କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ପାଇଁ ମୋବାଇଲ ନେଟୱର୍କ କମ୍ପାନୀ ଜିଓର ବ୍ୟବସାୟ ମାନ୍ଦା ହୋଇଛି । ଏହି ମାନ୍ଦାବସ୍ଥାରୁ ବାହାରିବାକୁ ଜିଓ ଏବେ ତା’ର ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବାକୁ ଚେଷ୍ଟା କରିଛି । ଏହି କ୍ରମରେ ଜିଓ ଏବେ ଗ୍ରାହକ ମାନଙ୍କ ପାଇଁ ଏକ ଦମଦାର ଅଫର ଲଞ୍ଚ କରିଛି । ଏହି ଅଫର ନା ରହିଛି ‘ନ୍ୟୁ ଜିଓ ଫୋନ ୨୦୨୧ ଅଫର’ । ଏହି ଅଫର ମୁତାବକ ଯଦିContinue reading “ଜିଓର ଦମଦାର ଅଫର । ଏତିକି ଟଙ୍କାର ରିଚାର୍ଜ ଉପରେ ୨ ବର୍ଷ ପର୍ଯ୍ୟନ୍ତ ମିଳିବ ସମସ୍ତ ସୁବିଧା”
Author Archives: Raghaba
ସ୍ୱଦେଶୀ ଖେଳନା ମେଳାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । କହିଲେ ସ୍ୱଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଅତ୍ମନିର୍ଭର । ହଜାର ହଜାର ବେକାରୀଙ୍କୁ ଯୋଗାଇବ ରୋଜଗାର ।
କନକ ବ୍ୟୁରୋ : ଆତ୍ମନିର୍ଭର ଭାରତ ପାଇଁ ସ୍ୱଦେଶୀ ଖେଳନା ନିର୍ମାଣ ଏକ ବଡ ଭୂମିକା ନିଭାଇବାକୁ ଯାଉଛି । ଏହାଦ୍ୱାରା ଦେଶର ହଜାର ହଜାର ବେକାରୀ ରୋଜଗାର ପାଇପାରିବେ । ଖେଳନା ମେଳା-୨୦୨୧ କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କି ସ୍ୱଦେଶୀ ଖେଳନାର ଚାହିଦା ବୃଦ୍ଧି ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଦେଶରେ ଖେଳନା ଉଦ୍ୟୋଗକୁ ନୂଆ ବିକାଶContinue reading “ସ୍ୱଦେଶୀ ଖେଳନା ମେଳାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । କହିଲେ ସ୍ୱଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଅତ୍ମନିର୍ଭର । ହଜାର ହଜାର ବେକାରୀଙ୍କୁ ଯୋଗାଇବ ରୋଜଗାର ।”
ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ : ଉତ୍ତର ୨୪ ପ୍ରଗଣାରେ ବିଜେପି କାର୍ଯ୍ୟାଳୟରେ ପଶି ଟିଏମସି କର୍ମୀଙ୍କ ଭଙ୍ଗାରୁଜା ଅଭିଯୋଗ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁଣି ଦେଖିବାକୁ ମିଳିଛି ରାଜନୀତିର ରକ୍ତ ଚରିତ୍ର । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାରେ ଥିବା ବିଜେପିର ଏକ କାର୍ଯ୍ୟାଳୟରେ ପଶି ଟିଏମସି କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ପୋଲିସ ପହଂଚି ମାମଲାର ଛାନଭିନ ଚଳାଇଛି । ବିଜେପି କର୍ମୀମାନେ ଯେଭଳି ପ୍ରତିକ୍ରିୟାଶୀଳ ହୋଇ କୌଣସି ଅଘଟଣ ନକରନ୍ତି, ସେଥିପାଇଁ ସତର୍କ ଦୃଷ୍ଟିContinue reading “ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ : ଉତ୍ତର ୨୪ ପ୍ରଗଣାରେ ବିଜେପି କାର୍ଯ୍ୟାଳୟରେ ପଶି ଟିଏମସି କର୍ମୀଙ୍କ ଭଙ୍ଗାରୁଜା ଅଭିଯୋଗ”
କୁକୁର ପାଇଁ ପୁରଷ୍କାର ରାସି । ଖୋଜିଆଣିଲେ ମିଳିବ ୩ କୋଟି, ଲେଡି ଗାଗାଙ୍କ ଏହି ୱେବସାଇଟରେ ଦିଅନ୍ତୁ ସୂଚନା
