କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନ୍ୟତମ ପ୍ରସିଦ୍ଧ ଲୀଳାକ୍ଷେତ୍ର ଭାବେ ଜଣାଶୁଣା ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ମାରଦା ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି । ଏଥିସହ ସମଗ୍ର ହିନ୍ଦୁ ସମାଜ, ଓଡିଆ ଲୋକ ଓ ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ପବିତ୍ର ତୀର୍ଥ କ୍ଷେତ୍ର । ପବିତ୍ର ଶରଣContinue reading “ପୋଲସରାର ମାରଦା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।”
Author Archives: Raghaba
ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି କାର ମିଳିବା ଘଟଣା । ବଢୁଛି ଗିରଫ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ଅଡୁଆ ।
କନକ ବ୍ୟୁରୋ: ବିିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଏଂଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତି କାର ଜବତ କରାଯିବା ଘଟଣାର ଖୋଳତାଡ କରୁଛି ଏନଆଇଏ । ଏହି ମାମଲାରେ ମୁମ୍ବାଇ ପୋଲିସ ଅଫିସର ସଚିନ ୱାଜେ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ତାଙ୍କ ଅଡୁଆ ବଢିବାରେ ଲାଗିଛି । ବିସ୍ଫୋରକ ଭର୍ତି କାରର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ପଛରେ ସଚିନଙ୍କ ହାତ ଥିବା ନେଇ ସନ୍ଦେହ ବଢୁଛି ।Continue reading “ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି କାର ମିଳିବା ଘଟଣା । ବଢୁଛି ଗିରଫ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ଅଡୁଆ ।”
ସର୍ବସାଧାରଣରେ ହୋଲି ପାଳନକୁ ବନ୍ଦ କଲେ ରାଜ୍ୟ ସରକାର । କେବଳ ଘରେ ହୋଲି ପାଳନ କରିବାକୁ ପରାମର୍ଶ ।
କନକ ବ୍ୟୁରୋ: କରୋନା ଭୟ ଭିତରେ ରାଜ୍ୟରେ ହୋଲି ଖେଳ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଚଳିତ ବର୍ଷ କେବଳ ଘର ଭିତରେ ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଲେ ଏସଆରସି । କୋଭିଡ୍ ଦ୍ୱିତୀୟ ଲହର ଭିତରେ ରାଜ୍ୟରେ ହୋଲି ପାଳନକୁ କଟକଣାଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସି ତରଫରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି, ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଦେଖିବାକୁ ମିଳୁଛିContinue reading “ସର୍ବସାଧାରଣରେ ହୋଲି ପାଳନକୁ ବନ୍ଦ କଲେ ରାଜ୍ୟ ସରକାର । କେବଳ ଘରେ ହୋଲି ପାଳନ କରିବାକୁ ପରାମର୍ଶ । “
