କନକ ବ୍ୟୁରୋ : ପୁରୀରେ ବଲିଉଡ ଅଭିନେତ୍ରୀ କଙ୍ଗନା । ଓଡିଶା ଗସ୍ତରେ ଆସିଥିବା କଙ୍ଗନା ରାଣାୱତ୍ ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଂଚିଛନ୍ତି । ଏଠାରେ ସେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । କଙ୍ଗନା ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ ଦର୍ଶନContinue reading “ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା : କଡା ସୁରକ୍ଷା ବଳୟ ଭିତରେ ବଲିଉଡ୍ କୁଇନଙ୍କ ପୁରୀ ଗସ୍ତ “
Author Archives: Raghaba
ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ବଡ ବୟାନ । କହିଲେ, ପିସିସି ସଭାପତି ବଦଳିବାର ପ୍ରଶ୍ନ ଉଠୁନି ।
କନକ ବ୍ୟୁରୋ: ଓଡିଶାର କଂଗ୍ରେସ ନେତା ଦିଲ୍ଲୀରେ ଡେରା ପକାଇବାର କିଛି ଦିନ ପରେ ପିସିସି ପରିବର୍ତନ ନେଇ ବଡ ବୟାନ ରଖିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଚେଲ୍ଲାକୁମାର କହିଛନ୍ତି, ଓଡିଶାର ଦଳୀୟ ନେତୃତ୍ୱର ପରିବର୍ତନ କରିବାର କୌଣସି ସମ୍ଭାବନା ନାହିଁ । କଂଗ୍ରେସ ନେତାଙ୍କ ମଧ୍ୟରେ ବାରମ୍ବାର ବୈଠକ ହେବାରେ କୌଣସି ଭୁଲ ନାହିଁ । ପିସିସି ପରିବର୍ତନ ନେଇ ଯେଉଁ ଚର୍ଚା ହେଉଛି,Continue reading “ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ବଡ ବୟାନ । କହିଲେ, ପିସିସି ସଭାପତି ବଦଳିବାର ପ୍ରଶ୍ନ ଉଠୁନି ।”
ପୁରୀ ସହରରେ ବ୍ୟାନ ହେଲା ଡିଜେ । ସହରକୁ ଶବ୍ଦ ପ୍ରଦୂଷଣ ମୁକ୍ତ କରିବା ପାଇଁ ନିଆଗଲା ବଡ ନିଷ୍ପତ୍ତି ।
କନକ ବ୍ୟୁରୋ: ପୁରୀରେ ସହରରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ ହେଲା ଡିଜେ । ଏନେଇ ଗୁରୁବାର ପୁରୀ ଏସପିଙ୍କ ତରଫରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ପକ୍ଷରୁ ବହୁ ସଂଖ୍ୟାରେ କୁମ୍ଭାରପଡା ଥାନାରେ ଡିଜେର ଅରୁଚିକର ଶବ୍ଦ ନେଇ ଅଭିଯୋଗ ହୋଇଥିଲା । ଏନେଇ ଏକ ବୈଠକ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସହରରେ ଡିଜେ ବଜାଇବା ଉପରେ ରୋକ ଲଗାଇଛି ପୁଲିସ । ଏହି ବୈଠକରେ ସହରର ସାଉଣ୍ଡ ଆଣ୍ଡ ଲାଇଟ୍ ଆସୋସିଏସନର ପ୍ରତିନିଧିContinue reading “ପୁରୀ ସହରରେ ବ୍ୟାନ ହେଲା ଡିଜେ । ସହରକୁ ଶବ୍ଦ ପ୍ରଦୂଷଣ ମୁକ୍ତ କରିବା ପାଇଁ ନିଆଗଲା ବଡ ନିଷ୍ପତ୍ତି । “
ଶେଷ ହେଲା ଆଇପିଏଲ୍ ନିଲାମ ପ୍ରକ୍ରିୟା । ଜାଣନ୍ତୁ, କେଉଁ ଖେଳାଳିଙ୍କୁ କିଣିଲା କେଉଁ ଦଳ?
