ଶୁଖି ଗଲାଣି ଓଡିଶାର ଜୀବନ ରେଖା । ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ଯୋଗୁଁ ଗୋଟିଏ ଧାରରେ ବହୁଛି ମହାନଦୀ ।

କନକ ବ୍ୟୁରୋ: ଶୁଖି ଯାଉଛି ଓଡ଼ିଶାର ଜୀବନ ରେଖା । ଶୀତ ଦିନ ଆରମ୍ଭ ରୁ ଶୁଖିଲା ପଡିଛି ମହାନଦୀ । ପାନୀୟ ଜଳକୁ ନେଇ ଚିନ୍ତାରେ ବୌଦ୍ଧବାସୀ । ସ୍ଥିତି ଏଭଳି ହୋଇଛି ଯେ ବିସ୍ତୀର୍ଣ୍ଣ ବାଲୁକା ମରୁଭୂମି ପାଲଟିଛି ମହାନଦୀ ପଠା। ଏବେଠୁ ଚିନ୍ତା ନ କଲେ ଆଗକୁ ଉତ୍କଟ ରୂପନେବ ପିଇବା ପାଣି । ଛତିଶଗଡର ଚାଲାକି ଯୋଗୁଁ ଶୁଖି ଯାଉଛି ମହାନଦୀ । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ଜିଲ୍ଲାର ସୀମାନ୍ତContinue reading “ଶୁଖି ଗଲାଣି ଓଡିଶାର ଜୀବନ ରେଖା । ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ଯୋଗୁଁ ଗୋଟିଏ ଧାରରେ ବହୁଛି ମହାନଦୀ ।”

ଭାରତ ଫେରିବେ ପଳାତକ ନୀରବ ମୋଦି । ନୀରବଙ୍କ ଯାଚିକା ଖାରଜ । ପ୍ରତ୍ୟାର୍ପଣ ନେଇ ମଞ୍ଜୁରୀ ପ୍ରଦାନ କଲା ଲଣ୍ଡନ କୋର୍ଟ

କନକ ବ୍ୟୁରୋ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ନେଇ ଆଜି ଲଣ୍ଡନ କୋର୍ଟ ମୁଞ୍ଜୁରୀ ପ୍ରଦାନ କରିଛନ୍ତି । ମାମଲାରୁ ଶୁଣାଣି କରି କୋର୍ଟ କହିଛନ୍ତି କି ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ସାକ୍ଷୀଙ୍କୁ ସ୍ୱୀକାର କରାଯାଇଛି । ‘ମୁଁ ଏହି କଥାରେ ସନ୍ତୁଷ୍ଟ ଅଛି କି ଏହି ପ୍ରମାଣ ଆଧାରରେ ନୀରବ ମୋଦିଙ୍କୁ ଦୋଷୀ ଭାବେ ଗ୍ରହଣ କରାଯିବ’ ଶୁଣାଣି କରୁଥିବା ଜଜ୍ ସାମୁଏଲ ଗେଜୀ କହିଛନ୍ତି କି ଏହାContinue reading “ଭାରତ ଫେରିବେ ପଳାତକ ନୀରବ ମୋଦି । ନୀରବଙ୍କ ଯାଚିକା ଖାରଜ । ପ୍ରତ୍ୟାର୍ପଣ ନେଇ ମଞ୍ଜୁରୀ ପ୍ରଦାନ କଲା ଲଣ୍ଡନ କୋର୍ଟ”

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ । ପ୍ରଥମ ଇଂନିସରେ ୧୪୫ରେ ଅଲଆଉଟ ହେଲା ଭାରତ । 