ପଶ୍ଚିମବଙ୍ଗରେ ମୁହାଁମୁହିଁ ଟିଏମସି–ବିଜେପି । ମମତାଙ୍କୁ ଏକଛତ୍ରବାଦ ଓ ସମ୍ବେଦନହୀନ କହିଲେ ଶିବରାଜ ସିଂ ଚୌହାନ । ଦିଦିଙ୍କ ଜବାବ, ବିଜେପି ଦୁର୍ନୀତିଗ୍ରସ୍ତ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ତାତି ସେତିକି ବଢୁଛି । ବିଧାନସଭା ନିର୍ବାଚନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମସି ଓ ବିଜେପି । ଦିଦିଙ୍କ ଗଡକୁ ହାତେଇବାକୁ ବଳ ଲଗାଇଦେଇଛି ବିଜେପି । ଦଳୀୟ ବରିଷ୍ଠ ନେତା ଏବେ ପଶ୍ଚିମବଙ୍ଗରୁ ମମତା ବାନାର୍ଜିଙ୍କୁ ହଟାଇବାକୁ ରାଲି ଓ ଜନସଭା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ପଶ୍ଚିମବଙ୍ଗ ମେଦିନିପୁରରେ ଜନସଭା କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦିଦିଙ୍କୁ ଏକଛତ୍ରବାଦContinue reading “ପଶ୍ଚିମବଙ୍ଗରେ ମୁହାଁମୁହିଁ ଟିଏମସି–ବିଜେପି । ମମତାଙ୍କୁ ଏକଛତ୍ରବାଦ ଓ ସମ୍ବେଦନହୀନ କହିଲେ ଶିବରାଜ ସିଂ ଚୌହାନ । ଦିଦିଙ୍କ ଜବାବ, ବିଜେପି ଦୁର୍ନୀତିଗ୍ରସ୍ତ । “
ସମ୍ବଲପୁରରେ ଶୁଖିଲା ମହାନଦୀରେ ଲାଗିଲା ନିଆଁ । ନିଆଁ ଲାଗି ଜଳିଲା ଶୁଖି ଯାଇଥିବା ଘାସ ।
କନକ ବ୍ୟୁରୋ: ମହାନଦୀ ପଠାରେ ଲାଗିଗଲା ନିଆଁ । ସମ୍ବଲପୁର ଜିଲ୍ଲାର ଲକ୍ଷ୍ମୀ ଡୁଙ୍ଗରୀ ପାହାଡ ପାଖ ମହାନଦୀ ପଠାର ଶୁଖିଲା ଘାସରେ ନିଆଁ ଲାଗିଯାଇଥିଲା । ଆଜି ସନ୍ଧ୍ୟାରେ ହୁତ ହୁତ ହୋଇ ମହାନଦୀ ପଠା ଜଳୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଖବର ପାଇ ବନକର୍ମଚାରୀ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରୁଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ବନକର୍ମଚାରୀଙ୍କ ସହ ମିଳିତ ଭାବେ ନିଆଁ ଲିଭାଇଛନ୍ତି ।Continue reading “ସମ୍ବଲପୁରରେ ଶୁଖିଲା ମହାନଦୀରେ ଲାଗିଲା ନିଆଁ । ନିଆଁ ଲାଗି ଜଳିଲା ଶୁଖି ଯାଇଥିବା ଘାସ । “
ଆମେରିକା, ଚୀନ୍ ଭିତରେ ବଢୁଛି ତିକ୍ତତା । ୱାସିଂଟନ ବୈଠକରେ ଦୁଇ ଦେଶ ମଧ୍ୟରେ ମତାନ୍ତର ।
କନକ ବ୍ୟୁରୋ: ଆମେରିକାରେ ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଚୀନ୍ ଓ ଆମେରିକା ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ବସିଛି । ତେବେ ଏହି ବୈଠକରୁ କୌଣସି ସକରାତ୍ମକ ଆଲୋଚନା ହୋଇନାହିଁ । ବରଂ ଟ୍ରମ୍ପ ଶାସନ ଅପେକ୍ଷା ଏବେ ବାଇଡେନ ରାଷ୍ଟ୍ରପତି ହେବା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଆଲାସ୍କାରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ପର୍କ ସମ୍ବନ୍ଧୀୟ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆମେରିକାର ବୈଦେଶିକ ସଚିବ ଏଂଟନିContinue reading “ଆମେରିକା, ଚୀନ୍ ଭିତରେ ବଢୁଛି ତିକ୍ତତା । ୱାସିଂଟନ ବୈଠକରେ ଦୁଇ ଦେଶ ମଧ୍ୟରେ ମତାନ୍ତର ।”
ଅଗ୍ନିକାଣ୍ଡରେ ସାର୍ଟିଫିକେଟ ପୋଡ଼ିବା ଘଟଣା; ଅଧୁରା ରହିବନି ଅଜିତେଶଙ୍କ ବିଦେଶ ଯାତ୍ରା । ସବୁ ସ୍ତରରୁ ମିଳିଲା ସହଯୋଗର ପ୍ରତିଶ୍ରୁତି ।
କନକ ବ୍ୟୁରୋ: ତାଇୱାନ ବିଶ୍ୱବିଦ୍ୟାଳୟରେ କ୍ୟାନସର ଉପରେ ଅଧିକ ଗବେଷଣା କରିବି, ଗାଁ ମାଟି ଓ ଜିଲ୍ଲାର ନାଁ ରଖିବି। ଏପରି କିଛି ସ୍ୱପ୍ନ ନେଇ ତାଇୱାନକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ବିଂଝାରପୁର ତାଉନ୍ତରା ଗାଁ ଧଳସାହିର ଏମ୍ଟେକ୍ ଛାତ୍ର ଅଜିତେଶ ଧଳ । ଦିନ କେଇଟା ପରେ ସେ ତାଇୱାନ ବିଶ୍ୱବିଦ୍ୟାଳୟକୁ ଯାଇଥାନ୍ତେ । ହେଲେ ଗତକାଲି ରାତିରେ ଘଟିଥିବା ଅଗ୍ନିକାଣ୍ଡ ଯେମିତି ତାଙ୍କର ସବୁ ସ୍ୱପ୍ନରେ ପାଣି ପକାଇଦେଲା। ଗୋଟିଏ ପଟେ ବିଦେଶ ଯିବାକୁContinue reading “ଅଗ୍ନିକାଣ୍ଡରେ ସାର୍ଟିଫିକେଟ ପୋଡ଼ିବା ଘଟଣା; ଅଧୁରା ରହିବନି ଅଜିତେଶଙ୍କ ବିଦେଶ ଯାତ୍ରା । ସବୁ ସ୍ତରରୁ ମିଳିଲା ସହଯୋଗର ପ୍ରତିଶ୍ରୁତି ।”