କନକ ବ୍ୟୁରୋ: ଆଇପିଏଲ୍ ଆଗାମୀ ସିଜିନ୍ ପାଇଁ ଶେଷ ହୋଇଛି ନିଲାମ ପ୍ରକ୍ରିୟା । ଯେଉଁଥିରେ ଫ୍ରାଞ୍ଚାଇଜମାନେ ନିଜ ମନ ପସନ୍ଦର ଖେଳାଳିମାନଙ୍କୁ କିଣିସାରିଛନ୍ତି । ଚଳିତ ଥର ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସ ରେକର୍ଡ ସଂଖ୍ୟକ ୧୬.୨୫ କୋଟିରେ ବିକ୍ରି ହୋଇଥିବାବେଳେ ଆହୁରି ଅନେକ ଖେଳାଳି ଚଢା ଦାମରେ ବିଭିନ୍ନ ଦଳରେ ସାମିଲ ହୋଇଛନ୍ତି । ଏବେ ନଜର ପକାନ୍ତୁ, ନିଲାମ ପ୍ରକ୍ରିୟାରେ କେଉଁ ଦଳ କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କିଣିଛନ୍ତି… ଚେନ୍ନାଇContinue reading “ଶେଷ ହେଲା ଆଇପିଏଲ୍ ନିଲାମ ପ୍ରକ୍ରିୟା । ଜାଣନ୍ତୁ, କେଉଁ ଖେଳାଳିଙ୍କୁ କିଣିଲା କେଉଁ ଦଳ?”
ଆମେରିକାର ଟେକ୍ସାସ ସହରରେ ୩ଦିନ ହେଲା ବିଜୁଳ ସେବା ବାଧାପ୍ରାପ୍ତ । ବରଫ ଝଡ ଯୋଗୁଁ ପାୱାର ଗ୍ରୀଡ ଫେଲ ମାରିବାରୁ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ ।
କନକ ବ୍ୟୁରୋ: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଟେକ୍ସାସ ସହରରେ ୩୦ଲକ୍ଷ ଲୋକ ଗତ ୩ଦିନ ଧରି ଅନ୍ଧାରରେ ରହିଛନ୍ତି । ବରଫ ଝଡ ଯୋଗୁଁ ୩ଦିନ ହେଲା ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଲୋକଙ୍କୁ ପିଇବା ପାଣି ମଧ୍ୟ ଠିକ୍ ଭାବେ ଯୋଗାଣ ହେଉନଥିବା ଜଣାପଡିଛି । ଏପରିକି ତାପମାତ୍ରା ଖସି ଯାଇଥିବା ବେଳେ ପ୍ରବଳ ଶୀତରୁ ବର୍ତିବା ପାଇଁContinue reading “ଆମେରିକାର ଟେକ୍ସାସ ସହରରେ ୩ଦିନ ହେଲା ବିଜୁଳ ସେବା ବାଧାପ୍ରାପ୍ତ । ବରଫ ଝଡ ଯୋଗୁଁ ପାୱାର ଗ୍ରୀଡ ଫେଲ ମାରିବାରୁ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ ।”
ଦିଶା ରବି ପରେ ଏବେ ନିକିତା ଜାକବଙ୍କ ଉପରେ ନଜର । ପୋଲିସ କହିଲା ନିକିତାଙ୍କ ଠାରୁ ମିଳିବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।
କନକ ବ୍ୟୁରୋ: ବହୁଚର୍ଚ୍ଚିତ ଟୁଲକିଟ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିକିତା ଜାକବଙ୍କ ଉପରେ ଏବେ ତଦନ୍ତକାରୀ ଟିମର ଫୋକସ । କୁହାଯାଉଛି ଗିରଫ ହୋଇଥିବା ଦିଶା ରବିଙ୍କ ଠାରୁ ନିକିତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଚର୍ଚ୍ଚା କିଏ ଏହି ନିକିତା ଜାକବ? ଟୁଲ୍ କିଟ ପ୍ରସଙ୍ଗରେ ତାଙ୍କର କ’ଣ ଭୂମିକା ରହିଛି? ୩୦ବର୍ଷୀୟା ନିକିତା ଜାକବ ଜଣେ ପରିବେଶ କର୍ମୀ ଏବଂ ପେଶାରେ ଜଣେ ଆଇନଜୀବୀ । ୨୦୧୫ରୁ ସେ ଆଇନଜୀବୀ ଭାବେContinue reading “ଦିଶା ରବି ପରେ ଏବେ ନିକିତା ଜାକବଙ୍କ ଉପରେ ନଜର । ପୋଲିସ କହିଲା ନିକିତାଙ୍କ ଠାରୁ ମିଳିବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।”
