କନକ ବ୍ୟୁରୋ: ଜୀବନ ଜାକର ଜମା ପୁଞ୍ଜି ଯଦି ଅଚାନକ୍ ଚାଲିଯିବ କାହାକୁ ବା ନିଦ ହେବ । ପିଲାଙ୍କ ଉଚ୍ଚଶିକ୍ଷା, ସ୍ତ୍ରୀଙ୍କ ଔଷଧ ଖର୍ଚ୍ଚ ଆଉ ଏସବୁ ବାହାରେ ଅବସରରେ ପରେ ପରିବାରର ଦାୟିତ୍ୱ । ସାଇବର ଠକଙ୍କ ଜାଲରେ ପଡ଼ି ୭୬ ଲକ୍ଷ ଟଙ୍କା ହରାଇଥିବା ଡାକ୍ତର ସନାତନ ମହାନ୍ତିଙ୍କ ଆର୍ଥିକ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି । ଦିନ କେଇଟା ଭିତରେ ସବୁ କିଛି ହରାଇ ସାରିଥିବା ସନାତନ ଏବେ କ୍ରାଇମବ୍ରାଂଚ୍ ସାଇବରContinue reading “ସାଇବର ଅପରାଧରେ ୭୭ ଲକ୍ଷ ଲୁଟ ପରେ ଡାକ୍ତରଙ୍କ ହଜିଗଲା ନିଦ । ପ୍ରଥମ ଲୁଟ ପରେ ବ୍ୟାଙ୍କକୁ ଜଣାଇବା ପରେ ବି କାହିଁକି ପଦକ୍ଷେପ ନେଲା ନାହିଁ ବ୍ୟାଙ୍କ?”
Author Archives: Raghaba
ଭାରତ ଚୀନ୍ ବିବାଦକୁ ନେଇ ଆସିଲା ବଡ ଖବର । ଗତବର୍ଷ ଅଗଷ୍ଟରେ ଦୁଇ ଦେଶ ମଧ୍ୟରେ ଆସିଥିଲା ଯୁଦ୍ଧ ପରିସ୍ଥିତି । ସୂଚନା ଦେଲେ ନର୍ଦନ କମାଣ୍ଡ ମୁଖ୍ୟ ।
କନକ ବ୍ୟୁରୋ : ଭାରତ ଚୀନ୍ ସୀମାରେ ଦୀର୍ଘ ମାସ ଧରି ଲାଗିରହିଥିବା ଗତିରୋଧ ପରେ ଏବେ ସ୍ଥିତି ସାମାନ୍ୟ ହେବାକୁ ଲାଗିଛି । ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ପିଏଲଏ ପଛକୁ ହଟିଛି । ଏହାରି ଭିତରେ ଏକ ବଡ ଖବର ଆସିଛି । ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ୱାଇକେ ଜୋଶୀଙ୍କ କହିବା ଅନୁଯାୟୀ ଉତେଜନା ଲାଗି ରହିଥିବା ବେଳେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ପହଂଚିଯାଇଥିଲାContinue reading “ଭାରତ ଚୀନ୍ ବିବାଦକୁ ନେଇ ଆସିଲା ବଡ ଖବର । ଗତବର୍ଷ ଅଗଷ୍ଟରେ ଦୁଇ ଦେଶ ମଧ୍ୟରେ ଆସିଥିଲା ଯୁଦ୍ଧ ପରିସ୍ଥିତି । ସୂଚନା ଦେଲେ ନର୍ଦନ କମାଣ୍ଡ ମୁଖ୍ୟ । “
୨୦୦୮ ମସିହାର ହତ୍ୟା ମାମଲାରେ ଉତରପ୍ରଦେଶର ସବନମଙ୍କୁ ହେବ ଫାଶୀ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସବନମ
