କନକ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ବି ଲାଗି ରହିଛି । ଭାରତର କିଛି ଅଞ୍ଚଳକୁ ଦଖଲ କରିବାକୁ ଚୀନ ପକ୍ଷରୁ ବାରମ୍ବାର ପ୍ରୟାସ ଜାରି ରହିଛି । ଏହାକୁ ନେଇ ଆଜି ରାଜ୍ୟସଭାରେ ଚୀନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି କି ପୂର୍ବ ଲଦାଖରେ ଭାରତୀୟ ସେନା ଚୀନ ସେନାକୁ କଡା ଜବାବ୍ ଦେଉଛି । ହେଲେ ଚୀନ ଏଲଏସିରେContinue reading “ରାଜ୍ୟସଭାରେ ଚୀନ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । କହିଲେ, ଚୀନ ସେନାକୁ ଫିଙ୍ଗର-୮ ପର୍ଯ୍ୟନ୍ତ ଫେରିବାକୁ ହେବ”
Author Archives: Raghaba
ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ଦାବି : ଏନଏମଏକୁ ଚିଠି ଲେଖିଲେ ଖୋର୍ଦ୍ଧା ଜିଲ୍ଲାପାଳ
କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ଓ ଉପନିୟମକୁ ପ୍ରତ୍ୟାହାର ପାଇଁ ଖୋର୍ଧା ଜିଲ୍ଲାପାଳ ଜାତୀୟ କୀର୍ତିରାଜି କର୍ତୃପକ୍ଷ, ଏନଏମଏ ଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି, ଏହି ଶୈବପୀଠ କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ ହୋଇ ରହିଛି । ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଲିଙ୍ଗରାଜ ଆସୁଛନ୍ତି । ପ୍ରତ୍ୟେକ ସୋମବାର, ଛୁଟିଦିନ ଓ ସପ୍ତାହନ୍ତରେ ଭକ୍ତ ସଂଖ୍ୟା ଲକ୍ଷେContinue reading “ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ଦାବି : ଏନଏମଏକୁ ଚିଠି ଲେଖିଲେ ଖୋର୍ଦ୍ଧା ଜିଲ୍ଲାପାଳ”
ମହିଳାଙ୍କ କଟାମୁଣ୍ଡ ଘଟଣା: ୨ ଜଣଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଥିବା ସୂଚନା ।
କନକ ବ୍ୟୁରୋ: ମୁଣ୍ଡବିହୀନ ମହିଳାଙ୍କ ମର୍ଡର ଘଟଣାରୁ ଉଠିବ ପରଦା । ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । କାହିଁକି ଏବଂ କିଭଳି ମହିଳାଙ୍କୁ ମର୍ଡର କରାଯାଇଛି ସେନେଇ ସସପେନ୍ସ ଜାରି ରହିଥିବାବେଳେ ଆଜି ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ବୋଲି ସୂଚନା ମିଳିଛି । ମହିଳା ଜଣଙ୍କ ସ୍ବାମୀଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ରହୁଥିଲେ । ସେହି ବ୍ୟକ୍ତି ଓ ତାଙ୍କ ସହଯୋଗୀ କରିଛନ୍ତି ହତ୍ୟା ।Continue reading “ମହିଳାଙ୍କ କଟାମୁଣ୍ଡ ଘଟଣା: ୨ ଜଣଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଥିବା ସୂଚନା । “
ଏଲଏସି ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ : କହିଲେ, ସୀମାରେ ମଜଭୁତ ସ୍ଥିତିରେ ସେନା, ଚୀନ ସହ ଚାଲିଛି କଥାବାର୍ତା; ଛଡାଯିବନି ଏକ ଇଂଚର ଜମି
କନକ ବ୍ୟୁରୋ : ଏଲଏସି ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀଙ୍କ ବଡ ବୟାନ ରଖିଛନ୍ତି । ଲଦାଖର ପୋଙ୍ଗଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି । ପୋଙ୍ଗଙ୍ଗର ଉତ୍ତର-ପଶ୍ଚିମ ପ୍ରାନ୍ତରୁ ସୈନ୍ୟ ପ୍ରତ୍ୟାହାର ହେଉଛି । ଚୁକ୍ତି ଅନୁସାରେ ୪୮ଘଣ୍ଟା ଭିତରେ ସୈନ୍ୟ ପ୍ରତ୍ୟାହାର ହେବ । ଆଲୋଚନା ବେଳେ ଚୀନକୁ କଡା ବାର୍ତ୍ତା ଦିଆଯାଇଛି । ସେପ୍ଟେମ୍ବର ମାସରୁ ଆଲୋଚନା ଜାରି ରହିଛି । ଏଲଏସିରେ ଚୀନ ଅନୁପ୍ରବେଶ ଉଦ୍ୟମ କରିଛି । ଏଲଏସିରେContinue reading “ଏଲଏସି ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ : କହିଲେ, ସୀମାରେ ମଜଭୁତ ସ୍ଥିତିରେ ସେନା, ଚୀନ ସହ ଚାଲିଛି କଥାବାର୍ତା; ଛଡାଯିବନି ଏକ ଇଂଚର ଜମି”
ଟ୍ୱିଟର ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲେ ଭାରତ ସରକାର । ଆଦେଶ ଅବମାନନା କଲେ ଗିରଫ୍ ହୋଇପାରନ୍ତି ଟ୍ୱିଟରର ଉଚ୍ଚପଦସ୍ଥ ଅଧିକାରୀ !
