କନକ ବ୍ୟୁରୋ : ଗୋଟିଏ ରାତିରେ ୨ଟି ମନ୍ଦିରରୁ ଚୋରୀ । ବାଲିଗୁଡ଼ାର ୨ଟି ମନ୍ଦିରରୁ ଲୁଟ କରିଛନ୍ତି ଦୁବୃର୍ତ୍ତ । ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଥିବାବେଳେ ଦକ୍ଷିଣକାଳୀ ମନ୍ଦିରରୁ ମାଙ୍କ ଅଳଙ୍କାର ଚୋରୀ କରିଛନ୍ତି ଦୁବୃର୍ତ୍ତ । ସକାଳୁ ସକାଳୁ ମନ୍ଦିରର ପୂଜାରୀ ଏନେଇ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି । ପ୍ରତିଦିନ ବିଭିନ୍ନ ମନ୍ଦିରରୁ ସୁନା ଅଳଙ୍କାର ଚୋରିରContinue reading “କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୨ଟି ମନ୍ଦିରରୁ ଲୁଟ : ବିଳମ୍ବିତ ରାତିରେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କଲେ ଦୁବୃର୍ତ୍ତ”
Author Archives: Raghaba
ନାଇଜେରିଆରେ ୩ଶହ ସ୍କୁଲ ଝିଅ ନିଖୋଜ୍ । କୁହାଯାଉଛି, କିଛି ବନ୍ଧୁକଧାରୀ କରିନେଇଛନ୍ତି ଅପହରଣ
ଶୁକ୍ରବାର ବଡ଼ି ଭୋର୍ ସମୟରେ ଉତ୍ତର ନାଇଜେରିଆସ୍ଥିତ ଏକ ବିଦ୍ୟାଳୟରେ ବନ୍ଧୁକଧାରୀଙ୍କର ଗୋଟାଏ ବଡ଼ ଦଳ ଚଢ଼ାଉ କରିବା ପରେ ଅନେକ ବାଳିକା ନିଖୋଜ ହୋଇଥିବା କଥା ସ୍ଥାନୀୟ ବାସିନ୍ଦାମାନେ କହୁଛନ୍ତି । ପ୍ରାପ୍ତ ତଥ୍ୟାନୁସାରେ, ଉତ୍ତର ନାଇଜେରିଆର ଜାମ୍ଫାରା ରାଜ୍ୟରେ ଥିବା ‘ଗଭର୍ଣ୍ଣମେଣ୍ଟ୍ ସେକେଣ୍ଡାରି ଜାଙ୍ଗେବି ସ୍କୁଲ୍’ରେ ଏହି ସଦ୍ୟତମ ସ୍କୁଲ୍ପିଲା ଗଣ-ଅପହରଣ କାଣ୍ଡ ଘଟିଛି । ନାସିରୁ ଅବ୍ଦୁଲାହି ନାମରେ ଜଣେ ବ୍ୟକ୍ତି ଏକ ସମ୍ବାଦ ସରବରାହ ସଂସ୍ଥାନକୁ କହିଛନ୍ତି ଯେ, ୩୦୦ ସ୍କୁଲ୍Continue reading “ନାଇଜେରିଆରେ ୩ଶହ ସ୍କୁଲ ଝିଅ ନିଖୋଜ୍ । କୁହାଯାଉଛି, କିଛି ବନ୍ଧୁକଧାରୀ କରିନେଇଛନ୍ତି ଅପହରଣ”
୨୦୨୦-୨୧ ଆର୍ଥିକବର୍ଷର ଶେଷ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ସଂକେତ : ସତ ହେଉଛି ଅର୍ଥନୈତିକ ସର୍ଭେ ରିପୋର୍ଟ ଆକଳନ
କନକ ବ୍ୟୁରୋ : ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଥିଲା ଭାରତର ଅର୍ଥନୀତି ଇଂରାଜୀ ଅକ୍ଷର ‘ଭି’ ଆକୃତିରେ ସୁଧୁରିବ । ଆଉ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ସେହିଭଳି ସଂକେତ ଦେଇଛି । ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଦେଶର ଅଭିବୃଦ୍ଧି ଶୂନ ଦଶମିକ ୪ ପ୍ରତିଶତ ହାରରେ ଆଗକୁ ବଢିଛି । ପ୍ରଥମ ଦୁଇଟି କ୍ୱାର୍ଟରରେ ଏହା ବିଯୁକ୍ତାତ୍ମକ ରହିଥିଲା । ଯଦିଓ ଶେଷ କ୍ୱାର୍ଟରରେ ଅଭିବୃଦ୍ଧି ଯୁକ୍ତାତ୍ମକ ହୋଇଛି, କିନ୍ତୁ ପୁରାContinue reading “୨୦୨୦-୨୧ ଆର୍ଥିକବର୍ଷର ଶେଷ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ସଂକେତ : ସତ ହେଉଛି ଅର୍ଥନୈତିକ ସର୍ଭେ ରିପୋର୍ଟ ଆକଳନ”
ଆଜି ପବିତ୍ର ମାଘ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୁଷିତ ହେବେ ଶ୍ରୀଜିଉ
କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ । ମାଘ ପୂର୍ଣ୍ଣିମା ଦିନ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଗଜ ଉଦ୍ଧାରଣ ବେଶରେ ଆଜି ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଗଜ ଉଦ୍ଧାରଣ ବେଶ ଦ୍ୱିପହର ଧୂପ ସରିବା ପରେ ଅନୁଷ୍ଠିତ ହୋଇ ସଂଧ୍ୟାରେ ସାହାଣ ମେଲା ହେବା ଯାଏ ରହିଥାଏ । ଗଜଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତContinue reading “ଆଜି ପବିତ୍ର ମାଘ ପୂର୍ଣ୍ଣିମା : ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ବିଭୁଷିତ ହେବେ ଶ୍ରୀଜିଉ”
ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ : ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍
କନକ ବ୍ୟୁରୋ : ଆମେରିକାର ନୂଆ ରାଷ୍ଟ୍ରପତି ଜୋ-ବାଇଡେନ୍ ଶାସନକୁ ଆସିବା ପରେ ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ସିରିୟାରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଇରାକ ସୀମା ନିକଟରେ ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ବ୍ୟବହାର ହେଉଥିବା ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ୍ କରି ଏହି ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଆମେରିକାର ଏହି ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ସରବହରାହ ସଂସ୍ଥାContinue reading “ଶାସନ ଗାଦିରେ ବସିବା ପରେ ଜୋ-ବାଇଡେନଙ୍କ ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ : ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍”
ଚୀନ୍ ନୁହେଁ ଭାରତ ଟିକା ନେବେ ଶ୍ରୀଲଙ୍କାବାସୀ । ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ଟିକା ଉପରେ ପାଉନି ଶ୍ରୀଲଙ୍କାର ଭରସା
ଚୀନ କରୋନା ଟିକା ବଦଳରେ ଭାରତରେ ପ୍ରସ୍ତୁତ ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଚୀନ କମ୍ପାନି ସିନୋଫାର୍ମ ଦ୍ବାରା ପ୍ରସ୍ତୁତ କରୋନା ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଂପୂର୍ଣ୍ଣ ହୋଇନଥିବାରୁ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀଲଙ୍କା ସରକାରଙ୍କ ମୁଖପାତ୍ର ଡଃ ରମେଶ ପାଥିରାନା କହିଛନ୍ତି ଯେ ସିନୋଫାର୍ମ ଟିକା ସଂପର୍କରେ ଅଧିକ ତଥ୍ୟ ମିଳିବାପରେ ଓ ଏହା ସୁରକ୍ଷିତ ବୋଲି ହୃଦବୋଧ ହେବା ପରେ ଏହାକୁ ବ୍ୟବହାର ସଂପର୍କରେContinue reading “ଚୀନ୍ ନୁହେଁ ଭାରତ ଟିକା ନେବେ ଶ୍ରୀଲଙ୍କାବାସୀ । ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ଟିକା ଉପରେ ପାଉନି ଶ୍ରୀଲଙ୍କାର ଭରସା”
ଆବଶ୍ୟକତା ସମୟରେ ହାତ ଛାଡ଼ି ଦେଲେ ସରକାର : ପିଲାଙ୍କୁ ପାଠ ପଢ଼ାଇ ପଢ଼ାଇ ଚାଲିଗଲା ଦୃଷ୍ଟିଶକ୍ତି, ବାଧ୍ୟତାମୂଳକ ଅବସର ଦେଇଦେଲା ଗଣଶିକ୍ଷା ବିଭାଗ
କନକ ବ୍ୟୁରୋ : ୨୭ବର୍ଷର ଚାକିରି ଜୀବନ । ଶିକ୍ଷକତାକୁ ନିଜ ବ୍ରତ କରିନେଇଥିଲେ । ହେଲେ ଶିକ୍ଷକତା କରୁକରୁ ଦୃଷ୍ଟିଶକ୍ତି ହରାଇବସିଲେ । ତଥାପି ନିଜ କର୍ତ୍ତବ୍ୟରେ କେବେ ଅବହେଳା କରିନାହାଁନ୍ତି । ଆଖିକୁ ଦିଶୁନଥଲେ ମଧ୍ୟ ନୀତି ସ୍କୁଲ ଯାଆନ୍ତି ଏବଂ ପ୍ରତିଦିନ ଦେଶର ଭବିଷ୍ୟତ ପୀଢ଼ି ଗଢନ୍ତି । ହେଲେ ହଠାତ୍ ଗତ ୧୭ ତାରିଖ ଦିନ ତାଙ୍କୁ ଧରେଇ ଦିଆଗଲା, ଚାକିରିରୁ ବାଧ୍ୟତାମୂଳକ ଅବସର । ବର୍ତ୍ତମାନ ସେ ମାନସିକ ଚାପଗ୍ରସ୍ତContinue reading “ଆବଶ୍ୟକତା ସମୟରେ ହାତ ଛାଡ଼ି ଦେଲେ ସରକାର : ପିଲାଙ୍କୁ ପାଠ ପଢ଼ାଇ ପଢ଼ାଇ ଚାଲିଗଲା ଦୃଷ୍ଟିଶକ୍ତି, ବାଧ୍ୟତାମୂଳକ ଅବସର ଦେଇଦେଲା ଗଣଶିକ୍ଷା ବିଭାଗ”
