ବସ୍ତିରେ ଏମିତି ମିଳୁଛି ପାଣି । ଦିନକୁ ଥରେ ମିଳୁଛି ପାଣି, ରାତିଅଧରେ ଆସୁଛି, ସକାଳକୁ ନାହିଁ ।

କନକ ବ୍ୟୁରୋ :  ରାଜଧାନୀର ବସ୍ତି ଅଞ୍ଚଳରେ ଜଳ ଯନ୍ତ୍ରଣା ଉତ୍କଟ ରୂପ ଧାରଣ କରିଛି। ବିଚିତ୍ର ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ବସ୍ତିବାସିନ୍ଦାମାନଙ୍କୁ କଲବଲ କରୁଛି। ଦିନକୁ ମାତ୍ର ଥରୁଟିଏ ଜଳ ଯୋଗାଣ ହେଉଥିବା ବେଳେ ରାତିଅଧିଆ ଯୋଗାଣ ପାଇଁ କିଏ ପାଉଛି ତ କିଏ ପାଉ ନାହିଁ। ପାଣି ପାଇଁ ଜଗି ଜଗି ରାତି ଅନିଦ୍ରା ରହିବାକୁ ପଡ଼ୁଛି। ଏଭଳି ବ୍ୟବସ୍ଥା ପାଇଁ ଏବେ ବସ୍ତିବାସିନ୍ଦାମାନେ ପାଣି ନପାଇ ଡହଳବିକଳ ହୋଇପଡ଼ିଲେଣି। ଚନ୍ଦ୍ରଶେଖରପୁର ଅଞ୍ଚଳରContinue reading “ବସ୍ତିରେ ଏମିତି ମିଳୁଛି ପାଣି । ଦିନକୁ ଥରେ ମିଳୁଛି ପାଣି, ରାତିଅଧରେ ଆସୁଛି, ସକାଳକୁ ନାହିଁ ।”

ରାଜ୍ୟରେ ବନ୍ଦ ହେବ ହଜାରେ ହାଇସ୍କୁଲ!

କନକ ବ୍ୟୁରୋ :  ପ୍ରାଥମିକ ବିଦ୍ୟାଳୟ ପରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ, ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ, ଉଚ୍ଚ ପ୍ରାଥମିକ, ମଦ୍ରାସା ଓ ସଂସ୍କୃତ ଟୋଲ ଗୁଡ଼ିକୁ କ୍ଲୋଜର (ବନ୍ଦ), ମର୍ଜର (ମିଶ୍ରଣ) ଓ ପୁନର୍ଗଠନ(ରେସ୍‌ନାଲାଇଜେସନ୍‌) କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପିଲାସଂଖ୍ୟା, ପରୀକ୍ଷା ଫଳ, ଭିତ୍ତିଭୂମି ଆଦିକୁ ଭିତ୍ତିକରି ଅନୁଦାନଭୁକ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ଓ ମିଶ୍ରଣ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି। ଉକ୍ତContinue reading “ରାଜ୍ୟରେ ବନ୍ଦ ହେବ ହଜାରେ ହାଇସ୍କୁଲ!”

ସରକାରୀ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ : ଭୁବନେଶ୍ୱର କ୍ୟାପିଟାଲ ଥାନା ଅଂଚଳର ଯୁବକ ଅମୁଲ୍ୟ ମୁଦି କରୁଥିଲା ଠକେଇ

କନକ ବ୍ୟୁରୋ : ରେଲୱେ, ବ୍ୟାଙ୍କ ଏବଂ ପୋଲିସରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଠକେଇ କରୁଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର କ୍ୟାପିଟାଲ ଥାନା ଅଂଚଳର ଅମୁଲ୍ୟ ମୁଦି । ଅମୁଲ୍ୟ ଭୁବନେଶ୍ୱର, ବାରିପଦା, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଏମିତି ଅନେକ ଜିଲ୍ଲାର ଲୋକଙ୍କୁ ସରକାରୀ ଚାକିରିର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଛନ୍ତି । ଏହି ଠକ ଜଣଙ୍କ ପ୍ରଥମେ ଲୋକମାନଙ୍କ ଠାରୁ ଟଙ୍କାContinue reading “ସରକାରୀ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ : ଭୁବନେଶ୍ୱର କ୍ୟାପିଟାଲ ଥାନା ଅଂଚଳର ଯୁବକ ଅମୁଲ୍ୟ ମୁଦି କରୁଥିଲା ଠକେଇ”