ହ୍ୱାଟ୍ସଆପକୁ ଟକ୍କର ଦେବ ସମ୍ପୂର୍ଣ୍ଣ ସ୍ୱଦେଶୀ ଆପ୍ । ସମ୍ବାଦ ଓ ସନ୍ଦେଶ ନାମକ ଦୁଇଟି ମେସେଜିଂ ଆପ୍ ପ୍ରସ୍ତୁତ କରୁଛନ୍ତି ଭାରତ ସରକାର ।
କନକ ବ୍ୟୁରୋ: ମେସେଜିଂ ଆପ୍ ହ୍ୱାଟ୍ସଆପରେ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଏହାକୁ ଟକ୍କର ଦେବା ଭଳି ଏକ ଦେଶୀ ଆପ୍ ପ୍ରସ୍ତୁତ କରୁଛନ୍ତି ଭାରତ ସରକାର । ବୈଦୁତିକ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ୨ଟି ଦେଶୀ ଆପ୍ ପ୍ରସ୍ତୁତ କରାଯାଇ ତାର ପରୀକ୍ଷଣ କରାଯାଉଛି । ଏହି ଦୁଇଟି ଆପ୍ ନାଁ ଯଥାକ୍ରମେ, ସମ୍ବାଦ ଓ ସନ୍ଦେଶ ରଖାଯାଇଛି । ମନ୍ତ୍ରାଳୟର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁContinue reading “ହ୍ୱାଟ୍ସଆପକୁ ଟକ୍କର ଦେବ ସମ୍ପୂର୍ଣ୍ଣ ସ୍ୱଦେଶୀ ଆପ୍ । ସମ୍ବାଦ ଓ ସନ୍ଦେଶ ନାମକ ଦୁଇଟି ମେସେଜିଂ ଆପ୍ ପ୍ରସ୍ତୁତ କରୁଛନ୍ତି ଭାରତ ସରକାର ।”
ଏଣିକି ଶ୍ରୀଗୁଣ୍ଡିଚା ମନ୍ଦିରରେ ନିଶୁଳ୍କ ଦର୍ଶନ କରିବେ ଭକ୍ତ । ଆଉ ଦେବାକୁ ପଡ଼ିବନି ପ୍ରବେଶ ଶୁଳ୍କ ।
କନକ ବ୍ୟୁରୋ: ଏଣିକି ଶ୍ରୀଗୁଣ୍ଡିଚା ମନ୍ଦିରରେ ନିଶୁଳ୍କ ଦର୍ଶନ କରିବେ ଭକ୍ତ । ଆଉ ଦେବାକୁ ପଡ଼ିବନି ପ୍ରବେଶ ଶୁଳ୍କ । ଖାଲି ଗୁଣ୍ଡିଚା ମନ୍ଦିର ନୁହେଁ, ନରେନ୍ଦ୍ର ପୁଷ୍ମରଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାର ରୋଷ ଦର୍ଶନୀ ମାହାଲ, ନୀଳାଚଳ ଉପବନ ଓ କୋଇଲି ବୈକୁଣ୍ଠ ଆଦି ମାହାଲଗୁଡିକର ନିଲାମ ବନ୍ଦ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରୁ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହି ନିଲାମContinue reading “ଏଣିକି ଶ୍ରୀଗୁଣ୍ଡିଚା ମନ୍ଦିରରେ ନିଶୁଳ୍କ ଦର୍ଶନ କରିବେ ଭକ୍ତ । ଆଉ ଦେବାକୁ ପଡ଼ିବନି ପ୍ରବେଶ ଶୁଳ୍କ ।”
ସଚିନଙ୍କ ପୁଅକୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । ଜାଣନ୍ତୁ କେତେ ଟଙ୍କାରେ ଅର୍ଜୁନ ତେନ୍ଦୁଲକରଙ୍କୁ ଦଳରେ ସାମିଲ କଲା ମୁମ୍ବାଇ ?
କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିବେ ସଚିନଙ୍କ ପୁଅ । ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ବେସ୍ ପ୍ରାଇସ ୨୦ ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଅନ କ୍ୟାପଡ ଖେଳାଳୀ ଭାବେ ଅର୍ଜୁନଙ୍କୁ କିଣିଛି ମୁମ୍ବାଇ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କ ପାଇଁ ନୂଆ ନୁହେଁ । କାରଣ ପୂର୍ବରୁ ନେଟ୍ସରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟସମ୍ୟାନଙ୍କୁ ବୋଲିଂ କରି ଆସିଛନ୍ତି ଅର୍ଜୁନ । ଏହାପୂର୍ବରୁ ବାପା ସଚିନContinue reading “ସଚିନଙ୍କ ପୁଅକୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । ଜାଣନ୍ତୁ କେତେ ଟଙ୍କାରେ ଅର୍ଜୁନ ତେନ୍ଦୁଲକରଙ୍କୁ ଦଳରେ ସାମିଲ କଲା ମୁମ୍ବାଇ ?”
ଏଥର ଆଇପିଏଲର ଦାମୀ ଖେଳାଳି କ୍ରିସ୍ ମୋରିସ । ୧୬ କୋଟି ୨୫ ଲକ୍ଷ ରେକର୍ଡ ଦାମରେ କିଣିଲା ରାଜସ୍ଥାନ । ୧୪.୨୫ କୋଟିରେ ମାକ୍ସୱେଲଙ୍କୁ କିଣିଲା ଆରସିବି ।
କନକ ବ୍ୟୁରୋ: ଚେନ୍ନାଇରେ ଶେଷ ହୋଇଛି ଫଟାଫଟ୍ କ୍ରିକେଟର ମହାକୁମ୍ଭ ପାଇଁ ଖେଳାଳି ନିଲାମି । ପ୍୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ବିଦେଶୀ ଖେଳାଳି କ୍ରିସ୍ ମୋରିସ । ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡରଙ୍କୁ ଏଥର ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲସ । ଆଇପିଏଲ୍ ଇତିହାସରେ ଏହା ସବୁଠାରୁ ଅଧିକ ଦାମ । ଏଥର କ୍ରିସ୍ ମୋରିସଙ୍କ ବେସ୍ ପ୍ରାଇସ୍ ରହିଥିଲା ୭୫ ଲକ୍ଷ । ଏତେ ବଡContinue reading “ଏଥର ଆଇପିଏଲର ଦାମୀ ଖେଳାଳି କ୍ରିସ୍ ମୋରିସ । ୧୬ କୋଟି ୨୫ ଲକ୍ଷ ରେକର୍ଡ ଦାମରେ କିଣିଲା ରାଜସ୍ଥାନ । ୧୪.୨୫ କୋଟିରେ ମାକ୍ସୱେଲଙ୍କୁ କିଣିଲା ଆରସିବି । “