କନକ ବ୍ୟୁରୋ : ଗୁଜରାଟ ମହାନଗର ନିର୍ବାଚନରେ ବାଜି ମାରିଲା ବିଜେପି । ୬ଟି ଯାକ ନିଗମ ରହିପାରେ ବିଜେପି କବଜାରେ । ରାଜ୍ୟର ୪୪୯ ଆସନରେ ବିଜେପିର ଦବଦବା ରହିଥିବା ବେଳେ କଂଗ୍ରେସ ହାତରେ ମାତ୍ର ୪୪ଟି ଆସନ ରହିଛି । ଗୁଜୁରାଟରେ ୬ଟି ମହାନଗର ନିଗମ ନିର୍ବାଚନ ନେଇ ଭୋଟଗଣତି ଚାଲିଛି । ସୂଚନା ଅନୁସାରେ ବିଜେପି ୪୪୯ ଆସନରେ ଆଗୁଆ ରହିଛି । କଂଗ୍ରେସ ୪୪ଟି ସିଟରେ ଆଗୁଆ ରହିଛି । ରବିବାରContinue reading “ଗୁଜରାଟ ମହାନଗର ନିର୍ବାଚନରେ ବାଜି ମାରିଲା ବିଜେପି । ୬ଟି ଯାକ ନିଗମ ରହିପାରେ ବିଜେପି କବଜାରେ ।”
Author Archives: Raghaba
ଖଣ୍ଡଗିରିର କାଳିଗୁମ୍ଫାରେ କନକ ନ୍ୟୁଜ୍ । କ୍ୟାମେରାରେ କଏଦ ହେଲା ଗୁମ୍ଫା ଭିତରର ଭୟାନକ ଚିତ୍ର ।
କନକ ବ୍ୟୁରୋ: ଲୋକକଥା ଅନୁସାରେ, ଖଣ୍ଡଗିରିରେ ରହିଛି ୭ଶହରୁ ଅଧିକ ଗୁମ୍ଫା । ପ୍ରତ୍ୟେକ ଗୁମ୍ଫାର ମହାତ୍ମ୍ୟ ରହିଛି । ଏଥିପାଇଁ ଆଜି ବି ସେହି ଗୁମ୍ଫାଗୁଡିକରେ ସାଧୁସନ୍ଥ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତ୍ୟେକ ବର୍ଷ ମାଘ ମେଳାରେ ଏଠାକୁ ଅନେକ ସାଧୁସନ୍ଥ ଆସି ତପସ୍ୟା କରନ୍ତି । ତେବେ ଆଜିବି ଗୁମ୍ଫା ଭିତରକୁ ଯିବା ଏତେ ସହଜ ନୁହେଁ । ଗୁମ୍ଫାର ପ୍ରବେଶ ପଥ ଏକ ସାପ ଭଳି । ଯାହାସହ ଭୟ ବଢାଉଥିଲା ରାସ୍ତା,Continue reading “ଖଣ୍ଡଗିରିର କାଳିଗୁମ୍ଫାରେ କନକ ନ୍ୟୁଜ୍ । କ୍ୟାମେରାରେ କଏଦ ହେଲା ଗୁମ୍ଫା ଭିତରର ଭୟାନକ ଚିତ୍ର ।”
କେମିତି ଧରାପଡିଥିଲା ବାରଙ୍ଗ କିଙ୍ଗ ବିବନ୍? ଚୌଦାର ଜେଲରୁ ପଡିଥିଲା ମୂଳଦୁଆ । ପଢନ୍ତୁ, ପୂରା ଘଟଣା…
କନକ ବ୍ୟୁରୋ: ବିବନ୍ ବିଶ୍ୱାଳକୁ ଧରିବା ପାଇଁ ପ୍ରାୟ ୩ ମାସ ତଳେ କଟକ ଚୌଦ୍ୱାର ଜେଲରୁ ହିଁ ପଡ଼ିଥିଲା ମୂଳଦୁଆ । ଏକ ବ୍ୟାଙ୍କ୍ ଡକାୟତିର ଚେର ଖୋଜୁ ଖୋଜୁ ଜେଲରେ ପହଂଚିଥିଲେ ପୁଲିସ୍ କମିଶନର ସୁଧାଂଶ ଷଡ଼ଙ୍ଗୀ । ସେହି ସମୟରେ ପୁଲିସ କମିଶନରଙ୍କୁ ଜଣେ ଅପରାଧୀଙ୍କ ସହ ପରିଚୟ କରିଥିଲେ ଜେଲ୍ ସୁପରିଟେଣ୍ଡଂଟ । ଅପରାଧୀର ନାଁ ଥିଲା ଧୀରେନ୍ଦ୍ର ମହାନ୍ତି ଓରଫ୍ ଟୁନିଆ । ଟୁନିଆ ହେଉଛି ସେହି ଅପରାଧୀ ଯିଏ,Continue reading “କେମିତି ଧରାପଡିଥିଲା ବାରଙ୍ଗ କିଙ୍ଗ ବିବନ୍? ଚୌଦାର ଜେଲରୁ ପଡିଥିଲା ମୂଳଦୁଆ । ପଢନ୍ତୁ, ପୂରା ଘଟଣା…”
ବିବନ ବିଶ୍ୱାଳ ଗିରଫ ପରେ ପୁଲିସ କମିଶନରଙ୍କୁ ଭେଟିଲେ ସିବିଆଇ ଟିମ । ମାମଲା ଆଗକୁ ବଢାଇବା ପାଇଁ ମାଗିଲେ ସହାୟତା । ଏପଟେ ମୁହଁ ଖୋଲିଲେ ବିବନଙ୍କ ପତ୍ନୀ…