କନକ ବ୍ୟୁରୋ: ହତ୍ୟାକାଣ୍ଡର ଇଏ ଏକ ଏମିତି କାହାଣୀ ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । ଏକ ଏମିତି ଲୋମଟାଙ୍କୁରା କାହାଣୀ ଯାହା ହୁଏତ କେହି କେବେ ଚିନ୍ତା କରିନଥିବେ । ଜନ୍ମ କଲା ବାପା ମା କେବେବି ଭାବିନଥିବେ, ଦିନେ ତାଙ୍କର ଝିଅ ହିଁ ସେମାନଙ୍କୁ ଜୀବନରେ ମାରିଦେବ । ୨୦୦୮ ମସିହାର ଘଟଣା । ଅମରୋହା ଜିଲ୍ଲାର ହସନପୁର କ୍ଷେତ୍ରରେ ଥିବା ବାବନଖେଡି ଗାଁରେ ରୁହନ୍ତି ଶିକ୍ଷକ ଶୌକତ ଅଲି । ଶୌକତContinue reading “୨୦୦୮ ମସିହାର ହତ୍ୟା ମାମଲାରେ ଉତରପ୍ରଦେଶର ସବନମଙ୍କୁ ହେବ ଫାଶୀ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସବନମ “
ବିଧାନସଭାକୁ ଘାରିଲା ଆତ୍ମାହୁତି ଭୟ । ଚାରିପଟୁ ସିଲ୍ କରି ଯାଂଚ କଡ଼ାକଡ଼ି କଲା ପୁଲିସ । ଟ୍ରାଫିକ୍ ଜାମ୍ ପାଇଁ ଦହଗଂଜ ଲୋକ ।
କନକ ବ୍ୟୁରୋ: ସକାଳ ପ୍ରାୟ ୯ଟା ସମୟରେ ବ୍ୟସ୍ତବହୁଳ ଏଜି ଛକ ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଦେଖିବାକୁ ମିଳିଥିଲା ପ୍ରବଳ ଟ୍ରାଫିକ୍ ଜାମ୍ । ଯେଉଁଥିରେ ନିଜ ନିଜ କାମରେ ବାହାରିଥିବା ଲୋକ ଦହଗଂଜ ହୋଇଥିଲେ । ବ୍ୟାରିକେଡ ଟପି ଗାଡି ଚଳାଇବା ବି କଷ୍ଟକର ହୋଇପଡିଥିଲା । ରାସ୍ତା ଟପି ଆଗକୁ ଯିବା ପାଇଁ ବି ଲୋକେ ନାକେଦମ୍ ହୋଇଥିଲେ । ରାଜଧାନୀର କେନ୍ଦ୍ର ସ୍ଥଳରେ ଏପରି ଭିଡ ହେବା ପଛରେ ରହିଛି ବିଧାନସଭାContinue reading “ବିଧାନସଭାକୁ ଘାରିଲା ଆତ୍ମାହୁତି ଭୟ । ଚାରିପଟୁ ସିଲ୍ କରି ଯାଂଚ କଡ଼ାକଡ଼ି କଲା ପୁଲିସ । ଟ୍ରାଫିକ୍ ଜାମ୍ ପାଇଁ ଦହଗଂଜ ଲୋକ ।”
ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ସୀମା ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର ।
କନକ ବ୍ୟୁରୋ: ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ତାହା ହିଁ ହେଲା । ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହିଁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ କଂଗ୍ରେସ ଗୃହରେ ନାରାବାଜି କରିଥିଲା ।କୋଟିଆରେ ଆନ୍ଧ୍ରର ନିର୍ବାଚନ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏବଂ ରାଜ୍ୟର ଆଇନଶୃଙ୍ଖଳା ଆଦି ପ୍ରସଙ୍ଗ ଉଠାଇ କକ୍ଷ ତ୍ୟାଗ କରିଥିଲେ କଂଗ୍ରେସ ସଦସ୍ୟ । ଏପଟେ ଚାଷୀ ପ୍ରସଙ୍ଗକୁ ଉଠାଇContinue reading “ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ସୀମା ସୁରକ୍ଷା ପାଇଁ ସଚେତନ ନୁହଁନ୍ତି ସରକାର ।”
