ତତଲା ତାୱାରେ ଫୁଟୁଛି ଓଡ଼ିଶା, ବିଭିନ୍ନ ଜିଲ୍ଲା ପାଇଁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ । ୨ ଦିନ କାଳବୈଶାଖୀ ସମ୍ଭାବନା ।

କନକ ବ୍ୟୁରୋ : ଆସନ୍ତା ୪ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି  ଭୁବନେଶ୍ୱର ପାଣିପାଗ କେନ୍ଦ୍ର କିଛି ଜିଲ୍ଲାକୁ ଅରେଞ୍ଜ  ୱାର୍ଣ୍ଣିଂ ଜାରି କରିଛି। ଏଥିସହିତ କାଳବୈଶାଖୀ ଓ ବଜ୍ରପାତ ପାଇଁ ୧୦ରୁ ଅଧିକ ଜିଲ୍ଲାକୁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ,Continue reading “ତତଲା ତାୱାରେ ଫୁଟୁଛି ଓଡ଼ିଶା, ବିଭିନ୍ନ ଜିଲ୍ଲା ପାଇଁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ । ୨ ଦିନ କାଳବୈଶାଖୀ ସମ୍ଭାବନା ।”

ମୋ ବସରୁ ଯାତ୍ରୀଙ୍କୁ ଠେଲିଦେବା ଅଭିଯୋଗ ଘଟଣା : ବସରେ କଣ ଘଟିଥିଲା, ଭିଡିଓ ଜାରି କଲା କ୍ରୁଟ

କନକ ବ୍ୟୁରୋ : ମୋ ବସରୁ ଯାତ୍ରୀଙ୍କୁ ଠେଲିଦେଇଥିବା ଅଭିଯୋଗ ଘଟଣାରେ ଆସିଲା ସିସିଟିଭି ଫୁଟେଜ୍ । ବସ ଭିତରେ କଣ ଘଟିଥିଲା ତାର ଏକ ଭିଡିଓ ଜାରି କରିଛି ମୋ ବସ ଚଳାଉଥିବା ସଂସ୍ଥା ‘କ୍ରୁଟ୍’ । ଏଥିରୁ ଜଣାପଡୁଛି ବସରେ ଥିବା କର୍ମଚାରୀଙ୍କ ସହ ନିର୍ମଳେନ୍ଦୁଙ୍କ ବଚସା ହୋଇଥିଲା । ସେହି ସମୟରେ ନିର୍ମଳେନ୍ଦୁ ବସ କଣ୍ଡକ୍ଟରଙ୍କୁ ମଧ୍ୟ ଟଣାଓଟରା କରୁଥିବା ସିସିଟିଭିରୁ ଜଣାପଡୁଛି । ଆଉକିଛି ପାସେଞ୍ଜର ମଧ୍ୟ ନିର୍ମଳେନ୍ଦୁଙ୍କୁ କିଛି କହୁଥିବାରContinue reading “ମୋ ବସରୁ ଯାତ୍ରୀଙ୍କୁ ଠେଲିଦେବା ଅଭିଯୋଗ ଘଟଣା : ବସରେ କଣ ଘଟିଥିଲା, ଭିଡିଓ ଜାରି କଲା କ୍ରୁଟ”

ଭୋଟ ଗ୍ରହଣ ପୂର୍ବରୁ ନନ୍ଦୀଗ୍ରାମରେ ଲାଗିଲା ଧାରା ୧୪୪ । ମମତାଙ୍କ ଅଭିଯୋଗ, ଭୋଟରଙ୍କୁ ଧମକାଇବାକୁ ଅନ୍ୟ ରାଜ୍ୟରୁ ଗୁଣ୍ଡା ଆଣିଛି ବିଜେପି