କନକ ବ୍ୟୁରୋ: ୨୨ ବର୍ଷ ପୂର୍ବରୁ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣାରେ, ତଦନ୍ତକାରୀ ଟିମ୍ ହାତରୁ ଖସିଯାଇଥିବା ବିବନ୍ ବିଶ୍ୱାଳ ଗିରଫ ହୋଇଛି । ଏହାପରେ ସିବିଆଇର ଦୁଇ ଜଣିଆ ଟିମ୍ ପୁଲିସ୍ କମିଶନରଙ୍କୁ ଭେଟି ଆଲୋଚନା କରିବା ଘଟଣାର ଗୁରୁତ୍ୱ ବଢ଼ାଇ ଦେଇଛି । କାରଣ ଏହି ମାମଲାର ତଦନ୍ତ କରୁଥିଲା ଖୋଦ୍ ସିବିଆଇ । ପୁଲିସ୍ କମିଶନରଙ୍କୁ ଭେଟିବା ପରେ ସାକ୍ଷତକାରକୁ ସୌଜନ୍ୟମୂଳକ କହିି, ଉଠୁଥିବା ଅନେକ ପ୍ରଶ୍ନକୁ ଏଡାଇଯାଇଛନ୍ତି ସତ ହେଲେ, ବିବନ୍Continue reading “ବିବନ ବିଶ୍ୱାଳ ଗିରଫ ପରେ ପୁଲିସ କମିଶନରଙ୍କୁ ଭେଟିଲେ ସିବିଆଇ ଟିମ । ମାମଲା ଆଗକୁ ବଢାଇବା ପାଇଁ ମାଗିଲେ ସହାୟତା । ଏପଟେ ମୁହଁ ଖୋଲିଲେ ବିବନଙ୍କ ପତ୍ନୀ…”
ପେଟ୍ରୋଲ ଦରବୃଦ୍ଧିକୁ ନେଇ ରାଜନୀତିରେ ନିଆଁ । ସାଇକେଲରେ ବିଧାନସଭା ଗଲେ କଂଗ୍ରେସ ବିଧାୟକ । ଦରବୃଦ୍ଧି ନେଇ ବିରୋଧୀଦଳ ଉପନେତାଙ୍କ ଅଜବ ଯୁକ୍ତି ।
କନକ ବ୍ୟୁରୋ: ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସର ଜୋରଦାର ପ୍ରତିବାଦ । ବିଧାନସଭାକୁ କଂଗ୍ରେସ ବିଧାୟକମାନେ ସାଇକେଲରେ ଆସି ଗୃହ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ମୁଲତବୀ ଆଲୋଚନା ବେଳେ ଦର ପ୍ରତ୍ୟାହାର ଦାବି କରିଥିଲା କଂଗ୍ରେସ । ଜବାବରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି କେନ୍ଦ୍ର ସରକାର ଅତିରିକ୍ତ ସେସ୍ ପ୍ରତ୍ୟାହାର କଲେ ରାଜ୍ୟରେ ଖସିବ ତୈଳ ଦର । ତୈଳଦର ବୃଦ୍ଧି ପ୍ରତିବାଦକୁ ଜୋରଦାର କରିଛନ୍ତି ଛାତ୍ର ଓContinue reading “ପେଟ୍ରୋଲ ଦରବୃଦ୍ଧିକୁ ନେଇ ରାଜନୀତିରେ ନିଆଁ । ସାଇକେଲରେ ବିଧାନସଭା ଗଲେ କଂଗ୍ରେସ ବିଧାୟକ । ଦରବୃଦ୍ଧି ନେଇ ବିରୋଧୀଦଳ ଉପନେତାଙ୍କ ଅଜବ ଯୁକ୍ତି ।”
କରୋନା ପାଇଁ ବଢୁଛି କଟକଣା । ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ମାସ୍କ ଚେକିଂ । ଯାଜପୁରର ବ୍ୟାସ ସରୋବର ମେଳାକୁ ବନ୍ଦ କଲା ପ୍ରଶାସନ ।
କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରକୁ ନେଇ ବଢୁଛି ଭୟ । କେମିତି ଲୋକେ ସାମାଜିକ ଦୂରତା ବଜାୟ ରଖିବେ, କେମିତି ଘରୁ ବାହାରିବା ମାତ୍ରେ ମାସ୍କ ପରିଧାନ କରିବେ ସେନେଇ ଲୋକଙ୍କୁ ସଚେତନ କରିଛି ମହାନଗର ନିଗମ । କରୋନା ଆରମ୍ଭରୁ ଯେମିତି ଲୋକେ ଘରୁ ମାସ୍କ ପିନ୍ଧି ବାହାରୁଥିଲେ ସେମିତି ମାସ୍କ ପିନ୍ଧିବା ଦେଖାଯାଉନି । ଚେକିଂ ଦାୟିତ୍ୱରେ ଥିବା ଏନଫୋର୍ସମେଂଟ ସ୍କ୍ୱାର୍ଡ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ସଚେତନ କରାଇଛି । କରୋନାContinue reading “କରୋନା ପାଇଁ ବଢୁଛି କଟକଣା । ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ମାସ୍କ ଚେକିଂ । ଯାଜପୁରର ବ୍ୟାସ ସରୋବର ମେଳାକୁ ବନ୍ଦ କଲା ପ୍ରଶାସନ ।”
ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ ବିଦ୍ୟାଳୟ ଢାଞ୍ଚାରେ ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନ ପ୍ରସ୍ତୁତ । ଶାନ୍ତ, ମୁକ୍ତ ପରିବେଶରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନ ଲକ୍ଷ୍ୟରେ ଏହି ଡିଜାଇନ ପ୍ରସ୍ତୁତ କରାଯାଇଛି । ଏହି ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବାର ବ୍ୟବସ୍ଥା ରହିବ । ଏହା ନିର୍ମାଣର ବିସ୍ତୃତContinue reading “ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ”