ଲେଡି ଗାଗା… ନାଁତ ଆପଣ ନିଶ୍ଚୟ ଶୁଣିଥିବେ । ହଲିଉଡ୍ ଆକ୍ଟର ଏବଂ ପ୍ରସିଦ୍ଧ ସିଙ୍ଗର ଭାବେ ବେଶ୍ ଲୋକପ୍ରିୟ ଲେଡି ଗାଗା । ତାଙ୍କର ଗୀତ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ସେ ଜେତିକି ଲୋକପ୍ରିୟ, ତାଙ୍କ ଜୀବନ ପ୍ରତି ମଧ୍ୟ ସେତିକି ବିପଦ ରହିଥାଏ । ଆଉ ଏବେ ସେହିଭଳି ଏକ ଘଟଣା ତାଙ୍କ ସହ ଘଟିଯାଇଛି । ଲସ୍ ଏଞ୍ଜେଲାସରେ ଲେଡି ଗାଗାଙ୍କ ଘର ବାହାରେ ଆକ୍ରମଣ ହୋଇଛି ।Continue reading “କୁକୁର ପାଇଁ ପୁରଷ୍କାର ରାସି । ଖୋଜିଆଣିଲେ ମିଳିବ ୩ କୋଟି, ଲେଡି ଗାଗାଙ୍କ ଏହି ୱେବସାଇଟରେ ଦିଅନ୍ତୁ ସୂଚନା “
କୃଷକ ଆନ୍ଦୋଳନ ପ୍ରସଙ୍ଗ: ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ରକ୍ତରେ ଚିଠି ଲେଖିଲେ ଚାଷୀ
କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରି ୩ ମାସରୁ ଉର୍ଦ୍ଧ ହେବ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନ ଉପରେ ସରକାରଙ୍କ ଧ୍ୟାନ ଆକର୍ଶଣ କରିବାକୁ କୃଷକ ମାନେ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ହରିଆଣା ଜିଂଦର କୃଷକ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରକ୍ତରେ ଚିଠିଲେଖି ଆଇନ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତିContinue reading “କୃଷକ ଆନ୍ଦୋଳନ ପ୍ରସଙ୍ଗ: ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ରକ୍ତରେ ଚିଠି ଲେଖିଲେ ଚାଷୀ”
ବିପୁଳ ପରିମାଣରେ ବିସ୍ଫୋରକ ଜବତ : ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ
କନକ ବ୍ୟୁରୋ : କୋରାପୁଟ ପିଣ୍ଡାପଦର ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ । ବଡ଼ ଧରଣ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯବାନ । କମ୍ବିଂ ଅପରେସନକୁ ଯାଇଥିବା ବେଳେ ବିଏସଏଫ ଦ୍ୱାରା ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ । ତେନ୍ତୁଳିପଦର ସ୍ଥିତ ୧୫୫ ବାଟାଲିୟନ ବିଏସଫର ଏକ ଟିମ୍ କମ୍ବିଂ ଅପରେସନ ଯାଇଥିବା ବେଳେ ବିସ୍ଫୋରକ ଜବତ କରିଛନ୍ତି । ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିସ୍ଫୋରକ ରଖିଥିବା ସନ୍ଦେହ କରାଯାଉଛି । ୬୦ଟି ଜିଲେଟିନ,Continue reading “ବିପୁଳ ପରିମାଣରେ ବିସ୍ଫୋରକ ଜବତ : ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ”
ଖେଳ ଦୁନିଆରୁ ପୋଲିସ ଅଫିସର : ଆସାମର ଡିଏସପି ଭାବେ ନିଯୁକ୍ତି ପାଇଲେ ହିମା ଦାସ
କନକ ବ୍ୟୁରୋ : ଖେଳ ଦୁନିଆରୁ ପୋଲିସ ଅଫିସର । ଆସାମ ପୁଲିସ ବିଭାଗରେ ଡିଏସ୍ପି ପଦରେ ନିଯୁକ୍ତି ପାଇଛନ୍ତି ଭାରତର ସୁନାଝିଅ ତଥା ଦ୍ରୁତ ଧାବିକା ହିମା ଦାସ । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଶୁକ୍ରବାର ହିମାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଆସାମ ପୁଲିସ ବିଭାଗର ମହାନିର୍ଦେଶକ ତଥା ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ୨୧ ବର୍ଷୀୟ ହିମା ନିଜ ପ୍ରତିକ୍ରିୟାରେ କହିଛନ୍ତି,”ଛୋଟବେଳୁ ପୋଲିସ୍ ହେବାର ସ୍ୱପ୍ନContinue reading “ଖେଳ ଦୁନିଆରୁ ପୋଲିସ ଅଫିସର : ଆସାମର ଡିଏସପି ଭାବେ ନିଯୁକ୍ତି ପାଇଲେ ହିମା ଦାସ”
