧହାର । ଗତ ୪୬ ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର । “
ରାସ୍ତା କରିବାକୁ ଯାଇଥିଲେ ୩୨ ପରିବାର, ଫେରିବା ବେଳକୁ ଜଳି ଯାଇଥିଲା ଗୋଟିଏ ପରେ ଗୋଟିଏ ଘର ।
କନକ ବ୍ୟୁରୋ : ଚାହୁଁ ଚାହୁଁ ଆଖି ଆଗରେ ଜଳିଗଲା ଗୋଟିଏ ପରେ ଗୋଟିଏ ଘର। ଆସବାବପତ୍ର ଦୂରର କଥା, ପିନ୍ଧା ଲୁଗା କିମ୍ବା ବାସନ ବି ଉଦ୍ଧାର କରିପାରିଲେ ନାହିଁ । ସବୁକିଛି ନିଆଁରେ ପୋଡ଼ି ପାଉଁଶ ହୋଇଗଲା । ଏବେ ବେସାହାରା ହୋଇପଡିଛନ୍ତି, ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଗାୟାଗଣ୍ଡା ପଞ୍ଚାୟତର ନୂଆଁ ଦୋରଙ୍ଗି ଗାଁର ୩୨ଟି ବିପନ୍ନ ପରିବାର। ପିଲା-ଛୁଆଙ୍କୁ ନେଇ ଖୋଲା ଆକାଶ ତଳେ ଜୀବନ ବିତାଇବାକୁ ବାଧ୍ୟ ହୋଇଥିଲେContinue reading “ରାସ୍ତା କରିବାକୁ ଯାଇଥିଲେ ୩୨ ପରିବାର, ଫେରିବା ବେଳକୁ ଜଳି ଯାଇଥିଲା ଗୋଟିଏ ପରେ ଗୋଟିଏ ଘର । “
ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭୁବନେଶ୍ୱର । ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ
କନକ ବ୍ୟୁରୋ: ଆଜି ଭୁବନେଶ୍ୱର ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରରେ ଆଜି ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ସାରା ବିଶ୍ୱର ସର୍ବାଧିକ ତାପମାତ୍ରା । ଲଗାତାର ଦ୍ୱିତୀୟ ଦିନ ପାଇଁ ଓଡିଶାର ସହର ବିଶ୍ୱର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଅର୍ଥାକ କହିବାକୁ ଗଲେ ଏବେ ଓଡିଶା ବିଶ୍ୱର ସର୍ବାଧିକ ଉତ୍ତପ୍ତ ସ୍ଥାନ । ବିଶ୍ୱର ସର୍ବାଧିକ ଉତ୍ତପ୍ତ ସ୍ଥାନ ଭିତରେ ଭୁବନେଶ୍ୱର ପ୍ରଥମ ଥିବା ବେଳେContinue reading “ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭୁବନେଶ୍ୱର । ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ “
ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କରୋନା ଟିକା । ହାଇରିସ୍କ ଗ୍ରୁପରୁ ମିଳିବ ପ୍ରାଥମିକତା । ବୁଲାବିକାଳି, ଡ୍ରାଇଭର, ଶିକ୍ଷକଙ୍କୁ ଦିଆଯିବ ଗୁରୁତ୍ୱ ।
କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟିକାକରଣ କରାଯିବ । ଆସନ୍ତାକାଲି ଠାରୁ ଦୁଇଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢୁଥିବାରୁ ଟିକାକରଣ ହେବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟିକାକରଣକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗିର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ, ନବରଙ୍ଗପୁର, ମୟୁରଭଞ୍ଜରେ ସଂକ୍ରମଣ ବଢୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ । ମାଛ ମାଂସ ବିକ୍ରେତା, ସେଲୁନ, ବୁଲା ବିକାଳି, ଅଟୋ ଓ ବସContinue reading “ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କରୋନା ଟିକା । ହାଇରିସ୍କ ଗ୍ରୁପରୁ ମିଳିବ ପ୍ରାଥମିକତା । ବୁଲାବିକାଳି, ଡ୍ରାଇଭର, ଶିକ୍ଷକଙ୍କୁ ଦିଆଯିବ ଗୁରୁତ୍ୱ ।”
ଓଡ଼ିଶା ସମେତ ୯ ରାଜ୍ୟରେ ହେବ ପ୍ରବଳ ଗରମ । ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ ।