ନୟାଗଡ ପରୀ ମୃତ୍ୟୁ ମାମଲାରେ ବଡ ଖୁଲାସା । ଲାଏ ଡିଟେକ୍ସନ୍ ଟେଷ୍ଟ ପୂର୍ବରୁ ସବୁ କହିଦେଲା ଅଭିଯୁକ୍ତ । ପଢନ୍ତୁ ଏହି ରିପୋର୍ଟ…
କନକ ବ୍ୟୁରୋ: ଇଏ ଏମିତି ଏକ ବୀଭତ୍ସ କାହାଣୀ, ଯାହାକୁ ଶୁଣିଲେ ଛାତି ଥରି ଉଠିବ । ଘରେ କେହି ନଥିବା ବେଳେ କିପରି କୁନି ଝିଅ ପରୀକୁ ଘରକୁ ଡାକି ନେଇ ତଂଟି ଚିପି ମାରିଥିଲା, ତା ନିଜ ମୁହଁରେ ବଖାଣିଛି ଅଭିଯୁକ୍ତ । ଲାଇ ଡିଟେକସନ୍ ଟେବୁଲକୁ ଯିବା ପୂର୍ବରୁ ପରୀ ହତ୍ୟା ଅଭିଯୁକ୍ତକୁ ପାଖ କୋଠରୀରେ ବସା ଯାଇଥିଲା । ଯାହାର ଭିଡିଓ ଏବେ କନକ ନ୍ୟୁଜ ହାତରେ ଲାଗିଛି । ଯେଉଁContinue reading “ନୟାଗଡ ପରୀ ମୃତ୍ୟୁ ମାମଲାରେ ବଡ ଖୁଲାସା । ଲାଏ ଡିଟେକ୍ସନ୍ ଟେଷ୍ଟ ପୂର୍ବରୁ ସବୁ କହିଦେଲା ଅଭିଯୁକ୍ତ । ପଢନ୍ତୁ ଏହି ରିପୋର୍ଟ…”
ମହାରାଷ୍ଟ୍ରକୁ ପୁଣି ଫେରିଲା ଲକଡାଉନ୍ । ଆସନ୍ତା ୨୮ ତାରିଖ ଯାଏଁ ଜବତମାଲ୍ ଜିଲ୍ଲା ତାଲାବନ୍ଦ।
କନକ ବ୍ୟୁରୋ: ମହାରାଷ୍ଟ୍ରରୁ ଆସିଛି ଏଭଳି ଏକ ଖବର ଯାହା, ଭତାଣୁକୁ ନେଇ ପୁଣି ଥରେ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି । ମହାରାଷ୍ଟ୍ରର ଜବତମାଲ୍ ଜିଲ୍ଲାରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ଜବତମାଲ୍ ଜିଲ୍ଲାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଦେବେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି । ଜିଲ୍ଲାରେ ଡିସେମ୍ବର ମାସରୁ ଜାନୁୟାରୀContinue reading “ମହାରାଷ୍ଟ୍ରକୁ ପୁଣି ଫେରିଲା ଲକଡାଉନ୍ । ଆସନ୍ତା ୨୮ ତାରିଖ ଯାଏଁ ଜବତମାଲ୍ ଜିଲ୍ଲା ତାଲାବନ୍ଦ।”
ସଂକଟରେ ପୁଡୁଚେରୀର କଂଗ୍ରେସ ସରକାର । ୨୨ ତାରିଖରେ ଫ୍ଲୋର ଟେଷ୍ଟ, ଉପରାଜ୍ୟପାଳ ଜାରିକଲେ ଆଦେଶ
କନକ ବ୍ୟୁରୋ : ପୁଡୁଚେରୀ କଂଗ୍ରେସ ସରକାର ଉପରେ ଏବେ କଳା ବାଦଲ ଛାଇ ଯାଇଛି । ବିଧାୟକ ଜୈନ କୁମାରଙ୍କ ଇସ୍ତଫା ପରେ ଏବେ ଭି. ନରାୟଣସ୍ୱାମୀଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛି । ଉପରାଜ୍ୟପାଳ ତାମିଲି ସାଇ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀଙ୍କୁ ଫେବୃଆରୀ ୨୨ ତାରିଖ ସଂନ୍ଧ୍ୟା ୫ ଟା ସୁଦ୍ଧା ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁ କି ଫେବୃଆରୀ ୧୬ ତାରିଖ ଦିନ କଂଗ୍ରେସ ବିଧାୟକContinue reading “ସଂକଟରେ ପୁଡୁଚେରୀର କଂଗ୍ରେସ ସରକାର । ୨୨ ତାରିଖରେ ଫ୍ଲୋର ଟେଷ୍ଟ, ଉପରାଜ୍ୟପାଳ ଜାରିକଲେ ଆଦେଶ”
ଟାଇମ୍ ମାଗାଜିନର ଉଦୀୟମାନ ନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟଙ୍କ ସହ ୫ ଜଣ ଭାରତୀୟ ବଂଶୋଦ୍ଭବ । ଜାଣନ୍ତୁ କିଏ ଏହି ଭାରତୀୟ
କନକ ବ୍ୟୁରୋ : ‘ଟାଇମ୍’ ମାଗାଜିନ୍ ଭବିଷ୍ୟତର ଉଦୀୟମାନ ନେତା ତାଲିକା ସର୍ଭେ ପ୍ରକାଶ କରିଛି । ଏଥିରେ ମୋଟ ୧୦୦ ଜଣ ନେତାଙ୍କ ତାଲିକା ରହିଛି । ଏହି ତାଲିକାରେ ଜଣେ ମାତ୍ର ଭାରତୀୟ ରହିଥିବା ବେଳେ ୫ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ରହିଛି । ଭବିଷ୍ୟତର ଉଦୀୟ ମାନ ନେତାଙ୍କ ତାଲିକାରେ ରହିଥିବା ଭାରତୀୟ ଜଣଙ୍କ ହେଉଛନ୍ତି ଭୀମ ଆର୍ମିର ନେତା ଚନ୍ଦ୍ରଶେଖର ଆଜାଦ । ଏହା ସହ ବିଦେଶରେ ରହୁଥିବା ୫Continue reading “ଟାଇମ୍ ମାଗାଜିନର ଉଦୀୟମାନ ନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟଙ୍କ ସହ ୫ ଜଣ ଭାରତୀୟ ବଂଶୋଦ୍ଭବ । ଜାଣନ୍ତୁ କିଏ ଏହି ଭାରତୀୟ”
କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁଲେ ମହିଳା । ନଦୀ ଭିତରୁ ମହିଳାଙ୍କୁ ଉଦ୍ଧାର କଲା ଓଡ୍ରାଫ ଦଳ ।
କନକ ବ୍ୟୁରୋ: ମହାନଦୀଙ୍କୁ ଡେଇଁଲେ ମହିଳା । ଗୁରୁବାର କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହେଲେ ନଦୀ ଭିତରୁ ମହିଳାଙ୍କୁ ଓଡ୍ରାଫ୍ ଦଳ ଉଦ୍ଧାର କରିବା ସହିତ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆଜି ହଠାତ୍ ଜଣେ ମହିଳା ଯୋବ୍ରା ବ୍ରିଜ୍ ନିକଟରେ ମହାନଦୀକୁ ଡେଇଁ ପଡିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସହ ମିଶି ଓଡ୍ରାଫ୍ ଦଳ ତାଙ୍କୁ ନଦୀ ଭିତରୁ ଉଦ୍ଧାର କରିବା ସହିତContinue reading “କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁଲେ ମହିଳା । ନଦୀ ଭିତରୁ ମହିଳାଙ୍କୁ ଉଦ୍ଧାର କଲା ଓଡ୍ରାଫ ଦଳ ।”