କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ରେଳ ବିଭାଗର ସୂଚନା ମୁତାବକ ଅଳ୍ପଦୂର ଯାଉଥିବା ଯାତ୍ରୀଙ୍କ ଭଡା ବୃଦ୍ଧି କରାଯାଇଛି । ଭଡାବୃଦ୍ଧିର କାରଣ ଦର୍ଶାଇବାକୁ ଯାଇ ରେଳ ବିଭାଗ କହିଛି କି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଯାତ୍ରୀ ଭଡା ବୃଦ୍ଧି କରାଯାଇଛି । ଯାହାଦ୍ୱାରା ଅଧିକ ଲୋକ ରେଳରେ ଚଢିବେ ନାହିଁ । ରେଳ ବିଭାଗ ଦ୍ୱାରା ବୃଦ୍ଧି କରାଯାଇଥିବା ଭଡାContinue reading “ରେଳଯାତ୍ରୀଙ୍କୁ ସରକାରଙ୍କ ଝଟକା । ଯାତ୍ରୀ ଭଡା ବଢାଇଲା ରେଳ ବିଭାଗ । ଜାଣନ୍ତୁ କେତେ ପଡିବ ଆପଣଙ୍କ ପକେଟ୍ ଉପରେ ପ୍ରଭାବ”
Author Archives: Raghaba
ମନୋଜ ତିୱାରୀଙ୍କ ପରେ ରାଜନୀତିରେ ଯୋଗଦେଲେ ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା । ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ଧରିଲେ ପଦ୍ମ । ‘ସୁନାର ବାଙ୍ଗଲା’ ପାଇଁ ନେଲେ ଶପଥ
କନକ ବ୍ୟୁରୋ : ରାଜନୀତିରେ ରାଜକୀୟ ଜୀବନ ଉପଭୋଗ କରିବାକୁ ଏବେ ଜଣଙ୍କ ପରେ ଜଣେ କ୍ରିକେଟର ବିଭିନ୍ନ ଦଳରେ ଯୋଗ ଦେବାରେ ଲାଗିଛନ୍ତି । ଗତକାଲି ପଶ୍ଚିମବଙ୍ଗରେ କ୍ରିକେଟର ମନୋଜ ତିୱାରୀ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ବେଳେ ଆଜି କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ଯୋଗ ଦେଇଛନ୍ତି । ଡିଣ୍ଡା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । କିଛିଦିନ ପୂର୍ବରୁ ଶ୍ରୀ ଡିଣ୍ଡା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେContinue reading “ମନୋଜ ତିୱାରୀଙ୍କ ପରେ ରାଜନୀତିରେ ଯୋଗଦେଲେ ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା । ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ଧରିଲେ ପଦ୍ମ । ‘ସୁନାର ବାଙ୍ଗଲା’ ପାଇଁ ନେଲେ ଶପଥ”
ଆନ୍ଧ୍ରକୁ ଚେକଦେବାକୁ ଅଂଟାଭିଡିଲା କୋରାପୁଟ ଜିଲ୍ଲା ପ୍ରଶାସନ : କୋଟିଆରେ ଆରମ୍ଭ ହେଲା କୋଭିଡ ଟେଷ୍ଟ