ଗାୟତ୍ରୀ ମନ୍ତ୍ର ଜପ କଲେ ଭଲ ହେବ କି କରୋନା ? କୋଭିଡ୍ ଆକ୍ରାନ୍ତ ରୋଗୀଙ୍କୁ ନେଇ ରିଷିକେଶର ଏମ୍ସ ଚଳାଇଛି ଗବେଷଣା

କନକ ବ୍ୟୁରୋ : ଗାୟତ୍ରୀ ମନ୍ତ୍ର ଜପ କଲେ ଭଲ ହେବ କି କରୋନା ? ଏନେଇ ଏମ୍ସ ରିଷିକେଶ ଆରମ୍ଭ କରିଛି ଗବେଷଣା । କୋଭିଡ୍ ଆକ୍ରାନ୍ତ ରୋଗୀଙ୍କ ଉପରେ ଗାୟତ୍ରୀ ମନ୍ତ୍ରର ଉଚ୍ଚାରଣ ଏବଂ ପ୍ରାଣାୟମର କି ପ୍ରଭାବ ରହିଛି, ତା’ ଉପରେ ଗବେଷଣା ଚାଲିଛି । ଏଥିପାଇଁ ୨୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରତି ଗ୍ରୁପରେ ୧୦ ଜଣ ରଖାଯାଇଛିContinue reading “ଗାୟତ୍ରୀ ମନ୍ତ୍ର ଜପ କଲେ ଭଲ ହେବ କି କରୋନା ? କୋଭିଡ୍ ଆକ୍ରାନ୍ତ ରୋଗୀଙ୍କୁ ନେଇ ରିଷିକେଶର ଏମ୍ସ ଚଳାଇଛି ଗବେଷଣା”

ଆଜି ୯ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା : ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ସଂଭାବନା; ଜାରି ହେଲା ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : କାଳବୈଶାଖୀ ପାଇଁ ରାଜ୍ୟରେ ଏବେ ଅନୁକୂଳ ପରିବେଶ ରହିଛି । ଫଳରେ ଗତ କିଛି ଦିନ ହେଲା ରାଜ୍ୟର କିଛି କିଛି ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହେଉଛି, ଏଥିପାଇଁ ରାଜ୍ୟର ତାତି ବିଶେଷ ବଢ଼ୁନାହିଁ । ରାଜ୍ୟର ୯ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏଣୁContinue reading “ଆଜି ୯ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା : ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ସଂଭାବନା; ଜାରି ହେଲା ୟେଲୋ ୱାର୍ଣ୍ଣିଂ”

ମହାରାଷ୍ଟ୍ରରେ ପୁଣି ବ୍ୟାପୁଛି ମହାମାରୀ । କଟକଣା ବଢାଇଲେ ସରକାର, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସବୁ ଅଫିସ । 

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରୁ ସରକାର ସଦ୍ୟ କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୫,୬୮୧ ନୂଆ‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶର ୬୦ ପ୍ରତିଶତରୁ ଅଧିକ ସକ୍ରିୟ ମାମଲା କେବଳ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି ଏବଂ ପଜିଟିଭ୍‌ ହାର ମଧ୍ୟ ବଢ଼ିଚାଲିଛି। ତେଣୁ କରୋନା ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ର ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସଦ୍ୟ କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ରରେ ସମସ୍ତ ଥିଏଟର, ଅଡିଟୋରିୟମ୍‌Continue reading “ମହାରାଷ୍ଟ୍ରରେ ପୁଣି ବ୍ୟାପୁଛି ମହାମାରୀ । କଟକଣା ବଢାଇଲେ ସରକାର, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସବୁ ଅଫିସ । “

ଆଜି ‘ବିଶ୍ୱ ପଖାଳ ଦିବସ’ ! ଓଡିଆ ଜାତିର ଅନନ୍ୟ ବିଶେଷତ୍ୱ ପଖାଳ

କନକ ବ୍ୟୁରୋ : ପଖାଳ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଆଉ ପଖାଳ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ପଖାଳ । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ । ତେବେContinue reading “ଆଜି ‘ବିଶ୍ୱ ପଖାଳ ଦିବସ’ ! ଓଡିଆ ଜାତିର ଅନନ୍ୟ ବିଶେଷତ୍ୱ ପଖାଳ”

ଆଜି ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟପତି : ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିବେ 

କନକ ବ୍ୟୁରୋ : ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟପତି ରାମନାଥ କୋବିନ୍ଦ । ଆଜି ସଂଧ୍ୟା ୬ଟାରେ ଭୁବନେଶ୍ୱର  ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବେ ରାଷ୍ଟ୍ରପତି । ଏହି ଗସ୍ତ ଅବସରରେ ରାଉରକେଲାର ଏନଆଇଟି ସମାବର୍ତନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି  । ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି । ରାଜଭବନରେ ରହିବାର କାର୍ଯ୍ୟକ୍ରମ ମଧ୍ୟ ରାଷ୍ଟ୍ରପତିଙ୍କର ରହିଛି  ।Continue reading “ଆଜି ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟପତି : ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିବେ “

ଡାଉନହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ । ମେସେଜ ପଠାଇ ନପାରି ୟୁଜର୍ସ ହନ୍ତସନ୍ତ

କନକ ବ୍ୟୁରୋ: ଡାଉନ୍ ହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ । ଆଜି ରାତି ପ୍ରାୟ ୧୧ଟା ସମୟରେ ସୋସିଆଲ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ ବହୁତ ସ୍ଲୋ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ୟୁଜର୍ସମାନେ ନାନାଦି ପ୍ରକାର ହନ୍ତସନ୍ତ ହେଉଛନ୍ତି । ଏହାସହ ୟୁଜର୍ସମାନେ ପଠାଉଥିବା ମେସେଜ୍ କିମ୍ବା ଭିଡିଓ ହ୍ୱାଟ୍ସଆପରେ ସେଆର୍ କରିବାକୁ ଅସୁବିଧା ହେଉଛି । ଫେସବୁକ୍ ଓ ଇନଷ୍ଟାଗ୍ରାମରେ କୌଣସି ପୋଷ୍ଟ କରିବା ମଧ୍ୟ ସମ୍ଭବContinue reading “ଡାଉନହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ । ମେସେଜ ପଠାଇ ନପାରି ୟୁଜର୍ସ ହନ୍ତସନ୍ତ”

ଗଞ୍ଜାମରେ ‘ତାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଟାମ୍ପରା ହ୍ରଦକୁ ଆଣିବା ଲକ୍ଷ୍ୟ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଗଞ୍ଜାମ ଜିଲ୍ଲାର ଟାମ୍ପରା ହ୍ରଦକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଣାଯିବା ଲକ୍ଷ୍ୟରେ ଏହାକୁ ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରାଯାଇଛି । ଶୁକ୍ରବାର ‘ତାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କରିବା ଅବସରରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ସ୍ୱଦେଶ ଦର୍ଶନ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ଧର୍ମେନ୍ଦ ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଂସ୍କୃତିContinue reading “ଗଞ୍ଜାମରେ ‘ତାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଟାମ୍ପରା ହ୍ରଦକୁ ଆଣିବା ଲକ୍ଷ୍ୟ ।”

Design a site like this with WordPress.com
Get started