କନକ ବ୍ୟୁରୋ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି କି ନନ୍ଦୀଗ୍ରାମରେ ବିଶୃଙ୍ଖଳା କରିବା ଓ ଭୋଟର ମାନଙ୍କୁ ଧମକାଇବାକୁ ବିଜେପି ବାହାର ରାଜ୍ୟରୁ ଗୁଣ୍ଡା ଆଣିଛି । ଏନେଇ ସେ ଆଜି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହାସହ ଗତକାଲି ମମତା ଅଭିଯୋଗ କରିଥିଲେ କି ପଶ୍ଚିମ ମେଦିନାପୁରର କିଛି ଗାଁରୁ ଲୋକମାନଙ୍କୁ ବିଜେପି ଉଠାଇ ନେଇ ଏକ ସ୍ଥାନରେ ଲୁଚାଇ ରଖିଛିContinue reading “ଭୋଟ ଗ୍ରହଣ ପୂର୍ବରୁ ନନ୍ଦୀଗ୍ରାମରେ ଲାଗିଲା ଧାରା ୧୪୪ । ମମତାଙ୍କ ଅଭିଯୋଗ, ଭୋଟରଙ୍କୁ ଧମକାଇବାକୁ ଅନ୍ୟ ରାଜ୍ୟରୁ ଗୁଣ୍ଡା ଆଣିଛି ବିଜେପି”

ରାଜ୍ୟରେ ଡ୍ରପ ଆଉଟ ହାର ୪.୭୫ % : ସର୍ବାଧିକ ଡ୍ରପ ଆଉଟ ଜିଲ୍ଲା ନବରଙ୍ଗପୁର; ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ : ରାଜ୍ୟରେ ପ୍ରତିବର୍ଷ କେତେଜଣ ପିଲା ଅଧା ପାଠପଢ଼ାରେ ସ୍କୁଲ ଛାଡ଼ୁଛନ୍ତି ସେ ନେଇ ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିଲେ ଯେ ୨୦୧୫-୧୬ ମସିହାରୁ କେତେଜଣ ପିଲା ସ୍କୁଲ ଛାଡିଛନ୍ତି । ଆଉ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ୨୦୧୯-୨୦ ମସିହାରେ ରାଜ୍ୟରେ ଡ୍ରପ ଆଉଟ ହାର ୪.୭୫ ପ୍ରତିଶତ ରହିଥିଲା । ସେହିପରି ୧୮-୧୯Continue reading “ରାଜ୍ୟରେ ଡ୍ରପ ଆଉଟ ହାର ୪.୭୫ % : ସର୍ବାଧିକ ଡ୍ରପ ଆଉଟ ଜିଲ୍ଲା ନବରଙ୍ଗପୁର; ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ”

ପିପିିଲି ସାତଶଙ୍ଖରେ ଋଣ ସୁଝିନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ : କିସ୍ତି ସୁଝି ନପାରିବାରୁ ଘର ବାଡି ପଟେ କିରୋସିନି ଢାଳି ଆତ୍ମହତ୍ୟା କଲେ ମହିଳା

କନକ ବ୍ୟୁରୋ : ରୁଣ ଶୁଝି ନପାରିବାରୁ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ପିପିଲି ବ୍ଲକର ସାତଶଂଖ ଅର୍ଜୁନ ସିଂ ପୁରରେ ଜଣେ ମହିଳା ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି । ତେବେ ବ୍ୟାଙ୍କ, ମହିଳା ସମିତି ଓ ଅନ୍ୟାନ୍ୟ ସୂତ୍ରରୁ ବିପୁଳ ରୁଣ କରି ମହିଳା ଜଣକ କିସ୍ତି ଶୁଝି ନପାରିବାରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ରୁଣ ଶୁଝି ନପାରିବାରୁ ତାଙ୍କୁ ଗାଁ ଲୋକେ ଟାହି ଟାପରାContinue reading “ପିପିିଲି ସାତଶଙ୍ଖରେ ଋଣ ସୁଝିନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ : କିସ୍ତି ସୁଝି ନପାରିବାରୁ ଘର ବାଡି ପଟେ କିରୋସିନି ଢାଳି ଆତ୍ମହତ୍ୟା କଲେ ମହିଳା”