କନକ ବ୍ୟୁରୋ : କୋଟିଆକୁ ନେଇ ବିବାଦ ଲାଗି ରହିଛି । ଆନ୍ଧ୍ରର ସ୍ୱାସ୍ଥ୍ୟ କର୍ମଚାରୀମାନେ କୋଟିଆ ପଂଚାୟତର ୨୧ଟି ଗାଁରେ ଘରକୁ ଘର ବୁଲି ଲୋକଙ୍କ କରୋନା ପରୀକ୍ଷା କରିବା ପରେ ଏବେ କୋରାପୁଟ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୋଟିଆରେ ଆରମ୍ଭ ହୋଇଛି କୋଭିଡ ପରୀକ୍ଷା । କୋଟିଆ ସ୍ଥିତ ଡାକ୍ତରଖାନାରେ ଏଣିକି ପ୍ରତି ବୁଧବାର ଦିନ କରୋନା ପରୀକ୍ଷା କରାଯିବ । ସେହିପରିContinue reading “ଆନ୍ଧ୍ରକୁ ଚେକଦେବାକୁ ଅଂଟାଭିଡିଲା କୋରାପୁଟ ଜିଲ୍ଲା ପ୍ରଶାସନ : କୋଟିଆରେ ଆରମ୍ଭ ହେଲା କୋଭିଡ ଟେଷ୍ଟ”
ଶନି ମନ୍ଦିରରୁ ସୁନା ଚୋରି : ଚାବିଭାଙ୍ଗି ମନ୍ଦିର ଭିତରେ ଠାକୁରଙ୍କ କେଜିଏରୁ ଅଧିକ ରୂପା ମୁକୁଟ ସହ ସୁନା ଅଳଙ୍କାର ଲୁଟ୍
କନକ ବ୍ୟୁରୋ : ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ଖଡ଼ିପଦା ଗ୍ରାମରେ ଥିବା ଶନିମନ୍ଦିରରୁ ଏକ ବଡ଼ ଧରଣର ଲୁଟ୍ ହୋଇଛି । ଏଠାରେ ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଠାକୁରଙ୍କ କେଜିଏରୁ ଅଧିକ ଓଜନର ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା । ଗତକାଲି ସନ୍ଧ୍ୟାରେ ଆଳତି ପରେ ପୂଜକ ତାଲା ପକାଇ ଯାଇଥିଲେ । ଆଜି ସକାଳେ ପୂଜକ ମନ୍ଦିର ଖୋଲିବା ବେଳେ ତାଲା ଭଂଗାଯାଇଥିବା ଦେଖିବାକୁContinue reading “ଶନି ମନ୍ଦିରରୁ ସୁନା ଚୋରି : ଚାବିଭାଙ୍ଗି ମନ୍ଦିର ଭିତରେ ଠାକୁରଙ୍କ କେଜିଏରୁ ଅଧିକ ରୂପା ମୁକୁଟ ସହ ସୁନା ଅଳଙ୍କାର ଲୁଟ୍”
ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ । ୭୫ କଏଦୀ ମୃତ, ଅନେକ ଗୁରୁତର । ମୃତକଙ୍କ ମଧ୍ୟରେ ୨୯ ମହିଳା
କନକ ବ୍ୟୁରୋ : ଜେଲ ଭିତରେ ବିଭିନ୍ନ କାରଣକୁ ନେଇ କଏଦୀ ମାନଙ୍କ ମଧ୍ୟରେ ସଂଘର୍ଷ ଦେଖା ଦେଇଥାଏ । କେହି କେହି ଆହତ ହୋଇଥାନ୍ତି, ହେଲେ କେହି ମରିବା ଏକ ବିରଳ ଘଟଣା । ହେଲେ ଏବେ ଆମେ ଆପଣଙ୍କୁ ଯେଉଁ ଖବର ଦେବାକୁ ଯାଉଛୁ ତାହା ବିରଳରୁ ବିରଳ । କାରଣ ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ ଲାଗି ଏକାବେଳେକେ ୭୫ ଜଣ କଏଦୀଙ୍କ ଜୀବନ ଯାଇଛି । ଯାହା ମଧ୍ୟରେ ରହିଛନ୍ତି ୨୯Continue reading “ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ । ୭୫ କଏଦୀ ମୃତ, ଅନେକ ଗୁରୁତର । ମୃତକଙ୍କ ମଧ୍ୟରେ ୨୯ ମହିଳା”
ମହାରାଷ୍ଟ୍ରରେ କରୋନା ସଙ୍କଟ : ୨୪ ଘଂଟାରେ ୯ ହଜାର ମାମଲା, ୮୦ ମୃତ; ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା ସଂକ୍ରମଣ; ସ୍କୁଲ ହଷ୍ଟେଲରେ ୧୯୦ ଛାତ୍ର ପଜିଟିଭ
