ରୋଷେୟା ସାଜିଲେ ଗରିବଙ୍କ ଭଗବାନ ସୋନୁ ସୁଦ୍ । ହାତରେ ବେଲେଣା କାଠି ଧରିଲେ… ତନ୍ଦୁରୀ ଆଞ୍ଚରେ ରୁଟି ସେକିଲେ…

କନକ ବ୍ୟୁରୋ: ମୋ ଠାରୁ ଭଲ ତନ୍ଦୁରୀ ରୁଟି କେହି ତିଆରି କରିପାରିବେନି । ଯଦି ଖାଇବାର ଅଛି ତା’ହେଲେ ସୋନୁ ସୁଦ୍ ଢାବାକୁ ଜଲଦି ଆସନ୍ତୁ । ହାତରେ ବେଲେଣା କାଠି ଧରି ଏକ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଦେଶବାସୀଙ୍କ ହୃଦୟର ହିରୋ ଗରିବଙ୍କ ଭଗବାନ ସୋନୁ ସୁଦ୍ । ସୋନୁ ସୁଦ୍ ନିଜ ଟ୍ୱିଟର ପେଜରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିଲେ ସେ ବେଲେଣା କାଠି ଧରି ରୁଟି ବେଲୁଛନ୍ତିContinue reading “ରୋଷେୟା ସାଜିଲେ ଗରିବଙ୍କ ଭଗବାନ ସୋନୁ ସୁଦ୍ । ହାତରେ ବେଲେଣା କାଠି ଧରିଲେ… ତନ୍ଦୁରୀ ଆଞ୍ଚରେ ରୁଟି ସେକିଲେ…”

ପିପିଲି ପ୍ୟାକେଜକୁ ନେଇ ଘନେଇଲା ରାଜନୀତି । ଲେଖାଶ୍ରୀ ସାମନ୍ତସିଂହାର କହିଲେ, ଘୋଷଣା ସର୍ବସ୍ୱ ରାଜ୍ୟ ସରକାର ।

କନକ ବ୍ୟୁରୋ: ପିପିଲି ପାଇଁ ମୁଖ୍ୟମନ୍ତ୍ରୀ ସ୍ପେଶାଲ ପ୍ୟାକେଜ୍ ଘୋଷଣା କରିବା ପରେ ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ପ୍ୟାକେଜକୁ ଟାର୍ଗେଟ କରି ସରକାରକୁ ଘୋଷଣା ସର୍ବସ୍ୱ ସରକାର ବୋଲି କହିଛନ୍ତି । ଗତ ୨୨ ବର୍ଷ ହେଲା ରାଜ୍ୟ ସରକାର ଅନେକ ଘୋଷଣା କରିଛନ୍ତି । ହେଲେ କୌଣସି ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ପ୍ରତିଟି ଘୋଷଣା କେବଳ ଫଳକ ଭିତରେ ସୀମିତ ରହିଛିContinue reading “ପିପିଲି ପ୍ୟାକେଜକୁ ନେଇ ଘନେଇଲା ରାଜନୀତି । ଲେଖାଶ୍ରୀ ସାମନ୍ତସିଂହାର କହିଲେ, ଘୋଷଣା ସର୍ବସ୍ୱ ରାଜ୍ୟ ସରକାର ।”

ପଶ୍ଚିମବଙ୍ଗ ନିର୍ବାଚନ: ବାମଦଳ ଓ କଂଗ୍ରେସ ମଧ୍ୟରେ ମେଣ୍ଟିଲା ଆସନ ବୁଝାମଣା ବିବାଦ । ୨୮ ତାରିଖରେ ବିଧିବଦ୍ଧ ଘୋଷଣା

କନକ ବ୍ୟୁରୋ : କିଛିଦିନ ମଧ୍ୟରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ନେଇ ତାରିଖ ଘୋଷଣା କରିପାରନ୍ତି । ଏହାରି ମଧ୍ୟରେ ନିର୍ବାଚନକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ନିର୍ବାଚନରେ ଅନ୍ୟ ଏକ ମେଣ୍ଟ (ବାମଦଳ ଓ କଂଗ୍ରେସ) ନିର୍ବାଚନୀ ମୈଦାନକୁ ଉହ୍ଲାଇବାକୁ ପ୍ରସ୍ତୁତ ହୋଇଛି । ଏହି ଦୁଇଦଳ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଥିବା ବିବାଦ ଏକ ପ୍ରକାର ସମାଧାନ ହୋଇଛି ବୋଲି ଜଣାପଡିଛିContinue reading “ପଶ୍ଚିମବଙ୍ଗ ନିର୍ବାଚନ: ବାମଦଳ ଓ କଂଗ୍ରେସ ମଧ୍ୟରେ ମେଣ୍ଟିଲା ଆସନ ବୁଝାମଣା ବିବାଦ । ୨୮ ତାରିଖରେ ବିଧିବଦ୍ଧ ଘୋଷଣା”

ଜୀବନ ଯାକର କଷ୍ଟ ଅର୍ଜିତ ଟଙ୍କା ଖାଇଗଲା ପୋକ, ଗୁମୁରି କାନ୍ଦୁଛନ୍ତି ଘୁଷୁରି ପାଳକ । ଜାଣନ୍ତୁ କେମିତି ପୋକ ଖାଇଗଲା ଏତେ ଗୁଡିଏ ଟଙ୍କା ?