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ଆରମ୍ଭ ହୋଇ ସାରିଛି । ହେଲେ ଭାରତ ତାର ପ୍ରଥମ ଇଂନିସରେ ମାତ୍ର ୧୪୫ ରନରେ ଅନଆଉଟ ହୋଇଯାଇଛି । ଏହାସହ ଭାରତ ୩୩ ରନରେ ଆଗୁଆ  ରହିଛି । ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୬ ରନ କରିଛନ୍ତି । ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଡେ ନାଇଟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ପ୍ରଥମେContinue reading “ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ । ପ୍ରଥମ ଇଂନିସରେ ୧୪୫ରେ ଅଲଆଉଟ ହେଲା ଭାରତ । “

ମୋ ହାତ ନେଇଗଲେ, ଗୋଡ ନେଇଗଲେ… ମୁଁ ପାଠ ପଢିବି କେମିତି ? କଟକ ବଡ ମେଡିକାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲା ଚିଣ୍ଟୁ …

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ସାର ! ମୁଁ ଚିଣ୍ଟୁ କହୁଛି । ମୁଁ ଏସସିବି ବର୍ଣ୍ଣ ୱାର୍ଡରେ ଅଛି । ମୋର ହାତ ଦୁଇଟି ଏବଂ ଗୋଡ ଗୋଟେ ଡାକ୍ତରମାନେ କାଟି ଦେଇଛନ୍ତି । ମୁଁ ଭଲହୋଇ ଲେଖାପଢା କରିବାକୁ ଚାହୁଁଛି । ଆପଣ ଦୟାକଲେ ମୁଁ ପୁଣି ଥରେ ଲେଖାପଢା କରିପାରିବି । ଦୟାକରି ମୋର ହାତଗୋଡ ଲଗାଇବାରେ ସାହାଯ୍ୟ କରନ୍ତୁ.. ଇଏ ହେଉଛି ଚିଣ୍ଟୁର ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ । ପାଠପଢିବା ପାଇଁ ଚିନ୍ତାରେ ଅଛିContinue reading “ମୋ ହାତ ନେଇଗଲେ, ଗୋଡ ନେଇଗଲେ… ମୁଁ ପାଠ ପଢିବି କେମିତି ? କଟକ ବଡ ମେଡିକାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲା ଚିଣ୍ଟୁ …”

ଅଳିଆ ଉଠାଉଥିବା ଦୁଇ ଭାଇଙ୍କ ଗୀତ ଭାଇରାଲ ପରେ ସୋସିଆଲ ମିଡ଼ିଆରେ କଲେ ସେୟାର, ସ୍ୱପ୍ନ ସାକାର କରିଦେବେ ବୋଲି ଦେଲେ ପ୍ରତିଶ୍ରୁତି ।

କନକ ବ୍ୟୁରୋ: ଯେବେ ଦେଶରେ ଏଭଳି ପ୍ରତିଭା କାହା ଆଖିରେ ପଡ଼େ ନାହିଁ ସେତେବେଳେ ଆପଣାର ଲୋକ ସାଜି ଆଗେଇ ଆସନ୍ତି ଆନନ୍ଦ ମହିନ୍ଦ୍ରା । ଦେଶର ଜଣେ ଜଣାଶୁଣା ଶିଳ୍ପପତି ଏହି ଦୁଇ ଭାଇ ସୁମଧୁର କଣ୍ଠକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଘର ଘର ବୁଲି ଅଳିଆ ଆବର୍ଜନା ଉଠାଉଥିବା ଦୁଇ ଭାଇ ବିନା ତାଲିମରେ କିଭଳି ସୁନ୍ଦର ଗୀତ ଗାଉଛନ୍ତି ସାରା ଦେଶବାସୀଙ୍କୁ ଦେଖାଇଛନ୍ତି ଆନନ୍ଦ ମହିନ୍ଦ୍ରା । ଆଉ ଅଳିଆContinue reading “ଅଳିଆ ଉଠାଉଥିବା ଦୁଇ ଭାଇଙ୍କ ଗୀତ ଭାଇରାଲ ପରେ ସୋସିଆଲ ମିଡ଼ିଆରେ କଲେ ସେୟାର, ସ୍ୱପ୍ନ ସାକାର କରିଦେବେ ବୋଲି ଦେଲେ ପ୍ରତିଶ୍ରୁତି ।”