କନକ ବ୍ୟୁରୋ : ଭାରତ ସରକାର ଓ ଟ୍ୱିଟର ମଧ୍ୟରେ କ୍ରମାଗତ ଭାବେ ବିବାଦ ବଢିବାରେ ଲାଗିଛି । ଅନ୍ୟ ଦେଶ ତୁଳନାରେ ଭାରତ ସହ ଟ୍ୱିଟର ପାତର ଅନ୍ତର କରୁଥିବା ଭାରତ ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । କହିରଖୁ କି ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ହିଂସା ପରେ ଭାରତ ସରକାର କେତକ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଟ୍ୱିଟରକୁ ଅନୁରୋଧ କରିଥିଲେContinue reading “ଟ୍ୱିଟର ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣିଲେ ଭାରତ ସରକାର । ଆଦେଶ ଅବମାନନା କଲେ ଗିରଫ୍ ହୋଇପାରନ୍ତି ଟ୍ୱିଟରର ଉଚ୍ଚପଦସ୍ଥ ଅଧିକାରୀ !”
ଭିତରକନିକାର ଆସିଲା ଭଲ ଖବର : ପ୍ରଥମ ଥର ପାଇଁ ଏକକାଳୀନ ଦେଖିବାକୁ ମିଳିଲା ୩ ଶହ ଡଲଫିନ
କନକ ବ୍ୟୁରୋ : ଭିତରକନିକାରେ ଦେଖିବାକୁ ମିଳିଛି ୫ପ୍ରକାରର ଡ଼ଲଫିନ୍ । ଭିତରକନିକା ଓ ରାଜନଗର ଅଂଚଳରେ ପ୍ରବାହିତ ନଦୀ ଓ ବଙ୍ଗୋପସାଗରରେ ଏହି ୫ ପ୍ରଜାତିର ଡ଼ଲଫିନ୍କୁ ଦେଖିବାକୁ ମିଳିଛି । ପୂର୍ବରୁ ଦେଢଶହରୁ ୨ଶହ ଡ଼ଲଫିନ୍ ଦେଖିବାକୁ ମିଳୁଥିବା ବେଳେ ଏଥରକ ୩ଶହ ଡ଼ଲଫିନ୍ ଦେଖିବାକୁ ମିଳିଛି । ପ୍ରତିବର୍ଷ ଏହି ଡ଼ଲଫିନ ମାନଙ୍କ ଜଳକ୍ରିଡ଼ା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ଡ଼ଲଫିନ୍ ଗଣନାContinue reading “ଭିତରକନିକାର ଆସିଲା ଭଲ ଖବର : ପ୍ରଥମ ଥର ପାଇଁ ଏକକାଳୀନ ଦେଖିବାକୁ ମିଳିଲା ୩ ଶହ ଡଲଫିନ”
ଅନୁଗୁଳର ବନ୍ତଳା ଥାନା ଖାଲିଗାଁରେ ଭୟଙ୍କର ନିଆଁ : ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ; ଗାଇଗୋରୁ ଜୀବନ୍ତ ଦଗ୍ଧ
କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁର ପ୍ରକୋପରେ ଜଳିଗଲା ଘରଦ୍ୱାରା । ସର୍ବସାନ୍ତ ହୋଇଗଲେ ଗୋଟିଏ ପରିବାର । ଲକ୍ଷାଧିକ ଟଙ୍କାର ସମ୍ପତି ସମେତ ଗୋପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବିଳମ୍ବିତ ରାତିରେ ପରିବାରର ସମସ୍ତେ ଶୋଇଥିବା ବେଳେ ଘଟିଥିଲା ଅଗ୍ନିକାଣ୍ଡ । କିପରି ଏହି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ହେଲେContinue reading “ଅନୁଗୁଳର ବନ୍ତଳା ଥାନା ଖାଲିଗାଁରେ ଭୟଙ୍କର ନିଆଁ : ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ; ଗାଇଗୋରୁ ଜୀବନ୍ତ ଦଗ୍ଧ”
ଟ୍ରାକ୍ଟର ରାଲି ପରେ ଆଗାମୀ ୧୮ ତାରିଖରେ ୪ ଘଣ୍ଟିଆ ରେଳରୋକ୍ କରିବେ ଆନ୍ଦୋଳନରତ କୃଷକ । ୧୨ ତାରିଖରୁ ରାଜସ୍ଥାନର ସମସ୍ତ ଟୋଲଗେଟ୍ ଜାମ୍ କରିବେ ଚାଷୀ
କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ଚାଷୀ ଆନ୍ଦୋଳନ ଉଗ୍ରରୂପ ନେବାରେ ଲାଗିଛି । ଜାନୁଆରୀ ୨୬ ତାରିଖରେ କୃଷକ ମାନେ ଟ୍ରାକ୍ଟର ରାଲି କରିଥିଲେ । ହେଲେ କିଛି ସୁଫଳ ନ ମିଳିବାରୁ ଚଳିତ ମାସ ୧୮ ତାରିଖରେ ସାରା ଦେଶରେ ୪ ଘଂଟା ପାଇଁ ରେଳରୋକ୍ କରିବାକୁ ପ୍ରସ୍ତୁତି ହେଉଛନ୍ତି ଚାଷୀ ସଂଗଠନ ମାନେ । ଏହା ସହ ୧୨ ତାରିଖ(ଆସନ୍ତା କାଲି) ଠାରୁ ରାଜସ୍ଥାନର ସମସ୍ତ ଟୋଲଗେଟ୍ ଆଗରେ କୃଷକ ମାନେContinue reading “ଟ୍ରାକ୍ଟର ରାଲି ପରେ ଆଗାମୀ ୧୮ ତାରିଖରେ ୪ ଘଣ୍ଟିଆ ରେଳରୋକ୍ କରିବେ ଆନ୍ଦୋଳନରତ କୃଷକ । ୧୨ ତାରିଖରୁ ରାଜସ୍ଥାନର ସମସ୍ତ ଟୋଲଗେଟ୍ ଜାମ୍ କରିବେ ଚାଷୀ”
ରାଜ୍ୟରେ ମେଟ୍ରୋ ସ୍ୱପ୍ନ ଚୂରମାର : ରାଜ୍ୟସଭାରେ ମନ୍ତ୍ରୀ କହିଲେ, ଓଡିଶା ଦେଇନାହିଁ ପ୍ରସ୍ତାବ
କନକ ବ୍ୟୁରୋ : ମେଟ୍ରୋ ରେଳ ନେଟୱର୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମିଳିନାହିଁ ବୋଲି ରାଜ୍ୟସଭାରେ ଗୃହନିର୍ମାଣ ଓ ନଗରାଂଚଳ ମନ୍ତ୍ରୀ ହରଦିପ୍ ସିଂ ପୁରୀ କହିଛନ୍ତି । ଓଡ଼ିଶାରେ ମେଟ୍ରୋ ରେଳ ନେଟୱର୍କ ପାଇଁ କୌଣସି ଯୋଜନା ଅଛି କି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ସାଂସଦ ଅଶ୍ୱିନୀ ବୈଷ୍ଣବ । ତେବେ ତାଙ୍କ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ହରଦିପ୍ ସିଂ ପୁରୀ କହିଛନ୍ତି, ଏହା ରାଜ୍ୟContinue reading “ରାଜ୍ୟରେ ମେଟ୍ରୋ ସ୍ୱପ୍ନ ଚୂରମାର : ରାଜ୍ୟସଭାରେ ମନ୍ତ୍ରୀ କହିଲେ, ଓଡିଶା ଦେଇନାହିଁ ପ୍ରସ୍ତାବ”
ମିଆଁମାରକୁ ଆମେରିକାର ବଡ ଝଟକା । ସାମରିକ ଶାସନ ବିରୋଧରେ କଟକଣା ଜାରି କଲେ ବାଇଡେନ ସରକାର ।
କନକ ବ୍ୟୁରୋ : ମିଆଁମାର୍ ସାମରିକ ଶାସନ ବିରୋଧରେ ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେଡ଼୍ ନୂଆ କଟକଣା ଜାରି କରିଛନ୍ତି। ସୂଚନାଯୋଗ୍ୟ କି, ସେନାବାହିନୀ ଏହି ଦକ୍ଷିଣଏସୀୟ ରାଷ୍ଟ୍ରର ଶାସନ କ୍ଷମତା ଅକ୍ତିଆର କରିବା ସହ ଦେଶର ପ୍ରକୃତ ନେତ୍ରୀ ଅଙ୍ଗ୍ ସୁ ଚି ଏବଂ ଅନ୍ୟ ବରିଷ୍ଠ ରାଜନେତାଙ୍କୁ ବନ୍ଦୀ କରିଛି। ବାଇଡେନ୍ କହିଛନ୍ତି ଯେ, ସେ ଜାରି କରିଥିବା ଆଦେଶ ଯୋଗୁଁ ମିଆଁମାରର ଜେନେରାଲମାନେ ଯୁକ୍ତରାଷ୍ଟ୍ର ଆମେରିକାରୁ ମିଳୁଥିବା ୧ ବିଲିୟନ୍ ଡଲାର୍Continue reading “ମିଆଁମାରକୁ ଆମେରିକାର ବଡ ଝଟକା । ସାମରିକ ଶାସନ ବିରୋଧରେ କଟକଣା ଜାରି କଲେ ବାଇଡେନ ସରକାର । “