ଟିକା ନ ନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ସମ୍ମୁଖ ଯୋଦ୍ଧା । ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ
କନକ ବ୍ୟୁରୋ : ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ନେଇ ଚିଠି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଳା କମିସନରଙ୍କୁ ଚିଠି ଲେଖିଛନ୍ତି। ଟିକା ନେଇ ନଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। କାରଣ ନଥାଇ ଟିକା ନ ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ ସରକାରୀ ସୁବିଧା ମିଳିବ ନାହିଁ। ସେହିପରିContinue reading “ଟିକା ନ ନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ସମ୍ମୁଖ ଯୋଦ୍ଧା । ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ”
ବିଧାନସଭାରେ ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ପାରିତ। ଗଠନ ହେବ ମେରିଟାଇମ୍ ବୋର୍ଡ ।
କନକ ବ୍ୟୁରୋ: ବିଧାନସଭାରେ ଆଜି ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ -୦୨୦ ପାରିତ ହୋଇଛି। ଏହି ବିଧେୟକ ପାରିତ ହେବା ଫଳରେ ଏବେ ରାଜ୍ୟରେ ମେରିଟାଇମ ବୋର୍ଡ ଗଠନ ହେବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡରେ ୧୨ ଜଣ ସଦସ୍ୟ ରହିବେ। ଏହାର ସଦସ୍ୟ ସଚିବ ରହିବେ ବାଣିଜ୍ୟ ଓ ପରିବହନ ସଚିବ, ଶିଳ୍ପ ସଚିବ ଓ ରାଜସ୍ବ ବିଭାଗ ସଚିବ। ନୌସେନାର ଜଣେ ପ୍ରତିନିଧି ମଧ୍ୟ ବୋର୍ଡରେ ସଦସ୍ୟ ରହିବେ। ବନ୍ଦର ପରିଚାଳନା କ୍ଷେତ୍ରରେContinue reading “ବିଧାନସଭାରେ ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ପାରିତ। ଗଠନ ହେବ ମେରିଟାଇମ୍ ବୋର୍ଡ ।”
ଫେଲ୍ ମାରିଲା ସାଇବର ଲୁଟ୍ ତରିକା । ଅନଲାଇନ୍ ଲୁଟେରାଙ୍କ ଆକାଉଂଟ ବ୍ଲକ୍ କରି ଟଙ୍କା ଫେରାଇଲା ପୋଲିସ ।
କନକ ବ୍ୟୁରୋ: ଫେଲ୍ ମାରିଲା ସାଇବର ଲୁଟ୍ ତରିକା । ଆକାଉଂଟ ବ୍ଲକ କରି ୩ ଲକ୍ଷ ଟଙ୍କା ଫେରାଇଲା ପୋଲିସ । ଅନଲାଇନ୍ ଲୁଟେରାଙ୍କ ଆକାଉଂଟ ବ୍ଲକ୍ କରି ଟଙ୍କା ଫେରାଇଲା ପୋଲିସ । ମୋବାଇଲ୍ ଟାୱାର ନାଁରେ ଟଙ୍କା ଠକିଥିଲେ ସାଇବର ଠକ । ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଅନୁଗୁଳର ବସନ୍ତ ଛତର ନାମକ ଜଣେ ବ୍ୟକ୍ତି ଏହି ଲୁଟର ଶିକାର ହୋଇଥିଲେ । ସାଇବରContinue reading “ଫେଲ୍ ମାରିଲା ସାଇବର ଲୁଟ୍ ତରିକା । ଅନଲାଇନ୍ ଲୁଟେରାଙ୍କ ଆକାଉଂଟ ବ୍ଲକ୍ କରି ଟଙ୍କା ଫେରାଇଲା ପୋଲିସ ।”