କଟକ ମାନସିଂହପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା । ନିଆଁ ଲାଗି ଯାଇଥିବା ଘରୁ ହାତଗୋଡ ବନ୍ଧା ଅବସ୍ଥାରେ କଲେଜ ଛାତ୍ରୀ ଉଦ୍ଧାର ।

କନକ ବ୍ୟୁରୋ: କଟକ ମାନସିଂହପାଟଣା ଅଂଚଳରେ ଅଭାବନୀୟ ଘଟଣା । ନିଆଁ ଲାଗି ଯାଇଥିବା ଘରୁ ହାତଗୋଡ ବନ୍ଧା ଅବସ୍ଥାରେ କଲେଜ ଛାତ୍ରୀ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଘଟଣା ସଂପର୍କରେ ଖବର ପାଇ ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି । ତେବେ ଯୁବତୀଙ୍କୁ ମରଣାନ୍ତ୍ରକ ଆକ୍ରମଣ କରାଯାଇଛି । ଆଉ ଘରେ କିରୋସିନ ଢାଳି ୪ ଜଣ ଯୁବକ ଏଭଳି କାଣ୍ଡ କରିଥିବା ସ୍ଥାନୀୟ ଲୋକContinue reading “କଟକ ମାନସିଂହପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା । ନିଆଁ ଲାଗି ଯାଇଥିବା ଘରୁ ହାତଗୋଡ ବନ୍ଧା ଅବସ୍ଥାରେ କଲେଜ ଛାତ୍ରୀ ଉଦ୍ଧାର ।”

ତାମିଲନାଡୁ ସରକାରଙ୍କ ବଡ ଘୋଷଣା । ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ

କନକ ବ୍ୟୁରୋ : କରୋନା ମହାମାରୀ ବେଳେ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଉପରେ ବିଚାର କରି ତାମିଲନାଡୁ ସରକାର ଏକ ବଡ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ପରବର୍ତ୍ତି ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପାଲାନିସ୍ୱାମୀ ଏନେଇ ଆଜି ଘୋଷଣା କରିଛନ୍ତି । ଅନ୍ୟପଟେ ରାଜ୍ୟରେ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ପରୀକ୍ଷା ଆୟୋଜନ କରାଯିବContinue reading “ତାମିଲନାଡୁ ସରକାରଙ୍କ ବଡ ଘୋଷଣା । ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ”

ସୋସିଆଲ ମିଡିଆ ପାଇଁ ସରକାର ଆଣିବେ କଡା ଆଇନ । ୩ ମାସ ଭିତରେ ହେବ ଲାଗୁ, ଜାଣନ୍ତୁ କଣ ଏହି ନିୟମ? 

କନକ ବ୍ୟୁରୋ : ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ । ସୋସିଆଲ ମିଡିଆ, ଓଟିଟି ପ୍ଲାଟଫର୍ମ, ନ୍ୟୁଜପୋର୍ଟାଲ ପାଇଁ ଗାଇଡଲାଇନ୍ସ ଜାରି କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୋସିଆଲ ମିଡିଆ, ଓଟିଟି ପ୍ଲାଟଫର୍ମ, ନ୍ୟୁପୋର୍ଟାଲକୁ ନିଜେ ନିୟନ୍ତ୍ରଣ ରଖିବା ଛଡାଯାଇଥିଲା । ହେଲେ ସେଲଫ ରେଗୁଲେସନ ଦେଖିବାକୁ ମିଳିନଥିବାକୁ କେନ୍ଦ୍ର ସରକାର ଆଇନContinue reading “ସୋସିଆଲ ମିଡିଆ ପାଇଁ ସରକାର ଆଣିବେ କଡା ଆଇନ । ୩ ମାସ ଭିତରେ ହେବ ଲାଗୁ, ଜାଣନ୍ତୁ କଣ ଏହି ନିୟମ? “