କନକ ବ୍ୟୁରୋ: ୧୦, ୨୦, ୫୦ ଓ ୧୦୦ ଟଙ୍କିଆ ନୋଟଠୁ ୨ଶହ ଆଉ ୫ଶହ ଟଙ୍କିଆ ନୋଟ୍ । ଏହିଭଳି ପୁଳେ ପୁଳେ ଟଙ୍କା ଏବେ ପୋକ ପାଟିରେ ସ୍ୱାହାଃ ହୋଇଯାଇଛି । ୧୦ ହଜାର କି ୫୦ ହଜାର ନୁହେଁ ପୋକ ପାଟିରେ ପଶି ଯାଇଛି ପାଖାପାଖି ୫ ଲକ୍ଷ ଟଙ୍କା । ସକାଳୁ ଉଠିବା ପରେ ହଠାତ୍ ନିଜ ଜୀବନଯାକର ସଞ୍ଚିତ ଟଙ୍କା ଏମିତି ନଷ୍ଟ ହୋଇଯାଇଥିବା ଦେଖି ଯିଏ ନାହିଁ ସିଏContinue reading “ଜୀବନ ଯାକର କଷ୍ଟ ଅର୍ଜିତ ଟଙ୍କା ଖାଇଗଲା ପୋକ, ଗୁମୁରି କାନ୍ଦୁଛନ୍ତି ଘୁଷୁରି ପାଳକ । ଜାଣନ୍ତୁ କେମିତି ପୋକ ଖାଇଗଲା ଏତେ ଗୁଡିଏ ଟଙ୍କା ?”

୧୯୯୯ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ପୁଲିସ କମିଶନରଙ୍କ ଅଫିସ ଆସି ଆଲୋଚନା କଲେ ସିବିଆଇର ୨ ଜଣିଆ ଟିମ୍, ଏପଟେ ମୁହଁ ଖୋଲିଲେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପତ୍ନୀ ।

କନକ ବ୍ୟୁରୋ: ୧୯୯୯ ବହୁର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ଘଟଣା । ଦୀର୍ଘ ୨୨ ବର୍ଷ ପରେ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହୋଇଥିବା ବେଳେ ଆଜି ପୁଲିସ କମିଶନରଙ୍କ ଅଫିସରେ ପହଂଚିଥିଲେ ସିବିଆଇର ୨ ଜଣିଆ ଟିମ୍ । ଜଣେ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ଓ ଏହି ମାମଲାର ତଦନ୍ତ କରୁଥିବା ଜଣେ ତଦନ୍ତକାରୀ ଅଧିକାରୀ ପୁଲିସ କମିଶନରଙ୍କ ଅଫିସରେ ପହଂଚି ପୁଲିସ କମିଶନରContinue reading “୧୯୯୯ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ପୁଲିସ କମିଶନରଙ୍କ ଅଫିସ ଆସି ଆଲୋଚନା କଲେ ସିବିଆଇର ୨ ଜଣିଆ ଟିମ୍, ଏପଟେ ମୁହଁ ଖୋଲିଲେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପତ୍ନୀ ।”

କର୍ଣ୍ଣାଟକ ଚିକାବଲାପୁର ପଥର ଖାଦାନରେ ଭୟାନକ ବିସ୍ଫୋରଣ , ୬ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: କର୍ଣ୍ଣାଟକର ଚିକାବଲାପୁର ଜିଲ୍ଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ ଭୟାନକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଫଳରେ ଖାଦାନରେ କାମ କରୁଥିବା ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି, ଏହାସହ ଅନେକ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ହିରେନାଗାଭାଲି ପଥର ଖାଦାନରେ ପଥର ଫଟାଇବା ପାଇଁ ବ୍ୟବହୃତ ଜିଲେଟିନ୍ ଷ୍ଟିକ୍ କୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନିଆଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲାContinue reading “କର୍ଣ୍ଣାଟକ ଚିକାବଲାପୁର ପଥର ଖାଦାନରେ ଭୟାନକ ବିସ୍ଫୋରଣ , ୬ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ”