କନକ ବ୍ୟୁରୋ : ଏ ବର୍ଷ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଗ୍ରୀଷ୍ଣ ଋତୁ ହାରାହାରିଠାରୁ ଅଧିକ ଗରମ ରହିବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଦକ୍ଷିଣ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅପେକ୍ଷାକୃତ କମ ଗରମ ରହିବା ସମ୍ଭାବନା ରହିଛି । ଲା ନିନୋର ପ୍ରଭାବ ଧୀରେ ଧୀରେ କମୁଥିବାରୁ ଏବର୍ଷ ଗରମ ବଢିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ଏପ୍ରିଲ-ଜୁନ ତାପମାତ୍ରା ପୂର୍ବାନୁମାନContinue reading “ଓଡ଼ିଶା ସମେତ ୯ ରାଜ୍ୟରେ ହେବ ପ୍ରବଳ ଗରମ । ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ ।”
ଜୁନ ୩୦ ଯାଏଁ ବଢିଲା ଆଧାର ଓ ପାନ୍ ଲିଙ୍କ ଅବଧି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି ।
କନକ ବ୍ୟୁରୋ: ଜୁନ ୩୦ ଯାଏଁ ବଢିଲା ଆଧାର ଓ ପ୍ୟାନ ଲିଙ୍କ । କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ମୋଦି ସରକାର ଜୁନ ୩୦ ପର୍ଯ୍ୟନ୍ତ ଆଧାର ସହିତ ପାନ୍ କାର୍ଡ ଲିଙ୍କ ଅବଧି ବଢାଇ ଦେଇଛନ୍ତି । ପୂର୍ବରୁ ଆଜି ଅର୍ଥାତ ମାର୍ଚ୍ଚ ୩୧ ତାରିଖ ଏଥିପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା । ଯେଉଁମାନେ ଆଜି ପର୍ଯ୍ୟନ୍ତ ଆଧାର-ପାନ ଲିଙ୍କ କରିନଥିଲେ ସେମାନେ ଆଉ ୩ମାସ ସମୟ ରିହାତି ପାଇଛନ୍ତି ।Continue reading “ଜୁନ ୩୦ ଯାଏଁ ବଢିଲା ଆଧାର ଓ ପାନ୍ ଲିଙ୍କ ଅବଧି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି । “
ଶତ୍ରୁ ଦେଶ ସହ ସୁଧୁରିବ କି ସମ୍ପର୍କ? ଭାରତରୁ ଧଳା ଚିନି ଓ କପା ଆମଦାନୀ କରିବାକୁ ଦେଶର ଘରୋଇ କ୍ଷେତ୍ରକୁ ଗ୍ରୀନ୍ ସିଗନାଲ ଦେଲା ପାକିସ୍ତାନ ।
କନକ ବ୍ୟୁରୋ : ଭାରତ ପାକିସ୍ତାନ ମଧ୍ୟରେ ବିବାଦ ଦେଖା ଦେଇଥିବା ସୀମା ପାର ବାଣିଜ୍ୟ କାରବାର ଖୋଲିବା ନେଇ ଆଶା ଦେଖାଇଛି ପାକିସ୍ତାନ । ଗତ ବୁଧବାର ପାକିସ୍ତାନ ଦେଶର ଘରୋଇ କ୍ଷେତ୍ରକୁ ଭାରତରୁ ଆମଦାନୀ କରିବାକୁ ଅନୁମତି ପ୍ରଦାନ କରିଛି । ଭାରତରୁ ଧଳାଚିନି ଓ କପା ଆମଦାନୀ କରିବାକୁ ପାକିସ୍ତାନ ସରକାର ଆଶା ପ୍ରକଟ କରିଛନ୍ତି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ସଂପର୍କରେ ସୁଧାର ଆସିବା ସମ୍ଭାବନା ଦେଖାContinue reading “ଶତ୍ରୁ ଦେଶ ସହ ସୁଧୁରିବ କି ସମ୍ପର୍କ? ଭାରତରୁ ଧଳା ଚିନି ଓ କପା ଆମଦାନୀ କରିବାକୁ ଦେଶର ଘରୋଇ କ୍ଷେତ୍ରକୁ ଗ୍ରୀନ୍ ସିଗନାଲ ଦେଲା ପାକିସ୍ତାନ । “
ସତ ମାନିଲେ ସଚିନ୍ ୱାଜେ । ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ନିକଟରେ ଗାଡିରେ ତାଙ୍କ ଡ୍ରାଇଭର ରଖିଥିଲେ ବିସ୍ଫୋରକ ।
କନକ ବ୍ୟୁରୋ : ମୁକେଶ ଅମ୍ବାନୀଙ୍କ ଘର ନିକଟରେ କାର ଭିତରେ ବିସ୍ଫୋରକ ରଖିଥିଲା କିଏ । ଏହି ଗୋଟିଏ ପ୍ରଶ୍ନର ଖିଅ ଖୋଜୁ ଖୋଜୁ ଜାତୀୟ ତଦନ୍ତକାରୀ ସଂସ୍ଥା , ଏନଆଇଏ ହାତରେ ଲାଗିଛି ରୋଚକ ତଥ୍ୟ । ଅଜଣା କାର ଭିତରେ ବିସ୍ଫୋରକକୁ ସଚିନ୍ ବାଜେ ନୁହଁନ୍ତି. ତାଙ୍କର ଡ୍ରାଇଭର ରଖିଥିଲେ । ଏନଆଇଏ ତଦନ୍ତରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ମୁକେଶ ଅମ୍ୱୀନୀଙ୍କ ଘର ନିକଟରେ ଅଜଣା କାର ମାମଲା ।Continue reading “ସତ ମାନିଲେ ସଚିନ୍ ୱାଜେ । ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ନିକଟରେ ଗାଡିରେ ତାଙ୍କ ଡ୍ରାଇଭର ରଖିଥିଲେ ବିସ୍ଫୋରକ । “