ଆସନ୍ତାକାଲିଠୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ଛୁଟି ଥିଲେ ବି ହେବ ଟୀକାକରଣ

କନକ ବ୍ୟୁରୋ : ଆସନ୍ତାକାଲିଠୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ କରାଯିବ । କାଲିଠୁ ଦୁଇଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଟୀକାକରଣ ହେବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟୀକାକରଣକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର ,ମୟୁରଭଞ୍ଜରେ ସଂକ୍ରମଣ ବଢ଼ୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ । କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ୁଥିଲେ ବି ଏହି ଜିଲ୍ଲାରେ ଟୀକାକରଣContinue reading “ଆସନ୍ତାକାଲିଠୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ଛୁଟି ଥିଲେ ବି ହେବ ଟୀକାକରଣ”

ବହୁ ଚର୍ଚ୍ଚିତ ଇସରତ୍ ଜାହାଁ ଏନକାଉଣ୍ଟର ମାମଲା । ସିବିଆଇ ସ୍ୱତନ୍ତ୍ର କୋର୍ଟ କହିଲା ଲସ୍କର ଆତଙ୍କବାଦୀ ଥିଲେ ଇସରତ୍ । ମାମଲାରୁ ମୁକୁଳିଲେ ୩ ପୋଲିସ ଅଧିକାରୀ ।

କନକ ବ୍ୟୁରୋ : ଇସରତ ଜାହାଁ ଏନକାଉଣ୍ଟର ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଜି ରାୟ ଦେଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଥିବା କ୍ରାଇମବ୍ରାଞ୍ଚର ୩ ଜଣ ଅଧିକାରୀ (ତରୁଣ ବାରେଟ୍, ଅଞ୍ଜୁ ଚୌଧୁରୀ ଓ ଗିରୀସ୍ ସିଂଘଲ) ଙ୍କୁ ଦୋଷମୁକ୍ତ କରାଯାଇଛି । ଏହି ୩ ଅଧିକାରୀଙ୍କୁ ଦୋଷମୁକ୍ତ କରିବା ସହ କୋର୍ଟ କହିଥିଲେ କି ଇସରତ ଜାହାଁ ଲସ୍କର ଏ ତୋଇବାର ଜଣେ ଆତଙ୍କବାଦୀ ଥିଲେ । କୋର୍ଟ ଆହୁରି କହିଛନ୍ତି କିContinue reading “ବହୁ ଚର୍ଚ୍ଚିତ ଇସରତ୍ ଜାହାଁ ଏନକାଉଣ୍ଟର ମାମଲା । ସିବିଆଇ ସ୍ୱତନ୍ତ୍ର କୋର୍ଟ କହିଲା ଲସ୍କର ଆତଙ୍କବାଦୀ ଥିଲେ ଇସରତ୍ । ମାମଲାରୁ ମୁକୁଳିଲେ ୩ ପୋଲିସ ଅଧିକାରୀ ।”

ବରଗଡ ଗାଁରୁ ଛତିଶଗଡ ଉପରେ ଆଖି : ପଡୋଶୀ ସୀମାକୁ ଲାଗି ରହିଥିବା ୬ଟି ବ୍ଲକର ୫୮ଟି ଗାଁରେ ଚାଲିଛି କଡାକଡି ଯାଂଚ

କନକ ବ୍ୟୁରୋ : ପଡିଶା ବଢାଉଛନ୍ତି ଓଡିଶା ଚିନ୍ତା । ସୀମାନ୍ତବର୍ତୀ ରାଜ୍ୟ ଛତିଶଗଡରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ସୀମାକୁ ଲାଗି ରହିଥିବା ଜିଲ୍ଲାଗୁଡିକ ଉପରେ ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ବରଗଡ ଜିଲ୍ଲା ସୀମାନ୍ତରେ ଯାଆସ କରୁଥିବା ଲୋକଙ୍କ ଉପରେ ସତର୍କ ନଜର ରଖୁଛି ଜିଲ୍ଲା ପ୍ରଶାସନ । ବରଗଡ ଜିଲ୍ଲାର ୬ଟି ବ୍ଲକର ୫୮ଟି ଗ୍ରାମରେ ଯାଂଚକୁ କଡାକଡି କରାଯାଇଛି । ଏପରିକି ଛତିଶଗଡରୁ ଏସବୁContinue reading “ବରଗଡ ଗାଁରୁ ଛତିଶଗଡ ଉପରେ ଆଖି : ପଡୋଶୀ ସୀମାକୁ ଲାଗି ରହିଥିବା ୬ଟି ବ୍ଲକର ୫୮ଟି ଗାଁରେ ଚାଲିଛି କଡାକଡି ଯାଂଚ”

କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ ଜୋରଦାର । ଆଜିଠାରୁ ଦିଲ୍ଲୀ ବିମାନ ବନ୍ଦର, ରେଳ ଓ ବସ୍‌ ଷ୍ଟାଣ୍ଡ ବ୍ୟାପକ କୋଭିଡ୍‌ ପରୀକ୍ଷା ଆରମ୍ଭ

କନକ ବ୍ୟୁରୋ : କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବା ରାଜ୍ୟମାନଙ୍କରୁ ଆସି ଦିଲ୍ଲୀ ବିମାନ ବନ୍ଦର‌ରେ ପହଞ୍ଚୁଥିବା ଯାତ୍ରୀମାନଙ୍କର ନମୁନା ପରୀକ୍ଷା କରାଯିବ ଏବଂ ରିପୋର୍ଟ ପଜିଟିଭ୍‌ ଆସିଥିବା ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ‘କ୍ୱାରେଣ୍ଟିନ୍‌’ରେ ରଖାଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଏହାପରେ ରେଳ ଓ ବସ୍‌ ଷ୍ଟେସନ୍‌ରେ ମଧ୍ୟ ଏଭଳି ପରୀକ୍ଷା କରାଯିବ। ‘ଦିଲ୍ଲୀ ଏୟାର୍‌ପୋର୍ଟ ଅଥରିଟି’ ଟୁଇଟର୍‌ରେ ସେୟାର୍‌ କରିଥିବା ଏକ ନୋଟିସ୍‌ରେ ଉଲ୍ଲେଖ ଅଛି, ସରକାରଙ୍କ ସଦ୍ୟତମ ଆଦେଶ ଅନୁସାରେ, ‘ଜିଲ୍ଲାContinue reading “କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ ଜୋରଦାର । ଆଜିଠାରୁ ଦିଲ୍ଲୀ ବିମାନ ବନ୍ଦର, ରେଳ ଓ ବସ୍‌ ଷ୍ଟାଣ୍ଡ ବ୍ୟାପକ କୋଭିଡ୍‌ ପରୀକ୍ଷା ଆରମ୍ଭ”

‘କାଳିଆ ଯୋଜନା’ରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର? ଗୃହରେ ବିଧାୟକଙ୍କ ପ୍ରଶ୍ନ, ଉତ୍ତର ରଖିଲେ ମନ୍ତ୍ରୀ

‘କାଳିଆ ଯୋଜନା’ରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସେ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ | ଆଜି ଗୃହରେ ବିଜେପି ବିଧାୟକ ନାଉରି ନାୟକ ପ୍ରଶ୍ନ କରିଥିଲେ ଯେ କାଳିଆ ଯୋଜନାରେ କେତେ ସଂଖ୍ୟକ କୃଷକ ଓ କୃଷି ନିମନ୍ତେ କେତେ ଅର୍ଥ ବ୍ୟୟ କରାଯାଇଛି | ଏହାର ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ ‘କାଳିଆ ଯୋଜନା’ରେContinue reading “‘କାଳିଆ ଯୋଜନା’ରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର? ଗୃହରେ ବିଧାୟକଙ୍କ ପ୍ରଶ୍ନ, ଉତ୍ତର ରଖିଲେ ମନ୍ତ୍ରୀ”

Design a site like this with WordPress.com
Get started