ସିଲଭର ସିଟିରେ ପୁଣି ନକଲି ସିମେଣ୍ଟ : ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ କଲା ପୋଲିସ୍

କନକ ବ୍ୟୁରୋ : କଟକରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ । କଟକ ଜଗତପୁର ଖଇରା ଅଂଚଳରେ ଚାଲିଥିବା ନକଲି ସିମେଣ୍ଟ କାରଖାନା ଠାବ କରିଛି ପୋଲିସ । ବିପୁଳ ପରିମାଣର ନକଲି ସିମେଣ୍ଟ ଓ ଯନ୍ତ୍ରାଂଶ ଜବତ କରିଛି ପୋଲିସ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ନକଲି ସିମେଣ୍ଟ ଚାଲାଣ ହେଉଥିବା ନେଇ ଖବର ରହିଛି । କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ଘିଅ ଏବଂ ସସ୍ ଜବତ କରାଯାଇଥିଲାContinue reading “ସିଲଭର ସିଟିରେ ପୁଣି ନକଲି ସିମେଣ୍ଟ : ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ କଲା ପୋଲିସ୍”

ପୋଷ୍ଟ ଅଫିସରୁ ଟଙ୍କା ଗାଏବ : ନକଲି ଜମା ଖାତା ଦେଇ ପୋଷ୍ଟ ଅଫିସରୁ ୨ କୋଟି ଟଙ୍କା ଚଳୁ !

କନକ ବ୍ୟୁରୋ : ବ୍ୟାଙ୍କ ପରେ ପୋଷ୍ଟ ଅଫିସରୁ ଟଙ୍କା ଗାଏବ । ହଜାରେ ଦୁଇ ହଜାରେ ନୁହେଁ କୋଟି କୋଟି ଟଙ୍କା ଚଳୁ କରାଯାଇଛି । ଲୋକଙ୍କ କଷ୍ଟ ଉପାର୍ଜିତ ଜମାକୁ ଜାଲ ଜମା ଖାତା ଦେଇ ଲୁଟି ନେଇଛନ୍ତି ଡାକଘର କର୍ମଚାରୀ । ମାଲକାନଗିରି କାଲିମେଳା ଭେଜାଙ୍ଗିୱାଡା ଡାକଘର ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପ୍ରାୟ ୨ ହଜାର ଜମାକାରୀଙ୍କ ଆକାଉଂଟରୁ ଟଙ୍କା ଉଠାଇ ନିଆଯାଇଥିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେContinue reading “ପୋଷ୍ଟ ଅଫିସରୁ ଟଙ୍କା ଗାଏବ : ନକଲି ଜମା ଖାତା ଦେଇ ପୋଷ୍ଟ ଅଫିସରୁ ୨ କୋଟି ଟଙ୍କା ଚଳୁ !”

ତେଲ ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକୁଛି ଦେଶ : ପେଟ୍ରୋଲିୟମ୍ ମନ୍ତ୍ରୀ କହିଲେ, ଟିକସ ଆଦାୟ ଛଡା ଅନ୍ୟ ବିକଳ୍ପ ନାହିଁ

କନକ ବ୍ୟୁରୋ : ୨ ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । କାଲିମେଳାରେ ଆଜି ପେଟ୍ରୋଲ ଦର  ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛି । ତେଲ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଟିକସ ପଇସାରେ ବିକାଶ କାମ କରାଯାଉଛି । କରୋନା କାଳରେ ପେଟ୍ରୋଲ-ଡିଜେଲ ଉପରୁContinue reading “ତେଲ ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକୁଛି ଦେଶ : ପେଟ୍ରୋଲିୟମ୍ ମନ୍ତ୍ରୀ କହିଲେ, ଟିକସ ଆଦାୟ ଛଡା ଅନ୍ୟ ବିକଳ୍ପ ନାହିଁ”

ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ବିଧାନସଭା ପ୍ରଶ୍ନକାଳ : ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ

କନକ ବ୍ୟୁରୋ : ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ବିଧାନସଭା ଅଧିବେଶନ । ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଆଜିର ବିଧାନସଭାରେ ତେଲ ତାତି ଦେଖିବାକୁ ମିଳିଛି । ତେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହୋଇଛି । ତେଲ ଦର କଂଗ୍ରେସ ସମୟରେ କମ୍ ଥିଲା ମୋଦି ସରକାରଙ୍କ ସମୟରେ ବଢ଼ିଲା । ମହାମାରୀ ସମୟରେ ମୋଦି ସରକାର ପେଟ୍ରୋଲରେ ୧୦ଟଙ୍କା ଓ ଡ଼ିଜେଲରେ ୧୩Continue reading “ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ବିଧାନସଭା ପ୍ରଶ୍ନକାଳ : ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ”

Design a site like this with WordPress.com
Get started