ପୁଣି ଡରାଇଲାଣି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ । ୩୧ ମାର୍ଚ୍ଚ ଯାଏ ପ୍ରତିବନ୍ଧକ ଲଗାଇଲା ଡିଜିସିଏ
କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡାଣ ପ୍ରତିବନ୍ଧକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରିଛନ୍ତି ଡିଜିସିଏ । ଡିଜିସିଏ ଟ୍ୱିଟର ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ରଦ୍ଦ କରାଯାଇଥିଲା । କହିରଖୁ କି ଏହି ପ୍ରତିବନ୍ଧକ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା । ମାତ୍ର କିଛିଦିନ ହେବ ପୁଣି କରୋନାContinue reading “ପୁଣି ଡରାଇଲାଣି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ । ୩୧ ମାର୍ଚ୍ଚ ଯାଏ ପ୍ରତିବନ୍ଧକ ଲଗାଇଲା ଡିଜିସିଏ”
ଚର୍ଚ୍ଚାରେ ରାହୁଲଙ୍କ ଏହି ଆବ୍ସ ଏବଂ ବାଇସେପ୍ସ ଫଟୋ । ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଅନେକ ନେତା-ମନ୍ତ୍ରୀ କରୁଛନ୍ତି ପ୍ରଶଂସା
ଗତ କିଛିଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ସମୁଦ୍ରରେ ମତ୍ସ୍ୟଜୀବିଙ୍କ ସହ ପହଁରୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଆଉ ଏବେ ରାହୁଲ ଗାନ୍ଧିଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ରାହୁଲଙ୍କ ବାଇସେପ୍ସ ଏବଂ ଆବ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରସର ଅନେକ ନେତା ଏହି ଫଟୋକୁ ସେୟାର କରି ରାହୁଲଙ୍କ ପ୍ରଶଂସାContinue reading “ଚର୍ଚ୍ଚାରେ ରାହୁଲଙ୍କ ଏହି ଆବ୍ସ ଏବଂ ବାଇସେପ୍ସ ଫଟୋ । ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଅନେକ ନେତା-ମନ୍ତ୍ରୀ କରୁଛନ୍ତି ପ୍ରଶଂସା “
ସଂକ୍ରମଣ ପ୍ରବଣ ରାଜ୍ୟ ଫେରନ୍ତାଙ୍କ ପାଇଁ ସାମାନ୍ୟ ବଦଳିଲା ନିୟମ : ଏଣିକି ୫ ରାଜ୍ୟ ଫେରନ୍ତାଙ୍କ ଉପରେ ରହିବ ନଜର
କନକ ବ୍ୟୁରୋ : ସଂକ୍ରମଣ ପ୍ରବଣ ରାଜ୍ୟ ଫେରନ୍ତାଙ୍କ ପାଇଁ ସାମାନ୍ୟ ବଦଳିଲା ନିୟମ । ଏଣିକି ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରହିବ ।ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ପୂର୍ବରୁ ୧୨ଟି ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା । ଦେଶରେ କରୋନା ବଢ଼ୁଥିବା ବେଳେ ଏପରି ସତର୍କମୂଳକ ପଦକ୍ଷେପ ନିଆଯାଇଛି । ବିମାନବନ୍ଦର ଓ ରେଳଷ୍ଟ୍ରେସନରେ ଯାଂଚ ବ୍ୟବସ୍ଥାକୁContinue reading “ସଂକ୍ରମଣ ପ୍ରବଣ ରାଜ୍ୟ ଫେରନ୍ତାଙ୍କ ପାଇଁ ସାମାନ୍ୟ ବଦଳିଲା ନିୟମ : ଏଣିକି ୫ ରାଜ୍ୟ ଫେରନ୍ତାଙ୍କ ଉପରେ ରହିବ ନଜର”