ସୋସିଆଲ ମିଡିଆ ପାଇଁ ଆସିବ ଗାଇଡଲାଇନ । ୨୪ ଘଣ୍ଟା ମଧ୍ୟରେ ହଟିବ ଆପତ୍ତିଜନକ ପୋଷ୍ଟ । ଗାଇଡଲାଇନ ନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କରଙ୍କ ସୂଚନା ।

କନକ ବ୍ୟୁରୋ : ସୋସିଆଲ ମିଡିଆ ପାଇଁ ଆସିବ ଗାଇଡଲାଇନ । ଓଟିଟି, ନ୍ୟୁଜ ପୋର୍ଟାଲ, ସୋସିଆଲ ନେଟୱାର୍କ ପାଇଁ ନୂଆ ନିୟମ । ନୂଆ ଗାଇଡଲାଇନ ଆଣିବେ କେନ୍ଦ୍ର ସରକାର । ୨୪ ଘଣ୍ଟା ମଧ୍ୟରେ ହଟିବ ଆପତ୍ତିଜନକ ପୋଷ୍ଟ । ସବୁ ମାସରେ ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ପଡିବ । ନୋଡାଲ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ପଡିବ । ଆଗାମୀ ୩ ମାସ ମଧ୍ୟରେ ଲାଗୁ ହେବ ଏହି ନୂଆContinue reading “ସୋସିଆଲ ମିଡିଆ ପାଇଁ ଆସିବ ଗାଇଡଲାଇନ । ୨୪ ଘଣ୍ଟା ମଧ୍ୟରେ ହଟିବ ଆପତ୍ତିଜନକ ପୋଷ୍ଟ । ଗାଇଡଲାଇନ ନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କରଙ୍କ ସୂଚନା ।”

 ଉତ୍କଟ ଦାରିଦ୍ର୍ୟ ବିଲୋପ କରିବାକୁ ଚୀନ୍‌ ‘ମାନବୀୟ ଚମତ୍କାରିତା’ ହାସଲ କରିଥିବା କଥା ଘୋଷଣା କଲେ ଜିନ୍‌ପିଙ୍ଗ୍‌

କନକ ବ୍ୟୁରୋ:  ଉତ୍କଟ ଦାରିଦ୍ର୍ୟ ନିଶ୍ଚିହ୍ନ କରିବାକୁ ଚୀନ୍‌  ‘ମାନବୀୟ ଚମତ୍କାରିତା’ ହାସଲ କରିଥିବା କଥା ଗୁରୁବାର ଦିନ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଘୋଷଣା କରିଛନ୍ତି। କିନ୍ତୁ, କମ୍ୟୁନିଷ୍ଟ୍‍ ପାର୍ଟିର ଏହି ଦାବି ସମ୍ପ୍ରତି ସଂଶୟ ଘେରରେ ରହିଛି। ବେଜିଙ୍ଗ୍‌ରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ମଫସଲି ସମ୍ପ୍ରଦାୟର ଅଧିକାରୀମାନଙ୍କୁ ପଦକ ପ୍ରଦାନ କରିବା ସହ ‘ଚୀନ୍‌ର ଏହି ଦୃଷ୍ଟାନ୍ତ’କୁ ଅନ୍ୟ ବିକାଶଶୀଳ ଦେଶମାନଙ୍କୁ ସେୟାର୍‌ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିନ୍‌ପିଙ୍ଗ୍‌ଙ୍କ ଠାରୁ ପଦକContinue reading ” ଉତ୍କଟ ଦାରିଦ୍ର୍ୟ ବିଲୋପ କରିବାକୁ ଚୀନ୍‌ ‘ମାନବୀୟ ଚମତ୍କାରିତା’ ହାସଲ କରିଥିବା କଥା ଘୋଷଣା କଲେ ଜିନ୍‌ପିଙ୍ଗ୍‌”

Design a site like this with WordPress.com
Get started