ଆରମ୍ଭ ହେଲା ଟମାଟୋର ଅଭାବୀ ବିକ୍ରି । କୁଚିଣ୍ଡାରେ କିଲୋ ୫ଟଙ୍କା, ସୁନ୍ଦରଗଡ଼ରେ ୧ ଟଙ୍କାରେ ମିଳୁଛି କିଲେ ଟମାଟୋ
କନକ ବ୍ୟୁରୋ: ଦିନେ ପରିବା ବଜାରରେ ଉଚ୍ଚା ଦର ଯୋଗୁଁ ଟମାଟୋରେ ହାତ ମାରିବାକୁ ଚିନ୍ତା କରିବାକୁ ପଡୁଥିଲା । ଆଜି ସେହି ଟମାଟୋ ଅଭାବୀ ବିକ୍ରିର ଶିକାର । ଟମାଟୋ କିଲୋକୁ ୨ ଟଙ୍କାରେ ବିକ୍ରି କରିବାକୁ ଚାଷୀ ଚାହୁଁଥିଲେ ବି କିଣିବାକୁ କେହି ନାହିଁ । ତେଣୁ ରାସ୍ତାରେ ଟମାଟୋ ଢାଳି ପ୍ରତିବାଦ କରିଛନ୍ତି ଆଠଗଡର ପରିବା ଚାଷୀ । ବଜାରରେ ମାନ୍ଦାବସ୍ଥା ଯୋଗୁଁ ଟମାଟୋ, ବାଇଗଣ, କୋବି କରିଥିବା ଚାଷୀ କ୍ଷତି ସହୁଛନ୍ତିContinue reading “ଆରମ୍ଭ ହେଲା ଟମାଟୋର ଅଭାବୀ ବିକ୍ରି । କୁଚିଣ୍ଡାରେ କିଲୋ ୫ଟଙ୍କା, ସୁନ୍ଦରଗଡ଼ରେ ୧ ଟଙ୍କାରେ ମିଳୁଛି କିଲେ ଟମାଟୋ”
କରୋନା ସ୍ଥିତିକୁ ନେଇ ସରକାରୀ ଅଫିସ ପାଇଁ ଫେରିଲା ଗାଇଡଲାଇନ । ଜାଣନ୍ତୁ ନିର୍ଦ୍ଦେଶାବଳୀରେ କଣ କହିଲା ସାଧାରଣ ପ୍ରଶାସନ
କନକ ବ୍ୟୁରୋ: କରୋନା ସ୍ଥିତିକୁ ନେଇ ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦ୍ଦେଶ । ପୁରୁଣା ନିର୍ଦ୍ଦେଶାବଳୀକୁ ମନେପକାଇଲା ସାଧାରଣ ପ୍ରଶାସନ ବିଭାଗ । ଭର୍ଚୁଆଲ ମୋଡରେ ବୈଠକ କରିବାକୁ ପ୍ରାଥମିକତା ଦିଆଯିବ । ଅଫିସ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ନିୟମ ନମାନିଲେ ଏହାକୁ ବିଶୃଙ୍ଖଳା ବୋଲି ମନେ କରାଯିବ । ସେହିପରି କାର୍ଯ୍ୟାଳୟ ଭିତରେ କର୍ମଚାରୀଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ ବୋଲି କୁହାଯାଇଛି । ଦେଶର ବିଭିନ୍ନ ରାଜ୍ୟରେContinue reading “କରୋନା ସ୍ଥିତିକୁ ନେଇ ସରକାରୀ ଅଫିସ ପାଇଁ ଫେରିଲା ଗାଇଡଲାଇନ । ଜାଣନ୍ତୁ ନିର୍ଦ୍ଦେଶାବଳୀରେ କଣ କହିଲା ସାଧାରଣ ପ୍ରଶାସନ”
ଯାଆଁଳା କଙ୍କାଳ ମିଳିବା ଘଟଣାରେ କମିଶନରେଟ ପୋଲିସ ଜାରି କଲା ସ୍କେଚ । ଚିତ୍ର ମାଧ୍ୟମରେ ଖୋଜାଯିବ ମହିଳାଙ୍କ ପରିଚୟ ।
କନକ ବ୍ୟୁରୋ: ଯାଆଁଳା ଫାଣ୍ଡି ପରିସରରୁ ମିଳିଥିବା କଙ୍କାଳର ସ୍କେଚ ଜାରି କରିଛି କମିଶନରେଟ୍ ପୋଲିସ । ବେଙ୍ଗାଲୁରୁର ବିଶେଷଜ୍ଞମାନେ ଏହି ସ୍କେଚ ପ୍ରସ୍ତୁତ କରିଛନ୍ତି । ଏହି ସ୍କେଚ ମାଧ୍ୟମରେ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରିବ ପୋଲିସ । ଏହା କମିଶନରେଟ୍ ପୋଲିସର ପ୍ରଥମ ସ୍କେଚ୍, ତେବେ ଆଗକୁ ଆହୁରି ସ୍କେଚ୍ ଆସିବାର ରହିଛି ବୋଲି ସୂଚନା ମିଳିଛି । ଜାଆଁଳା ଫାଣ୍ଡି ସାମ୍ନାରେ ଥିବା ଗାଡ଼ି ମଧ୍ୟରେ ରହିଥିଲା ୨୦୧୯ ମସିହାରେ ଜବତContinue reading “ଯାଆଁଳା କଙ୍କାଳ ମିଳିବା ଘଟଣାରେ କମିଶନରେଟ ପୋଲିସ ଜାରି କଲା ସ୍କେଚ । ଚିତ୍ର ମାଧ୍ୟମରେ ଖୋଜାଯିବ ମହିଳାଙ୍କ ପରିଚୟ ।”