ଋଣ ପ୍ରଲୋଭନରେ ଠକି ଗଲେ ଯୁବକ : ଯୁବକଙ୍କ ଆକାଉଂଟରୁ ୮ଲକ୍ଷ ଠକେଇ; ଗିରଫ କରିବା ପାଇଁ ପହଂଚିଲା କଲିକତା ପୁଲିସ୍
କନକ ବ୍ୟୁରୋ : ଲୋନ୍ କରାଇ ଦେବା ନା’ରେ ବଡ଼ ଧରଣର ଠକେଇ । ପାରାଦ୍ୱୀପରେ ୨ ଲକ୍ଷ ଟଙ୍କା ଲୋନ୍ ଆଶା ରଖି ଫସିଗଲେ ଯୁବକ । ଆଉ ସ୍ଥିତି ଏମିତି ହେଲା ଯେ, ସେହି ଯୁବକଙ୍କ ଖାତାରୁ ୮ ଲକ୍ଷ ଟଙ୍କା ଲେଣଦେଣକୁ ନେଇ ପାରାଦ୍ୱୀପରେ ପହଂଚିଲା କୋଲକତା ପୁଲିସ । ଅଧିକ ପଚରାଉଚୁରା ପାଇଁ ଓଡ଼ିଶାରୁ ଏହି ଯୁବକଙ୍କୁ କୋଲକତା ନେବ ପୁଲିସ୍ । ଦୁଇ ଲକ୍ଷ ଟଙ୍କା ଲୋନ୍ ପାଇବା ଲୋଭରେContinue reading “ଋଣ ପ୍ରଲୋଭନରେ ଠକି ଗଲେ ଯୁବକ : ଯୁବକଙ୍କ ଆକାଉଂଟରୁ ୮ଲକ୍ଷ ଠକେଇ; ଗିରଫ କରିବା ପାଇଁ ପହଂଚିଲା କଲିକତା ପୁଲିସ୍”
୧୦ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍ । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୨୫ ଲକ୍ଷ
ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ନିକଟରେ କେବଳ ୬ଟି ରାଜ୍ୟରେ ସଂକ୍ରମଣ ଅଚାନକ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ ରାଜ୍ୟରୁ ୮୫ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ଏବଂ କେରଳରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ବୋଲି କୁହାଯାଉଛି । ଦେଶରେ ଗତ ୭ ଦିନ ମଧ୍ୟରେ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ବଢ଼ିଛି । ତେବେContinue reading “୧୦ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍ । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୨୫ ଲକ୍ଷ”
ସରପଂଚ ଓ ୱାର୍ଡମେମ୍ବରଙ୍କ ସହାୟତା ଲୋଡ଼ିଲେ ସରକାର : ୨ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କାକୁ ଦେଖି ଗ୍ରାମ ଓ ସହରାଂଚଳରେ କୋଭିଡ୍ ନିୟମ କଡାକଡି କରାଯିବ
କନକ ବ୍ୟୁରୋ : ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ଚିହ୍ନଟ, ପରୀକ୍ଷା ଓ ସ୍ୱ-ଗୃହରେ ପୃଥକ ବାସ ଆଦି କାମରେ ସରପଂଚ, ୱାର୍ଡ ମେମ୍ବର, ଜନପ୍ରତିନିଧି ଏବଂ ସ୍ୱୋଚ୍ଛାସେବୀମାନଙ୍କୁ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସରକାର । ସଂଭାବ୍ୟ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଉଭୟ ଗ୍ରାମ ଓ ସହରାଂଚଳରେ କୋଭିଡ୍ ନିୟମ ପ୍ରବର୍ତନ କାର୍ଯ୍ୟକ୍ରମକୁ ବ୍ୟାପକ ଓ ସଘନ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,Continue reading “ସରପଂଚ ଓ ୱାର୍ଡମେମ୍ବରଙ୍କ ସହାୟତା ଲୋଡ଼ିଲେ ସରକାର : ୨ୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କାକୁ ଦେଖି ଗ୍ରାମ ଓ ସହରାଂଚଳରେ କୋଭିଡ୍ ନିୟମ କଡାକଡି କରାଯିବ”