କନକ ବ୍ୟୁରୋ : ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି କରୋନା ସଂକଟ । ୪ମାସ ପରେ ପୁଣି ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ବଢ଼ୁଥିବା ଦେଖିବାକୁ ମିଳିଛି । ମହାରାଷ୍ଟରେ କରୋନା ଉପରମୁହାଁ ଥିବା ବେଳେ ଗତ ୨୪ ଘଂଟାରେ ୮ ହଜାର ୮୦୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ନୂଆ ମାମଲା ମିଶାଇ ସଂକ୍ରମଣ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯ରେ ପହଂଚିଛି । ସେହିପରି ୨୪ ଘଂଟାରେ ୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁContinue reading “ମହାରାଷ୍ଟ୍ରରେ କରୋନା ସଙ୍କଟ : ୨୪ ଘଂଟାରେ ୯ ହଜାର ମାମଲା, ୮୦ ମୃତ; ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା ସଂକ୍ରମଣ; ସ୍କୁଲ ହଷ୍ଟେଲରେ ୧୯୦ ଛାତ୍ର ପଜିଟିଭ”
ଭାରତୀୟଙ୍କ ଠାରୁ କାହିଁକି ଜାପାନୀ ଲୋକଙ୍କ ଆୟୁଷ ଅଧିକ? ଜାପାନରେ ଲୋକେ ସୁସ୍ଥ ରହିବାର ରାଜ କଣ ? ଜାଣନ୍ତୁ କେତୋଟି ଆଶ୍ଚର୍ଯ୍ୟ…
ଭାରତୀୟ ଲୋକଙ୍କଠାରୁ ଜାପାନର ଲୋକଙ୍କ ଆୟୁଷ ଅଧିକ । ଜାପାନରେ ଜଣେ ଲୋକର ଆୟୁଷ ପ୍ରାୟ ୮୬ ବର୍ଷ ହୋଇଥିବା ବେଳେ ଭାରତରେ ଲୋକଙ୍କ ଆୟୁଷ ୬୯ ବର୍ଷ ରହୁଥିବା ଏକ ରିସର୍ଚ୍ଚରୁ ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜାପାନ ଲୋକଙ୍କ ତୁଳନାରେ ଭାରତୀୟଙ୍କ ଆୟୁଷ କମ୍ କାହିଁକି? ପ୍ରକୃତରେ ଏହା ପଛରେ ଜାପାନ ଲୋକଙ୍କ ଲାଇଫଷ୍ଟାଇଲ୍ ବଡ ଭୂମୀକା ଗ୍ରହଣ କରେ । ଏଠାରେ ଆପଣ ଭାବୁଥିବେ, ଆମେବିତ ଠିକ୍ ସମୟରେ ଖାଉଛୁ…Continue reading “ଭାରତୀୟଙ୍କ ଠାରୁ କାହିଁକି ଜାପାନୀ ଲୋକଙ୍କ ଆୟୁଷ ଅଧିକ? ଜାପାନରେ ଲୋକେ ସୁସ୍ଥ ରହିବାର ରାଜ କଣ ? ଜାଣନ୍ତୁ କେତୋଟି ଆଶ୍ଚର୍ଯ୍ୟ…”
୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଆକ୍ସନ ମୋଡରେ ବିଜେପି । ଆଜି ଦକ୍ଷିଣରେ ମୋଦି, ଉତ୍ତର-ପୂର୍ବରେ ଶାହା ଓ ପଶ୍ଚିମରେ ରାଲି କରିବେ ନଡ୍ଡା ।
କନକ ବ୍ୟୁରୋ : ଭାରତୀୟ ଜନତାପାର୍ଟିର ୩ ବରିଷ୍ଠ ନେତା ଆଜି ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରେ ରାଲି କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଓ ପୁଡୁଚେରୀ ପହଂଚିବେ, ଗୃହମନ୍ତ୍ରୀ ଅମିତ୍ ଶାହା ଆସାମରେ ରାଲି କରିବେ ସେହିଭଳି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ କରିଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ୧୪ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦକ୍ଷିଣ ଭାରତ ଗସ୍ତରେ ଯାଇଛନ୍ତିContinue reading “୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ଆକ୍ସନ ମୋଡରେ ବିଜେପି । ଆଜି ଦକ୍ଷିଣରେ ମୋଦି, ଉତ୍ତର-ପୂର୍ବରେ ଶାହା ଓ ପଶ୍ଚିମରେ ରାଲି କରିବେ ନଡ୍ଡା ।”
ଆନ୍ଧ୍ର ପରେ ଛତିଶଗଡର ନାଲିଆଖି : ଘୁମରା ପଦର ଡ୍ୟାମରୁ ଅଚାନକ ପାଣି ଛାଡିଦେବାରୁ ଚାଷୀ ପ୍ରବଳ କ୍ଷତିଗ୍ରସ୍ତ, ଏକର ଏକର ଜମିରେ ପନିପରିବା ଚାଷ ନଷ୍ଟ
କନକ ବ୍ୟୁରୋ : ଛତିଶଗଡ଼ର ପୁଣି ନାଲିଆଖି । ମହାନଦୀ ପାଣିକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପୁଣି ଥରେ ମନମାନି କରିଛି ଛତିଶଗଡ଼ । ଅଚାନକ ପାଣି ଛାଡ଼ିଦେବାରୁ ନଦୀ ପଠାରେ ହେଉଥିବା ଫସଲ ନଷ୍ଟ ହୋଇଛି । ଯାହା ପାଇଁ ନବରଙ୍ଗପୁର ଜିଲ୍ଲାର ଚାନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଂଚାୟତର ଅନେକ ଚାଷୀ କ୍ଷତି ସହିଛନ୍ତି । ଛତିଶଗଡ଼ ରାଜ୍ୟ ଆମଲିପଦର ପଂଚାୟତ ଘୁମରାପଦର୍ ଡ୍ୟାମର ପାଣି ଅଚାନକ ଛାଡ଼ିContinue reading “ଆନ୍ଧ୍ର ପରେ ଛତିଶଗଡର ନାଲିଆଖି : ଘୁମରା ପଦର ଡ୍ୟାମରୁ ଅଚାନକ ପାଣି ଛାଡିଦେବାରୁ ଚାଷୀ ପ୍ରବଳ କ୍ଷତିଗ୍ରସ୍ତ, ଏକର ଏକର ଜମିରେ ପନିପରିବା ଚାଷ ନଷ୍ଟ”
ସମୁଦ୍ରକୁ ଡେଇଁ ମତ୍ସ୍ୟଜୀବୀଙ୍କ ସହ ପହଁରିଲେ ରାହୁଲ ଗାନ୍ଧି । ଭିଡିଓ ଭାଇରାଲ୍, ଦେଖନ୍ତୁ…
ଆଗାମୀ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ କେରଳର କୋଲାମ୍ ଜିଲ୍ଲା ଗସ୍ତରେ ଯାଇ ବୁଧବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀ ତାଙ୍ଗାସେରି ବେଳାଭୂମି ନିକଟରେ ସମୁଦ୍ରକୁ ଡେଇଁ ପହଁରିଥିଲେ। #WATCH| Kerala: Congress leader Rahul Gandhi took a dip in the sea with fishermen in Kollam (24.02.2021) (Source: Congress office) pic.twitter.com/OovjQ4MSSM — ANI (@ANI) February 25, 2021 https://platform.twitter.com/widgets.jsବେଳାଭୂମି ଉପରକୁ ଉଠି ଆସିବା ପୂର୍ବରୁ ମତ୍ସ୍ୟଜୀବୀଙ୍କContinue reading “ସମୁଦ୍ରକୁ ଡେଇଁ ମତ୍ସ୍ୟଜୀବୀଙ୍କ ସହ ପହଁରିଲେ ରାହୁଲ ଗାନ୍ଧି । ଭିଡିଓ ଭାଇରାଲ୍, ଦେଖନ୍ତୁ…”